Skip to main content

 

ସୌଭାଗ୍ୟାଷ୍ଟୋତ୍ତର ଶତନାମ ସ୍ତୋତ୍ରମ୍

ସମସ୍ତ ପ୍ରକାରର ସୌଭାଗ୍ୟ ପାଇବା ନିମିତ:-

[ଏହି ସ୍ତୁତି ଭଗବାନ ଦତାତ୍ରେୟ,  ପର୍ଶୁରାମଙ୍କୁ ଦେଇଥିଲେଏହି 108 ନାମ ଅତ୍ୟନ୍ତ ଗୁପ୍ତ ଅଟେ।

ଲଳିତା ସହସ୍ରନାମ ପାଠ ପୂର୍ବରୁ ଏହି ଶୁଭ ଦାଯକ ପାଠ କଲେ ସହସ୍ର ନାମର 100 ଗୁଣ ଅଧିକ ଫଳ ମିଳିଥାଏ। ଏହି ସ୍ତୋତ୍ରର 1000 ପାଠ କଲେ ଶତ୍ରୁ ନାଶ ହୋଇଥାଏ। ଲାଲି କରବୀର ପୁଷ୍ପରେ

ହବନ କଲେ ବଶୀକରଣ ହୋଇଥାଏ। ପ୍ରତିଦିନର ପାଠ ଶ୍ରୀ ଲଳିତାଙ୍କୁ ପ୍ରସନ୍ନ କରାଇ ଅଭୀଷ୍ଟ ଫଳ ଦେଇଥାନ୍ତି ଶ୍ରୀ ବିଦ୍ୟା ଉପସାକଙ୍କ ନିମିତ ଏହି ପାଠ ଆବଶ୍ୟକ ଅଟେ। ଶ୍ରୀ ବିଦ୍ୟାରେ କ୍ରମ ଦୀକ୍ଷିତ ଉପାସକ ଦ୍ଵାରା ପ୍ରାଣ-ପ୍ରତିଷ୍ଠିତ ଓ ଚୈତନ୍ୟ ଯୁକ୍ତ ଶ୍ରୀ ଯନ୍ତ୍ର ସମ୍ମୁଖରେ ପାଠ କଲେ ଅତୀବ ଶୁଭ ଫଳ ମିଳିଥାଏ।] 

