Skip to main content

                                         ସ୍ନାନଘର ଓ  ବାସ୍ତୁ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

            ଉତର ଦିଗ, ପୂର୍ବ, ପଶ୍ଚିମ କିମ୍ବା ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ, ଉତର-ପୂର୍ବ କିମ୍ବା ଉତର-ପଶ୍ଚିମ ଦିଗ ସ୍ନାନଘର ପାଇଁ ପ୍ରସସ୍ତ ଅଟେ ।

 (୧) ଉତରପୂର୍ବ ଦିଗ -

ଏହି ଦିଗରେ ସ୍ନାନ ଘର କରିବା ଉଚିତ୍ ନୁହେଁ । ଯଦି ଏହି ଦିଗରେ ସ୍ନାନଘର ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରିବା ଉଚିତ୍ । ତାହାଦ୍ୱାରା ଏହିଦିଗରେ ସନ୍ତୁଳନ ଆସିଥାଏ । ଯଦି ଏହି ଦିଗରେ ସ୍ନାନଘର କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିଲ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ସ୍ନାନଘର ବର୍ଦ୍ଧିତ ହୋଇଥାଏ ତେବେ ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ ।

(୨) ପୂର୍ବ-ଉତର-ପୂର୍ବ ଦିଗ -

ଏହି ଦିଗରେ ସ୍ନାନ ଘର କରିବା ଉଚିତ୍ ନୁହେଁ । ଯଦି ଏହି ଦିଗରେ ସ୍ନାନଘର ସନ୍ତୁଳିତ ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ତେବେ ଏଥିରେ ସନ୍ତୁଳନ ଆସିଥାଏଯଦି ଏହି ଦିଗରେ ସ୍ନାନଘର କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ସ୍ନାନଘର ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।

(୩) ପୂର୍ବ ଦିଗ -

ଏହି ଦିଗରେ ସ୍ନାନ ଘର କରିବା ଉଚିତ୍ ନୁହେଁ । ଯଦି ଏହି ଦିଗରେ ସ୍ନାନଘର ସନ୍ତୁଳିତ ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ସ୍ନାନଘର କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ସ୍ନାନଘର ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ସ୍ନାନ ଘର କରିବା ଉଚିତ୍ ଅଟେ । କାହାର ସନ୍ତୁଳନ ରକ୍ଷା କରିବା ପାଇଁ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏହି ଦିଗରେ କଟିଥାଏ ତେବେ ହାଲୁକା ନୀଳରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ସ୍ନାନ ଘର ଯଦି ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାସଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।

୫) ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ସ୍ନାନ ଘର କରିବା ଉଚିତ୍ ନୁହେଁ । ଯଦି ଏହି ଦିଗରେ ସ୍ନାନଘର ଥାଏ ତେବେ ସ୍ନାନ ଘରକୁ ସନ୍ତୁଳିତ କରିବା ପାଇଁ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏହି ଦିଗରେ କଟିଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ବ୍ୟବହାର କରନ୍ତୁ । ଏହି ଦିଗରେ ସ୍ନାନ ଘର ଯଦି ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । 

(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ

ଏହି ଦିଗରେ ସ୍ନାନ ଘର କରିବା ଉଚିତ୍ ନୁହେଁ । ଯଦି ଥାଏ ତେବେ ତାହାକୁ ସନ୍ତୁଳିତ କରିବା ପାଇଁ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏହି ଦିଗରେ କଟିଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ସ୍ନାନ ଘର ଯଦି ଏହି ଦିଗରେ ବର୍ଦ୍ଧି ହୋଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ       

(୭) ଦକ୍ଷିଣ ଦିଗ -

ଏହି ଦିଗରେ ସ୍ନାନ ଘର କରିବା ଉଚିତ୍ ନୁହେଁ । ଯଦି ଏହି ଦିଗରେ ସ୍ନାନଘର ଥାଏ ତେବେ ତାହାକୁ ସନ୍ତୁଳିତ କରିବା ପାଇଁ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏହି ଦିଗରେ କଟିଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ସ୍ନାନ ଘର ଯଦି ଏହି ଦିଗରେ ବର୍ଦ୍ଧି ହୋଇଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ସ୍ନାନ ଘର ରହିବା ଉଚିତ୍ । ଏହି ଦିଗରେ ସ୍ନାନ ଘରକୁ ସନ୍ତୁଳିତ କରିବା ପାଇଁ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ସ୍ନାନଘର ଯଦି ଏହି ଦିଗରେ କଟିଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନ ଘର ଏହି ଦିଗରେ ବର୍ଦ୍ଧିତ ହୋଇଥାଏ ତେବେ ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ସ୍ନାନ ଘରକୁ ସନ୍ତୁଳିତ କରିବା ପାଇଁ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ସ୍ନାନଘର ଯଦି ଏହି ଦିଗରେ କଟିଥାଏ ତେବେ ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ସ୍ନାନଘର ଯଦି ଏହି ଦିଗରେ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସିଲ୍‌ଭର, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ସ୍ନାନ ଘର ରହିବା ଉଚିତ୍ । ଯଦି ଏହି ଦିଗରେ ସ୍ନାନଘର ଅଛି ତେବେ ତାହାକୁ ସନ୍ତୁଳନ କରିବା ପାଇଁ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ଯଦି ସ୍ନାନଘର ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏହି ଦିଗରେ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୧) ପଶ୍ଚିମ ଦିଗ -

ଏହି ଦିଗରେ ସ୍ନାନ ଘରକୁ ସନ୍ତୁଳିତ କରିବା ପାଇଁ ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ସ୍ନାନଘର ଯଦି ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏହି ଦିଗରେ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ସ୍ନାନ ଘରକୁ ଏହି ଦିଗରେ ସନ୍ତୁଳିତ କରିବା ପାଇଁ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏହି ଦିଗରେ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୩) ଉତର-ପଶ୍ଚିମ ଦିଗ -

ଏହି ଦିଗରେ ସ୍ନାନ ଘରକୁ ସନ୍ତୁଳିତ କରିବା ପାଇଁ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ସ୍ନାନଘର କଟି ଥାଏ ତେବେ ହାଲୁକା ହଳଦିଆର ରଙ୍ଗ ବ୍ୟବହାର କରନ୍ତୁ ଯଦି ସ୍ନାନ ଘର ଏହି ଦିଗରେ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ

(୧୪) ଉତର-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ସ୍ନାନ ଘରକୁ ସନ୍ତୁଳିତ କରିବା ପାଇଁ ନୀଳ ରଙ୍ଗ ବ୍ୟବହାର କର । ଯଦି ସ୍ନାନ ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏିହ ଦିଗରେ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର କରନ୍ତୁ ।

(୧୫) ଉତର ଦିଗ -

ଏହି ଦିଗରେ ସ୍ନାନଘରକୁ ସନ୍ତୁଳିତ କରିବା ପାଇଁ ହାଲୁକା ନୀଳ ରଙ୍ଗ ବ୍ୟବହାର କର । ଯଦି ସ୍ନାନ ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏିହ ଦିଗରେ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର କରନ୍ତୁ ।

(୧୬) ଉତର-ଉତର-ପୂର୍ବ ଦିଗ -

ସ୍ନାନଘରକୁ ଏହି ଦିଗରେ ସନ୍ତୁଳିତ କରିବା ପାଇଁ ହାଲୁକା ନୀଳ ରଙ୍ଗ ବ୍ୟବହାର କର । ଯଦି ସ୍ନାନ ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ସ୍ନାନଘର ଏିହ ଦିଗରେ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର କରନ୍ତୁ



  

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...