Skip to main content

 


ଶ୍ରୀଲଲିତା-ଲକାରାଦି-ଶତନାମ-ସ୍ତୋତ୍ର-ସାଧନା ।

[ଶ୍ରୀ ଯନ୍ତ୍ର ଉପରେ ଆଧାରିତ]

ଏହି ସ୍ତୋତ୍ର ର ଫଳଶ୍ରୁତି ଅନୁଯାଇ --ଲକ୍ଷ୍ମୀ ପ୍ରାପ୍ତି, ରୋଗ ଓ ଶତ୍ରୁ ନାଶ, ବଶୀକରଣ ନିମିତ—

ଶ୍ରୀ ଲଳିତାଙ୍କ ଏହି ସ୍ତୋତ୍ର ମହା-ଉଗ୍ର ଅଟେ। ବିନମ୍ର, ଶାନ୍ତ, ଭକ୍ତ, ଗୁରୁ-ଭକ୍ତି-ପରାୟଣ, କୁମାରୀ-ପୂଜନ-କର୍ତା, ଦୂର୍ଗା-ଭକ୍ତ, ଶିବ-ଭକ୍ତ, କାମେଶ୍ବରଙ୍କ ମନ୍ତ୍ର ଜପ-କର୍ତା, ଅଦୈତ-ଭାବାପନ୍ନ ଓ ଶକ୍ତିରେ ଭକ୍ତି ରଖୁଥିବା ବ୍ୟକ୍ତିଙ୍କୁ ଏହି ସ୍ତୋତ୍ର ଦେବା ଉଚିତ-ଏପରି ସ୍ଵୟଂ ଭଗବତୀଙ୍କ ଆଜ୍ଞା ଅଟେ। ଏଠାରେ ପ୍ରତ୍ଯେକ ନାମ ସହିତ ପୂଜନ ଓ ତର୍ପଣ କରିବା ନିମିତ 108 ନାମ, ଗୋଟିଏ ଗୋଟିଏ ନାମରେ ଦିଆଯାଇଅଛି ଓ ଯେଉଁମାନେ ସ୍ତୋତ୍ର ପାଠ କରିବା ନିମିତ ଚାହାନ୍ତି, ତାଙ୍କର email address ଦେଲେ ପଠାଇ ଦିଆଯିବ।  କ୍ରମ ଦୀକ୍ଷିତ ଶ୍ରୀ ବିଦ୍ୟା ଉପାସକଙ୍କ ନିର୍ଦେଶରେ ପୂଜା କଲେ ସଫଳତାର ସମ୍ଭାବନା ବଢି ଯାଇଥାଏ॥

ଫଳଶ୍ରୂତି ଅନୁଯାଇ--10,000 ଥର ପାଠ କଲେ ଏହି ସ୍ତୋତ୍ରର ପୁରଶ୍ଚରଣ ହୋଇଥାଏ। ପୁରଶ୍ଚରଣ ପରେ 1000  ଥର ପାଠ କଲେ ଜଗତ ବଶୀଭୂତ, ଶୂନ୍ୟ ଗୃହରେ 1000 ଥର ପାଠ କଲେ ଲକ୍ଷ୍ମୀ ପ୍ରାପ୍ତି, 5000 ଥର ପାଠ କଲେ ଶତ୍ରୁ ବିଜୟ ଓ ମକୋଦମା ବିଜୟ ଆଦି ହୋଇଥାଏଭୟ ନାଶ ହୋଇଥାଏ। ଏହି ନାମରେ ହବନ କଲେ ବିପୁଳ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ।

