Skip to main content

 

ତ୍ରିପୁର-ସୁନ୍ଦରୀ-ବେଦ-ସାର-ସ୍ତବଃ

[ ଏହି ସ୍ତବ ଏକ ସୁନ୍ଦର ପ୍ରାର୍ଥନା ତ୍ରିପୁର ସୁନ୍ଦରୀଙ୍କ ପ୍ରତି ଅଟେ ସତ୍ଵ ଗୁଣ, କର୍ମ ବନ୍ଧନର ନାଶ, ଦୀର୍ଘାୟୁତା, ଆନନ୍ଦ, ଦୁଖର ନିବାରଣ, କାମନା-ପୁର୍ତି, ରୋଗର ଦୂରୀକରଣ, ମୋହ ନାଶ, ଐଶ୍ଵର୍ଯ୍ୟତା ଆଦି ନିମିତ ପ୍ରାର୍ଥନା କରାଯାଇଅଛି  ଆଶାକରେ, ଏହି ସ୍ତବ ପାଠ ଦ୍ଵାରା ପାଠକ ବନ୍ଧୁ ଲାଭାନ୍ଵିତ ହେବେ।] 

ଶ୍ରୀଗଣେଶାୟ ନମଃ ।

କସ୍ତୂରୀ-ପଙ୍କ-ଭାସ୍ୱଦ୍ଗଲ-ଚଲଦମଲ-ସ୍ଥୂଲ-ମୁକ୍ତାବଲୀକା

     ଜ୍ୟୋତ୍ସ୍ନା ଶୁଦ୍ଧାବଦାତା ଶଶି-ଶିଶୁ-ମୁକୁଟାଲଙ୍କୃତା ବ୍ରହ୍ମ-ପତ୍ନୀ ।

ସାହିତ୍ୟାମ୍ଭୋଜ-ଭୃଙ୍ଗୀ କବି-କୁଲ-ବିନୁତା ସାତ୍ତ୍ୱିକୀଂ ବାଗ୍ୱିଭୂତିଂ

     ଦେୟାନ୍ମେ ଶୁଭବସ୍ତ୍ରା କର-ଚଲ-ବଲୟା ବଲ୍ଲକୀଂ ବାଦୟନ୍ତୀ ॥ ୧॥

କସ୍ତୁରୀର ଲେପରେ ଉଜ୍ଜ୍ଵଳ, ଯାହାର ଗଳାରେ ବଡ ବଡ ମୋତିର ହାର କମ୍ପାୟମାନ ହେଉଅଛି, ଚାନ୍ଦିନୀ ରାତିର ଶୁଭ୍ର ପ୍ରକାଶ-ଯେପରି ଭାସମାନ ଯିଏ ବାଲ-ଚନ୍ଦ୍ରରେ ଯୁକ୍ତ ମୁକୁଟ ଦ୍ଵାରା ବିଭୁଷିତା ଅଟନ୍ତି, ସାହିତ୍ୟ-ରୂପୀ କମଳର ଭ୍ରମର, କବି ମାନଙ୍କର ବନ୍ଦିତା, ଶ୍ଵେତ-ବସ୍ତ୍ର ଧାରିଣୀ, କର-କମଳରେ ବଜାଉଥିବା ବ୍ରହ୍ମ-ପତ୍ନୀ ସରସ୍ଵତୀ ମୋତେ ସତ୍ଵ-ଗୁଣରେ ପରିପୂର୍ଣ ବାଗୈଶ୍ଵର୍ଯ ପ୍ରଦାନ କରନ୍ତୁ 

