Skip to main content

 

Kitchen room & colour

(୧)     ଉତରପୂର୍ବ ଦିଗ

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟିଥାଏ ତେବେ ହାଲୁକା ସିଲ୍‌ଭର୍ ବା ଧଳା ରଙ୍ଗ କିମ୍ବା ମେଟାଲିକ୍ ରଙ୍ଗ ଲଗାନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ଧୁସର ରଙ୍ଗ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । କ୍ରିମ୍ ରଙ୍ଗ ଲଗାଇପାରିବେ ।

(୨) ପୂର୍ବ-ଉତର-ପୂର୍ବ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ଭାଓଲେଟ୍ କିମ୍ବା ପର୍ପଲ କଲର୍ ବ୍ୟବହାର କରିପାରିବେ ।

 


(୩) ପୂର୍ବ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଯାଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ଲାଲ୍‌, ପିଙ୍କ୍‌, ଅରେଞ୍ଜ୍ କିମ୍ବା ପର୍ପଲ୍ ରଙ୍ଗର ବ୍ୟବହାର କରନ୍ତୁ ।

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ଲାଲ୍‌, ପିଙ୍କ୍‌, ଅରେଞ୍ଜ୍ କିମ୍ବା ପର୍ପଲ୍ ରଙ୍ଗର ବ୍ୟବହାର କରନ୍ତୁ ।

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ଲାଲ୍‌, ପିଙ୍କ୍‌, ଅରେଞ୍ଜ୍ କିମ୍ବା ପର୍ପଲ୍ ରଙ୍ଗର ବ୍ୟବହାର କରନ୍ତୁ ।

(୫) ଦକ୍ଷିଣ-ପୂର୍ବ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍ କିମ୍ବା ପର୍ପଲ୍ ରଙ୍ଗର ବ୍ୟବହାର କରନ୍ତୁ ଯଦି ଏହି ଦିଗରେ ରୋଷେଇ ଘର କଟି ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ

୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ପର୍ପଲ୍ କିମ୍ବା ଭାଓଲେଟ୍ ରଙ୍ଗର ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୭) ଦକ୍ଷିଣ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ପର୍ପଲ୍ କିମ୍ବା ଭାଓଲେଟ୍ ରଙ୍ଗର ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ପର୍ପଲ୍ କିମ୍ବା ଭାଓଲେଟ୍ ରଙ୍ଗର ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଯାଇଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ପର୍ପଲ୍ କିମ୍ବା ଭାଓଲେଟ୍ ରଙ୍ଗର ବ୍ୟବହାର କରନ୍ତୁ ।  ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁଯଦି ଏହି ଦିଗରେ ରୋଷେଇ ଘର କଟି ଯାଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ କିମ୍ବା କ୍ରିମ୍ ରଙ୍ଗ ବ୍ୟବହାର କରନ୍ତୁ ।

(୧୧) ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଯାଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ କିମ୍ବା କ୍ରିମ୍ ରଙ୍ଗ ବ୍ୟବହାର କରନ୍ତୁ ।

(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ

ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଯାଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ କିମ୍ବା କ୍ରିମ୍ ରଙ୍ଗ ବ୍ୟବହାର କରନ୍ତୁ । 

(୧୩) ଉତର-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଯାଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ କିମ୍ବା କ୍ରିମ୍ ରଙ୍ଗ ବ୍ୟବହାର କରନ୍ତୁ । 

(୧୪) ଉତର-ଉତର-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁଯଦି ଏହି ଦିଗରେ ରୋଷେଇ ଘର କଟି ଯାଇଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । 

(୧୫) ଉତର ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଯାଇଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । 

(୧୬) ଉତର-ଉତର-ପୂର୍ବ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର କଟି ଯାଇଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ରୋଷେଇ ଘର ବର୍ଦ୍ଧିତ ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ ।

 

 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...