Skip to main content

ଶୟନ କକ୍ଷ ଓ ବାସ୍ତୁ ରଙ୍ଗ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

 (୧) ଉତରପୂର୍ବ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସବୁଜ ରଙ୍ଗ ବ୍ୟବହାର କରନ୍ତୁ ।

(୨) ପୂର୍ବ-ଉତର-ପୂର୍ବ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ ।

(୩) ପୂର୍ବ ଦିଗ -

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ ।

(୫) ଦକ୍ଷିଣ-ପୂର୍ବ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ସବୁଜ ରଙ୍ଗ ବ୍ୟବହାର କରନ୍ତୁଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୭) ଦକ୍ଷିଣ ଦିଗ -

୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ୍  ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ୍  ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୧) ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୩) ଉତର-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

୧୪) ଉତର-ଉତର-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର କରନ୍ତୁ ।

(୧୫) ଉତର ଦିଗ -

(୧୬) ଉତର-ଉତର-ପୂର୍ବ ଦିଗ

ଯଦି ଏହି ଦିଗରେ ଶୟନ କକ୍ଷ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ଯଦି ଏହି ଦିଗରେ ଥିବା ଶୟନ କକ୍ଷ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଶୟନ କକ୍ଷ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର କରନ୍ତୁ ।

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...