Skip to main content

ଶ୍ରୀବଗଳା ପଞ୍ଜର ସ୍ତୋତ୍ର

ଏହି ପାଠ 6 ମାସ ପର୍ଯ୍ୟନ୍ତ କଲେ ଭୟ ଦୂରୀଭୂତ ହୁଅନ୍ତି, ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି ହୋଇଥାଏ ଓ ସ୍ଥିର ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ

                    ନିତ୍ୟ-କର୍ମ କରି ଏହି ପଞ୍ଜର-ସ୍ତୋତ୍ରର ପାଠ କରିବା ଉଚିତ୍ । ପ୍ରଥମେ ହାତରେ ଜଳ ନେଇ ସଂକଳ୍ପ କରିବ । ତାପରେ ବିନିଯୋଗ ଆଦି ବିଧିସହକାରେ କରିବ । ଯଥା -

ବିନିୟୋଗ -     ଅସ୍ୟ ଶ୍ରୀମତ୍ - ପୀତାମ୍ବରା - ବଗଳା -ମୁଖୀ-ପଞ୍ଜର - ରୂପ - ମନ୍ତ୍ରସ୍ୟ ଭଗବାନ୍ ନାରଦ ଋଷିଃ, ଅନୁଷ୍ଟୁପ୍ ଛନ୍ଦଃ, ଜଗଦ୍ - ବଶଙ୍କରୀ ପୀତାମ୍ବରା ବଗଳା ଦେବତା, ହ୍ଲୀଂ ବୀଜମ୍‌, ସ୍ୱାହା ଶକ୍ତିଃ, କ୍ଲୀଂ କୀଳକମ୍‌, ଅମୁକ-ଗୋତ୍ରୋତ୍ପନ୍ନସ୍ୟ ଅମୁକ ଶର୍ମଣଃ (ବର୍ମଣଃ, ଗୁପ୍ତସ୍ୟ, ଦାସସ୍ୟ ବା) ମମ ସ୍ୱ-ଶରୀର-ରକ୍ଷା-ପୂର୍ବକଂ ପର-ସୈନ୍ୟ-ମନ୍ତ୍ର-ତନ୍ତ୍ର-ୟନ୍ତ୍ରାଦି-ବିପକ୍ଷ-କ୍ଷୟାର୍ଥେ ସ୍ୱାଭୀଷ୍ଟ-ସିଦ୍ଧୟେ ଚ ଜପେ ବିନିୟୋଗଃ ।

ଋଷ୍ୟାଦି-ନ୍ୟାସ -  ଭଗବତେ ନାରଦ-ଋଷୟେ ନମଃ ଶିରସି, ଅନୁଷ୍ଟୁପ୍ ଛନ୍ଦସେ ନମଃ ମୁଖେ, ଜଗଦ୍‌-ବଶଙ୍କରୀ-ପୀତାମ୍ବରା-ବଗଳା-ଦେବତାୟୈ ନମଃ ହୃଦୟେ, ହ୍ଲୀଂ ବୀଜାୟ ନମଃ ଦକ୍ଷ-ସ୍ତନେ, ସ୍ୱାହା-ଶକ୍ତୟେ ନମଃ ବାମ-ସ୍ତନେ, କ୍ଲୀଂ କୀଳକାୟ ନମଃ ନାଭୌ, ମମ ସ୍ୱ-ଶରୀର-ରକ୍ଷା-ପୂର୍ବକଂ ସ୍ୱାଭୀଷ୍ଟ-ସିଦ୍ଧୟେ ବିନିଯୋଗାୟ ନମଃ ସର୍ବାଙ୍ଗେ ।

