Skip to main content

 

ଡ୍ରଇଂଗ୍ ରୁମ୍ ଏବଂ ବାସ୍ତୁ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

 (୧) ଉତରପୂର୍ବ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଧାର୍ମିକ ପ୍ରବୃତିକୁ ବଢ଼ାଇଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।

୨) ପୂର୍ବ-ଉତର-ପୂର୍ବ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଆମୋଦ ପ୍ରମୋଦକୁ ବଢ଼ାଇଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।

(୩) ପୂର୍ବ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ସମାଜ ସହିତ ନିବିଡ଼ ସମ୍ପର୍କ ସୃଷ୍ଟି କରିଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଡ୍ରଇଂଗ୍ ରୁମ୍ ରହିବା ଉଚିତ୍ ନୁହେଁ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।(୫) ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଡ୍ରଇଂଗ୍ ରୁମ୍ ସମସ୍ତ କାର୍ଯ୍ୟରେ ସଫଳତା ଆଣିଥାଏ ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଡ୍ରଇଂଗ୍ ରୁମ୍ ମନରେ ଶାନ୍ତି ଆଣିଥାଏ । ପରିବାରରେ କୈାଣସି ପ୍ରକାରର ଝଗଡ଼ା ହୋଇନଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୭) ଦକ୍ଷିଣ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଆମୋଦ ପ୍ରମୋଦ ଓ ମନୋରଞ୍ଜନର ପରିବେଶ ସୃଷ୍ଟି କରିଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଡ୍ରଇଂଗ୍ ରୁମ୍ କରିବା ଉଚିତ୍ ନୁହେଁ । ଆର୍ଥିକ ହାନି ହୋଇଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ସିଲ୍‌ଭର୍‌, ଧଳା ଓ ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଆର୍ଥିକ ସୁରକ୍ଷା ଓ ସ୍ଥିରତା ଆଣିଥାଏ । ଆତ୍ମ ବିଶ୍ୱାସରେ ବୃଦ୍ଧି ଘଟାଇଥାଏ ।ପାରିବାରିକ ଜୀବନ ସୁଖମୟ ହୋଇଥାଏପତି ପତ୍ନୀ ଭିତରେ ନିବିଡ଼ ସମ୍ପର୍କ ରହିଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ଲାଲ୍‌, ପିଙ୍କ୍‌, ଅରେଞ୍ଜ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ସିଲ୍‌ଭର୍‌, ଧଳା ଓ ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଶିକ୍ଷା ଦୃଷ୍ଟିରୁ ଉତମ ଅଟେ । ସନ୍ତାନମାନେ ଉଚ୍ଚ ଶିକ୍ଷା ପାଇଥାନ୍ତି । ସନ୍ତାନମାନେ ଯାହା ପଢ଼ନ୍ତି ତାହା ମନେ ରହେ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୧) ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ସମସ୍ତ ପ୍ରକାରର ସଫଳତା, ଆର୍ଥିକ ଅଭିବୃଦ୍ଧି କରାଇଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା ଓ ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ଡ୍ରଇଂଗ୍ ରୁମ୍ କରିବା ଉଚିତ୍ ନୁହେଁଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା ଓ ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

୧୩) ଉତର-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ସମାଜ ଓ ସରକାରଙ୍କ ଠାରୁ ସାହାଯ୍ୟ କରାଇଥାଏ । ସମସ୍ତେ ଭଲପାଆନ୍ତି ଓ ସାହାଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା ଓ ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୪) ଉତର-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଆନନ୍ଦ ସୃଷ୍ଟି କରିଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟଥାଏ ି ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ ।

(୧୫) ଉତର ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ସମସ୍ତ ପ୍ରକାରର ସୁଯୋଗ ସୃଷ୍ଟି କରାଇଥାଏ । ବିଶେଷତଃ ଆର୍ଥିକ ଦୃଷ୍ଟିରେ ନୂତନ ସୁଯୋଗ ଓ ଉନ୍ନତି ଆଣିଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ

(୧୬) ଉତର-ଉତର-ପୂର୍ବ ଦିଗ -

ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ସ୍ୱାସ୍ଥ୍ୟବାନ୍ କରାଇଥାଏ । ସାଧାରଣତଃ ସ୍ୱାସ୍ଥ୍ୟଗତ ସମସ୍ୟା ଘରର ସଦସ୍ୟଙ୍କ ପାଖରେ ଦେଖାଯାଇନଥାଏ । ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ଯଦି ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଏହି ଦିଗରେ ଥିôବା ଡ୍ରଇଂଗ୍ ରୁମ୍ ଯଦି କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗରେ ଥିବା ଡ୍ରଇଂଗ୍ ରୁମ୍ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ ।

ସାଧାରଣତଃ ଆପଣ ହାଲୁକା ରଙ୍ଗ ବ୍ୟବହାର କରନ୍ତୁଗାଢ଼୍ ଓ ଉଜ୍ଜଳ ରଙ୍ଗ ବ୍ୟବହାର କରନ୍ତୁ ନାହିଁ



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...