Skip to main content

 

[One clarification—ଦିଆଯାଇଥିବା ଲଳିତା ସହସ୍ର-ନାମ  ବ୍ରହ୍ମାଣ୍ଡ ପୁରାଣ ରୁ ଆସିଅଛି, ମାର୍କଣ୍ଡେୟ ପୁରାଣରୁ ନୁହେ। କିନ୍ତୁ, ଏହାଦ୍ବାରା ବିଷୟ ବସ୍ତୁ ଉପରେ ତିଳ ମାତ୍ର ପ୍ରଭାବ ନାହି। ଏହି ଭୁଲ ଯୋଗୁ ଦୁଖିତ। ଯେଉଁ ବନ୍ଧୁ ଏଥି ନିମିତ ଦ୍ରୁଷ୍ଟି ଆକର୍ଷଣ କରାଇଥିଲେ, ତାଙ୍କୁ ଅଶେଷ ଧନ୍ୟବାଦ। ]-ଲେଖକ

 

ପ୍ରପଞ୍ଚସାର ତନ୍ତ୍ର’, ଶ୍ରୀ ଶ୍ରୀବିଦ୍ୟାର୍ଣବ ତନ୍ତ୍ରସାରଦା ତିଳକ ଅନୁଯାଇ—

ପ୍ରସ୍ତୁତକର୍ତା—ପଣ୍ଡିତ ମଧୁସୂଦନ ଶୁକ୍ଲା, ବିଳାସପୁର

ଲକ୍ଷ୍ମୀଙ୍କର ସର୍ବାଧିକ ପ୍ରୀୟ-ଶ୍ରୀସୁକ୍ତ

         ଏହି ଶ୍ରୀସୁକ୍ତ ଧନର ଅକ୍ଷୟ ଭଣ୍ଡାର ଦେବା ପାଇଁ ସମର୍ଥ ଅଟେ । ସରସ୍ୱତୀଙ୍କର ବିଶାଳ କୋଷର ସ୍ୱାମୀ ହୋଇଥାଏ ତଥା ସୁନ୍ଦର ଶରୀର ଦେବାରେ ସହାୟକ ହୋଇଥାଏ । ଏହି ସୁକ୍ତକୁ ସିଦ୍ଧି କଲେ ଜୀବନରେ ଧନ, ମାନ, ଯଶ, କୀର୍ତ୍ତି, ସୁରମ୍ୟ ଦେହ ଆଦି ସବୁକିଛି ପ୍ରାପ୍ତ ହୋଇଥାଏ । ବସ୍ତୁତଃ ଏହି ଶ୍ରୀ ବିଦ୍ୟାର ସ୍ତବନ ତଥା ପ୍ରଶଂସା ସମସ୍ତ ମାନ୍ତ୍ରିକ, ତାନ୍ତ୍ରିକ, ଯୋଗୀ, ଭକ୍ତ ଏବଂ ଜୀଜ୍ଞାସୁ ବ୍ୟକ୍ତିମାନେ କରିଥାନ୍ତି । ଯଦି କୌଣସି ବ୍ୟକ୍ତି ନିଜ ଗୃହରେ ପ୍ରାଣପ୍ରତିଷ୍ଠିତ ଓ ଚୈତନ୍ୟଯୁକ୍ତ ଶ୍ରୀଯନ୍ତ୍ର ସ୍ଥାପନ କରି ସପରିବାର ଦୈନିକ ଶ୍ରୀସୁକ୍ତ, ଲକ୍ଷ୍ମୀସୁକ୍ତ ଓ ମହାଲକ୍ଷ୍ମୀଷ୍ଟକ ସ୍ତୋତ୍ରଂ ପାଠ କରନ୍ତି ତେବେ ଉପରୋକ୍ତ ଗୁଣର ଅଧିକାରୀ ହୁଅନ୍ତି । ଏଥିରେ ସନ୍ଦେହ ନାହିଁ । ଏହା ପ୍ରାମାଣିକ ଓ ପରୀକ୍ଷିତ ଅଟେ ।

ବିଶେଷ ଜ୍ଞାତବ-

ହିରଣ୍ୟ ବର୍ଣା ଠାରୁ 15 ରୃଚାର ଶ୍ରୀ ସୂକ୍ତ ରିଗ୍ବେଦ ରୁ ଆସିଅଛି ରିଗ୍ବେଦ ର ଶ୍ରୀ ସୂକ୍ତ ଅଧିକ ପ୍ରଚଳିତ ଓ ଲୋକପ୍ରିୟ ଅଟେ।