କର-ଶୁଦ୍ଧି-ନ୍ୟାସ ମୂଳ-ମନ୍ତ୍ରରେ କରିବ ।

କର-ନ୍ୟାସ                                      ଅଙ୍ଗ-ନ୍ୟାସ

ହ୍ଲାଂ  ଅଂଗୁଷ୍ଠାଭ୍ୟାଂ ନମଃ                     ହୃଦୟାୟ ନମଃ

ହ୍ଲୀଂ  ତର୍ଜନୀଭ୍ୟାଂ ସ୍ୱାହା                       ଶିରସେ ସ୍ୱାହା

ହ୍ଲୂଂ  ମଧ୍ୟମାଭ୍ୟାଂ ବଷଟ୍‌                       ଶିଖାୟୈ ବଷଟ୍‌

ହ୍ଲୈଂ  ଅନାମିକାଭ୍ୟାଂ ହୁଂ                     କବଚାୟ ହୁଂ

ହ୍ଲୌଂ  କନିଷ୍ଠାଭ୍ୟାଂ ହୁଂ                        ନେତ୍ର-ତ୍ରୟାୟ ବୌଷଟ୍‌

ହ୍ଲଃ  କରତଳ-କର-ପୃଷ୍ଠାଭ୍ୟାଂ ଫଟ୍‌         ଅସ୍ତ୍ରାୟ ଫଟ୍‌

ବ୍ୟାପକ ନ୍ୟାସ - ମନ୍ତ୍ର - ରାଜରେ କରିବେ

।।  ଧ୍ୟାନ ।ା

ମଧ୍ୟେ ସୁଧାବ୍ଧି - ମଣି - ମଣ୍ଡପ - ରତ୍ନ - ବେଦୀ -

ସିଂହାସନୋପରି - ଗତାଂ ପରି - ପୀତ - ବର୍ଣ୍ଣାମ୍

ପୀତାମ୍ବରାଭରଣ - ମାଲ୍ୟ - ବିଭୂଷିତାଙ୍ଗୀମ୍‌,

ଦେବୀଂ ସ୍ମରାମି ଧୃତ - ମୁଦଗର ବୈରି - ଜିହ୍ୱାମ୍ ।ା

।।  ମାନସ - ପୂଜନ

ଶ୍ରୀ ପୀତାମ୍ବରାୟୈ ନମଃ  ଲଂ ପୃଥିବ୍ୟାତ୍ମକଂ ଗନ୍ଧଂ ପରି-କଳ୍ପୟାମି

ଶ୍ରୀ ପୀତାମ୍ବରାୟୈ ନମଃ  ହଂ ଆକାଶାତ୍ମକଂ ପୁଷ୍ପଂ ପରି-କଳ୍ପୟାମି ।

ଶ୍ରୀ ପୀତାମ୍ବରାୟୈ ନମଃ  ୟଂ ବାୟବାତ୍ମକଂ ଧୂପଂ ପରି-କଳ୍ପୟାମି ।

ଶ୍ରୀ ପୀତାମ୍ବରାୟୈ ନମଃ  ରଂ ତୈଜସାତ୍ମକଂ ଦୀପଂ ପରି-କଳ୍ପୟାମି ।

ଶ୍ରୀ ପୀତାମ୍ବରାୟୈ ନମଃ ବଂ ଅମୃତାତ୍ମକଂ ନୈବେଦ୍ୟଂ ପରି-କଳ୍ପୟାମି ।

ଶ୍ରୀ ପୀତାମ୍ବରାୟୈ ନମଃ  ସଂ ସର୍ବ-ତତ୍ତ୍ୱାତ୍ମକଂ ତାମ୍ବୂଳଂ ପରି-କଳ୍ପୟାମି ।

ଏବେ ୟୋନି-ମୁଦ୍ରାରେ ପ୍ରଣାମ କରି ପଞ୍ଜର-ନ୍ୟାସକରିବ ।

                 ।ା  ଶ୍ରୀସୂତ ଉବାଚ ।ା

ସହସ୍ରାଦିତ୍ୟ - ସଙ୍କାଶଂ, ଶିବଂ ସାମ୍ବଂ ସନାତନମ୍ ।

ପ୍ରଣମ୍ୟ ନାରଦଃ ପ୍ରାହ, ବିନମ୍ର-ନତ-କନ୍ଧରଃ ।ା

                ।ା  ଶ୍ରୀ ନାରଦ ଉବାଚ ।ା

ଭଗବନ୍‌, ସାମ୍ବ, ତତ୍ତ୍ଵ୍ୱଜ୍ଞ, ସର୍ବ-ଦୁଃଖାପହାରକ

ଶ୍ରୀମତ୍‌-ପୀତାମ୍ବରା-ଦେବ୍ୟାଃ, ପଞ୍ଜରଂ ପୁଣ୍ୟଦଂ ସଦା ।ା

ପ୍ରକାଶୟ ବିଭୋ, ନାଥ ! କୃପାଂ କୃତ୍ୱା ମମୋପରି ।

