Skip to main content

 

ଟେଲିଭିଜନ୍ ଓ ବାସ୍ତୁ

          ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ଟେଲିଭିଜନ୍ ଥାଏ ତେବେ ଆପଣ ସକାରାତ୍ମକ ଶିକ୍ଷା ପାଇଥାନ୍ତି । ଯଦି ଟେଲିଭିଜନ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ଏହା ଆପଣଙ୍କ ମନକୁ ସତେଜତା ଆଣିଥାଏ ଏବଂ ଆପଣ ପ୍ରଚୁର ଆନନ୍ଦ ପାଇଥାନ୍ତି

          ଉତର-ଉତର-ପୂର୍ବ ଦିଗରେ ଯଦି ଟେଲିଭିଜନ୍ ଥାଏ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚ୍ୟାନେଲ୍ ଗୁଡିକୁ ଦେଖିଥାନ୍ତି ଏବଂ ତାହା ଦେଖି ଆପଣ ସ୍ୱାସ୍ଥ୍ୟ ପ୍ରତି ଏତେ ସଜାଗ ହୋଇଯାଆନ୍ତି ଯାହାକି ସ୍ୱାସ୍ଥ୍ୟ ଓ ପ୍ରତିରୋଧକ କ୍ଷମତାରେ ହାନି ପହଂଚାଇଥାଏ ।

          ଯଦି ଟେଲିଭିଜନ୍ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ଆପଣଙ୍କର ନିଷ୍ପତି ଟେଲିଭିଜନ୍ ମାଧ୍ୟମରୁ ପାଉଥିବା ଖବର ଉପରେ ନିର୍ଭର କରୁଥାଏ ଯାହାକି ଆପଣଙ୍କୁ ବିପରୀତ ଫଳ ଓ ହାନୀ ଦେଇଥାଏଏହି ଦିଗରେ ଟେଲିଭିଜନ୍ ବାରମ୍ବାର ଖରାପ ହୋଇଥାଏ ଓ ଠିକ୍ ଭାବରେ କାର୍ଯ୍ୟ କରିନଥାଏ ।

          ଯଦି ଟେଲିଭିଜନ୍ ପଶ୍ଚିମ ଦିଗରେ ଥାଏ ତେବେ ଆପଣ ଲାଭବାନ୍ ଖବର ଗୁଡିକ ପାଇଥାନ୍ତି

          ଯଦି ଟେଲିଭିଜନ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନଙ୍କର ପଢ଼ାପଢ଼ି ରେ ବ୍ୟାଘାତ ଓ ଏକାଗ୍ରତା ରହେ ନାହିଁ । ସନ୍ତାନମାନେ କାଟୁନ୍ ପିକ୍‌ଚର୍ ଦେଖି ସମୟ ବ୍ୟତିତ କରିଥାନ୍ତି । ସନ୍ତାନମାନେ ଯଦି ଶିକ୍ଷାଗତ ଖବର ଦେଖନ୍ତି ତେବେ ତାହା ଉତମ ଅଟେ ।

 

ଗୃହପାଳିତ ପଶୁ ଓ ବାସ୍ତୁ

          ଗୃହପାଳିତ ପଶୁ ଅର୍ଥ-ଗାଈ, କୁକୁର, ଛେଳି ଆଦିକୁ ବୁଝାଇଥାଏ । ଯଦି ଏହିମାନେ ପୂର୍ବ ଦିଗରେ ଥାଆନ୍ତି ତାଙ୍କୁ ସ୍ୱାସ୍ଥ୍ୟ ବେଶ୍ ଭଲ ରହେ ଏବଂ ଏହା ଏକ ଉତମ ସ୍ଥାନ ଅଟେ ।

          ଯଦି ପୂର୍ବ-ଉତର-ପୂର୍ବ ଦିଗରେ ଥାଆନ୍ତି ସେମାନେ ବହୁତ ଭଲ ଭାବରେ ରହିଥାନ୍ତି ଏବଂ ସ୍ୱାସ୍ଥ୍ୟର ଉନ୍ନତି ଆସିଥାଏ ।