ଋଗ୍ବେଦର ପ୍ରଥମ ରୁଚା ର ରୃଷି ସ୍ଵୟଂ ଲକ୍ଷ୍ମୀ ଅଟନ୍ତି। ଶେଷ 14 ରୃଚାରେ ପ୍ରତ୍ଯେକର ଚାରୋଟି ରୃଷି ଅଟନ୍ତି—ଆନନ୍ଦ-କର୍ଦମ-ଚିକଳିତ-ଇନ୍ଦିରାସୁତ। ଶ୍ରୀ ସୁକ୍ତର ଦୁଇଟି ଦେବତା ଅଟନ୍ତି—ଅଗ୍ନି [ ରୁଦ୍ର ଓ ନାରାୟଣ ଙ୍କ ବୋଧକ] ଓ ଶ୍ରୀ

ଶ୍ରୀ ସୁକ୍ତରେ ପ୍ରଥମ ତିନୋଟି ରୃଚାର ଛନ୍ଦ ଅନୁଷ୍ଟୁପ’, ଚତୁର୍ଥ ରୃଚାର ଛନ୍ଦ –ବୃହତୀ, ପଞ୍ଚମ ଓ ଷଷ୍ଠ ରୃଚାର –ତ୍ରିଷ୍ଟୁଭ, ସପ୍ତମ ରୁ ଚତୁର୍ଦଶ ପର୍ଯ୍ୟନ୍ତ—ଅନୁଷ୍ଟୁଭ ଓ 15th ରୁଚା ର –ପ୍ରସ୍ତାର-ପଂକ୍ତି ଛନ୍ଦ ଅଟନ୍ତି।

ଋଗ୍ବେଦର ଶ୍ରୀ ସୂକ୍ତରେ ଥିବା 1st ରୁଚାରେ-ସମ୍ପଦା, 2nd ରୁଚାରେ-ପଶୁ-ଧନ, 3rd ରୁଚାରେ—ଅନ୍ନ ଲାଭ, 4th ରୁଚାରେ—ଭୂମି ଲାଭ, 5th ରୁଚାରେ—ଚାକର, 6th ରୁଚାରେ-ମହା ୟଶ, 7th ରୁଚାରେ-ରାଜକୀୟ ସମ୍ମାନ, 8th ରୁଚାରେ—ଧୈର୍ଜ୍ୟ, 9th ରୁଚାରେ- ବାହନ ସୁଖ, 10th ରୁଚାରେ-ବାହନ ସୁଖ, 11th ରୁଚାରେ-ବସ୍ତ୍ର, 12th ରୁଚାରେ—ପୁତ୍ର, 13th ରୁଚାରେ—ରତ୍ନ, 14th ରୁଚାରେ-ମହତ-ସମ୍ମାନ, 15th ରୁଚାରେ-ପ୍ରଚୁର ଧନ ଓ ଅନ୍ନ ମିଳିଥାଏ।   

ଶ୍ରୀ ସୂକ୍ତ ବିଧାନ

ବିନିଯୋଗ-

ଓଁ ହିରଣ୍ୟ-ବର୍ଣାମିତ୍ୟାଦି-ପଞ୍ଚଦଶର୍ଚସ୍ୟ ଶ୍ରୀ ସୂକ୍ତସ୍ୟାୟା: ରୃଚ:ଶ୍ରୀ ରୃଷି:, ତାଂ ମଆବହେତି ଚତୁର୍ଦଶାନାମୃଚାଂ ଆନନ୍ଦ-କର୍ଦମ-ଚିକଲିତ-ଇନ୍ଦିରା-ସୁତାସ୍ଛତ୍ଵାର: ରୃଷୟ:,ଆଦ୍ୟ-ମନ୍ତ୍ର-ତ୍ରୟାଣାଂ ଅନୁଷ୍ଟୁପ ଛନ୍ଦ:, କାଂସୋସ୍ମିତ୍ୟସା:, ଚତୁର୍ଥ୍ୟା ବୃହତି ଛନ୍ଦ:, ପଞ୍ଚମ-ଷଷ୍ଠୟୋ:, ତ୍ରିଷ୍ଟୁପ ଛନ୍ଦ:, ତତୋଷ୍ଟାବନୁଷ୍ଟୁଭ:, ଅନ୍ତ୍ୟା ପ୍ରସ୍ତାର ପଂକ୍ତି: ଛନ୍ଦ:ଶ୍ରୀରଗ୍ରୀଶ୍ଚ ଦେବତେ। ହିରଣ୍ୟ-ବର୍ଣା ବୀଜଂ। ତାଂ ମ ଆବହ ଜାତବେଦ’’ ଶକ୍ତି:। ‘’କୀର୍ତିମୃଦିଂ ଦଦାତୁ ମେ କୀଲକମ। ମମ ଶ୍ରୀମହାଲକ୍ଷ୍ମୀ-ପ୍ରସାଦ-ଶିଦ୍ଧ୍ଯର୍ଥେ ଜପେ ବିନିଯୋଗ:।

