ଶ୍ରୀ ଲଳିତା ତ୍ରିଶତୀ ସ୍ତବ
[ସର୍ବ-ପୁର୍ତି-କରି-ସ୍ତୁତି]
[ଶ୍ରୀ ଯନ୍ତ୍ର ଉପରେ
ଆଧାରିତ]
‘ତ୍ରିଶତୀ’ ଅର୍ଥାତ
ଭଗବତୀଙ୍କ 300 ନାମର ରଚନା ଭଗବତୀ ଲଳିତା ଓ ଶ୍ରୀ କାମେଶ୍ଵର୍ଙ୍କ ଦ୍ଵାରା ପ୍ରୋକ୍ତ ଅଟେ।
ହୟଗ୍ରୀବ ଏହି ସ୍ତବକୁ ‘ଅଗସ୍ତ୍ୟ’ ମୁନିଙ୍କୁ
ଦେଇଥିଲେ।
ଫଳଶ୍ରୁତି ଅନୁଯାଇ-- ଏହି ତ୍ରିଶତୀ ପାଠ ଓ ପୂଜନ ଦ୍ଵାରା ଆୟୁର
ସୁରକ୍ଷା, ବିଦ୍ୟା ପ୍ରାପ୍ତି,
କୀର୍ତି-କାରକ, କବିତା-ଶକ୍ତି, ପୁତ୍ର-ପ୍ରଦ, ସମ୍ପତି ପ୍ରାପ୍ତି, ଓ ସମସ୍ତ ପ୍ରକାର ଭୋଗ ଓ ସୁଖ ତଥା
ସର୍ବ କାମନା ର ପୂରକ ଅଟେ।
ଏହି ସ୍ତବର ବିଭିନ୍ନ ଉପାୟରେ ପ୍ରୟୋଗ କରାଯାଏ.
‘କବଚ’ ଦେବତାଙ୍କ ଶରୀର, ‘ପଟଳ’ ଦେବତାଙ୍କ ଶିର, ‘ ପୂଜା-ପଦ୍ଧତି’ ଦେବତାଙ୍କ ହସ୍ତ, ସହସ୍ର-ନାମ’ଦେବତାଙ୍କ ମୁଖ, ଓ
ସ୍ତୋତ୍ର’ ପାଦ ଅଟେ। ତେଣୁ, ଏହି
ସ୍ତୁତି ପାଠ ଦେବାତା ଙ୍କ ପାଦରେ ଧ୍ୟାନ ରଖି କରାଯାଇଥାଏ। ଏହି ସ୍ତବ ପାଠର ମହିମା ଅବର୍ଣନୀୟ
ଅଟେ। ଏହାର ପାଠ ଯଦି ବିଧି ବିଧାନରେ କରା ଯାଏ ତେବେ କାହାକୁ ନିରାଶ କରିନାହି। [ ପରୀକ୍ଷିତ]।
ଶ୍ରୀ ବିଦ୍ୟା ଉପାସକ[ କ୍ରମ ଦୀକ୍ଷିତ] ଙ୍କ ଦ୍ଵାରା ପ୍ରାଣ
ପ୍ରତିଷ୍ଠିତ ଓ ଚୈତନ୍ୟ ଯୁକ୍ତ ‘ଶ୍ରୀ ଯନ୍ତ୍ର’
ପାଖରେ ପାଠ କଲେ ଆଶାତୀତ ସଫଳତା ମିଳିଥାଏ।
ଆଦି ଶଙ୍କର ଏହି ସ୍ତବ ଲେଖି ଥିଲେ। ସିଏ ଏହି ସ୍ତବର ‘ ଭାଷ୍ୟ’ ଲେଖି ବହୁଳ ଭାବରେ ପ୍ରଚାର
କରିଥିଲେ ଓ ଏହି ସ୍ତବକୁ ଗୌରବାନ୍ଵିତ୍ଵ କରିଥିଲେ।
ଅସ୍ୟ ଶ୍ରୀଲଲିତା-ତ୍ରିଶତୀ ସ୍ତୋତ୍ର-ନାମା-ବଲିଃ ମହା-ମନ୍ତ୍ରସ୍ୟ ଭଗବାନ୍ ହୟଗ୍ରୀବ ଋଷିଃ,
