ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧ ଅଂ ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨ ଆଂ ଆକର୍ଷଣାତ୍ମକ , ସର୍ବଗତ ୩ ଇଂ ପୁଷ୍ଟିଦାତା , ଅକ୍ଷୋଭକର ୪ ଈଂ ବାକ୍ପ୍ରସାଦକର , ନିର୍ମଳ ୫ ଉଂ ସର୍ବବଳପ୍ରଦ , ସାରତର ୬ ଊଂ ଉଚ୍ଚାଟନକର , ଦୁଃସହ ୭ ଋଂ ସଂକ୍ଷୋଭକର , ଚଞ୍ଚଳ ୮ ୠଂ ସମ୍ମୋହନକର , ଉଜ୍ଜ୍ୱଳ ୯ ଲୁଂ ...
Comments
Post a Comment