ଦତ୍ତାତ୍ରେୟେଣ କୃତଂ ସୌଭାଗ୍ୟାଷ୍ଟୋତ୍ତରଶତନାମ ସ୍ତୋତ୍ରୋ ପଦେଶ ବର୍ଣନମ୍

ନିଶମ୍ୟୈତଜ୍ଜାମଦଗ୍ନ୍ୟୋ ମାହାତ୍ମ୍ୟଂ ସର୍ବତୋଽଧିକମ୍ ।

ସ୍ତୋତ୍ରସ୍ୟ ଭୂୟଃ ପପ୍ରଚ୍ଛ ଦତ୍ତାତ୍ରେୟଂ ଗୁରୂତ୍ତମମ୍ ॥ ୧॥

ଭଗବନ୍ ତ୍ୱନ୍ମୁଖାମ୍ଭୋଜ ନିର୍ଗମ ଦ୍ୱାକ୍ସୁଧାରସମ୍ ।

ପିବତଃ ଶ୍ରୋତ ମୁଖତୋ ବର୍ଧତେଽନୁକ୍ଷଣଂ ତୃଷା ॥ ୨॥

ଅଷ୍ଟୋତ୍ତରଶତଂ ନାମ୍ନାଂ ଶ୍ରୀଦେବ୍ୟା ଯତ୍ପ୍ରସାଦତଃ

କାମଃ ସମ୍ପ୍ରାପ୍ତବାନ୍ ଲୋକେ ସୌଭାଗ୍ୟଂ ସର୍ବମୋହନମ୍ ॥ ୩॥

ସୌଭାଗ୍ୟ ବିଦ୍ୟା ବର୍ଣାନାମୁଦ୍ଧାରୋ ଯତ୍ର ସଂସ୍ଥିତଃ ।

ତତ୍ସମାଚକ୍ଷ୍ୱ ଭଗବନ୍ କୃପୟା ମୟି ସେବକେ ॥ ୪॥

ନିଶମ୍ୟୈବଂ ଭାର୍ଗବୋକ୍ତିଂ ଦତ୍ତାତ୍ରେୟୋ ଦୟାନିଧିଃ ।

ପ୍ରୋବାଚ ଭାର୍ଗବଂ ରାମଂ ମଧୁରାଽକ୍ଷରପୂର୍ବକମ୍ ॥ ୫॥

ଶୃଣୁ ଭାର୍ଗବ ! ଯତ୍ ପୃଷ୍ଟଂ ନାମ୍ନାମଷ୍ଟୋତ୍ତରଂ ଶତମ୍ ।

ଶ୍ରୀବିଦ୍ୟାବର୍ଣରତ୍ନାନାଂ ନିଧାନମିବ ସଂସ୍ଥିତମ୍ ॥ ୬॥

ଶ୍ରୀଦେବ୍ୟା ବହୁଧା ସନ୍ତି ନାମାନି ଶୃଣୁ ଭାର୍ଗବ ।

ସହସ୍ର ଶତ ସଂଖ୍ୟାନି ପୁରାଣେଷ୍ୱାଗମେଷୁ ଚ ॥ ୭॥

ତେଷୁ ସାରତମଂ ହ୍ୟେତତ୍ସୌଭାଗ୍ୟା ଽଷ୍ଟୋତ୍ତରାଽଽତ୍ମକମ୍ ।

ଯଦୁବାଚ ଶିବଃ ପୂର୍ୱଂ ଭବାନ୍ୟୈ ବହୁଧାଽର୍ଥିତଃ ॥ ୮॥

ସୌଭାଗ୍ୟାଽଷ୍ଟୋତ୍ତରଶତ ନାମ ସ୍ତୋତ୍ରସ୍ୟ ଭାର୍ଗବ ।

ଋଷିରୁକ୍ତଃ ଶିବଶ୍ଛନ୍ଦୋଽନୁଷ୍ଟୁପ୍ ଶ୍ରୀଲଲିତାଽମ୍ବିକା ॥ ୯॥

ଦେବତା ବିନ୍ୟସେତ୍କୂଟତ୍ରୟେଣାଽଽବର୍ତ୍ୟ ସର୍ବତଃ ।