ରୃଷ୍ୟାଦି ନ୍ୟାସ—

ଶ୍ରୀ-ଆନନ୍ଦ-କର୍ଦମ-ଚିକଲିତ-ଇନ୍ଦିରା-ସୁତେଭ୍ୟୋ: ରୃଷିଭ୍ୟୋ ନମ:-ଶିରସି

ଅନୁଷ୍ଟୁପ-ବୃହତି-ତ୍ରିଷ୍ଟୁପ-ପ୍ରସ୍ତାର-ପଂକ୍ତି-ଛନ୍ଦୋଭ୍ୟୋ ନମ:--ମୁଖେ

ଶ୍ରୀରଗ୍ରେ-ଦେବତାଭ୍ୟୋ ନମ:--ହୃଦି

ହିରଣ୍ୟ-ବର୍ଣା-ବୀଜାୟ ନମ:-ଗୁହ୍ଯେ

ତାଂ ମ ଆବହ ଜାତବେଦ ଶକ୍ତୟେ ନମ:--ପାଦୟୋ:

‘’କୀର୍ତିମୃଦିଂ ଦଦାତୁ ମେ କୀଲକାୟ ନମ:--ନାଭୌ

ମମ ଶ୍ରୀ ମହାଲକ୍ଷ୍ମୀ-ପ୍ରସାଦ-ଶିଦ୍ଦ୍ଯର୍ଥେ ଜପେ ବିନିଯୋଗାୟ ନମ:--ସର୍ବାଙ୍ଗେ

ଅଙ୍ଗ ନ୍ୟାସ—

ଓଁ ॥ ହିର॑ଣ୍ୟବର୍ଣାଂ॒ ହରି॑ଣୀଂ ସୁ॒ବର୍ଣ॑ରଜ॒ତସ୍ର॑ଜାମ୍ ।

ଚ॒ନ୍ଦ୍ରାଂ ହି॒ରଣ୍ମ॑ୟୀଂ ଲ॒କ୍ଷ୍ମୀଂ ଜାତ॑ବେଦୋ ମ॒ ଆବ॑ହ ॥ ୧॥–ଶିରସି

ତାଂ ମ॒ ଆବ॑ହ॒ ଜାତ॑ବେଦୋ ଲ॒କ୍ଷ୍ମୀମନ॑ପଗା॒ମିନୀମ୍

ଯସ୍ୟାଂ॒ ହିର॑ଣ୍ୟଂ ବି॒ନ୍ଦେୟଂ॒ ଗାମଶ୍ୱଂ॒ ପୁରୁ॑ଷାନ॒ହମ୍ ॥ ୨॥–ନେତ୍ରୟୋ

ଅ॒ଶ୍ୱ॒ପୂ॒ର୍ୱାଂ ର॑ଥମ॒ଧ୍ୟାଂ ହ॒ସ୍ତିନାଦପ୍ର॒ବୋଧି॑ନୀମ୍

ଶ୍ରିୟଂ॑ ଦେ॒ବୀମୁପ॑ହ୍ୱୟେ॒ ଶ୍ରୀର୍ମାଦେ॒ବୀର୍ଜୁ॑ଷତାମ୍ ୩॥---କର୍ଣୟୋ

କାଂ॒ ସୋ॒ସ୍ମି॒ତାଂ ହିର॑ଣ୍ୟପ୍ରା॒କାରା॑ମା॒ର୍ଦ୍ରାଂ ଜ୍ୱଲ॑ନ୍ତୀଂ ତୃ॒ପ୍ତାଂ ତ॒ର୍ପୟ॑ନ୍ତୀମ୍ ।

ପ॒ଦ୍ମେ॒ ସ୍ଥି॒ତାଂ ପ॒ଦ୍ମବ॑ର୍ଣାଂ॒ ତାମି॒ହୋପ॑ହ୍ୱୟେ॒ ଶ୍ରିୟମ୍ ॥ ୪॥–ନାସିକାୟାମ

ଚ॒ନ୍ଦ୍ରାଂ ପ୍ର॑ଭା॒ସାଂ ଯ॒ଶସା॒ ଜ୍ୱଲ॑ନ୍ତୀଂ॒ ଶ୍ରିୟଂ॑ ଲୋ॒କେ ଦେ॒ବଜୁ॑ଷ୍ଟାମୁଦା॒ରାମ୍ ।

ତାଂ ପ॒ଦ୍ମିନୀ॑ମୀଂ॒ ଶର॑ଣମ॒ହଂ ପ୍ରପ॑ଦ୍ୟେଽଲ॒କ୍ଷ୍ମୀର୍ମେ॑ ନଶ୍ୟତାଂ॒ ତ୍ୱାଂ ବୃ॑ଣେ ॥ ୫॥---ମୁଖେ