ଏକାନ୍ତେ ଯୋଗିବୃନ୍ଦୈଃ ପ୍ରଶମିତକରଣୈଃ କ୍ଷୁତ୍ପିପାସା-ବିମୁକ୍ତୈଃ

     ସାନନ୍ଦଂ ଧ୍ୟାନ-ୟୋଗାଦ୍ୱିସଗୁଣ-ସଦ୍ଦଶୀ ଦୃଶ୍ୟତେ ଚିତ୍ତମଧ୍ୟେ ।

ଯା ଦେବୀ ହଂସରୂପା ଭବଭୟ-ହରଣଂ ସାଧକାନାଂ ବିଧତ୍ତେ

     ସା ନିତ୍ୟଂ ନାଦରୂପା ତ୍ରିଭୁବନ-ଜନନୀ ମୋଦମାବିଷ୍କରୋତୁ ॥ ୨॥

[ଜିତେନ୍ଦ୍ରିୟ ଓ ଭୋକ-ଶୋଷ ରହିତ ଯୋଗୀ ମାନଙ୍କ ଦ୍ଵାରା ଏକାନ୍ତରେ ଧ୍ୟାନ କରିବା ଫଳରେ ତାଙ୍କ ଚିତ୍ତରେ ଜ୍ୟୋତି-ରେଖା ଦେଖା ପଡୁଛି,:, ସଂସାରର ଦୁଖ ଦୂର କରିବା ନିମିତ ଯେଉଁ ହଂସ-ସ୍ଵରୁପା ଦେବୀଙ୍କ ଧ୍ୟାନ ସାଧକ ଦ୍ଵାରା କରାଯାଉଅଛି, ସେହି ନାଦ-ସ୍ଵରୁପା-ତ୍ରିଲୋକ-ମାତା ସଦୈବ ମୋତେ ଆନନ୍ଦ ପ୍ରଦାନ କରନ୍ତୁ

ଈକ୍ଷିତ୍ରୀ ସୃଷ୍ଟିକାଲେ ତ୍ରିଭୁବନମଥ ଯା ତତ୍କ୍ଷଣେଽନୁପ୍ରବିଶ୍ୟ

     ସ୍ଥେମାନଂ ପ୍ରାପୟନ୍ତୀ ନିଜଗୁଣବିଭବୈଃ ସର୍ୱଥା ବ୍ୟାପ୍ୟ ବିଶ୍ୱମ୍ ।

ସଂହର୍ତ୍ରୀ ସର୍ୱଭାସାଂ ବିଲୟନ-ସମୟେ ସ୍ୱାତ୍ମନି ସ୍ୱପ୍ରକାଶା

     ସା ଦେବୀ କର୍ମବନ୍ଧଂ ମମ ଭବ-କରଣଂ ନାଶ୍ୟତ୍ୱା-ଦିଶକ୍ତିଃ ॥ ୩॥

[ତିନି ଲୋକର ସୃଷ୍ଟିର ସମୟରେ ତାଙ୍କ ଉପରେ କୃପା ଦୃଷ୍ଟି ରଖୁଥିବା ଯେଉଁ ଆଦି-ଶକ୍ତି ତତ୍କାଳ ପ୍ରବେଶ କରି ସମସ୍ତ ଜଗତକୁ ନିଜର ଗୁଣ ଓ ଐଶ୍ଵର୍ଯ୍ୟ ରେ ବ୍ୟାପ୍ତ କରି ସୃଷ୍ଟିର ପାଳନ କରୁଛନ୍ତି, ଓ ସଂହାର ସମୟରେ ଆତ୍ମ-ପ୍ରକାଶ ଦ୍ଵାରା ଉଦ୍ଭାସିତ ଯେଉଁ ଆଦି-ଶକ୍ତି ସମସ୍ତ ଦୃଶ୍ୟମାନ ଜଗତକୁ ନିଜ ଭିତରେ ଲୀନ କରୁଛନ୍ତି, ସେହି ଦେବୀ ସଂସାରରେ ମୋର କର୍ମ-ବନ୍ଧନକୁ ନାଶ କରନ୍ତୁ]    