ଅନୁଷ୍ଟୁପ୍ଛନ୍ଦଃ, ଶ୍ରୀଲଲିତା-ମହାତ୍ରିପୁର-ସୁନ୍ଦରୀ ଦେବତା,
ଐଂ ବୀଜମ୍, ସୌଃ
ଶକ୍ତିଃ, କ୍ଲୀଂ କୀଲକମ୍,
ମମ ଚତୁର୍ୱିଧ ଫଲ ପୁରୁଷାର୍ଥେ ଜପେ (ବା) ପାରାୟଣେ ବିନିୟୋଗଃ ॥
ଐଂ ଅଙ୍ଗୁଷ୍ଠାଭ୍ୟାଂ ନମଃ ।
କ୍ଲୀଂ ତର୍ଜନୀଭ୍ୟାଂ ନମଃ ।
ସୌଃ ମଧ୍ୟମାଭ୍ୟାଂ ନମଃ ।
ଐଂ ଅନାମିକାଭ୍ୟାଂ ନମଃ ।
କ୍ଲୀଂ କନିଷ୍ଠିକାଭ୍ୟାଂ ନମଃ ।
ସୌଃ କରତଲ-କର-ପୃଷ୍ଠାଭ୍ୟାଂ ନମଃ ॥
ଐଂ ହୃଦୟାୟ ନମଃ ।
କ୍ଲୀଂ ଶିରସେ ସ୍ୱାହା ।
ସୌଃ ଶିଖାୟୈ ବଷଟ୍ ।
ଐଂ କବଚାୟ ହୁଂ ।
କ୍ଲୀଂ ନେତ୍ର-ତ୍ରୟାୟ ବୌଷଟ୍ ।
ସୌଃ ଅସ୍ତ୍ରାୟ ଫଟ୍ ।
ଭୂର୍ଭୁବସ୍ସୁବରୋମିତି ଦିଗ୍ବନ୍ଧଃ ॥
॥ ଧ୍ୟାନମ୍॥
ଅତି-ମଧୁର-ଚାପ-ହସ୍ତାମ ପରିମିତା-ମୋଦ-ସୌଭାଗ୍ୟାମ୍ ।
ଅରୁଣା-ମତିଶୟ-କରୁଣାମଭି- ନବ-କୁଲସୁନ୍ଦରୀଂ ବନ୍ଦେ ॥
॥ ଲଂ ଇତ୍ୟାଦି ପଞ୍ଚପୂଜା ॥
ଲଂ ପୃଥିବ୍ୟାତ୍ମିକାୟୈ ଶ୍ରୀଲଲିତାମ୍ବିକାୟୈ ଗନ୍ଧଂ ସମର୍ପୟାମି ।
ହଂ ଆକାଶାତ୍ମିକାୟୈ ଶ୍ରୀଲଲିତାମ୍ବିକାୟୈ ପୁଷ୍ପୈଃ ପୂଜୟାମି ।
ଯଂ ବାୟ୍ୱାତ୍ମିକାୟୈ ଶ୍ରୀଲଲିତାମ୍ବିକାୟୈ କୁଙ୍କୁମଂ ଆବାହୟାମି ।
ରଂ ବହ୍ୟାତ୍ମିକାୟୈ ଶ୍ରୀଲଲିତାମ୍ବିକାୟୈ ଦୀପଂ ଦର୍ଶୟାମି ।
ବଂ ଅମୃତାତ୍ମିକାୟୈ ଶ୍ରୀଲଲିତାମ୍ବିକାୟୈ ଅମୃତଂ ମହାନୈବେଦ୍ୟଂ
ନିବେଦୟାମି ।
ସଂ ସର୍ୱାତ୍ମିକାୟୈ ଶ୍ରୀଲଲିତାମ୍ବିକାୟୈ ସର୍ୱୋପଚାରପୂଜାଂ
ସମର୍ପୟାମି ॥
॥ ଅଥ ଶ୍ରୀଲଲିତା ତ୍ରିଶତୀ ସ୍ତୋତ୍ରମ୍ ॥
କକାର-ରୂପା କଲ୍ୟାଣୀ କଲ୍ୟାଣ-ଗୁଣ-ଶାଲିନୀ ।