ୟଦ୍ୟହଂ ତବ ପାଦବ୍‌ଜ - ଧୂଳି - ଧୂସରିତଃ ସଦା ।ା

                  ।ା  ଶ୍ରୀଶିବ ଉବାଚ ।ା

ପଞ୍ଜରଂ ତତ୍ ପ୍ରବକ୍ଷ୍ୟାମି, ଦେବ୍ୟାଃ ପାପ-ପ୍ରଣାଶନମ୍ ।

ୟଂ ପ୍ରବିଶ୍ୟ ନ ବାଧନ୍ତେ, ବାଣୈରପି ନରା ଭୁବି ।ା

                ।ା  ଓଁ ଐଂ ହ୍ଳୀଂ ଶ୍ରୀଂ ।ା

   ଶ୍ରୀମତ୍‌-ପୀତାମ୍ବରା ଦେବୀ, ବଗଳା ବୁଦ୍ଧି-ବର୍ଦ୍ଧିନୀ ।

ପାତୁ ମାମନିଶଂ ସାକ୍ଷାତ୍‌, ସହସ୍ରାର୍କ-ୟୁତ-ଦ୍ୟୁତିଃ ।ା

               ।ା  ଓଁ ଐଂ ହ୍ଳୀଂ ଶ୍ରୀଂ ।ା

ଶିଖାଦି-ପାଦ-ପର୍ଯ୍ୟନ୍ତଂ, ବଜ୍ର-ପଞ୍ଜର-ଧାରିଣୀ ।

ବ୍ରହ୍ମାସ୍ତ୍ର-ସଂଜ୍ଞା ୟା ଦେବୀ, ପୀତାମ୍ବରା-ବିଭୂଷିତା ।ା

               ।ା  ଓଁ ଐଂ ହ୍ଳୀଂ ଶ୍ରୀଂ ।ା

ଶ୍ରୀବଗଳା ହ୍ୟବତ୍ୱତ୍ର, ଚୌଧ୍ୱର୍-ଭାଗଂ ମହେଶ୍ୱରୀ

କାମାଂକୁଶା କଳାପାତୁ, ବଗଳା ଶାସ୍ତ୍ର-ବୋଧିନୀ ।ା

                 ।ା  ଓଁ ଐଂ ହ୍ଲୀଂ ଶ୍ରୀଂ ।ା

ପୀତାମ୍ବରା ସହସ୍ରାକ୍ଷା, ଲଲାଟଂ କାମିତାର୍ଥଦା ।

ପାତୁ ମାଂ ବଗଳା ନିତ୍ୟଂ, ପୀତାମ୍ବର-ସୁଧାରିଣୀ ।ା

                ।ା  ଓଁ ଐଂ ହ୍ଲୀଂ ଶ୍ରୀଂ ।ା

କର୍ଣ୍ଣୟୋଶ୍ଚୈବ ୟୁଗ-ପଦତି-ରତ୍ନ-ପ୍ରପୂଜିତା ।

ପାତୁ ମାଂ ବଗଳା-ଦେବୀ, ନାସିକାଂ ମେ ଗୁଣାକରା ।ା

                 ।ା  ଓଁ ଐଂ ହ୍ଲୀଂ ଶ୍ରୀଂ

ପୀତ-ପୁଷ୍ପୈଃ ପୀତ-ବସ୍ତ୍ରେୌଃ, ପୂଜିତା ବେଦ-ଦାୟିନୀ ।

ପାତୁ ମାଂ ବଗଳା ନିତ୍ୟଂ, ବ୍ରହ୍ମ-ବିଷ୍ଣାଦି-ସେବିତା

                 ।ା  ଓଁ ଐଂ ହ୍ଲୀଂ ଶ୍ରୀଂ ।ା

ପୀତାମ୍ବରା ପ୍ରସନ୍ନାସ୍ୟା, ନେତ୍ରୟୋର୍ଯୁଗ-ପଦ୍‌-ଧ୍ରୁବୌ ।

ପାତୁ ମାଂ ବଗଳା ନିତ୍ୟଂ, ବଳଦା ପୀତ-ବସ୍ତ୍ର-ଧୃକ୍ ।ା

                 ।ା  ଓଁ ଐଂ ହ୍ଲୀଂ ଶ୍ରୀଂ

ଅଧରୋଷ୍ଠୌ ତଥା ଦନ୍ତାନ୍‌, ଜିହ୍ୱାଂ ଚ ମୁଖଗା ସମାଃ ।

ପାତୁଂ ମାଂ ବଗଳା ଦେବୀ, ପୀତାମ୍ବର-ସୁଧାରିଣୀ ।ା

                   ।ା  ଓଁ ଐଂ ହ୍ଲୀଂ ଶ୍ରୀଂ ।ା

ଗଲେ ହସ୍ତୌ ତଥା ବାହୌ, ୟୁଗ-ପଦ୍‌-ବୁଦ୍ଧି-ଦାସତାମ୍ ।

ପାତୁ ମାଂ ବଗଳା ଦେବୀ, ଦିବ୍ୟ-ସ୍ରଗନୁଲେପନା ।ା