ଲକ୍ଷ୍ୟା ଯା ଚକ୍ରରାଜେ ନବପୁର-ଲସିତେ ଯୋଗିନୀ-ବୃନ୍ଦ-ଗୁପ୍ତେ

     ସୌବର୍ଣେ ଶୈଲଶୃଙ୍ଗେ ସୁରଗଣ-ରଚିତେ ତତ୍ତ୍ୱ-ସୋପାନୟୁକ୍ତେ

ମନ୍ତ୍ରିଣ୍ୟା ମେଚକାଙ୍ଗ୍ୟା କୁଚଭରନତୟା କୋଲମୁଖ୍ୟା ଚ ସାର୍ଧଂ

     ସାମ୍ରାଜ୍ଞୀ ସା ମଦୀୟା ମଦଗଜ-ଗମନା ଦୀର୍ଘମାୟୁ-ସ୍ତନୋତୁ ॥ ୪॥

[ଦେବତା ମାନଙ୍କ ଦ୍ଵାରା ସ୍ଵର୍ଣ-ଗିରିର ଶିଖର ଉପରେ ତତ୍ତ୍ବାତ୍ମକ ସିଢି ସହିତ ନିର୍ମିତ ଓ ଗୁପ୍ତ ଯୋଗିନୀରେ ଯୁକ୍ତ ନବ-ପୁରୀ ରେ ସୁଶୋଭିତ ଚକ୍ର-ରାଜ ରେ ଯାହାକୁ ଦର୍ଶନ ମିଳିଥାଏ, ହାତି ପରି ଚାଲୁଥିବା ରାଜ-ରାଜେଶ୍ଵରୀ କୁଚ-ଭାରରେ ନଇଥିବା ନିଜର ମନ୍ତ୍ରିଣୀ ମାନଙ୍କ ସହିତ ମୋତେ ଦୀର୍ଘାୟୁ ପ୍ରଦାନ କରନ୍ତୁ]

ହ୍ରୀଙ୍କାରାମ୍ଭୋଜଭୃଙ୍ଗୀ ହୟମୁଖବିନୁତା ହାନିବୃଦ୍ଧ୍ୟାଦିହୀନା

     ହଂସୋଽହଂମନ୍ତ୍ରରାଜ୍ଞୀ ହରିହୟବରଦା ହାଦି-ମନ୍ତ୍ରାର୍ଥ-ରୂପା ।

ହସ୍ତେ ଚିନ୍ମୁଦ୍ରିକାଢ୍ୟା ହତବହୁଦନୁଜା ହସ୍ତି-କୃତ୍ତି-ପ୍ରିୟା ମେ

     ହାର୍ଦଂ ଶୋକାତିରେକଂ ଶମୟତୁ ଲଲିତାଘୀଶ୍ୱରୀ ପାଶହସ୍ତା ॥ ୫॥

[ହ୍ରୀଂ-ରୂପୀ କମଳର ଭ୍ରମରୀ, ହୟଗ୍ରୀବ ଦ୍ଵାରା ବନ୍ଦିତା, ଆଦି-ଅନ୍ତ ରହିତା, ହଂସୋଃହଂ-ମନ୍ତ୍ରର ଅଧିଷ୍ଠାତ୍ରୀ, ବିଷ୍ଣୁଙ୍କୁ ବର ପ୍ରଦାନ-କରି, ହାଦି-ମନ୍ତ୍ରାର୍ଥ-ସ୍ଵରୁପା, ବହୁତ ଅସୁର ମାନଙ୍କୁ ନାଶ କରୁଥିବା, ଶଙ୍କରଙ୍କ ପ୍ରିୟା, ହସ୍ତରେ ଚିନ୍ମୁଦ୍ରା ଓ ପାଶ ଧାରଣ କରିଥିବା ଭଗବତୀ ଲଳିତା ମୋର ମହାନ ଦୁଖକୁ ଶାନ୍ତ କରନ୍ତୁ]

