Skip to main content

 

ବାରାହୀ ତନ୍ତ୍ରୋକ୍ତ

ଦୁର୍ଭାଗ୍ୟ-ଧ୍ୱଂସିନୀ-ପୂଜା

ଶ୍ରୀ ଯନ୍ତ୍ର ଉପରେ ଆଧାରିତ-

ଶ୍ରୀ ଯନ୍ତ୍ରର ମହାପୁଜା କରିସାରିଲାପରେ କ୍ରମରେ ନଵ ଆବରଣରେ 'ଦୁର୍ଗା ସପ୍ତସତୀ' ରେ ଥିବା 360 ଶକ୍ତିଙ୍କର ନାମରେ ଅର୍ଚ୍ଚନ ହୋଇଥାଏ. ଶ୍ରୀ ଯନ୍ତ୍ର ର ନବ ଆବରଣ  ପୂଜାର ପ୍ରତ୍ୟେକ ଆବରଣରେ 40-40 ନାମରେ ପୂଜନ ହୋଇଥାଏ ଓ ବିନ୍ଦୁରେ ସମଷ୍ଟି ରୂପରେ ପୂଜା ହୋଇଥାଏ। ଯେଉଁଥିରେ ନାଥବାସରସ୍ମରଣ, ତିଥି-ନିତ୍ୟା ସ୍ମରଣ ତଥା ଆବରଣ ଦେବୀ ଙ୍କର ଧ୍ୟାନ କରଣୀୟ ଅଟେ. ଶ୍ରୀ ଯନ୍ତ୍ରର ଦଶ ଆବରଣ ପୂଜା କରୁଥିବା ଉପାସକ ନବ ଆବରଣରେ 40-40 ନାମରେ ପୂଜା କରି ଦଶମ ଆବରଣରେ ସମଷ୍ଟି ରୂପରେ 360 ନାମରେ ଅର୍ଚ୍ଚନ କରାଯାଏ.

ଏହି 360 ଶକ୍ତି ଅର୍ଚ୍ଚନ 'ବାରାହୀ ତନ୍ତ୍ର' ରୁ ଆସିଅଛି ଶିବଙ୍କ ଦ୍ୱାରା ପ୍ରୋକ୍ତ ଅଟେ. ଏହା ଆଶ୍ୱିନ ଶୁକ୍ଳ ପକ୍ଷ ନଵ ରାତ୍ରରେ କରଣୀୟ ଅଟେ.

ପ୍ରତ୍ୟେକ ନାମର ପୂର୍ବରେ ' ଓଁ ଏୌଂ ହ୍ରୀଂ ଶ୍ରୀଂ ଏୌ କ୍ଳୀଂ ସୌଃ ଏବଂ ନାମର ପରେନମଃ' ରହିବା ଆବଶ୍ୟକ ଅଟେ.

 ଫଳଶ୍ରୁତି ଅନୁଯାଇ--

ଏହି ଶକ୍ତି ଅର୍ଚ୍ଚନ ଦ୍ୱାରା ଅତୀବ ମଂଦଭାଗ୍ୟ ବ୍ୟକ୍ତି, କୁବେର ସଦୃଶ ଧନୀ ସକାଳ ପ୍ରକାର ଦୁର୍ଭାଗ୍ୟ କୁ ଦୂରୀଭୂତ କରାଇ ଭାଗ୍ୟବାନ ହୋଇଥାଏ. ଏଠାରେ ଦାରିଦ୍ର୍ୟତା ଅର୍ଥ କେବଳ ଧନ ନୁହେ ବରଂ ଧନ, ମନ, ସ୍ଵାସ୍ଥ, ସମ୍ପର୍କ, ବିଦ୍ୟା ଆଦିକୁ ବୁଝାଇ ଥାଏ।

ଶ୍ରୀ ଯନ୍ତ୍ର' କୁ ପ୍ରାଣ ପ୍ରତିଷ୍ଠା କରିବା ଦରକାର ଅଟେ।  ବ୍ୟକ୍ତି ବିଶେଷ କୌଳ ଧର୍ମରେ ଶ୍ରୀ କୂଳରେ ଦୀକ୍ଷିତ ହେବା ଆବଶ୍ୟକ ଅଟେ. ସମ୍ପୂର୍ଣ କୌଳ ମହାପୂଜାରେ ଶ୍ରୀ ଯନ୍ତ୍ରକୁ ପ୍ରାଣ ପ୍ରତିଷ୍ଠା କଲେ ଏହା ଫଳପ୍ରଦ ହୋଇଥାଏ. ଏହି ପ୍ରୟୋଗ ପରୀକ୍ଷିତ ଅଟେ. ଏହି ପ୍ରକାରରେ 360 ଶକ୍ତିଙ୍କର ପୂଜା କରିବେ ବିନ୍ଦୁରେ ସମଷ୍ଟି ରୂପରେ ପୂଜା କରିବେ. ଗନ୍ଧ, ପୁଷ୍ପ, ଧୂପ, ଦୀପ ନୈବେଦ୍ୟ ଅର୍ପଣ କରିବେ.ଏହାପରେ, କୁମାରୀ ପୂଜା, ସୁବାସିନୀ ପୂଜା କରି ତାପରେ ବଳି [ଖିରୀ ରୂପରେ] ପ୍ରଦାନ, ହଵନ, ତର୍ପଣ ବ୍ରାହ୍ମଣ ଭୋଜନ ଆଦିରେ ସନ୍ତୁଷ୍ଟ କରାନ୍ତୁ. ଏବଂ ମୂଳ ମନ୍ତ୍ର ବୃଦ୍ଧି କ୍ରମରେ ଜପ କରନ୍ତୁ.

ଏହାପରେ 'ଦୁର୍ଗା ସପ୍ତସତୀ' 108 ଥର ପାଠ କରିବା ଅବଶ୍ୟକ ଅଟେ.ଏହି ପ୍ରକାରରେ ଯିଏ ପୂଜା କରିଥାଏ, ସିଏ ଏହି ସଂସାର ରେ ସମସ୍ତ ପ୍ରକାର ସୁଖ ଭୋଗ କରିଥାଏ.

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ

ଫୋନ-9337072187




Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...