ବିନିୟୋଗଃ -

ଓଁ ଅସ୍ୟ ଶ୍ରୀଲଲିତା ଲକାରାଦି ଶତ ନାମ ମାଲା ମନ୍ତ୍ରସ୍ୟ ଶ୍ରୀରାଜରାଜେଶ୍ୱରୋ ୠଷିଃ ।

ଅନୁଷ୍ଟୁପ୍ଛନ୍ଦଃ ଶ୍ରୀଲଲିତାମ୍ବା ଦେବତା । କ ଏ ଈ ଲ ହ୍ରୀଂ ବୀଜମ୍ ।

ସ କ ଲ ହ୍ରୀଂ ଶକ୍ତିଃ । ହ ସ କ ହ ଲ ହ୍ରୀଂ ଉତ୍କୀଲନମ୍ ।

ଶ୍ରୀଲଲିତାମ୍ବା ଦେବତା ପ୍ରସାଦ ସିଦ୍ଧୟେ ଷଟ୍କର୍ମସିଦ୍ଧ୍ୟର୍ଥେ ତଥା

ଧର୍ମାର୍ଥକାମମୋକ୍ଷେଷୁ ପୂଜନେ ତର୍ପଣେ ଚ ବିନିୟୋଗଃ ।

ୠଷ୍ୟାଦି ନ୍ୟାସଃ -

ଓଁ ଶ୍ରୀରାଜରାଜେଶ୍ୱରୋ ୠଷୟେ ନମଃ- ଶିରସି ।

ଓଁ ଅନୁଷ୍ଟୁପ୍ଛନ୍ଦସେ ନମଃ- ମୁଖେ ।

ଓଁ ଶ୍ରୀଲଲିତାମ୍ବାଦେବତାୟୈ ନମଃ- ହୃଦି

ଓଁ କ ଏ ଈ ଲ ହ୍ରୀଂ ବୀଜାୟ ନମଃ- ଲିଙ୍ଗେ ।

ଓଁ ସ କ ଲ ହ୍ରୀଂ ଶକ୍ତ୍ତୟେ ନମଃ- ନାଭୌ ।

ଓଁ ହ ସ କ ହ ଲ ହ୍ରୀଂ ଉତ୍କୀଲନାୟ ନମଃ- ସର୍ୱାଙ୍ଗେ ।

ଓଁ ଶ୍ରୀଲଲିତାମ୍ବା ଦେବତା ପ୍ରସାଦ ସିଦ୍ଧୟେ ଷଟ୍କର୍ମସିଦ୍ଧ୍ୟର୍ଥେ ତଥା

ଧର୍ମାର୍ଥ କାମ ମୋକ୍ଷେଷୁ ପୂଜନେ ତର୍ପଣେ ଚ ବିନିୟୋଗାୟ ନମଃ- ଅଞ୍ଜଲୌ

କରନ୍ୟାସଃ -

ଓଁ ଐଂ    କ ଏ ଈ ଲ ହ୍ରୀଂ ଅଙ୍ଗୁଷ୍ଠାଭ୍ୟାଂ ନମଃ ।

ଓଁ କ୍ଲୀଂ   ହ ସ କ ହ ଲ ହ୍ରୀଂ ତର୍ଜନୀଭ୍ୟାଂ ନମଃ ।

ଓଁ ସୌଃ    ସ କ ଲ ହ୍ରୀଂ ମଧ୍ୟମାଭ୍ୟାଂ ନମଃ ।

ଓଁ ଐଂ    କ ଏ ଈ ଲ ହ୍ରୀଂ ଅନାମିକାଭ୍ୟାଂ ନମଃ ।

