Skip to main content

 

                                                    ଦ୍ୱାର

ଦ୍ୱାରର ଆକାର

          ମନୁଷ୍ୟାଳୟ ଚନ୍ଦ୍ରିକାଗ୍ରନ୍ଥ ଅନୁଯାଇ ନିମ୍ନରେ ଦ୍ୱାର ଓ ଝରକାର ସାଇଜ୍ କେତେ ହେବା ଉଚିତ୍ ତାହା ଦିଆଗଲା ।

୧- ମୁଖ୍ୟ ଦ୍ଵାର-           -୧୯୨ cms height -୮୪- cms width

     ଅନ୍ୟ ଦ୍ଵାର---        -୧୮୬ cms height   -୯୦ cms width

ଛୋଟ ଦ୍ଵାର---            -୧୭୪ cms height   -୭୮ cms width

୨-ବଡ ଝରକା-           -୧୨୦ cms height   -୧୫୬ cms width cms width

medium ଝରକା-    -୧୩୮ cms height   -୧୧୪ cms width

 ଛୋଟ ଝରକା-           -୧୨୬ cms height                       -୭୮ cms width

   ବହୁତ ଛୋଟ ଝରକା-          -୧୦୨ cms height -୭୮ cms width

୩-ventilators big-         -୪୨ cms height -୯୦ cms width

Small ventilators--            -୩୬ cms height-୭୨ cms width

 ଘରର ମୂଖ୍ୟ ଦ୍ୱାର ସବୁଠାରୁ ବଡ଼ ହେବା ଉଚିତ୍ ଅଟେ । ଛୋଟ ଦ୍ୱାରଗୁଡିକ ଷ୍ଟୋର୍ ରୁମ୍ କିମ୍ବା ବାଥରୁମ୍ ପାଇଁ ପ୍ରଯୁଜ୍ୟ ଅଟେ ପ୍ରତ୍ୟେକ ରୁମ୍‌ର ଦ୍ୱାରର ସଂଖ୍ୟା ଯୁଗ୍ମ ସଂଖ୍ୟାହେବା ଉଚିତ୍ । ଯଥା-୨,,୬ ଆଦି । ଘରର ଦ୍ୱାରା କେବେହେଲେ ଅଯୁଗ୍ମ ସଂଖ୍ୟାରେ ରହିବା ଉଚିତ୍ ନୁହେଁ ।

          ଘରର ମୂଖ୍ୟଦ୍ୱାର ଓ ପଛ ଦ୍ୱାର ସମାନ ଦିଗରେ, ସମାନ ଯାଗାରେ ହେବା ଉଚିତ୍ ନୁହେଁ ।

ଋଣବିହୀନ ଜୀବନ ଓ ବାସ୍ତୁ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

          ବାସ୍ତୁ ହିସାବରେ କେଉଁ ଦୋଷ କେଉଁ ଦିଗରେ ରହିଲେ ଋଣ ସହିତ ଜଡ଼ିତ କରିଥାଏ ତାହା ନିମ୍ନରେ ଦିଆଗଲା ।

ଘରର ସ୍ୱାମୀ ଯଦି ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଶୟନ କରିଥାନ୍ତି

ଘରର ମୁଖ୍ୟ ଦ୍ୱାର ଯଦି ଯମ ବା ଗନ୍ଧର୍ବ ପଦରେ ଥାଏ ।

ଉତର-ପୂର୍ବ ଦିଗ ଯଦି କଟିଥାଏ କିମ୍ବା ବର୍ଦ୍ଧିତ ହୋଇଥାଏ ।

ଯଦି ଟଏଲେଟ୍ ଉତର-ପୂର୍ବ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ।

ଯଦି ଭୂମିଗତ ଜଳ ଓ ବୋରିଂଗ୍ ଆଦି ଦକ୍ଷିଣ-ପୂର୍ବ କିମ୍ବା ଦକ୍ଷିଣ ଦିଗରେ ଥାଏ ।

ଯଦି ଡଷ୍ଟ୍‌ବିନ୍ ଉତର-ପଶ୍ଚିମ ଦିଗରେ ଥାଏ ।

ତେଣୁ ଉପରୋକ୍ତ ଦୋଷଗୁଡିକ ଯଦି ଆପଣଙ୍କ ଘରେ ଥାଏ ତେବେ ତାହାର ନିରାକରଣ କରନ୍ତୁ ।

ଘରେ ବ୍ୟବହୃତ ହେଉଥିବା ଚିନା ମାଟି ବାସନ ଓ ବାସ୍ତୁ

ନିମ୍ନରେ କେଉଁକେଉଁ ଦିଗରେ ଚିନା ମାଟି ବାସନ ଆଦି ରଖିବେ ତାହା ପ୍ରଦତ କରାଗଲା ।

          ପୂର୍ବ-ଉତର-ପୂର୍ବ, ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ ଆଦି ଦିଗ ଘରେ ବ୍ୟବହୃତ ହେଉଥିବା ଚିନା ମାଟି ବାସନ ପାଇଁ ଉପଯୁକ୍ତ ଅଟେ ।

                               ଏୟାର୍ କଣ୍ଡିସନର୍ ଓ ବାସ୍ତୁ

 ନିମ୍ନରେ କେଉଁକେଉଁ ଦିଗରେ ଏୟାର କଣ୍ଡିସନର୍ ରଖିଲେ ଉତମ ଅଟେ ତାହା ଦିଆଗଲା ।

          ପୂର୍ବ-ଉତର-ପୂର୍ବ, ପୂର୍ବ-ଦକ୍ଷିଣ-ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ, ଉତର-ଉତର-ପୂର୍ବ ଦିଗ ଏୟାର୍ କଣ୍ଡିସନର୍ ପାଇଁ ଉତମ ଅଟେ.



 

କମ୍ପ୍ୟୁଟର ଓ ବାସ୍ତୁ

 କେଉଁ ଦିଗରେ କମ୍ପ୍ୟୁଟର ରଖିଲେ ତାହା ଉତମ ସ୍ଥାନ ଅଟେ ନିମ୍ନରେ ବର୍ଣ୍ଣନା କରାଗଲା ।

          ଉତର-ପୂର୍ବ, ପୂର୍ବ, ପୂର୍ବ-ଦକ୍ଷିଣ-ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ, ଉତର-ପଶ୍ଚିମ, ଉତର ଓ ଉତର-ଉତର-ପୂର୍ବ ଦିଗ କମ୍ପ୍ୟୁଟର ପାଇଁ ପ୍ରସସ୍ତ ଅଟେ ।


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...