ହସ୍ତେ ପଙ୍କେରୁହାଭେ ସରସସରସିଜଂ ବିଭ୍ରତୀ ଲୋକମାତା

     କ୍ଷୀରୋଦନ୍ୱତ୍ସୁକନ୍ୟା କରିବରବିନୁତା ନିତ୍ୟପୁଷ୍ଟାକ୍ଷ ଗେହା ।

ପଦ୍ମାକ୍ଷୀ ହେମବର୍ଣା ମୁରରିପୁଦୟିତା ଶେବଧିଃ ସମ୍ପଦାଂ ଯା

     ସା ମେ ଦାରିଦ୍ର୍ୟଦୋଷଂ ଦମୟତୁ କରୁଣା ଦୃଷ୍ଟିପାତୈ-ରଜସ୍ରମ୍ ॥ ୬॥

[କମଳ ପରି ଶୋଭିତ, ହାତରେ ସୁନ୍ଦର କମଳ ରେ ସୁଶୋଭିତା, ସମୁଦ୍ର-ତନୟା, ସୁନ୍ଦର ହସ୍ତୀ ଦ୍ଵାରା ବନ୍ଦିତା, ସଦୈବ ପ୍ରଫୁଲିତ କମଳରେ ନିବାସିନୀ, କମଳ-ନଯନା, ସ୍ଵର୍ଣ-କାନ୍ତି, ବିଷ୍ଣୁ-ପତ୍ନୀ, ଜଗନ୍ମାତା ଲକ୍ଷ୍ମୀ ଯିଏକି ସମସ୍ତ ସମ୍ପତିର ବିଭୁତି ଅଟନ୍ତି, ସିଏ ମୋ ଉପରେ ନିରନ୍ତର ଦୟା-ଦ୍ରୁଷ୍ଟି ରଖି ମୋର ଦାରିଦ୍ର୍ୟତା-ଦୁଖକୁ ଶାନ୍ତ କରନ୍ତୁ ]

ସଚ୍ଚିଦ୍ବ୍ରହ୍ମସ୍ୱରୂପାଂ ସକଲଗୁଣୟୁତାଂ ନିର୍ଗୁଣାଂ ନିର୍ୱିକାରାଂ

     ରାଗ=ଦ୍ୱେଷା-ଦିହନ୍ତ୍ରୀଂ ରବି-ଶଶି-ନୟନାଂ ରାଜ୍ୟଦାନ-ପ୍ରବୀଣାମ୍ ।

ଚତ୍ୱାରିଂଶତ୍ତ୍ରିକୋଣେ ଚତୁରଧିକସମେ ଚକ୍ରରାଜେ ଲସନ୍ତୀଂ

     କାମାକ୍ଷୀଂ କାମିତାନାଂ ବିତରଣ-ଚତୁରାଂ ଚେତସା ଭାବୟାମି ॥ ୭॥

[ସତ-ଚିତ୍- ବ୍ରହ୍ମ-ସ୍ଵରୁପା, ସମସ୍ତ ଗୁଣରେ ସମ୍ପର୍ଣା, ନିର୍ଗୁଣା, ନିର୍ବିକାରା, ରାଗ-ଦ୍ଵେଷ କୁ ନଷ୍ଟ କରୁଥିବା, ସୂର୍ଯ୍ୟ-ଚନ୍ଦ୍ର-ରୂପୀ ନେତ୍ରା, ରାଜ୍ୟ-ଐଶ୍ଵର୍ଯ୍ୟ ଦେବାରେ ନିପୁଣା, 44 ତ୍ରିକୋଣରେ ଯୁକ୍ତ ଚକ୍ର-ରାଜ ରେ ସୁଶୋଭିତା, ଅଭୀଷ୍ଟ କାମନାର ପୁର୍ତି କରିବାରେ କୁଶଳା ଭଗବତୀ କାମାକ୍ଷୀଙ୍କ ଚିତ୍ତରେ ମୁ ଧ୍ୟାନ କରୁଅଛି]  

