Skip to main content

 

ବାସ୍ତୁରଙ୍ଗ ଓ ପୂଜାଘର

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

 (୧) ଉତରପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧୁସର, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ଧୁସର ରଙ୍ଗ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ ।

(୨) ପୂର୍ବ-ଉତର-ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଧୁସର ରଙ୍ଗ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ଭାସଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ ।

(୩) ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଧୁସର ରଙ୍ଗ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ ।

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଧୁସର ରଙ୍ଗ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ ।

(୫) ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୭) ଦକ୍ଷିଣ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ୍ୟବହାର କରନ୍ତୁ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ଲାଲ୍‌, ପିଙ୍କ୍‌, ଅରେଞ୍ଜ୍‌, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୧) ପଶ୍ଚିମ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୩) ଉତର-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୪) ଉତର-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର କରନ୍ତୁ ।

(୧୫) ଉତର ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜାଘର ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର କରନ୍ତୁ

(୧୬) ଉତର-ଉତର-ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘର ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ପୂଜା ଘର ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।



 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...