ଯଦି ଉତର-ପୂର୍ବ ଦିଗରେ ଏମାନେ ଥାଆନ୍ତି ତେବେ ସେମାନଙ୍କର ଶିଘ୍ର ମୃତ୍ୟୁ ହୋଇଥାଏ । ତେଣୁ ଏହି ଦିଗକୁ ବହିଷ୍କାର କରନ୍ତୁ

          ଯଦି ଉତର-ଉତର-ପୂର୍ବ ଦିଗ ଏମାନଙ୍କ ପାଇଁ ଶୁଭ ଅଟେ ।

          ଉତର-ପଶ୍ଚିମ ଦିଗ ଏମାନଙ୍କ ପାଇଁ ଶୁଭ ଅଟେ ।

          ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ । ତେଣୁ ଏହି ଦିଗରେ ଗୃହପାଳିତ ପଶୁଙ୍କୁ ରଖନ୍ତୁ ନାହିଁ

          ପଶ୍ଚିମ ଓ ଉତର-ପଶ୍ଚିମ ଓ ଉତର ଦିଗ ଏମାନଙ୍କ ପାଇଁ ଉଚିତ୍ ନୁହେଁ ।

          ଦକ୍ଷିଣ-ଦକ୍ଷିଣ-ପୂର୍ବ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ଅଟେ ।

          ଅଗ୍ନିପାଦରେ ଗାଈ ରଖିବା ଉଚିତ୍ ନୁହେଁ । ପୂର୍ବ କିମ୍ବା ଉତର ପାଦ ମାନଙ୍କରେ ଗାଈ ରଖିବା ଉଚିତ୍ ଅଟେ । ଉତର-ପଶ୍ଚିମ ଦିଗ ଛେଳି ମାନଙ୍କ ପାଇଁ ଶୁଭ ଅଟେ । ପକ୍ଷୀମାନଙ୍କ ପାଇଁ ଏହି ଦିଗ ଶୁଭ ଅଟେ । ଦକ୍ଷିଣ-ପଶ୍ଚିମ ଦିଗରେ କୁକୁର, ଗାଈ, ଛେଳି ରହିବା ଉଚିତ୍ ନୁହେଁ

 

ସିଡି ଘର ଓ ବାସ୍ତୁ

          ଉତର-ପୂର୍ବ, ପୂର୍ବ-ଉତର-ପୂର୍ବ, ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ପଶ୍ଚିମ, ଉତର-ଉତର-ପଶ୍ଚିମ, ଉତର ଓ ଉତର-ଉତର-ପୂର୍ବ ଦିଗରେ ସିଡ଼ି ଘର ଆଂଟି କ୍ଲକ୍ ୱାଇଜ୍ କରନ୍ତୁ ।

          ପୂର୍ବ-ଦକ୍ଷିଣ-ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ, ଉତର-ପଶ୍ଚିମ ଆଦି ଦିଗରେ ସିଡ଼ିଘର କ୍ଲକ୍ ୱାଇଜ୍ କରନ୍ତୁ ।

          ଦକ୍ଷିଣ-ପଶ୍ଚିମ, ଉତର-ପଶ୍ଚିମ, ଦକ୍ଷିଣ-ପୂର୍ବ, ପଶ୍ଚିମ ଏବଂ ଦକ୍ଷିଣ ଦିଗ ଆଦି ସିଡ଼ିଘର ପାଇଁ ପ୍ରସସ୍ତ ଅଟେ । ଯଦି ଉତର-ପୂର୍ବ ଦିଗରେ ସିଡ଼ିଘର ଥାଏ ତେବେ ସନ୍ତାନମାନଙ୍କର ସ୍ୱାସ୍ଥ୍ୟ ଉପରେ ବାଧା ସୃଷ୍ଟି କରିଥାଏ ସେମାନଙ୍କର ମେଂଟାଲ୍ ବାଲାନ୍‌ସ ଡିଷ୍ଟର୍ବ ହୁଏ ।

 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...