ଆ॒ଦି॒ତ୍ୟବ॑ର୍ଣେ॒ ତପ॒ସୋଽଧି॑ଜା॒ତୋ ବନସ୍ପତି॒ସ୍ତବ॑ ବୃ॒କ୍ଷୋଽଥ ବି॒ଲ୍ୱଃ ।

ତସ୍ୟ॒ ଫଲାନି॒ ତପ॒ସା ନୁ॑ଦନ୍ତୁ ମା॒ୟାନ୍ତ॑ରା॒ୟାଶ୍ଚ॑ ବା॒ହ୍ୟା ଅ॑ଲ॒କ୍ଷ୍ମୀଃ ୬॥–କଣ୍ଠେ

ଉପୈ॑ତୁ॒ ମାଂ ଦେ॑ବସ॒ଖଃ କୀ॒ର୍ତିଶ୍ଚ॒ ମଣି॑ନା ସ॒ହ ।

ପ୍ରା॒ଦୁ॒ର୍ଭୂ॒ତୋଽସ୍ମି॑ ରାଷ୍ଟ୍ରେ॒ଽସ୍ମିନ୍ କୀ॒ର୍ତିମୃ॑ଦ୍ଧିଂ ଦ॒ଦାତୁ॑ ମେ ॥ ୭॥---ବାହୌ

କ୍ଷୁତ୍ପି॑ପା॒ସାମ॑ଲାଂ ଜ୍ୟେ॒ଷ୍ଠାମ॑ଲ॒କ୍ଷ୍ମୀଂ ନା॑ଶୟା॒ମ୍ୟହମ୍ ।

ଅଭୂ॑ତି॒ମସ॑ମୃଦ୍ଧିଂ॒ ଚ ସର୍ୱାଂ॒ ନିର୍ଣୁ॑ଦ ମେ॒ ଗୃହାତ୍ ୮॥–ହୃଦୟେ

ଗଂ॒ଧ॒ଦ୍ୱା॒ରାଂ ଦୁ॑ରାଧ॒ର୍ଷାଂ॒ ନି॒ତ୍ୟପୁ॑ଷ୍ଟାଂ କରୀ॒ଷିଣୀମ୍

ଈ॒ଶ୍ୱରୀ॑ ସର୍ୱ॑ଭୂତା॒ନାଂ॒ ତାମି॒ହୋପ॑ହ୍ୱୟେ॒ ଶ୍ରିୟମ୍ ॥ ୯॥----ନାଭୌ

ମନ॑ସଃ॒ କାମ॒ମାକୂତିଂ ବା॒ଚଃ ସ॒ତ୍ୟମ॑ଶୀମହି

ପ॒ଶୂ॒ନାଂ ରୂ॒ପମନ୍ନ॑ସ୍ୟ॒ ମୟି॒ ଶ୍ରୀଃ ଶ୍ର॑ୟତାଂ॒ ଯଶଃ॑ ॥ ୧୦॥---ଲିଙ୍ଗେ

କ॒ର୍ଦମେ॑ନ ପ୍ର॑ଜାଭୂ॒ତା॒ ମ॒ୟି॒ ସମ୍ଭ॑ବ କ॒ର୍ଦମ ।

ଶ୍ରିୟଂ॑ ବା॒ସୟ॑ ମେ କୁ॒ଲେ ମା॒ତରଂ॑ ପଦ୍ମ॒ମାଲି॑ନୀମ୍ ॥ ୧୧॥–ପାୟୌ

ଆପଃ॑ ସୃ॒ଜନ୍ତୁ॑ ସ୍ନି॒ଗ୍ଧା॒ନି॒ ଚି॒କ୍ଲୀ॒ତ ବ॑ସ ମେ॒ ଗୃହେ ।

ନି ଚ॑ ଦେ॒ବୀଂ ମା॒ତରଂ॒ ଶ୍ରିୟଂ॑ ବା॒ସୟ॑ ମେ କୁ॒ଲେ ॥ ୧୨॥–ଉର୍ବୌ