ଓଁ କ୍ଲୀଂ   ହ ସ କ ହ ଲ ହ୍ରୀଂ କନିଷ୍ଠିକାଭ୍ୟାଂ ନମଃ ।

ଓଁ ସୌଂ    ସ କ ଲ ହ୍ରୀଂ କରତଲକରପୃଷ୍ଠାଭ୍ୟାଂ ନମଃ

ଅଙ୍ଗ ନ୍ୟାସଃ -

ଓଁ ଐଂ    କ ଏ ଈ ଲ ହ୍ରୀଂ ହୃଦୟାୟ ନମଃ ।

ଓଁ କ୍ଲୀଂ   ହ ସ କ ହ ଲ ହ୍ରୀଂ ଶିରସେ ସ୍ୱାହା ।

ଓଁ ସୌଂ    ସ କ ଲ ହ୍ରୀଂ ଶିଖାୟୈ ବଷଟ୍ ।

ଓଁ ଐଂ    କ ଏ ଈ ଲ ହ୍ରୀଂ କବଚାୟ ହୁମ୍ ।

ଓଁ କ୍ଲୀଂ   ହ ସ କ ହ ଲ ହ୍ରୀଂ ନେତ୍ରତ୍ରୟାୟ ବୌଷଟ୍ 

ଓଁ ସୌଂ    ସ କ ଲ ହ୍ରୀଂ ଅସ୍ତ୍ରାୟ ଫଟ୍ ।

ଧ୍ୟାନମ୍ ।

ବାଲାର୍କମଣ୍ଡଲାଭାସାଂ ଚତୁର୍ବାହୁଂ ତ୍ରିଲୋଚନାମ୍ ।

ପାଶାଙ୍କୁଶଧନୁର୍ବାଣାନ୍ ଧାରୟନ୍ତୀଂ ଶିବାଂ ଭଜେ ॥

ମାନସପୂଜନମ୍ ।

ଓଁ ଲଂ ପୃଥିବ୍ୟାତ୍ମକଂ ଗନ୍ଧଂ ଶ୍ରୀଲଲିତାତ୍ରିପୁରା ପ୍ରୀତୟେ ସମର୍ପୟାମି ନମଃ ।

ଓଁ ହଂ ଆକାଶତତ୍ତ୍ୱାତ୍ମକଂ ପୁଷ୍ପଂ ଶ୍ରୀଲଲିତାତ୍ରିପୁରା ପ୍ରୀତୟେ ସମର୍ପୟାମି ନମଃ ।

ଓଁ ଯଂ ବାୟୁତତ୍ତ୍ୱାତ୍ମକଂ ଧୂପଂ ଶ୍ରୀଲଲିତାତ୍ରିପୁରା ପ୍ରୀତୟେ ଘ୍ରାପୟାମି ନମଃ ।

ଓଁ ରଂ ଅଗ୍ନିତତ୍ତ୍ୱାତ୍ମକଂ ଦୀପଂ ଶ୍ରୀଲଲିତାତ୍ରିପୁରା ପ୍ରୀତୟେ ଦର୍ଶୟାମି ନମଃ ।

ଓଁ ବଂ ଜଲତତ୍ତ୍ୱାତ୍ମକଂ ନୈବେଦ୍ୟଂ ଶ୍ରୀଲଲିତାତ୍ରିପୁରା ପ୍ରୀତୟେ ନିବେଦୟାମି ନମଃ ।

ଓଁ ସଂ ସର୍ୱତତ୍ତ୍ୱାତ୍ମକଂ ତାମ୍ବୂଲଂ ଶ୍ରୀଲଲିତାତ୍ରିପୁରା ପ୍ରୀତୟେ ସମର୍ପୟାମି ନମଃ ॥

 

