Skip to main content

ବାସ୍ତୁ ଶାସ୍ତ୍ର ରଙ୍ଗ ଓ ବ୍ୟବସାୟିକ ଅଫିସ୍‌

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

 (୧) ଉତର-ପୂର୍ବ ଦିଗ -

ଯଦି ଅଫିସ୍‌ର କାନ୍ଥ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଏହି ଦିଗ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ଲଗାନ୍ତୁ ଯଦି ଅଫିସ୍‌ର ଏହି ଦିଗ ବର୍ଦ୍ଧିତ ଥାଏ ତେବେ ହାଲୁକା ସବୁଜ ରଙ୍ଗ ଲଗାନ୍ତୁ ।

(୨) ପୂର୍ବ-ଉତର-ପୂର୍ବ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ରେଡ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।

(୩) ପୂର୍ବ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ରେଡ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ - ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ରେଡ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ ।

(୫) ଦକ୍ଷିଣ-ପୂର୍ବ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ରେଡ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ସବୁଜ କିମ୍ବା ବ୍ରାଉନ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ରେଡ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ସବୁଜ କିମ୍ବା ବ୍ରାଉନ୍ ରଙ୍ଗ ବ୍ୟବହାର କରନ୍ତୁ ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୭) ଦକ୍ଷିଣ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ରେଡ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ସବୁଜ କିମ୍ବା ବ୍ରାଉନ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ରେଡ୍‌, ପିଙ୍କ୍‌, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୧) ପଶ୍ଚିମ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।

(୧୩) ଉତର-ପଶ୍ଚିମ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ

(୧୪) ଉତର-ଉତର-ପଶ୍ଚିମ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ସବୁଜ କିମ୍ବା ବ୍ରାଉନ୍ ରଙ୍ଗ ବ୍ୟବହାର କରନ୍ତୁ ।

(୧୫) ଉତର ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ସବୁଜ କିମ୍ବା ବ୍ରାଉନ୍ ରଙ୍ଗ ବ୍ୟବହାର କରନ୍ତୁ

(୧୬) ଉତର-ଉତର-ପୂର୍ବ ଦିଗ -

ଯଦି ଅଫିସ୍ ଏହି ଦିଗରେ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ କଟିଥାଏ ତେବେ ହାଲୁକା ସିଲ୍‌ଭର୍‌, ଧଳା କିମ୍ବା ମେଟାଲିକ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଅଫିସ୍ ଏହି ଦିଗରେ ବର୍ଦ୍ଧିତ ଥାଏ ତେବେ ହାଲୁକା ସବୁଜ କିମ୍ବା ବ୍ରାଉନ୍ ରଙ୍ଗ ବ୍ୟବହାର କରନ୍ତୁ ।

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...