ଆ॒ର୍ଦ୍ରାଂ ପୁ॒ଷ୍କରି॑ଣୀଂ ପୁ॒ଷ୍ଟିଂ॒ ପି॒ଙ୍ଗ॒ଲାଂ ପ॑ଦ୍ମମା॒ଲିନୀମ୍ ।

ଚ॒ନ୍ଦ୍ରାଂ ହି॒ରଣ୍ମ॑ୟୀଂ ଲ॒କ୍ଷ୍ମୀଂ ଜାତ॑ବେଦୋ ମ॒ ଆବ॑ହ ॥ ୧୩॥–ଜାନ୍ୱୌ

ଆ॒ର୍ଦ୍ରାଂ ଯଃ॒ କରି॑ଣୀଂ ଯ॒ଷ୍ଟିଂ॒ ସୁ॒ବ॒ର୍ଣାଂ ହେ॑ମମା॒ଲିନୀମ୍ ।

ସୂ॒ର୍ୟାଂ ହି॒ରଣ୍ମ॑ୟୀଂ ଲ॒କ୍ଷ୍ମୀଂ॒ ଜାତ॑ବେଦୋ ମ॒ ଆବହ ॥ ୧୪॥–ଜଙ୍ଘେ

ତାଂ ମ॒ ଆବ॑ହ॒ ଜାତ॑ବେଦୋ ଲ॒କ୍ଷ୍ମୀମନ॑ପଗା॒ମିନୀମ୍

ଯସ୍ୟାଂ॒ ହି॑ରଣ୍ୟଂ॒ ପ୍ରଭୂ॑ତଂ॒ ଗାବୋ॑ ଦା॒ସ୍ୟୋଽଶ୍ୱାନ୍ୱି॒ନ୍ଦେୟଂ॒ ପୁରୁ॑ଷାନ॒ହମ୍ ୧୫॥–ପାଦୌ

କରନ୍ୟାସ—

ଓଁ ହିରଣ୍ୟ-ମୟୈ ନମ:-- ଅଙ୍ଗୁଷ୍ଠାଭ୍ୟା ନମ:

ଓଁ ଚନ୍ଦ୍ରାୟୈ ନମ:--ତର୍ଜନୀଭ୍ୟା ନମ:

ଓଁ ରଜତ-ସ୍ତ୍ରଜାୟୈ  ନମ:--ମଧ୍ୟମାଭ୍ୟା ନମ:

ଓଁ ହିରଣ୍ୟ ସ୍ତ୍ରଜାୟୟୈ ନମ:--ଅନାମିକାଭ୍ୟା ନମ:

ଓଁ ହିରଣ୍ୟାୟୈ ନମ:--କନିଷ୍ଠାଭ୍ୟା ନମ:

ଓଁ ହିରଣ୍ୟ-ବର୍ଣାୟୈ ନମ:--କରତଳ-କର-ପୃଷ୍ଠାଭ୍ୟା ନମ:।

ହୃଦୟାଦି ନ୍ୟାସ—

ଓଁ ହିରଣ୍ୟ-ମୟୈ ନମ:-- ହୃଦୟାୟ ନମ:

ଓଁ ଚନ୍ଦ୍ରାୟୈ ନମ:--ଶିରସେ ସ୍ଵାହା

ଓଁ ରଜତ-ସ୍ତ୍ରଜାୟୈ  ନମ:--ଶିଖାୟୈ ବଷଟ୍

ଓଁ ହିରଣ୍ୟ ସ୍ତ୍ରଜାୟୟୈ ନମ:--କବଚାୟ ହୁଂ

ଓଁ ହିରଣ୍ୟାୟୈ ନମ:--ନେତ୍ର-ତ୍ରୟାୟ ବୌଷଟ୍:

ଓଁ ହିରଣ୍ୟ-ବର୍ଣାୟୈ ନମ:--ଅସ୍ତ୍ରାୟ ଫଟ୍:।

ଦିଗ ବନ୍ଧନ—‘’ଓଁ ଭୂର୍ଭୂବ: ସ୍ଵରୋମ୍

ଧ୍ୟାନ:--

ୟା ସା ପଦ୍ମାସନସ୍ଥା ବିପୁଳ କଟୀତଟି ପଦ୍ମପତ୍ରାୟତାକ୍ଷୀ

ଗମ୍ଭୀରା ବର୍ତ୍ତନାଭିଃ ସ୍ତନଭରନମିତାଂ ଶୁଭ୍ର ବସ୍ତ୍ରେତ୍ତରୀୟା

ଲକ୍ଷ୍ମୀଦିବ୍ୟେଗଜେନ୍ଦ୍ରେୌମଣିଗଣ ଖଚିତୈଃ ସ୍ନାପିତା ହେମକୁମ୍ଭୈ

ନିତ୍ୟଂ ସା ପଦ୍ମହସ୍ତା ମମ ବସତୁ ଗୃହେ ସର୍ବମାଗଲ୍ୟଯୁକ୍ତା ।ା

ଏହି ପ୍ରକାରର ଧ୍ୟାନ କରି ମାନସ ପୂଜନ କରନ୍ତୁ—

ଲଂ ପୃଥିବ୍ୟାତ୍ମିକାୟୈ ଶ୍ରୀମହାଲକ୍ଷ୍ମୀ ଗନ୍ଧଂ ସମର୍ପୟାମି ।

ହଂ ଆକାଶାତ୍ମିକାୟୈ ଶ୍ରୀମହାଲକ୍ଷ୍ମୀ ପୁଷ୍ପୈଃ ପୂଜୟାମି ।

ଯଂ ବାୟ୍ୱାତ୍ମିକାୟୈ ଶ୍ରୀମହାଲକ୍ଷ୍ମୀ କୁଙ୍କୁମଂ ଆବାହୟାମି ।

ରଂ ବହ୍ନିତ୍ମିକାୟୈ ଶ୍ରୀମହାଲକ୍ଷ୍ମୀ ଦୀପଂ ଦର୍ଶୟାମି ।

ବଂ ଅମୃତାତ୍ମିକାୟୈ ଶ୍ରୀମହାଲକ୍ଷ୍ମୀ ଅମୃତଂ ମହାନୈବେଦ୍ୟଂ ନିବେଦୟାମି ।

ସଂ ସର୍ୱାତ୍ମିକାୟୈ ଶ୍ରୀମହାଲକ୍ଷ୍ମୀ  ସର୍ୱୋପଚାରପୂଜାଂ ସମର୍ପୟାମି

ତାପରେ 16 ଉପଚାର ପୂଜା କରି ଆବରଣ ପୂଜା କରନ୍ତୁ। ତାପରେ ନୈବେଦ୍ୟ ଅର୍ପଣ, ଆଦି କରନ୍ତୁ।

ଶ୍ରୀ ସୂକ୍ତ ପାଠ—

ଓଁ ॥ ହିର॑ଣ୍ୟବର୍ଣାଂ॒ ହରି॑ଣୀଂ ସୁ॒ବର୍ଣ॑ରଜ॒ତସ୍ର॑ଜାମ୍ ।

ଚ॒ନ୍ଦ୍ରାଂ ହି॒ରଣ୍ମ॑ୟୀଂ ଲ॒କ୍ଷ୍ମୀଂ ଜାତ॑ବେଦୋ ମ॒ ଆବ॑ହ ॥ ୧॥–

ତାଂ ମ॒ ଆବ॑ହ॒ ଜାତ॑ବେଦୋ ଲ॒କ୍ଷ୍ମୀମନ॑ପଗା॒ମିନୀମ୍

ଯସ୍ୟାଂ॒ ହିର॑ଣ୍ୟଂ ବି॒ନ୍ଦେୟଂ॒ ଗାମଶ୍ୱଂ॒ ପୁରୁ॑ଷାନ॒ହମ୍ ॥ ୨॥

ଅ॒ଶ୍ୱ॒ପୂ॒ର୍ୱାଂ ର॑ଥମ॒ଧ୍ୟାଂ ହ॒ସ୍ତିନାଦପ୍ର॒ବୋଧି॑ନୀମ୍