ଶ୍ରୀଲଲିତା ଲକାରାଦି ଶତ ନାମ ଜପ ସାଧନା -

ଶ୍ରୀଲଲିତାୟୈ ନମଃ ।

ଶ୍ରୀଲକ୍ଷ୍ମ୍ୟୈ ନମଃ ।

ଶ୍ରୀଲୋଲାକ୍ଷ୍ୟୈ ନମଃ ।

ଶ୍ରୀଲକ୍ଷ୍ମଣାୟୈ ନମଃ ।

ଶ୍ରୀଲକ୍ଷ୍ମଣାର୍ଚିତାୟୈ ନମଃ ।

ଶ୍ରୀଲକ୍ଷ୍ମଣପ୍ରାଣରକ୍ଷିଣ୍ୟୈ ନମଃ

ଶ୍ରୀଲାକିନ୍ୟୈ ନମଃ ।

ଶ୍ରୀଲକ୍ଷ୍ମଣ-ପ୍ରିୟାୟୈ ନମଃ ।

ଶ୍ରୀଲୋଲାୟୈ ନମଃ ।

ଶ୍ରୀଲକାରାୟୈ ନମଃ । ୧୦

ଶ୍ରୀଲୋମଶାୟୈ ନମଃ ।

ଶ୍ରୀଲୋଲଜିହ୍ୱାୟୈ ନମଃ ।

ଶ୍ରୀଲଜ୍ଜାବତ୍ୟୈ ନମଃ ।

ଶ୍ରୀଲକ୍ଷ୍ୟାୟୈ ନମଃ ।

ଶ୍ରୀଲାକ୍ଷ୍ୟାୟୈ ନମଃ ।

ଶ୍ରୀଲକ୍ଷରତାୟୈ ନମଃ ।

ଶ୍ରୀଲକାରାକ୍ଷର-ଭୂଷିତାୟୈ ନମଃ ।

ଶ୍ରୀଲୋଲଲୟାତ୍ମିକାୟୈ ନମଃ ।

ଶ୍ରୀଲୀଲାୟୈ ନମଃ ।

ଶ୍ରୀଲୀଲାବତ୍ୟୈ ନମଃ । ୨୦

ଶ୍ରୀଲାଙ୍ଗଲ୍ୟୈ ନମଃ ।

ଶ୍ରୀଲାବଣ୍ୟାମୃତସାରାୟୈ ନମଃ ।

ଶ୍ରୀଲାବଣ୍ୟାମୃତଦୀର୍ଘିକାୟୈ ନମଃ ।

ଶ୍ରୀଲଜ୍ଜାୟୈ ନମଃ ।

ଶ୍ରୀଲଜ୍ଜାମତ୍ୟୈ ନମଃ ।

ଶ୍ରୀଲଜ୍ଜାୟୈ ନମଃ ।

ଶ୍ରୀଲଲନାୟୈ ନମଃ ।

ଶ୍ରୀଲଲନପ୍ରିୟାୟୈ ନମଃ ।

ଶ୍ରୀଲବଣାୟୈ ନମଃ ।

ଶ୍ରୀଲବଲ୍ୟୈ ନମଃ । ୩୦

ଶ୍ରୀଲସାୟୈ ନମଃ ।

ଶ୍ରୀଲାକ୍ଷିବ୍ୟୈ ନମଃ ।

ଶ୍ରୀଲୁବ୍ଧାୟୈ ନମଃ ।

ଶ୍ରୀଲାଲସାୟୈ ନମଃ ।

ଶ୍ରୀଲୋକମାତ୍ରେ ନମଃ ।

ଶ୍ରୀଲୋକପୂଜ୍ୟାୟୈ ନମଃ ।

ଶ୍ରୀଲୋକଜନନ୍ୟୈ ନମଃ ।

ଶ୍ରୀଲୋଲୁପାୟୈ ନମଃ ।

ଶ୍ରୀଲୋହିତାୟୈ ନମଃ ।

ଶ୍ରୀଲୋହିତାକ୍ଷ୍ୟୈ ନମଃ । ୪୦

ଶ୍ରୀଲିଙ୍ଗାଖ୍ୟାୟୈ ନମଃ ।

ଶ୍ରୀଲିଙ୍ଗେଶ୍ୟୈ ନମଃ ।