                ।ା  ଓଁ ଐଂ ହ୍ଲୀଂ ଶ୍ରୀଂ ।ା

ହୃଦୟେ ଚ ସ୍ତନୌ ନାଭୌ, ବଟାବପି କୃଶୋଦରୀ

ପାତୁ ମାଂ ବଗଳା ନିତ୍ୟଂ, ପୀତ-ବସ୍ତ୍ରାବୃତା ଘନା ।ା

               ।ା  ଓଁ ଐଂ ହ୍ଲୀଂ ଶ୍ରୀଂ ।ା

    ଜଘାଂୟାଂ ଚ ତଥା ଚୋରୌ, ଗୁଳ୍ପୟୋଶ୍ଚତି-ବେଗିନୀ ।

ଅନୁକ୍ରମେଣ ୟତ୍‌-ସ୍ଥାନଂ, ତ୍ୱକ୍‌-କେଶ-ନଖ-ଲୋମମେ! ।

ଅସକ୍‌-ମାଂସଂ ତଥା ସ୍ଥୀନି, ସନ୍ଧୟଃ ସନ୍ତି ମେ ପରାଃ ।

ତାଃ ସର୍ବା ବଗଳା ଦେବୀ, ରକ୍ଷେନ୍ମେ ଚ ମନୋହରା ।ା

                 ।ା  ଶ୍ରୀ ଶିବ ଉବାଚ ।ା

ଇତ୍ୟେତଦ୍ ବରଦଂ ଗୋପ୍ୟଂ, କଳାବପି ବିଶେଷତଃ ।

ପଞ୍ଜରଂ ବଗଳା-ଦେବ୍ୟା, ଘୋର-ଦାରିଦ୍ର‌୍ୟ-ନାଶନମ୍ ।ା

ପଞ୍ଜରଂ ୟଃ ପଠେତ୍ ଭକ୍ତ୍ୟା, ସ ବିଘ୍ନୈର୍ନାଭି-ଭୂୟତେ

ଅବ୍ୟାହତ-ଗତିଶ୍ଚାପି, ବ୍ରହ୍ମା-ବିଷ୍ଣ୍‌ାଦି-ସତ୍ପରେ ।ା

ସ୍ୱର୍ଗେ ମର୍ତ୍ୟେ ଚ ପାତାଳେ, ତାରକଂ ପରମାଦ୍‌ଭୁତମ୍ ।

ନ ବାଧନ୍ତେ ନର-ବ୍ୟାଘ୍ର-ପଞ୍ଜରସ୍ଥଂ କଦାଚନ ।ା

ଅତୋ ଭକ୍ତୈଃ କୌଳିକୈଶ୍ଚ, ସ୍ୱ-ରକ୍ଷାର୍ଥଂ ସଦା ହି ।

ପଠନୀୟଂ ପ୍ରୟତ୍ନେନ, ସର୍ବାନର୍ଥ - ବିନାଶନମ୍ ।ା

ମହା - ଦାରିଦ୍ର‌୍ୟ - ଶମନଂ, ସର୍ବ - ମାଙ୍ଗଲ୍ୟ - ବର୍ଧନମ୍ ।

ବିଦ୍ୟା - ବିନୟ - ସତ୍ସୌଖ୍ୟଂ, ମହା-ସିଦ୍ଧିକରଂ ପରମ୍ ।ା

ୟଃ ପଞ୍ଜରଂ ପ୍ରବିଶ୍ୟୈବଂ, ମନ୍ତ୍ରଂ ଜପତି ବୈ ଭୁବି ।

କୌଳିକୋ ବାଽକୌଳିକୋ ବା, ବ୍ୟାସ-ବଦ୍ ଜିଚରେଦ୍ ଭୁବି ।ା

ଇଦଂ ବ୍ରହ୍ମାସ୍ତ୍ର - ବିଦ୍ୟାୟା, ପଞ୍ଜରଂ ସାଧୁ ଗୋପିତମ୍

ପଠେତ୍ ସ୍ମରେଦ୍ ଧ୍ୟାନ-ସଂସ୍ଥଃ, ସ ଜୟେନ୍ମରଣଂ ନରଃ ।ା

ଚନ୍ଦ୍ର-ସୂର୍ଯ୍ୟ-ସମୋ ଭୂତ୍ୱା, ବସେତ୍ କଳ୍ପାୟୁତଂ ଭୁବି ।

ଇତି କଥିତମଶେଷଂ, ଶ୍ରେୟସାମାଦି - ବୀଜମ୍ ।ା

                ।ା  ସୂତ ଉବାଚ ।ା

ଭବ-ଶତ-ଦୁରିତଘ୍ନଂ, ଧ୍ୱସ୍ତ-ମୋହାନ୍ଧକାରମ୍ ।

ସ୍ମରଣମତିଶୟେନ, ପ୍ରାତରେବାଽସ୍ତ୍ର ମର୍ତ୍ତ୍ୟୋ ।ା

ୟଦି ବିଶତି ସଦା ବୈ, ପଞ୍ଜରଂ ପଣ୍ଡିତଃ ସ୍ୟାତ୍ ।ା

ଶେଷରେ ଶ୍ରୀପୀତାମ୍ବରାର୍ପଣମସ୍ତୁକହି ଜଳ ଛାଡ଼ିଦେବେ



 

 

  

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...