Skip to main content

 ଶ୍ରୀଲଲିତାମ୍ବିକା ଦିବ୍ୟା-ଷ୍ଟୋତ୍ତର-ଶତନାମା-ବଲିଃ

 [ଶ୍ରୀ ଯନ୍ତ୍ର ଉପରେ ଆଧାରିତ]

ଫଳଶ୍ରୁତି ଅନୁଯାଇ-ସମସ୍ତ ପାପରୁ ରକ୍ଷା, ଗ୍ରହ ପୀଡା ରୁ ମୁକ୍ତି, ସର୍ବ ବ୍ୟାଧି ରୁ ମୁକ୍ତି, ସର୍ବ ଜ୍ଵରରୁ ମୁକ୍ତି, ସର୍ବ ଶତ୍ରୁ ବିଜୟ,ସର୍ବ ଆକର୍ଷଣ ଓ ଲକ୍ଷ୍ମୀ ପ୍ରାପ୍ତି ଆଦି ମିଳିଥାଏ। 10,000 ପାଠରେ ଏହାର ପୁରଶ୍ଚରଣ ହୋଇଥାଏ। ତାପରେ ପ୍ରତ୍ଯେକ କାମନା ନିମିତ 1000 ଥର ହବନ କରିବାକୁ ପଡିଥାଏ। ଗୁରୁଙ୍କ ସାହାଯ୍ୟ ଓ ଉପଦେଶ ହିସାବରେ କରିବାକୁ ପଡିଥାଏ। 

