Skip to main content

 

ବ୍ରହ୍ମାସ୍ତ୍ର ବଗଳା କବଚମ୍ (4)

(ସର୍ବଶତ୍ରୁ କ୍ଷୟଙ୍କରୀ ଓ ସର୍ବଦାରିଦ୍ର‌୍ୟ ନାଶକ)

(ଦକ୍ଷିଣାମୂର୍ତ୍ତି ସଂହିତାରେ ଉଲି୍ଲଖିତ ପ୍ରସ୍ତୁତ ବଗଳାମୁଖୀ ବ୍ରହ୍ମାସ୍ତ୍ର ରକ୍ଷା କବଚ ନାମରୁ ଏହାର ମହତ୍ତ୍ଵ ସ୍ପଷ୍ଟ ଅଟେ । ଏହି କବଚ ପାଠ ଦ୍ୱାରା ସମସ୍ତ ପ୍ରକାରର ଶତ୍ରୁ ଏବଂ ଦାରିଦ୍ରତା ନାଶ ହୋଇଥାଏ ତଥା ସମସ୍ତ ଲୋକ ବଶୀଭୁତ ହୋଇଥାନ୍ତି । ଯେଉଁ ସାଧକ ଉକ୍ତ କବଚର ପାଠ ତିନି ସନ୍ଧ୍ୟାରେ କରିଥାଏ, ସେ ସମସ୍ତ ପ୍ରକାରର ଐଶ୍ୱର୍ଯ୍ୟ ପ୍ରାପ୍ତ କରିଥାଏ । ରବିବାର କୁ ଯଦି ଦ୍ୱିତୀୟା ତିଥି ହୋଇଥାଏ ତେବେ ବ୍ରହ୍ମମୂହୁର୍ତ୍ତରେ ଏହି କବଚର ୧୦୦ ଥର ପାଠ କଲେ, ସିଦ୍ଧି ପ୍ରାପ୍ତ ହୋଇଥାଏ । ତୁରୀୟା ସନ୍ଧ୍ୟା (ମଧ୍ୟରାତ୍ରି) ରେ ସଜ୍ୟା ଉପରେ ବସି ଯେଉଁ ବ୍ୟକ୍ତି ଏହି କବଚର ପାଠ କରିଥାଏ ତାହାର ସମସ୍ତ ଶତ୍ରୁ ନଷ୍ଟ ହୋଇଥାନ୍ତି ଏବଂ ଘରେ ସ୍ଥିର ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଯେଉଁ ସାଧକ ବିଧି ପୂର୍ବକ ଉକ୍ତ କବଚର ପାଠ ୧୦୦୦ ଥର କରିଥାଏ, ତାହାର ସମସ୍ତ କାମନା ପୁର୍ଣ୍ଣ ହୋଇଥାଏ, ବିଷର ନିବାରଣ ହୋଇଥାଏ, ରୁଣରୁ ମୁକ୍ତି ହୋଇଥାଏ ଏବଂ ଭୂତ-ପ୍ରେତ-ପିଶାଚ ଆଦି ପୀଡ଼ାରୁ ମୁକ୍ତି ପାଇଥାଏ ।

ଉପରୋକ୍ତ ପାଠକୁ ପ୍ରାଣ ପ୍ରତିଷ୍ଠିତ ଯନ୍ତ୍ର ସମ୍ମୁଖରେ ପାଠ କରାଯାଇଥାଏ। ଆଗ୍ରହୀ ବ୍ୟକ୍ତି।ଙ୍କୁ ତାଙ୍କ email ରେ ଏହାର ପାଠ


ପଠାଇଦେବି.

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...