Skip to main content

 

ପଦବାସ୍ତୁ

            ବାସ୍ତୁପୁରୁଷ ର ସମସ୍ତ ଶରୀରର ଅଙ୍ଗ ବାସ୍ତୁପୁରୁଷ ମଣ୍ଡଳରେ କେଉଁକେଉଁ ପଦରେ ଅଛି ତାହା ବର୍ଣ୍ଣନା କରାଗଲା ।

୧-ଆପ -ଫେସ୍‌, ୨-ସବିତ୍ରା -ଫିଙ୍ଗର୍ ବେସ୍‌, ୩-ଇନ୍ଦ୍ରଜୟ -ପେନିସ୍‌, ୪-ରୁଦ୍ର -ଫିଙ୍ଗର୍‌ବେସ୍‌

୧- ପୂର୍ବ-ଅର୍ଜମା -ରାଇଟ୍‌ବ୍ରିଷ୍ଟ୍‌, ୨-ଦକ୍ଷିଣ-ପୂର୍ବ -ସବିତା -ଫିଙ୍ଗର୍‌ଟିପ୍‌ସ, ୩-ଦକ୍ଷିଣ-ବିବଶ୍ୱାନ -ରାଇଟ୍‌ଷ୍ଟୋମାକ୍‌, ୪-ଦକ୍ଷିଣ-ପଶ୍ଚିମ -ବିଭୁଧ -ପେନିସ୍‌, ୫-ପଶ୍ଚିମ- ମିତ୍ର - ଲେଫ୍‌ଟ ଷ୍ଟୋମାକ୍‌, ୬-ଉତର-ପଶ୍ଚିମ -ରାଜକ୍ଷମା - ଫିଙ୍ଗର୍‌ଟିପ୍‌ସ, ୭-ଉତର -ପୃଥିବୀଧର -ଲେଫ୍‌ଟ୍ ବ୍ରିଷ୍ଟ୍‌, ୮-ଉତର-ପୂର୍ବ -ଆପବତ୍ସ -ଛାତି ।

            ୧-ଶିଖି -ମୁଣ୍ଡ, ୨-ପର୍ଯନ୍ୟ -ଦକ୍ଷିଣ ଆଖି, ୩-ଜୟନ୍ତ -ଡାହାଣ କାନ, ୪-ଇନ୍ଦ୍ର -ଡାହାଣ କାନ୍ଧ, ୫-ସୂର୍ଯ୍ୟ- ଦକ୍ଷିଣ ବାହୁ, ୬-ସତ୍ୟ -ମଧ୍ୟ କହୁଣି, ୭-ବୃଷ -ମଧ୍ୟ ବାହୁ, ୮-ଆକାଶ -ଦକ୍ଷିଣ ଆଖି, ୯-ବାୟୁ -ଫୋର୍ ଆର୍ମ୍‌, ୧୦-ପୋଷା -ଦକ୍ଷିଣ ରିଷ୍ଟ୍‌, ୧୧-ବିତଥ -ଦକ୍ଷିଣ ଦିଗ, ୧୨-ଗୃହକ୍ଷତ-ଦକ୍ଷିଣ ଦିଗ, ୧୩-ଯମ -ଦକ୍ଷିଣ ଜଙ୍ଘ, ୧୪-ଗନ୍ଧର୍ବ -ଦକ୍ଷିଣ ଆଣ୍ଠୁ, ୧୫-ଭୃଙ୍ଗରାଜ – right shank  ୧୬-ମୃଗ- ଦକ୍ଷିଣ ଓଠ, ୧୭-ପିତୃ -ପାଦ, ୧୮-ଦୈବାରିକ-ବାମ ହିପ୍‌, ୧୯-ସୁଗ୍ରୀବ-left shank, ୨୦-ପୁଷ୍ପଗନ୍ଧ -ବାମ ଆଣ୍ଠୁ, ୨୧-ଜଳଧୀପ-ବାମଜଙ୍ଘ, ୨୨-ଅସୁର-ବାମଦିଗ, ୨୩-ଶୋଷ-ବାମଦିଗ, ୨୪-ପାପ-ବାମ ରିଷ୍ଟ୍‌, ୨୫-ରୋଗ-ବାମ ଫୋର୍ ଆମ୍‌ର୍, ୨୬-ନାଗ-ବାମ ଏଲ୍‌ବୋ,୨୭-ମୁଖ୍ୟ-ମଧ୍ୟ ବାହୁ, ୨୮-ଭଲ୍ଲାଟ-ଆର୍ମ୍‌ପିଟ୍‌, ୨୯-ସୋମ-ବାମ ବାହୁ, ୩୦-ସର୍ପ-ବାମ କନ୍ଧ, ୩୧-ଅଦିତୀ-ବାମକାନ, ୩୨-ଦିତୀ-ବାମ ଆଖି ।

            ଯଦି ଏହି ମର୍ମସନ୍ଧି କିମ୍ବା ଉପମର୍ମସନ୍ଧି ରେ କାନ୍ଥ କିମ୍ବା ଝରକା ଆଦି ମାଧ୍ୟମରେ କୈାଣସି ଦୋଷ ପରିଲିଖିତ ହୁଏ ତେବେ ବାସ୍ତୁ ପୁରୁଷ ମଣ୍ଡଳରେ ବିକୃତି ଆସିଥାଏ । ଯଦି ବାସ୍ତୁପୁରୁଷ ଦୁର୍ବଳ ହୁଏ ଘରର ମହିଳାର ସଦସ୍ୟମାନେ ସମସ୍ୟାର ସମ୍ମୁଖିନ ହୁଅନ୍ତି । ଯଦି ବାସ୍ତୁ ପୁରୁଷର ମୁଣ୍ଡ ଦୁର୍ବଳ ହୁଏ ତେବେ ସ୍ୱାସ୍ଥ୍ୟର ହାନୀ ହୋଇଥାଏ ।





Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...