Skip to main content

 

ସିଦ୍ଧିଦାୟକ ଅଷ୍ଟୋତ୍ତର ଶତନାମ ସ୍ତୋତ୍ରମ୍‌

 

          (ଭଗବତୀ ବଗଳାମୁଖୀଙ୍କର ଏହି ସିଦ୍ଧିଦାୟକ ସ୍ତୋତ୍ରର ନିୟମିତ ପାଠ ପରମ ଲାଭଦାୟକ ଅଟେ । ଏହା ଭୂତ ପ୍ରେତ ଗ୍ରହ ବାଧା ନିବାରଣ, ଶତ୍ରୁବାଧା ଠାରୁ ମୁକ୍ତି, ଲକ୍ଷ୍ମୀଙ୍କର ସ୍ଥିରତା, ବିଦ୍ୟାଲାଭ, ଐଶ୍ଚର୍ଯ୍ୟ ପ୍ରାପ୍ତୀ ଓ ଭୁକ୍ତି ମୁକ୍ତି ପ୍ରଦାୟକ ଅଟେ ।)

          ବ୍ରହ୍ମାସ୍ତ୍ରରୂପିଣୀ ଦେବୀ ମାତା ଶ୍ରୀବଗଳାମୁଖୀ ।

          ଚିଚ୍ଛକ୍ତିର୍ଜ୍ଞାନରୂପା ଚ ବ୍ରହ୍ମାନନ୍ଦ ପ୍ରଦାୟିନୀ     ।।।।

          ମହାବିଦ୍ୟା ମହାଲକ୍ଷ୍ମୀ ଶ୍ରୀମନ୍ତ୍ରିପୁରସୁନ୍ଦରୀ 

          ଭୁବନେଶୀ ଜଗନ୍ମାତା ପାର୍ବତୀ ସର୍ବମଙ୍ଗଳା           ।।୨।।

          ଲଳିତା ଭୈରବୀ ଶାନ୍ତା ଅନ୍ନପୂର୍ଣ୍ଣା କୁଳେଶ୍ୱରୀ ।

          ବାରାହୀ ଛିନ୍ନମସ୍ତା ଚ ତାରା କାଳୀ ସରସ୍ୱତୀ ।ା୩।।

          ଜଗତ୍‌ପୂଜ୍ୟା ମହାମାୟା କାମେଶୀ ଭଗମାଳିନୀ ।

          ଦକ୍ଷପୁତ୍ରୀ ଶିବାଂ କସ୍ଥା ଶିବରୂପା ଶିବପ୍ରିୟା  ।।୪।।

          ସର୍ବସଂପତ୍କରୀ ଦେବୀ ସର୍ବଲୋକ ବଶଙ୍କରୀ ।

          ବେଦବିଦ୍ୟା ମହାପୂଜ୍ୟା ଭକ୍ତୋଦ୍ୱେଷୀ ଭୟଙ୍କରୀ ।ା୫।।

          ସ୍ତମ୍ଭରୂପା ସ୍ତମ୍ଭିନୀ ଚ ଦୁଷ୍ଟସ୍ତମ୍ଭନ କାରିଣୀ   

          ଭକ୍ତପ୍ରିୟା ମହାଭୋଗା ଶ୍ରୀବିଦ୍ୟା ଲଳିତାମ୍ବିକା ।ା୬।।

          ମୈନାପୁତ୍ରୀ ଶିବାନନ୍ଦା ମାତଙ୍ଗୀ ଭୁବନେଶ୍ୱରୀ ।

          ନାରସିଂହୀ ନରେନ୍ଦ୍ରା ଚ ନୃପାରାଧ୍ୟା ନରୋତ୍ତମା ।ା୭।।

          ନାଗିନୀ ନାଗପୁତ୍ରୀ ଚ ନଗରାଜସୁତା ଉମା ।

          ପୀତାମ୍ବା ପୀତପୁଷ୍ପା ଚ ପୀତବସ୍ତ୍ରପ୍ରିୟା ଶୁଭା ।ା୮।।

       ପୀତଗନ୍ଧପ୍ରିୟା ରାମା ପୀତରତ୍ନାର୍ଚିତା ଶିବା   