କଲ୍ୟାଣ-ଶୈଲ-ନିଲୟା କମନୀୟା କଲାବତୀ ॥ ୧॥
କମଲାକ୍ଷୀ କଲ୍ମଷଘ୍ନୀ କରୁଣାମୃତ ସାଗରା ।
କଦମ୍ବ-କାନନା-ବାସା କଦମ୍ବ କୁସୁମ ପ୍ରିୟା ॥ ୨॥
କନ୍ଦର୍ପ ବିଦ୍ୟା କନ୍ଦର୍ପ-ଜନକାପାଙ୍ଗବୀକ୍ଷଣା ।
କର୍ପୂର-ବୀଟୀ ସୌରଭ୍ୟ-କଲ୍ଲୋଲିତ-କକୁପ୍ତଟା
॥ ୩॥
କଲିଦୋଷହରା କଞ୍ଜଲୋଚନା କମ୍ରବିଗ୍ରହା ।
କର୍ମାଦି-ସାକ୍ଷିଣୀ କାରୟିତ୍ରୀ କର୍ମଫଲପ୍ରଦା ॥ ୪॥
ଏକାରରୂପା ଚୈକାକ୍ଷର୍ୟେକାନେକାକ୍ଷରାକୃତିଃ ।
ଏତତ୍ତ-ଦିତ୍ୟ-ନିର୍ଦେଶ୍ୟା ଚୈକାନନ୍ଦ-ଚିଦାକୃତିଃ ॥ ୫॥
ଏବମିତ୍ୟାଗ-ମାବୋଧ୍ୟା ଚୈକଭକ୍ତି-ମଦର୍ଚିତା ।
ଏକାଗ୍ର ଚିତ୍ତ-ନିର୍ଧ୍ୟାତା ଚୈଷଣା ରହିତାଦ୍ଦୃତା ॥ ୬॥
ଏଲା-ସୁଗନ୍ଧି-ଚିକୁରା ଚୈନଃ କୂଟ-ବିନାଶିନୀ ।
ଏକଭୋଗା ଚୈକରସା ଚୈକୈଶ୍ୱର୍ୟପ୍ରଦାୟିନୀ ॥ ୭॥
ଏକାତପତ୍ର ସାମ୍ରାଜ୍ୟ-ପ୍ରଦା ଚୈକାନ୍ତ ପୂଜିତା ।
ଏଧମାନପ୍ରଭା ଚୈଜଦନେକ ଜଗଦୀଶ୍ୱରୀ ॥ ୮॥
ଏକବୀରାଦିସଂସେବ୍ୟା ଚୈକପ୍ରାଭବଶାଲିନୀ ।
ଈକାରରୂପା ଚେଶିତ୍ରୀ ଚେପ୍ସିତାର୍ଥପ୍ରଦାୟିନୀ ॥ ୯॥
ଈଦ୍ଦୃଗିତ୍ୟବିନିର୍ଦେଶ୍ୟା ଚେଶ୍ୱରତ୍ୱବିଧାୟିନୀ ।
ଈଶାନା ଦିବ୍ରହ୍ମମୟୀ ଚେଶିତ୍ୱାଦ୍ୟଷ୍ଟ ସିଦ୍ଧିଦା ॥ ୧୦॥
ଈକ୍ଷିତ୍ରୀକ୍ଷଣସୃଷ୍ଟାଣ୍ଡ କୋଟିରୀଶ୍ୱର ବଲ୍ଲଭା ।
ଈଡିତା ଚେଶ୍ୱରାର୍ଧାଙ୍ଗ ଶରୀରେଶାଧି ଦେବତା ॥ ୧୧॥
ଈଶ୍ୱରପ୍ରେରଣକରୀ ଚେଶତାଣ୍ଡବସାକ୍ଷିଣୀ ।
ଈଶ୍ୱରୋତ୍ସଙ୍ଗନିଲୟା ଚେତିବାଧା ବିନାଶିନୀ ॥ ୧୨॥
ଈହାବିରାହିତା ଚେଶଶକ୍ତିରୀଷତ୍ସ୍ମିତାନନା ।
ଲକାରରୂପା ଲଲିତା ଲକ୍ଷ୍ମୀବାଣୀ ନିଷେବିତା ॥ ୧୩॥
ଲାକିନୀ ଲଲନାରୂପା ଲସଦ୍ଦାଡିମ ପାଟଲା ।