ଶିବକାମ-ସୁନ୍ଦର୍ୟମ୍ବା-ଷ୍ଟୋତ୍ତର-ଶତ-ନାମା-ବଲିଃ ଚ

ଓଁ ମହାମନୋନ୍ମନ୍ୟୈ ନମଃ ।

ଓଁ ଶକ୍ତ୍ୟୈ ନମଃ ।

ଓଁ ଶିବଶକ୍ତ୍ୟୈ ନମଃ ।

ଓଁ ଶିବଙ୍କର୍ୟୈ ନମଃ

ଓଁ ଇଚ୍ଛାଶକ୍ତ୍ୟୈ ନମଃ ।

ଓଁ କ୍ରିୟାଶକ୍ତ୍ୟୈ ନମଃ ।

ଓଁ ଜ୍ଞାନଶକ୍ତିସ୍ୱରୂପିଣ୍ୟୈ ନମଃ ।

ଓଁ ଶାନ୍ତ୍ୟାତୀତା କଲାୟୈ ନମଃ ।

ଓଁ ନନ୍ଦାୟୈ ନମଃ ।

ଓଁ ଶିବମାୟାୟୈ ନମଃ୧୦

ଓଁ ଶିବପ୍ରିୟାୟୈ ନମଃ ।

ଓଁ ସର୍ୱଜ୍ଞାୟୈ ନମଃ ।

ଓଁ ସୁନ୍ଦର୍ୟୈ ନମଃ ।

ଓଁ ସୌମ୍ୟାୟୈ ନମଃ

ଓଁ ସଚ୍ଚିଦାନନ୍ଦବିଗ୍ରହାୟୈ ନମଃ ।

ଓଁ ପରାତ୍ପରାମୟ୍ୟୈ ନମଃ ।

ଓଁ ବାଲାୟୈ ନମଃ ।

ଓଁ ତ୍ରିପୁରାୟୈ ନମଃ ।

ଓଁ କୁଣ୍ଡଲ୍ୟୈ ନମଃ ।

ଓଁ ଶିବାୟୈ ନମଃ । ୨୦

ଓଁ ରୁଦ୍ରାଣ୍ୟୈ ନମଃ ।

ଓଁ ବିଜୟାୟୈ ନମଃ ।

ଓଁ ସର୍ୱାୟୈ ନମଃ ।

ଓଁ ସର୍ୱାଣ୍ୟୈ ନମଃ ।

ଓଁ ଭୁବନେଶ୍ୱର୍ୟୈ ନମଃ ।

ଓଁ କଲ୍ୟାଣ୍ୟୈ ନମଃ ।

ଓଁ ଶୂଲିନ୍ୟୈ ନମଃ ।

ଓଁ କାନ୍ତାୟୈ ନମଃ ।

ଓଁ ମହାତ୍ରିପୁରସୁନ୍ଦର୍ୟୈ ନମଃ ।

ଓଁ ମାଲିନ୍ୟୈ ନମଃ । ୩୦

ଓଁ ମାନିନ୍ୟୈ ନମଃ ।

ଓଁ ଶର୍ୱାୟୈ ନମଃ ।

ଓଁ ମଗ୍ନୋଲ୍ଲାସାୟୈ ନମଃ ।

ଓଁ ମୋହିନ୍ୟୈ ନମଃ ।

ଓଁ ମାହେଶ୍ୱର୍ୟୈ ନମଃ ।

ଓଁ ମାତଙ୍ଗ୍ୟୈ ନମଃ

ଓଁ ଶିବକାମାୟୈ ନମଃ

ଓଁ ଶିବାତ୍ମିକାୟୈ ନମଃ ।

ଓଁ କାମାକ୍ଷ୍ୟୈ ନମଃ ।

ଓଁ କମଲାକ୍ଷ୍ୟୈ ନମଃ । ୪୦

ଓଁ ମୀନାକ୍ଷ୍ୟୈ ନମଃ

ଓଁ ସର୍ୱସାକ୍ଷିଣ୍ୟୈ ନମଃ ।

ଓଁ ଉମାଦେବ୍ୟୈ ନମଃ ।

ଓଁ ମହାକାଲ୍ୟୈ ନମଃ ।

ଓଁ ଶ୍ୟାମାୟୈ ନମଃ ।

ଓଁ ସର୍ୱଜନପ୍ରିୟାୟୈ ନମଃ ।

ଓଁ ଚିତ୍ପରାୟୈ ନମଃ ।

ଓଁ ଚିଦ୍ଘନାନନ୍ଦାୟୈ ନମଃ ।

ଓଁ ଚିନ୍ମୟାୟୈ ନମଃ ।

ଓଁ ଚିତ୍ସ୍ୱରୂପିଣ୍ୟୈ ନମଃ । ୫୦

ଓଁ ମହାସରସ୍ୱତ୍ୟୈ ନମଃ ।

ଓଁ ଦୁର୍ଗାୟୈ ନମଃ ।

ଓଁ ଜ୍ୱାଲାୟୈ ନମଃ ।

ଓଁ ଦୁର୍ଗାଽତିମୋହିନ୍ୟୈ ନମଃ ।

ଓଁ ନକୁଲ୍ୟୈ ନମଃ ।

ଓଁ ଶୁଦ୍ଧବିଦ୍ୟାୟୈ ନମଃ ।

ଓଁ ସଚ୍ଚିଦାନନ୍ଦବିଗ୍ରହାୟୈ ନମଃ ।

ଓଁ ସୁପ୍ରଭାୟୈ ନମଃ ।

ଓଁ ସ୍ୱପ୍ରଭାୟୈ ନମଃ ।

ଓଁ ଜ୍ୱାଲାୟୈ ନମଃ । ୬୦

ଓଁ ଇନ୍ଦ୍ରାକ୍ଷ୍ୟୈ ନମଃ ।

ଓଁ ବିଶ୍ୱମୋହିନ୍ୟୈ ନମଃ ।

ଓଁ ମହେନ୍ଦ୍ରଜାଲମଧ୍ୟସ୍ଥାୟୈ ନମଃ ।