ଶ୍ରୀଲିଙ୍ଗଗୀତ୍ୟୈ ନମଃ ।

ଶ୍ରୀଲିଙ୍ଗ-ଭବାୟୈ ନମଃ ।

ଶ୍ରୀଲିଙ୍ଗ-ମାଲାୟୈ ନମଃ ।

ଶ୍ରୀଲିଙ୍ଗପ୍ରିୟାୟୈ ନମଃ ।

ଶ୍ରୀଲିଙ୍ଗାଭିଧାୟିନ୍ୟୈ ନମଃ ।

ଶ୍ରୀଲିଙ୍ଗାୟୈ ନମଃ ।

ଶ୍ରୀଲିଙ୍ଗନାମ-ସଦାନନ୍ଦାୟୈ ନମଃ ।

ଶ୍ରୀଲିଙ୍ଗାମୃତ-ପ୍ରୀତାୟୈ ନମଃ । ୫୦

ଶ୍ରୀଲିଙ୍ଗାର୍ଚିନ-ପ୍ରୀତାୟୈ ନମଃ ।

ଶ୍ରୀଲିଙ୍ଗପୂଜ୍ୟାୟୈ ନମଃ ।

ଶ୍ରୀଲିଙ୍ଗ-ରୂପାୟୈ ନମଃ ।

ଶ୍ରୀଲିଙ୍ଗସ୍ଥାୟୈ ନମଃ ।

ଶ୍ରୀଲିଙ୍ଗାଲିଙ୍ଗନତତ୍ପରାୟୈ ନମଃ ।

ଶ୍ରୀଲତା-ପୂଜନ-ରତାୟୈ ନମଃ ।

ଶ୍ରୀଲତା-ସାଧକ-ତୁଷ୍ଟିଦାୟୈ ନମଃ ।

ଶ୍ରୀଲତା-ପୂଜକ-ରକ୍ଷିଣ୍ୟୈ ନମଃ ।

ଶ୍ରୀଲତାସାଧନ-ସିଦ୍ଧିଦାୟୈ ନମଃ ।

ଶ୍ରୀଲତାଗୃହ-ନିବାସିନ୍ୟୈ ନମଃ । ୬୦

ଶ୍ରୀଲତା-ପୂଜ୍ୟାୟୈ ନମଃ ।

ଶ୍ରୀଲତାରାଧ୍ୟାୟୈ ନମଃ ।

ଶ୍ରୀଲତାପୁଷ୍ପାୟୈ ନମଃ ।

ଶ୍ରୀଲତାରତାୟୈ ନମଃ ।

ଶ୍ରୀଲତାଧାରାୟୈ ନମଃ ।

ଶ୍ରୀଲତାମୟ୍ୟୈ ନମଃ ।

ଶ୍ରୀଲତାସ୍ପର୍ଶନସନ୍ତ୍ଷ୍ଟାୟୈ ନମଃ ।

ଶ୍ରୀଲତାଽଽଲିଙ୍ଗନ-ହର୍ଷତାୟୈ ନମଃ ।

ଶ୍ରୀଲତାବିଦ୍ୟାୟୈ ନମଃ ।

ଶ୍ରୀଲତାସାରାୟୈ ନମଃ । ୭୦

ଶ୍ରୀଲତାଽଽଚାରାୟୈ ନମଃ ।

ଶ୍ରୀଲତାନିଧୟେ ନମଃ ।

ଶ୍ରୀଲବଙ୍ଗପୁଷ୍ପ-ସନ୍ତୁଷ୍ଟାୟୈ ନମଃ ।

ଶ୍ରୀଲବଙ୍ଗଲତା-ମଧ୍ୟସ୍ଥାୟୈ ନମଃ ।

ଶ୍ରୀଲବଙ୍ଗଲତିକାରୂପାୟୈ ନମଃ ।

ଶ୍ରୀଲବଙ୍ଗ-ହୋମ-ସନ୍ତୁଷ୍ଟାୟୈ ନମଃ ।

ଶ୍ରୀଲକାରାକ୍ଷର-ପୂଜିତାୟୈ ନମଃ ।

ଶ୍ରୀଲକାର-ବର୍ଣୋଦ୍ଭବାୟୈ ନମଃ ।

ଶ୍ରୀଲକାରବର୍ଣଭୂଷିତାୟୈ ନମଃ ।