ଲଲନ୍ତିକାଲସତ୍ଫାଲା ଲଲାଟ ନୟନାର୍ଚିତା ॥ ୧୪॥
ଲକ୍ଷଣୋଜ୍ଜ୍ୱଲଦିବ୍ୟାଙ୍ଗୀ ଲକ୍ଷକୋଟ୍ୟଣ୍ଡ ନାୟିକା ।
ଲକ୍ଷ୍ୟାର୍ଥା ଲକ୍ଷଣାଗମ୍ୟା ଲବ୍ଧକାମା ଲତାତନୁଃ ॥ ୧୫॥
ଲଲାମରାଜଦଲିକା ଲମ୍ବିମୁକ୍ତାଲତାଞ୍ଚିତା ।
ଲମ୍ବୋଦରପ୍ରସୂର୍ଲଭ୍ୟା ଲଜ୍ଜାଢ୍ୟା ଲୟବର୍ଜିତା ॥ ୧୬॥
ହ୍ରୀଂକାରରୂପା ହ୍ରୀଂକାରନିଲୟା ହ୍ରୀଂପଦପ୍ରିୟା ।
ହ୍ରୀଂକାରବୀଜା ହ୍ରୀଂକାରମନ୍ତ୍ରା ହ୍ରୀଂକାରଲକ୍ଷଣା ॥ ୧୭॥
ହ୍ରୀଂକାର-ଜପ-ସୁପ୍ରୀତା ହ୍ରୀଂମତୀ ହ୍ରୀଂବିଭୂଷଣା ।
ହ୍ରୀଂଶୀଲା ହ୍ରୀଂପଦାରାଧ୍ୟା ହ୍ରୀଂଗର୍ଭା ହ୍ରୀଂପଦାଭିଧା ॥ ୧୮॥
ହ୍ରୀଂକାରବାଚ୍ୟା ହ୍ରୀଂକାରପୂଜ୍ୟା ହ୍ରୀଂକାରପୀଠିକା ।
ହ୍ରୀଂକାରବେଦ୍ୟା ହ୍ରୀଂକାରଚିନ୍ତ୍ୟା ହ୍ରୀଂ ହ୍ରୀଂଶରୀରିଣୀ ॥ ୧୯॥
ହକାରରୂପା ହଲଧୃତ୍ପୂଜିତା ହରିଣେକ୍ଷଣା ।
ହରପ୍ରିୟା ହରାରାଧ୍ୟା ହରିବ୍ରହ୍ମେନ୍ଦ୍ର ବନ୍ଦିତା ॥ ୨୦॥
ହୟାରୂଢା ସେବିତାଂଘ୍ରିର୍ହୟମେଧ ସମର୍ଚିତା ।
ହର୍ୟକ୍ଷବାହନା ହଂସବାହନା ହତଦାନବା ॥ ୨୧॥
ହତ୍ୟାଦିପାପଶମନୀ ହରିଦଶ୍ୱାଦିସେବିତା ।
ହସ୍ତିକୁମ୍ଭୋତ୍ତୁଙ୍କକୁଚା ହସ୍ତିକୃତ୍ତି ପ୍ରିୟାଙ୍ଗନା ॥ ୨୨॥
ହରିଦ୍ରାକୁଙ୍କୁମା ଦିଗ୍ଧା ହର୍ୟଶ୍ୱାଦ୍ୟମରାର୍ଚିତା ।
ହରିକେଶସଖୀ ହାଦିବିଦ୍ୟା ହାଲାମଦୋଲ୍ଲସା ॥ ୨୩॥
ସକାରରୂପା ସର୍ୱଜ୍ଞା ସର୍ୱେଶୀ ସର୍ୱମଙ୍ଗଲା ।
ସର୍ୱକର୍ତ୍ରୀ ସର୍ୱଭର୍ତ୍ରୀ ସର୍ୱହନ୍ତ୍ରୀ ସନାତନା ॥ ୨୪॥
ସର୍ୱାନବଦ୍ୟା ସର୍ୱାଙ୍ଗସୁନ୍ଦରୀ ସର୍ୱସାକ୍ଷିଣୀ ।
ସର୍ୱାତ୍ମିକା ସର୍ୱସୌଖ୍ୟଦାତ୍ରୀ ସର୍ୱବିମୋହିନୀ ॥ ୨୫॥