          ଅର୍ଦ୍ଧଚନ୍ଦ୍ରଧରୀ ଦେବୀ ଗଦାମୁଦ୍ଗର ଧାରିଣୀ ।ା୯।।

          ସାବିତ୍ରୀ ତ୍ରିପଦା ଶୁଦ୍ଧା ସୁଦ୍ୟୋରାଗ ବିବର୍ଧିନୀ ।

          ବିଷ୍ଣୁରୂପା ଜଗନ୍ମୋହା ବ୍ରହ୍ମରୂପା ହରିପ୍ରିୟା   ।।୧୦।।

          ରୁଦ୍ରରୂପା ରୁଦ୍ରଶକ୍ତିଶ୍ଚିନ୍ମୟୀ ଭକ୍ତବତ୍ସଳା     

          ଲୋକମାତା ଶିବା ସନ୍ଧ୍ୟା ଶିବପୂଜନ ତତ୍ପରା ।ା୧୧।।

          ଧନାଧ୍ୟକ୍ଷା ଧନେଶୀ ଚ ଧର୍ମଦା ଧନଦା ଧନା ।

          ଚଣ୍ଡଦର୍ପହରୀ ଦେବୀ ଶୁମ୍ଭାସୁର ନିବର୍ହିଣୀ   ।।୧୨।।

          ରାଜରାଜେଶ୍ୱରୀ ଦେବୀ ମହିଷାସୁର ମର୍ଦ୍ଦିନୀ        

          ମଧୁକୈଟଭ ହନ୍ତ୍ରୀ ଚ ରକ୍ତବୀଜ ବିନାଶିନୀ  ।।୧୩।।

          ଧୂମ୍ରାକ୍ଷ ଦୈତ୍ୟହନ୍ତ୍ରୀ ଚ ଭଣ୍ଡାସୁର ବିନାଶିନୀ ।

          ରେଣୁପୁତ୍ରୀ ମହାମାୟା ଭ୍ରାମରୀ ଭ୍ରମରାମ୍ବିକା ।ା୧୪।।

          ଜ୍ୱାଳାମୁଖୀ ଭଦ୍ରକାଳୀ ବଗଳା ଶତ୍ରୁନାଶିନୀ ।

          ଇନ୍ଦ୍ରାଣୀ ଇନ୍ଦ୍ରପୂଜ୍ୟା ଚ ଗୁହମାତା ଗୁଣେଶ୍ୱରୀ ା୧୫।।

          ବଜ୍ରପାଶଧରା ଦେବୀ ଜିହ୍ୱାମୁଦ୍ଗର ଧାରିଣୀ ।

          ଭକ୍ତାନନ୍ଦକରୀ ଦେବୀ ବଗଳା ପରମେଶ୍ୱରୀ          ା୧୬।।

          ଅଷ୍ଟୋତ୍ତରଶତଂ ନାମ୍ନାଂ ବଗଳାୟାସ୍ତୁ ଯଃ ପଠେତ୍ ।

          ରିପୁବାଧା ବିନିର୍ମୁକ୍ତଃ ଲକ୍ଷ୍ମୀସ୍ଥୈର୍ଯଂ ବାପ୍ନୁଯାତ୍ ।ା୧୭।।

          ଭୁତପ୍ରେତ ଦିଶାଚାଶ୍ଚ ଗ୍ରପପୀଡ଼ା ନିବାରଣମ୍ ।

          ରାଜାନୋ ବଶମାୟାଂତି ସର୍ବୈଶ୍ୱର୍ଯ ଚ ବିନ୍ଦତି ।ା୧୮।।

          ନାନାବିଦ୍ୟାଂ ଚ ଲଭତେ ରାଜ୍ୟଂ ପ୍ରାପ୍ନୋତି ନିଶ୍ଚିତମ୍ ।

          ଭୁକ୍ତିମୁକ୍ତି ବାପ୍ନୋତି ସାକ୍ଷାତ୍ ଶିବସମୋ ଭବେତ୍ ।ା୧୯।।



 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...