ଓଁ ମାୟାମୟବିନୋଦିନ୍ୟୈ ନମଃ

ଓଁ ଶିବେଶ୍ୱର୍ୟୈ ନମଃ ।

ଓଁ ବୃଷାରୂଢାୟୈ ନମଃ ।

ଓଁ ବିଦ୍ୟାଜାଲବିନୋଦିନ୍ୟୈ ନମଃ ।

ଓଁ ମନ୍ତ୍ରେଶ୍ୱର୍ୟୈ ନମଃ ।

ଓଁ ମହାଲକ୍ଷ୍ମ୍ୟୈ ନମଃ ।

ଓଁ ମହାକାଲ୍ୟୈ ନମଃ । ୭୦

ଓଁ ଫଲପ୍ରଦାୟୈ ନମଃ ।

ଓଁ ଚତୁର୍ୱେଦବିଶେଷଜ୍ଞାୟୈ ନମଃ ।

ଓଁ ସାବିତ୍ର୍ୟୈ ନମଃ ।

ଓଁ ସର୍ୱଦେବତାୟୈ ନମଃ ।

ଓଁ ମହେନ୍ଦ୍ରାଣ୍ୟୈ ନମଃ ।

ଓଁ ଗଣାଧ୍ୟକ୍ଷାୟୈ ନମଃ ।

ଓଁ ମହାଭୈରବମୋହିନ୍ୟୈ ନମଃ ।

ଓଁ ମହାମୟ୍ୟୈ ନମଃ ।

ଓଁ ମହାଘୋରାୟୈ ନମଃ ।

ଓଁ ମହାଦେବ୍ୟୈ ନମଃ । ୮୦

ଓଁ ମଦାପହାୟୈ ନମଃ ।

ଓଁ ମହିଷାସୁରସଂହନ୍ତ୍ର୍ୟୈ ନମଃ ।

ଓଁ ଚଣ୍ଡମୁଣ୍ଡକୁଲାନ୍ତକାୟୈ ନମଃ ।

ଓଁ ଚକ୍ରେଶ୍ୱରୀ ଚତୁର୍ୱେଦାୟୈ ନମଃ ।

ଓଁ ସର୍ୱାଦ୍ୟୈ ନମଃ ।

ଓଁ ସୁରନାୟିକାୟୈ ନମଃ ।

ଓଁ ଷଡ୍ଶାସ୍ତ୍ରନିପୁଣାୟୈ ନମଃ ।

ଓଁ ନିତ୍ୟାୟୈ ନମଃ ।

ଓଁ ଷଡ୍ଦର୍ଶନବିଚକ୍ଷଣାୟୈ ନମଃ ।

ଓଁ କାଲରାତ୍ର୍ୟୈ ନମଃ । ୯୦

ଓଁ କଲାତୀତାୟୈ ନମଃ ।

ଓଁ କବିରାଜମନୋହରାୟୈ ନମଃ ।

ଓଁ ଶାରଦାତିଲକାୟୈ ନମଃ ।

ଓଁ ତାରାୟୈ ନମଃ ।

ଓଁ ଧୀରାୟୈ ନମଃ ।

ଓଁ ଶୂରଜନପ୍ରିୟାୟୈ ନମଃ

ଓଁ ଉଗ୍ରତାରାୟୈ ନମଃ ।

ଓଁ ମହାମାର୍ୟୈ ନମଃ ।

ଓଁ କ୍ଷିପ୍ରମାର୍ୟୈ ନମଃ ।

ଓଁ ରଣପ୍ରିୟାୟୈ ନମଃ । ୧୦୦

ଓଁ ଅନ୍ନପୂର୍ଣେଶ୍ୱରୀ ମାତାୟୈ ନମଃ ।

ଓଁ ସ୍ୱର୍ଣକାନ୍ତିତଟିପ୍ରଭାୟୈ ନମଃ ।

ଓଁ ସ୍ୱରବ୍ୟଞ୍ଜନବର୍ଣାଢ୍ୟାୟୈ ନମଃ ।

ଓଁ ଗଦ୍ୟପଦ୍ୟାଦିକାରଣାୟୈ ନମଃ ।

ଓଁ ପଦବାକ୍ୟାର୍ଥନିଲୟାୟୈ ନମଃ ।

ଓଁ ବିନ୍ଦୁନାଦାଦିକାରଣାୟୈ ନମଃ ।

ଓଁ ମୋକ୍ଷେଶୀ ମହିଷୀ ନିତ୍ୟାୟୈ ନମଃ

ଓଁ ଭୁକ୍ତିମୁକ୍ତିଫଲପ୍ରଦାୟୈ ନମଃ ।

ଓଁ ବିଜ୍ଞାନଦାୟୀ ପ୍ରାଜ୍ଞାୟୈ ନମଃ

ଓଁ ପ୍ରଜ୍ଞାନଫଲଦାୟିନ୍ୟୈ ନମଃ । ୧୧୦

ଓଁ ଅହଙ୍କାରା କଲାତୀତାୟୈ ନମଃ ।

ଓଁ ପରାଶକ୍ତିଃ ପରାତ୍ପରାୟୈ ନମଃ ୧୧୨

 

ଇତି ଶ୍ରୀମନ୍ତ୍ରରାଜକଲ୍ପେ ମୋକ୍ଷପାଦେ ସ୍କନ୍ଦେଶ୍ୱରସଂବାଦେ

         ଶ୍ରୀଲଲିତା ଦିବ୍ୟା-ଷ୍ଟୋତ୍ତର-ଶତନାମ-ସ୍ତୋତ୍ରଂ ସମ୍ପୂର୍ଣମ୍

 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...