ସର୍ୱାଧାରା ସର୍ୱଗତା ସର୍ୱାବଗୁଣବର୍ଜିତା ।
ସର୍ୱାରୁଣା ସର୍ୱମାତା ସର୍ୱଭୂଷଣ ଭୂଷିତା ॥ ୨୬॥
କକାରାର୍ଥା କାଲହନ୍ତ୍ରୀ କାମେଶୀ କାମିତାର୍ଥଦା ।
କାମସଞ୍ଜୀବିନୀ କଲ୍ୟା କଠିନସ୍ତନ ମଣ୍ଡଲା ॥ ୨୭॥
କରଭୋରୁଃ କଲାନାଥମୁଖୀ କଚଜିତାମ୍ଭୁଦା ।
କଟାକ୍ଷସ୍ୟନ୍ଦିକରୁଣା କପାଲି ପ୍ରାଣନାୟିକା ॥ ୨୮॥
କାରୁଣ୍ୟ ବିଗ୍ରହା କାନ୍ତା କାନ୍ତିଧୂତଜପାବଲିଃ ।
କଲାଲାପା କମ୍ବୁକଣ୍ଠୀ କରନିର୍ଜିତ ପଲ୍ଲବା ॥ ୨୯॥
କଲ୍ପବଲ୍ଲୀ ସମଭୁଜା କସ୍ତୂରୀ ତିଲକାଞ୍ଚିତା ।
ହକାରାର୍ଥା ହଂସଗତିର୍ହାଟକାଭରଣୋଜ୍ଜ୍ୱଲା ॥ ୩୦॥
ହାରହାରି କୁଚାଭୋଗା ହାକିନୀ ହଲ୍ୟବର୍ଜିତା ।
ହରିତ୍ପତି ସମାରାଧ୍ୟା ହଠାତ୍କାରହତାସୁରା ॥ ୩୧॥
ହର୍ଷପ୍ରଦା ହବିର୍ଭୋକ୍ତ୍ରୀ ହାର୍ଦସନ୍ତମସାପହା ।
ହଲ୍ଲୀସଲାସ୍ୟସନ୍ତୁଷ୍ଟା ହଂସ ମନ୍ତ୍ରାର୍ଥ ରୂପିଣୀ ॥ ୩୨॥
ହାନୋପାଦାନ ନିର୍ମୁକ୍ତା ହର୍ଷିଣୀ ହରିସୋଦରୀ ।
ହାହାହୂହୂମୁଖସ୍ତୁତ୍ୟା ହାନିବୃଦ୍ଧି ବିବର୍ଜିତା ॥ ୩୩॥
ହୟ୍ୟଙ୍ଗବୀନହୃଦୟା ହରିକୋପାରୁଣାଂଶୁକା ।
ଲକାରାଖ୍ୟା ଲତାପୂଜ୍ୟା ଲୟସ୍ଥିତ୍ୟୁଦ୍ଭବେଶ୍ୱରୀ ॥ ୩୪॥
ଲାସ୍ୟଦର୍ଶନସନ୍ତୁଷ୍ଟା ଲାଭାଲାଭ ବିବର୍ଜିତା ।
ଲଙ୍ଘ୍ୟେତରାଜ୍ଞା ଲାବଣ୍ୟଶାଲିନୀ ଲଘୁସିଦ୍ଧିଦା ॥ ୩୫॥
ଲାକ୍ଷାରସସବର୍ଣାଭା ଲକ୍ଷ୍ମଣାଗ୍ରଜ ପୂଜିତା ।
ଲଭ୍ୟତରା ଲବ୍ଧ ଭକ୍ତିସୁଲଭା ଲାଙ୍ଗଲାୟୁଧା ॥ ୩୬॥
ଲଗ୍ନଚାମରହସ୍ତ ଶ୍ରୀଶାରଦା ପରିବୀଜିତା ।
ଲଜ୍ଜାପଦ ସମାରାଧ୍ୟା ଲମ୍ପଟା ଲକୁଲେଶ୍ୱରୀ ॥ ୩୭॥