ଧ୍ୟାତ୍ୱା ସମ୍ପୂଜ୍ୟ ମନସା ସ୍ତୋତ୍ରମେ ତଦୁଦୀରୟେତ୍ ॥ ୧୦॥

       ତ୍ରିପୁରାମ୍ବିକାୟୈ ନମଃ ॥

କାମେଶ୍ୱରୀ କାମଶକ୍ତିଃ କାମ ସୌଭାଗ୍ୟଦାୟିନୀ।

କାମରୂପା କାମକଲା କାମିନୀ କମଲାଽଽସନା ॥ ୧୧॥

କମଲା କଲ୍ପନାହୀନା କମନୀୟକଲାବତୀ ।

କମଲା ଭାରତୀସେବ୍ୟା କଲ୍ପିତାଽଶେଷସଂସୃତିଃ ॥ ୧୨॥

ଅନୁତ୍ତରାଽନଘାଽନନ୍ତାଽଦ୍ଭୁତରୂପାଽନଲୋଦ୍ଭବା ।

ଅତିଲୋକ ଚରିତ୍ରାଽତିସୁନ୍ଦର୍ୟତି ଶୁଭପ୍ରଦା ॥ ୧୩॥

ଅଘହନ୍ତ୍ର୍ୟତିବିସ୍ତାରାଽର୍ଚନତୁଷ୍ଟାଽମିତପ୍ରଭା

ଏକରୂପୈକ ବୀରୈକ ନାଥୈକାନ୍ତାଽର୍ଚନପ୍ରିୟା ॥ ୧୪॥

ଏକୈକ ଭାବତୁଷ୍ଟୈକର ସୈକାନ୍ତ ଜନପ୍ରିୟା ।

ଏଧମାନ ପ୍ରଭାବୈଧ ଦ୍ଭକ୍ତପାତକ ନାଶିନୀ ॥ ୧୫॥

ଏଲାମୋଦ ମୁଖୈନୋଽଦ୍ରିଶକ୍ରାୟୁଧ ସମସ୍ଥିତିଃ ।

ଈହାଶୂନ୍ୟେ ପ୍ସିତେଶାଦିସେବ୍ୟେଶା ନବ ରାଙ୍ଗନା ॥ ୧୬॥

ଈଶ୍ୱରାଽଽଜ୍ଞାପିକେକାର-ଭାବ୍ୟେପ୍ସିତ-ଫଲ-ପ୍ରଦା ।

ଈଶାନେତି ହରେଶୈଷା ଦରୁଣାକ୍ଷୀଶ୍ୱରେଶ୍ୱରୀ ॥ ୧୭॥

ଲଲିତା ଲଲନାରୂପା ଲୟହୀନା ଲସତ୍ତନୁଃ ।

ଲୟସର୍ୱା ଲୟକ୍ଷୋଣିର୍ଲୟକର୍ଣୀ ଲୟାତ୍ମିକା ॥ ୧୮॥

ଲଘିମା- ଲଘୁ-ମଧ୍ୟାଽଽଢ୍ୟା ଲଲମାନା ଲଘୁଦ୍ରୁତା ।

ହୟାଽଽରୂଢା ହତାଽମିତ୍ରା ହରକାନ୍ତା ହରିସ୍ତୁତା ॥ ୧୯॥

ହୟଗ୍ରୀବେଷ୍ଟଦା ହାଲାପ୍ରିୟା ହର୍ଷସମୁଦ୍ଧତା ।

ହର୍ଷଣା ହଲ୍ଲକାଭାଙ୍ଗୀ ହସ୍ତ୍ୟନ୍ତୈଶ୍ୱର୍ୟ-ଦାୟିନୀ ॥ ୨୦॥

ହଲହସ୍ତାଽର୍ଚିତପଦା ହବିର୍ଦାନପ୍ରସାଦିନୀ ।

ରାମରାମାଽର୍ଚିତା ରାଜ୍ଞୀ ରମ୍ୟା ରବମୟୀ ରତିଃ ॥ ୨୧॥

 