ଶ୍ରିୟଂ॑ ଦେ॒ବୀମୁପ॑ହ୍ୱୟେ॒ ଶ୍ରୀର୍ମାଦେ॒ବୀର୍ଜୁ॑ଷତାମ୍ ୩॥

କାଂ॒ ସୋ॒ସ୍ମି॒ତାଂ ହିର॑ଣ୍ୟପ୍ରା॒କାରା॑ମା॒ର୍ଦ୍ରାଂ ଜ୍ୱଲ॑ନ୍ତୀଂ ତୃ॒ପ୍ତାଂ ତ॒ର୍ପୟ॑ନ୍ତୀମ୍ ।

ପ॒ଦ୍ମେ॒ ସ୍ଥି॒ତାଂ ପ॒ଦ୍ମବ॑ର୍ଣାଂ॒ ତାମି॒ହୋପ॑ହ୍ୱୟେ॒ ଶ୍ରିୟମ୍ ॥ ୪॥

ଚ॒ନ୍ଦ୍ରାଂ ପ୍ର॑ଭା॒ସାଂ ଯ॒ଶସା॒ ଜ୍ୱଲ॑ନ୍ତୀଂ॒ ଶ୍ରିୟଂ॑ ଲୋ॒କେ ଦେ॒ବଜୁ॑ଷ୍ଟାମୁଦା॒ରାମ୍ ।

ତାଂ ପ॒ଦ୍ମିନୀ॑ମୀଂ॒ ଶର॑ଣମ॒ହଂ ପ୍ରପ॑ଦ୍ୟେଽଲ॒କ୍ଷ୍ମୀର୍ମେ॑ ନଶ୍ୟତାଂ॒ ତ୍ୱାଂ ବୃ॑ଣେ ॥ ୫॥

ଆ॒ଦି॒ତ୍ୟବ॑ର୍ଣେ॒ ତପ॒ସୋଽଧି॑ଜା॒ତୋ ବନସ୍ପତି॒ସ୍ତବ॑ ବୃ॒କ୍ଷୋଽଥ ବି॒ଲ୍ୱଃ ।

ତସ୍ୟ॒ ଫଲାନି॒ ତପ॒ସା ନୁ॑ଦନ୍ତୁ ମା॒ୟାନ୍ତ॑ରା॒ୟାଶ୍ଚ॑ ବା॒ହ୍ୟା ଅ॑ଲ॒କ୍ଷ୍ମୀଃ ୬॥

ଉପୈ॑ତୁ॒ ମାଂ ଦେ॑ବସ॒ଖଃ କୀ॒ର୍ତିଶ୍ଚ॒ ମଣି॑ନା ସ॒ହ ।

ପ୍ରା॒ଦୁ॒ର୍ଭୂ॒ତୋଽସ୍ମି॑ ରାଷ୍ଟ୍ରେ॒ଽସ୍ମିନ୍ କୀ॒ର୍ତିମୃ॑ଦ୍ଧିଂ ଦ॒ଦାତୁ॑ ମେ ॥ ୭॥

କ୍ଷୁତ୍ପି॑ପା॒ସାମ॑ଲାଂ ଜ୍ୟେ॒ଷ୍ଠାମ॑ଲ॒କ୍ଷ୍ମୀଂ ନା॑ଶୟା॒ମ୍ୟହମ୍ ।

ଅଭୂ॑ତି॒ମସ॑ମୃଦ୍ଧିଂ॒ ଚ ସର୍ୱାଂ॒ ନିର୍ଣୁ॑ଦ ମେ॒ ଗୃହାତ୍ ୮॥

ଗଂ॒ଧ॒ଦ୍ୱା॒ରାଂ ଦୁ॑ରାଧ॒ର୍ଷାଂ॒ ନି॒ତ୍ୟପୁ॑ଷ୍ଟାଂ କରୀ॒ଷିଣୀମ୍

ଈ॒ଶ୍ୱରୀ॑ ସର୍ୱ॑ଭୂତା॒ନାଂ॒ ତାମି॒ହୋପ॑ହ୍ୱୟେ॒ ଶ୍ରିୟମ୍ ॥ ୯॥

ମନ॑ସଃ॒ କାମ॒ମାକୂତିଂ ବା॒ଚଃ ସ॒ତ୍ୟମ॑ଶୀମହି

ପ॒ଶୂ॒ନାଂ ରୂ॒ପମନ୍ନ॑ସ୍ୟ॒ ମୟି॒ ଶ୍ରୀଃ ଶ୍ର॑ୟତାଂ॒ ଯଶଃ॑ ॥ ୧୦॥

କ॒ର୍ଦମେ॑ନ ପ୍ର॑ଜାଭୂ॒ତା॒ ମ॒ୟି॒ ସମ୍ଭ॑ବ କ॒ର୍ଦମ ।

ଶ୍ରିୟଂ॑ ବା॒ସୟ॑ ମେ କୁଲେ ମା॒ତରଂ॑ ପଦ୍ମ॒ମାଲି॑ନୀମ୍ ॥ ୧୧.