ଲବ୍ଧମାନା ଲବ୍ଧରସା ଲବ୍ଧସମ୍ପତ୍ସମୁନ୍ନତିଃ ।
ହ୍ରୀଂକାରିଣୀ ଚ ହ୍ରୀଂକାରୀ ହ୍ରୀଂମଧ୍ୟା ହ୍ରୀଂଶିଖାମଣିଃ ॥ ୩୮॥
ହ୍ରୀଂକାର-କୁଣ୍ଡାଗ୍ନିଶିଖା ହ୍ରୀଂକାର-ଶଶି-ଚନ୍ଦ୍ରିକା ।
ହ୍ରୀଂକାର ଭାସ୍କର ରୁଚିର୍ହ୍ରୀଂକାରାଂ ଭୋଦଚଞ୍ଚଲା ॥ ୩୯॥
ହ୍ରୀଂକାର କନ୍ଦାଙ୍କୁରିକା ହ୍ରୀଂକାରୈକ ପରାୟଣାମ୍ ।
ହ୍ରୀଂକାର ଦୀର୍ଘିକାହଂସୀ ହ୍ରୀଂକାରୋଦ୍ୟାନ କେକିନୀ ॥ ୪୦॥
ହ୍ରୀଂକାରାରଣ୍ୟ ହରିଣୀ ହ୍ରୀଂକାରା ବାଲବଲ୍ଲରୀ ।
ହ୍ରୀଂକାର ପଞ୍ଜରଶୁକୀ ହ୍ରୀଂକାରାଙ୍ଗଣ ଦୀପିକା ॥ ୪୧॥
ହ୍ରୀଂକାର କନ୍ଦରା ସିଂହୀ ହ୍ରୀଂକାରାମ୍ଭୋଜ ଭୃଙ୍ଗିକା ।
ହ୍ରୀଂକାର ସୁମନୋ ମାଧ୍ୱୀ ହ୍ରୀଂକାରତରୁ ମଞ୍ଜରୀ ॥ ୪୨॥
ସକାରାଖ୍ୟା ସମରସା ସକଲାଗମ ସଂସ୍ତୁତା ।
ସର୍ୱ ବେଦାନ୍ତ ତାତ୍ପର୍ୟଭୂମିଃ ସଦସଦାଶ୍ରୟା ॥ ୪୩॥
ସକଲା ସଚ୍ଚିଦାନନ୍ଦା ସାଧ୍ୟା ସଦ୍ଗତି ଦାୟିନୀ ।
ସନକାଦି ମୁନିଧ୍ୟେୟା ସଦାଶିବକୁଟୁମ୍ବିନୀ ॥ ୪୪॥
ସକାଲାଧିଷ୍ଠାନରୂପା ସତ୍ୟରୂପା ସମାକୃତିଃ ।
ସର୍ୱ ପ୍ରପଞ୍ଚ ନିର୍ମାତ୍ରୀ ସମନାଧିକ ବର୍ଜିତା ॥ ୪୫॥
ସର୍ୱୋତ୍ତୁଙ୍ଗା ସଙ୍ଗହୀନା ସଗୁଣା ସକଲେଷ୍ଟଦା । var
ସକଲେଶ୍ୱରୀ
କକାରିଣୀ କାବ୍ୟଲୋଲା କାମେଶ୍ୱରମନୋହରା ॥ ୪୬॥
କାମେଶ୍ୱରପ୍ରଣାନାଡୀ କାମେଶୋତ୍ସଙ୍ଗବାସିନୀ ।
କାମେଶ୍ୱରାଲିଙ୍ଗିତାଙ୍ଗୀ କାମେଶ୍ୱରସୁଖପ୍ରଦା ॥ ୪୭॥
କାମେଶ୍ୱରପ୍ରଣୟିନୀ କାମେଶ୍ୱରବିଲାସିନୀ ।
କାମେଶ୍ୱରତପଃ ସିଦ୍ଧିଃ କାମେଶ୍ୱରମନଃପ୍ରିୟା ॥ ୪୮॥
କାମେଶ୍ୱର ପ୍ରାଣନାଥା କାମେଶ୍ୱର ବିମୋହିନୀ ।