ରକ୍ଷିଣୀ ରମଣୀ ରାକା ରମଣୀ ମଣ୍ଡଲପ୍ରିୟା ।

ରକ୍ଷିତାଽଖିଲଲୋକେଶା ରକ୍ଷୋଗଣନିଷୂଦିନୀ ॥ ୨୨॥

ଅମ୍ବାନ୍ତ-କାରିଣ୍ୟମ୍ଭୋଜ-ପ୍ରିୟାଽନ୍ତକ ଭୟଙ୍କରୀ ।

ଅମ୍ବୁ-ରୂପାଽମ୍ବୁଜ-କରାଽମ୍ବୁଜ-ଜାତ-ବର-ପ୍ରଦା ॥ ୨୩॥

ଅନ୍ତଃପୂଜା-ପ୍ରିୟାଽନ୍ତଃସ୍ୱରୂପିଣ୍ୟନ୍ତର୍ୱଚୋ-ମୟୀ ।

ଅନ୍ତକାଽରାତିବାମାଙ୍କସ୍ଥିତାଽନ୍ତଃ-ସୁଖ-ରୂପିଣୀ ॥ ୨୪॥

ସର୍ବଜ୍ଞା ସର୍ବଗା ସାରା ସମା ସମସୁଖା ସତୀ ।

ସନ୍ତତିଃ ସନ୍ତତା ସୋମା ସର୍ବା ସାଙ୍ଖ୍ୟା ସନାତନୀ ॥ ୨୫॥

          ଫଲଶ୍ରୁତିଃ॥

ଏତତ୍ତେ କଥିତଂ ରାମ ନାମ୍ନାମଷ୍ଟୋତ୍ତରଂ ଶତମ୍ ।

ଅତିଗୋପ୍ୟମିଦଂ ନାମ୍ନଃ ସର୍ବତଃ ସାରମୁଦ୍ଧୃତମ୍ ॥ ୨୬॥

ଏତସ୍ୟ ସଦୃଶଂ ସ୍ତୋତ୍ରଂ ତ୍ରିଷୁ ଲୋକେଷୁ ଦୁର୍ଲଭମ୍ ।

ଅପ୍ରାକଶ୍ୟମଭକ୍ତାନାଂ ପୁରତୋ ଦେବତାଦ୍ୱିଷାମ୍ ॥ ୨୭॥

ଏତତ୍ ସଦାଶିବୋ ନିତ୍ୟଂ ପଠନ୍ତ୍ୟନ୍ୟେ ହରାଦୟଃ ।

ଏତତ୍ପ୍ରଭାବାତ୍କନ୍ଦର୍ପସ୍ତ୍ରୈଲୋକ୍ୟଂ ଜୟତି କ୍ଷଣାତ୍ ॥ ୨୮॥

ସୌଭାଗ୍ୟାଽଷ୍ଟୋତ୍ତରଶତନାମସ୍ତୋତ୍ରଂ ମନୋହରମ୍ ।

ଯସ୍ତ୍ରିସନ୍ଧ୍ୟଂ ପଠେନ୍ନିତ୍ୟଂ ନ ତସ୍ୟ ଭୁବି ଦୁର୍ଲଭମ୍ ॥ ୨୯॥

ଶ୍ରୀବିଦ୍ୟୋପାସନବତା ମେତ ଦାବଶ୍ୟକଂ ମତମ୍ ।

ସକୃଦେତତ୍ପ୍ରପଠତାଂ ନାଽନ୍ୟତ୍କର୍ମ ବିଲୁପ୍ୟତେ ॥ ୩୦॥

ଅପଠିତ୍ୱା ସ୍ତୋତ୍ରମିଦଂ ନିତ୍ୟଂ ନୈମିତ୍ତିକଂ କୃତମ୍ ।

ବ୍ୟର୍ଥୀଭବତି ନଗ୍ନେନ କୃତଂ କର୍ମ ଯଥା ତଥା ॥ ୩୧॥

ସହସ୍ର-ନାମ-ପାଠାଦାବଶକ୍ତସ୍ତ୍ୱେତଦୀରୟେତ୍ ।

ସହସ୍ର-ନାମ-ପାଠସ୍ୟ ଫଲଂ ଶତଗୁଣଂ ଭବେତ୍ ॥ ୩୨॥

ସହସ୍ରଧା ପଠିତ୍ୱା ତୁ ବୀକ୍ଷଣାନ୍ନାଶୟେଦ୍ରିପୂନ୍ ।

କରବୀର-ରକ୍ତ-ପୁଷ୍ପୈର୍ହୁତ୍ୱା ଲୋକାନ୍ ବଶଂ ନୟେତ୍ ॥ ୩୩॥

ସ୍ତମ୍ଭେୟତ୍ ଶ୍ୱେତ-କୁସୁମୈର୍ନୀଲୈରୁଚ୍ଚାଟୟେଦ୍ରିପୂନ୍ ।

ମରିଚୈର୍ୱିଦ୍ୱେଷେଣାୟ ଲବଙ୍ଗୈର୍ୱ୍ୟାଧିନାଶନେ ॥ ୩୪॥

 ସୁବାସିନୀ-ର୍ବ୍ରାହ୍ମଣାନ୍ ବା ଭୋଜୟେଦ୍ୟସ୍ତୁ ନାମଭିଃ ।

ଯଶ୍ଚ ପୁଷ୍ପୈଃ ଫଲୈର୍ୱାପି ପୂଜୟେତ୍ ପ୍ରତିନାମଭିଃ ॥ ୩୫॥

ଚକ୍ରରାଜେଽଥବାଽନ୍ୟତ୍ର ସ ବସେଚ୍ଛ୍ରୀପୁରେ ଚିରମ୍ ।

ଯଃ ସଦା ବର୍ତୟନ୍ନାସ୍ତେ ନାମାଽଷ୍ଟଶତମୁତ୍ତମମ୍ ॥ ୩୬॥

ତସ୍ୟ ଶ୍ରୀଲଲିତା ରାଜ୍ଞୀ ପ୍ରସନ୍ନା ବାଞ୍ଛିତପ୍ରଦା॥

------------------------------------------



 

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...