Skip to main content

' ବଗଳାମୁଖୀ ରହସ୍ୟ' ର ଆଉ ଏକ କବଚ ପାଠର ମହତ୍ଵ ଦେବାକୁ ଯାଉଅଛି। ଏହି କବଚ ପାଠ ପ୍ରାଣ ପ୍ରତିଷ୍ଠିତ ଯନ୍ତ୍ର ସାମନାରେ ପଞ୍ଚ ଉପଚାର ପୂଜା କରି କବଚ ପାଠ କରନ୍ତୁ। ସମୟ ଅବଧି-100 ଦିନ। ବସ୍ତ୍ର-ପିତ, କବଚ ପାଠ ନିମିତ ଯାହାଙ୍କର ଆଗ୍ରହ ଅଛି ତାହା email ରେ ପଠେଇଦେବି। 

 

ଶ୍ରୀ ବଗଳା ମୁଖୀ ବିଶ୍ୱବିଜୟ କବଚମ୍ (୨)

କୀର୍ତ୍ତି,ଶ୍ରୀ ଏବଂ ବିଜୟ-ପ୍ରଦାୟକ

 

(ଶ୍ରୀବିଶ୍ୱ-ସାରୋଦ୍ୱାର ତନ୍ତ୍ରରେ ବର୍ଣ୍ଣିତ ଉକ୍ତ ଶ୍ରୀ ବଗଳାମୁଖୀ ବିଶ୍ୱ ବିଜୟ କବଚର ଋଷି ଶ୍ରୀ ଭୈରବ ଅଟନ୍ତି । ଏହି କବଚ ସମୃଦ୍ଧି ଓ ମୁକ୍ତି ଦାୟକ ଅଟେ । ଏହି କବଚ ପାଠ ଦ୍ୱାରା ଅପୁତ୍ର କୁ ପୁତ୍ର, ନିର୍ଧନ କୁ ଧନ ପ୍ରାପ୍ତ ହୋଇଥାଏ । ଯେଉଁ ସାଧକ ରାତ୍ରିରେ ଶ୍ରୀ ବଗଳାମୁଖୀଙ୍କର ଧ୍ୟାନ କରି, ମନ୍ତ୍ର ଗୋଟିଏ ମାଳା ଜପ କରି କବଚକୁ ନିୟମିତ ରୁପରେ ପାଠ କରିଥାଏ, ତାହାର କାମନା ପୁର୍ଣ୍ଣ ହୋଇଥାଏ, ତଥା ବିବାଦରେ ଜୟଯୁକ୍ତ ହୋଇଥାଏ । ଏହି କବଚ ପାଠ କରି ଅଭିମନ୍ତ୍ରିତ ମଖନପତ୍ନୀକୁ ଖୁଆଇଲେ ସ୍ୱସ୍ଥ ଏବଂ ବିଦ୍ୟାବାନ ପୁତ୍ର ପ୍ରାପ୍ତ ହୋଇଥାଏ । ଭୋଜ ପତ୍ରରେ ଅଷ୍ଟଗନ୍ଧ ଦ୍ୱାରା କବଚ ପାଠ ଅଭିମନ୍ତ୍ରିତ ଉକ୍ତ ମନ୍ତ୍ରକୁ ଲେଖି ସାଧକ ଡାହାଣ ହାତରେ ତଥା ପତ୍ନୀ ବାମ ହାତରେ ଧାରଣ କଲେ ସାଧକକୁ ସର୍ବତ୍ର ବିଜୟ ପ୍ରାପ୍ତ ହୋଇଥାଏ ଏବଂ ପତ୍ନୀ ପୁତ୍ରବତି ହୋଇଥାଏ ।)

 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...