କାମେଶ୍ୱର ବ୍ରହ୍ମବିଦ୍ୟା କାମେଶ୍ୱର ଗୃହେଶ୍ୱରୀ ॥ ୪୯॥
କାମେଶ୍ୱରାହ୍ଲାଦକରୀ କାମେଶ୍ୱର ମହେଶ୍ୱରୀ ।
କାମେଶ୍ୱରୀ କାମକୋଟି ନିଲୟା କାଙ୍କ୍ଷିତାର୍ଥଦା ॥ ୫୦॥
ଲକାରିଣୀ ଲବ୍ଧରୂପା ଲବ୍ଧଧୀର୍ଲବ୍ଧବାଞ୍ଚିତା ।
ଲବ୍ଧ-ପାପ-ମନୋଦୂରା ଲବ୍ଧାହଙ୍କାର ଦୁର୍ଗମା ॥ ୫୧॥
ଲବ୍ଧ ଶକ୍ତିର୍ଲବ୍ଧଦେହା ଲବ୍ଧୈଶ୍ୱର୍ୟ ସମୁନ୍ନତିଃ ।
ଲବ୍ଧ ବୃଦ୍ଧିର୍ଲବ୍ଧଲୀଲା ଲବ୍ଧୟୌବନ ଶାଲିନୀ ॥ ୫୨॥ var
ଲବ୍ଧବୁଧିଃ
ଲବ୍ଧାତିଶୟ ସର୍ୱାଙ୍ଗ ସୌନ୍ଦର୍ୟା ଲବ୍ଧ ବିଭ୍ରମା ।
ଲବ୍ଧରାଗା ଲବ୍ଧପତିର୍ଲବ୍ଧନାନାଗମସ୍ଥିତିଃ ॥ ୫୩॥ var
ଲବ୍ଧଗତି
ଲବ୍ଧଭୋଗା ଲବ୍ଧସୁଖା ଲବ୍ଧହର୍ଷାଭି ପୂରିତା । ପୂଜିତା
ହ୍ରୀଂକାର ମୂର୍ତିର୍ହ୍ରୀଣ୍କାର ସୌଧଶୃଙ୍ଗକ ପୋତିକା ॥ ୫୪॥
ହ୍ରୀଂକାର ଦୁଗ୍ଧାବ୍ଧିସୁଧା ହ୍ରୀଂକାରକ ମଲେନ୍ଦିରା ।
ହ୍ରୀଂକାରମଣି ଦୀପାର୍ଚି ର୍ହ୍ରୀଂକାର ତରୁଶାରିକା ॥ ୫୫॥
ହ୍ରୀଂକାର ପେଟକ ମଣି ର୍ହ୍ରୀଂକାର ଦର୍ଶବିମ୍ବିତା ।
ହ୍ରୀଂକାର କୋଶା-ସିଲତା ହ୍ରୀଂକାରାସ୍ଥାନ ନର୍ତକୀ ॥ ୫୬॥
ହ୍ରୀଂକାର ଶୁକ୍ତିକା ମୁକ୍ତାମଣିର୍ହ୍ରୀଂକାର ବୋଧିତା ।
ହ୍ରୀଂକାରମୟ ସୌବର୍ଣସ୍ତମ୍ଭ ବିଦ୍ରୁମ ପୁତ୍ରିକା ॥ ୫୭॥
ହ୍ରୀଂକାର-ବେଦୋପନିଷଦ୍ ହ୍ରୀଂକାରାଧ୍ୱର-ଦକ୍ଷିଣା ।
ହ୍ରୀଂକାରନନ୍ଦ-ନାରାମ-ନବକଲ୍ପକ ବଲ୍ଲରୀ ॥ ୫୮॥
ହ୍ରୀଂକାର-ହିମବଦ୍ଗଙ୍ଗା ହ୍ରୀଂକାରାର୍ଣବ କୌସ୍ତୁଭା ।
ହ୍ରୀଂକାର ମନ୍ତ୍ରସର୍ୱସ୍ୱା ହ୍ରୀଂକାର ପରସୌଖ୍ୟଦା ॥ ୫୯॥
॥ ଇତି ଶ୍ରୀଲଲିତା ତ୍ରିଶତୀସ୍ତୋତ୍ରଂ ସମ୍ପୂର୍ଣମ୍ ॥

Comments
Post a Comment