ଶ୍ରୀଲକାର-ବର୍ଣ-ରୁଚିରାୟୈ ନମଃ । ୮୦

ଶ୍ରୀଲକାର-ବୀଜୋଦ୍ଭବାୟୈ ନମଃ ।

ଶ୍ରୀଲକାରା-କ୍ଷର-ସ୍ଥିତାୟୈ ନମଃ ।

ଶ୍ରୀଲକାର-ବୀଜ-ନିଲୟାୟୈ ନମଃ ।

ଶ୍ରୀଲକାର-ବୀଜ-ସର୍ୱସ୍ୱାୟୈ ନମଃ ।

ଶ୍ରୀଲକାର-ବର୍ଣ-ସର୍ୱାଙ୍ଗ୍ୟୈ ନମଃ ।

ଶ୍ରୀଲକ୍ଷ୍ୟଛେଦନ-ତତ୍ପରାୟୈ ନମଃ ।

ଶ୍ରୀଲକ୍ଷ୍ୟଧରାୟୈ ନମଃ ।

ଶ୍ରୀଲକ୍ଷ୍ୟଘୂର୍ଣାୟୈ ନମଃ ।

ଶ୍ରୀଲକ୍ଷଜାପେନ-ସିଦ୍ଧିଦାୟୈ ନମଃ ।

ଶ୍ରୀଲକ୍ଷକୋଟି-ରୂପ-ଧରାୟୈ ନମଃ । ୯୦

ଶ୍ରୀଲକ୍ଷଲୀଲା-କଲା-ଲକ୍ଷ୍ୟାୟୈ ନମଃ ।

ଶ୍ରୀଲୋକପାଲେ ନାର୍ଚିତାୟୈ ନମଃ ।

ଶ୍ରୀଲାକ୍ଷାରାଗ ବିଲୋପନାୟୈ ନମଃ ।

ଶ୍ରୀଲୋକାତୀତାୟୈ ନମଃ ।

ଶ୍ରୀଲୋପମୁଦ୍ରାୟୈ ନମଃ ।

ଶ୍ରୀଲଜ୍ଜାବୀଜ ସ୍ୱରୂପିଣ୍ୟୈ ନମଃ ।

ଶ୍ରୀଲଜ୍ଜାହୀନାୟୈ ନମଃ ।

ଶ୍ରୀଲଜ୍ଜାମୟ୍ୟୈ ନମଃ ।

ଶ୍ରୀଲୋକୟାତ୍ରା ବିଧାୟିନ୍ୟୈ ନମଃ ।

ଶ୍ରୀଲାସ୍ୟପ୍ରିୟାୟୈ ନମଃ ୧୦୦

ଶ୍ରୀଲୟକର୍ୟୈ ନମଃ ।

ଶ୍ରୀଲୋକ ଲୟାୟୈ ନମଃ

ଶ୍ରୀଲମ୍ବୋଦର୍ୟୈ ନମଃ

ଶ୍ରୀଲଘିମାଦି ସିଦ୍ଧି ଦାତ୍ର୍ୟୈ ନମଃ ।

ଶ୍ରୀଲାବଣ୍ୟ ନିଧି ଦାୟିନ୍ୟୈ ନମଃ ।

ଶ୍ରୀଲକାର ବର୍ଣ ଗ୍ରଥିତାୟୈ ନମଃ ।

ଶ୍ରୀଲଁବୀଜାୟୈ ନମଃ ।

ଶ୍ରୀଲଲିତାମ୍ବିକାୟୈ ନମଃ । ୧୦୮

 

ଇତି ଶ୍ରୀକୌଲିକାର୍ଣବେ ଶ୍ରୀଭୈରବୀ-ସଂବାଦେ ଷଟ୍କର୍ମସିଦ୍ଧଦାୟକ

ଶ୍ରୀଲଲିତାୟା ଲକାରାଦି-ଶତନାମା-ବଲିଃ ସମାପ୍ତ

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...