ତ୍ରୈଲୋକ୍ୟ-ବିଜୟ-କବଚମ୍ [5]
(ଏହି କବଚର ବିଶେଷ ମହିମା ଏହା ଅଟେ ଯେ, ଏହାକୁ ପାଠ କଲେ ପାଠ କର୍ତ୍ତା “ଦୀକ୍ଷିତ” ହୋଇଯାଇଥାଏ । ଅତଃ ସିଦ୍ଧ ବିଦ୍ୟା, ବ୍ରହ୍ମ ବିଦ୍ୟା ପରି ଏହାର ପାଠ ଅତ୍ୟନ୍ତ ଗୋପନୀୟ ରୁପରେ କରିବା ଦରକାର । ଯେଉଁ
ସାଧକ ଉକ୍ତ “ମନ୍ତ୍ର-ଗର୍ଭ-କବଚ” ର ସତତ ସ୍ମରଣ କରିଥାଏ, ସେ ସମସ୍ତ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ
କରିଥାଏ । କବଚର “ମନସା-ବାଚା-କର୍ମଣା” ପାଠ କଲେ ସମସ୍ତ ପ୍ରକାରର ବିପତିି, ବିବିଧ ରୋଗର ଶାନ୍ତି ପ୍ରାପ୍ତ ହୋଇଥାଏ ।
ଏହାର ପାଠ ଦ୍ୱାରା ଋଣର ନିବାରଣ ଏବଂ ଲକ୍ଷ୍ମୀ ତଥା ଭୋଗର ବୃଦ୍ଧି ହୋଇଥାଏ । ବିଶେଷ ଅନୁଭୁତି ପାଇଁ ରବିବାର ରାତ୍ରିରେ
ସ୍ନାନ ଆଦି କରି ପୂଜା ଗୃହରେ ଦୀପକ ଜଳାଇ ଉକ୍ତ କବଚର ପାଠ କରିବାକୁ ହୋଇଥାଏ । ଏପରି ତିନି
ରବିବାରର ରାତ୍ରିରେ ପାଠ କରିବା ଦରକାର ଅଟେ । କଳିଯୁଗରେ ଏହି କବଚ ସମସ୍ତ କାମନାକୁ ପୁର୍ଣ୍ଣ
କରିଥାଏ ।)

Comments
Post a Comment