ଆପଃ॑ ସୃ॒ଜନ୍ତୁ॑ ସ୍ନି॒ଗ୍ଧା॒ନି॒ ଚି॒କ୍ଲୀ॒ତ ବ॑ସ ମେ॒ ଗୃହେ ।

ନି ଚ॑ ଦେ॒ବୀଂ ମା॒ତରଂ॒ ଶ୍ରିୟଂ॑ ବା॒ସୟ॑ ମେ କୁ॒ଲେ ॥ ୧୨॥

ଆ॒ର୍ଦ୍ରାଂ ପୁ॒ଷ୍କରି॑ଣୀଂ ପୁ॒ଷ୍ଟିଂ॒ ପି॒ଙ୍ଗ॒ଲାଂ ପ॑ଦ୍ମମା॒ଲିନୀମ୍ ।

ଚ॒ନ୍ଦ୍ରାଂ ହି॒ରଣ୍ମ॑ୟୀଂ ଲ॒କ୍ଷ୍ମୀଂ ଜାତ॑ବେଦୋ ମ॒ ଆବ॑ହ ॥ ୧୩॥

ଆ॒ର୍ଦ୍ରାଂ ଯଃ॒ କରି॑ଣୀଂ ଯ॒ଷ୍ଟିଂ॒ ସୁ॒ବ॒ର୍ଣାଂ ହେ॑ମମା॒ଲିନୀମ୍ ।

ସୂ॒ର୍ୟାଂ ହି॒ରଣ୍ମ॑ୟୀଂ ଲ॒କ୍ଷ୍ମୀଂ॒ ଜାତ॑ବେଦୋ ମ॒ ଆବହ ॥ ୧୪॥

ତାଂ ମ॒ ଆବ॑ହ॒ ଜାତ॑ବେଦୋ ଲ॒କ୍ଷ୍ମୀମନ॑ପଗା॒ମିନୀମ୍

ଯସ୍ୟାଂ॒ ହି॑ରଣ୍ୟଂ॒ ପ୍ରଭୂ॑ତଂ॒ ଗାବୋ॑ ଦା॒ସ୍ୟୋଽଶ୍ୱାନ୍ୱି॒ନ୍ଦେୟଂ॒ ପୁରୁ॑ଷାନ॒ହମ୍ ୧୫॥

ûû `k-géZò ûû

~ü gêPòü _âdùZû bêZßû Rêjêdû\ûRýc^ßjcþ ö

gòdü _½-\gPðõ P gâúKûcü iZZõ Rù_Zþ öû16ûû

 

ଶ୍ରୀ ସୂକ୍ତ ପାଠ ବିଧି—

ପ୍ରଥମ 8 ଦିନ ପ୍ରତିଦିନ 73 ଥର ପାଠ କରନ୍ତୁ। ତାପରେ 3 ଦିନ ପର୍ଯ୍ୟନ୍ତ 72 ଥର ଶ୍ରୀ ସୂକ୍ତ ପାଠ କରନ୍ତୁ। ଏହିପରି, ପ୍ରଥମ 8 ଦିନରେ 584 ଥର ଓ ତାପର 3 ଦିନରେ 216 ଥର ପାଠ ହେବତେଣୁ 584+216=800 ଥର ପୂର୍ଣ ପାଠ ହେବ। 800 into 15=12, 000 ଥର ପାଠ ହେବ। ଏହିପରି ଶ୍ରୀ ସୂକ୍ତ ର ଗୋଟିଏ ପୁରଶ୍ଚରଣ ହେବ।

ଶ୍ରୀ ସୂକ୍ତ ର ଅନେକ ପ୍ରୟୋଗ ଅଛି। ତାହା ଜାଣିବା ନିମିତ ଲେଖକଙ୍କ ସହିତ ସମ୍ପର୍କ କରି ପାରନ୍ତି।

କୈଲାଶ ନାଥ ଅଗ୍ରୱାଲ

ଶ୍ରୀ ବିଦ୍ୟା ଉପାସକ

Phone—9337072187



 

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...