Skip to main content

Posts

Showing posts from February, 2021
  ଲକ୍ଷ୍ମୀ କୁଳାର୍ଣବୋକ୍ତ ଶ୍ରୀ ଲଳିତା ମହାତ୍ରିପୁର ସୁନ୍ଦର୍ଯ୍ୟା ଦାରିଦ୍ର୍ୟ - ଧ୍ୱଂସିନୀ – ମହାପୁଜା - ବିଧାନ ଶ୍ରୀ ଯନ୍ତ୍ର ଉପରେ ଆଧାରିତ- ଶ୍ରୀ ଦେବ୍ୟୁବାଚ— ଅତି ଦାରିଦ୍ରାୟାସିନ୍ଧୌ ତୁ ମାଗ୍ନାନାଂ ପରମେଶ୍ଵର   ଉଦ୍ଧାରକ୍ରମତୋ ଦେବ ପୂଜାଂ ବଦ ବିଧାନତ:               ଦାରିଦ୍ର୍ୟଧ୍ଵଂସନୀଂ ପୂଜାଂ ଲଳିତାୟା: ସବିସ୍ତାରମ ଶୀଘ୍ରସମ୍ପତିସଦ୍ଧି ଭୁତାଂ କୃପୟା ବଦ ମେ ପ୍ରଭୋ ଶ୍ରୀଇଶ୍ଵର ଉବାଚ— ଶୀଘ୍ରସମ୍ପତପ୍ରସୀଦ୍ଧ୍ଯର୍ଥେ ଭାର୍ଗବେଣ କୃତା ପୁରା ଶ୍ରୀମତ୍ରିପୁରସୁନ୍ଦର୍ଜ୍ୟା: ସା ପୂଜା କଥ୍ୟତେ ମୟା ୟୟାତିମନ୍ଦଭାଗ୍ୟୋପି କୁବେରସଦୃଶୋ ଭୁବି ଜାୟତେ ନାତ୍ର ସଦେହସ୍ତାଂ ପୂଜାଂ ଶ୍ରୁଣୁ ବଲ୍ଲଭେ ଚକ୍ରପୂଜାଂ ବିଧାୟାଦୌ ନୈମିତିକମଥାଚରେତ୍ ତତ୍ତଦାବରଣସ୍ଥାନେଷ୍ୱିୟଂ ପୂଜା ବିଧିୟତେ । ଅର୍ଥାତ୍-- ' ଲକ୍ଷ୍ମୀ କୁଳାର୍ଣ୍ଣବ ' ତନ୍ତ୍ରରେ ଶ୍ରୀ ଦେବୀ ପଚାରୁଛନ୍ତି : ' ହେ ପରମେଶ୍ୱର , ଅତି ଦାରିଦ୍ର୍ୟତା ର ସାଗରରେ ବୁଡି ରହିଥିବା ବ୍ୟକ୍ତିଙ୍କର ଉଦ୍ଧାର ନିମିତ୍ତ ଦେବ ପୂଜନର ବିଧାନ କୁହନ୍ତୁ , ଯାହାଦ୍ୱାରା ଶୀଘ୍ର ସମ୍ପତି ପ୍ରାପ୍ତ ହୋଇପାରିବ ’. ଈଶ୍ୱର କହିଲେ :' ଶୀଘ୍ର ସମ୍ପତି ପାଇବା ନିମିତ୍ତ ଶୁକ୍ରାଚାର୍ଯ୍ୟ ଯେଉଁ ପୂଜା କରିଥିଲେ ତାହା ତ୍ରିପୁରା ସୁନ୍ଦରୀଙ୍କର ପୂଜା ଥିଲା . ଏହି ପୂଜା ' ଦା