କନ୍ଦର୍ପେ ଶାନ୍ତଦର୍ପେ ତ୍ରିନୟନ-ନୟନ-ଜ୍ୟୋତିଷା ଦେବବୃନ୍ଦୈଃ

     ସାଶଙ୍କଂ ସାଶ୍ରୁପାତଂ ସବିନୟକରୁଣଂ ଯାଚିତା କାମପତ୍ନ୍ୟା ।

ଯା ଦେବୀ ଦୃଷ୍ଟିପାତୈଃ ପୁନରପି ମଦନଂ ଜୀବୟାମାସ ସଦ୍ୟଃ

     ସା ନିତ୍ୟଂ ରୋଗଶାନ୍ତ୍ୟୈ ପ୍ରଭବତୁ ଲଲିତାଧୀଶ୍ୱରୀ ଚିତ୍ପ୍ରକାଶା ॥ ୮॥

[ଭଗବାନ ଶଙ୍କରଙ୍କ ନେତ୍ର-ଜ୍ୟୋତି ଦ୍ଵାରା କାମଦବଙ୍କ ଗର୍ବ ଚୁର୍ଣ ହେଲାପରେ, ଦେବତା ଓ କାମଦେବଙ୍କ ପତ୍ନୀ ରତି ଦ୍ଵାରା ସଶଙ୍କିତ ଓ ଅଶ୍ରୁ-ପୂର୍ଣରେ କରୁଣା-ସହିତ ପ୍ରାର୍ଥନା କଲାପରେ ଯେଉଁ ଦେବୀ ନିଜର ଦ୍ରୁଷ୍ଟି ପକାଇ କାମଦେବଙ୍କୁ ତୁରନ୍ତ ଜୀବିତ କରିଥିଲେ, ସେହି  ଚିତ୍-ପ୍ରକାଶା ଭଗବତୀ ଲଳିତା ସଦୈବ ମୋର ରୋଗକୁ ଶାନ୍ତ କରନ୍ତୁ ]

ହବ୍ୟୈଃ କବ୍ୟୈଶ୍ଚ ସର୍ୱୈଃ ଶ୍ରୁତିଚୟବିହିତୈଃ କର୍ମଭିଃ କର୍ମଶୀଲା

     ଧ୍ୟାନାଦ୍ୟୈରଷ୍ଟଭିଶ୍ଚ ପ୍ରଶମିତକଲୁଷା ଯୋଗିନଃ ପର୍ଣଭକ୍ଷାଃ ।

ଯାମେବାନେକରୂପାଂ ପ୍ରତିଦିନମବନୌ ସଂଶ୍ରୟନ୍ତେ ବିଧିଜ୍ଞାଃ

     ସା ମେ ମୋହାନ୍ଧକାରଂ ବହୁଭବଜନିତଂ ନାଶୟ-ତ୍ୱାଦିମାତା ॥ ୯॥

[କର୍ମ-କାଣ୍ଡୀ ପଣ୍ଡିତ ଶ୍ରୁତି ଦ୍ଵାରା ନିର୍ଦିଷ୍ଟ ହବନ ପଦାର୍ଥ ଓ ପିତର ଉପଯୋଗୀ ତର୍ପଣ ଦ୍ରବ୍ୟ ଦ୍ଵାରା, ପତ୍ର ମାତ୍ର ଖାଇ ରହୁଥିବା ନିଷ୍ପାପ ଯୋଗୀ-ଜଣ ଧ୍ୟାନାଦି ଅଷ୍ଟ-ଯୋଗ ଦ୍ଵାରା ଓ ବିଧି-ବିଧାନକୁ ଜାଣିଥିବା ଯାହାଙ୍କର ଆଶ୍ରୟ ପ୍ରତି-ଦିନ ନେଉଛନ୍ତି ସେହି ଆଦି-ମାତା ଅନେକ ଜନ୍ମରୁ ଉତ୍ପନ୍ନ ମୋର ମୋହ-ରୂପୀ ଅନ୍ଧାର କୁ ନାଶ କରନ୍ତୁ]

ଲକ୍ଷ୍ୟା ମୂଲତ୍ରିକୋଣେ ଗୁରୁବର-କରୁଣାଲେଶତଃ କାମପୀଠେ

     ଯସ୍ୟାଃ ବିଶ୍ୱଂ ସମସ୍ତଂ ବହୁତରବିତତଂ ଜାୟତେ କୁଣ୍ଡଲିନ୍ୟାଃ ।

ଯସ୍ୟାଃ ଶକ୍ତି-ପ୍ରରୋହାଦବିରଲମମୃତଂ ବିନ୍ଦତେ ଯୋଗିବୃନ୍ଦଂ

     ତାଂ ବନ୍ଦେ ନାଦରୂପାଂ ପ୍ରଣବ-ପଦ-ମୟୀଂ ପ୍ରାଣିନାଂ ପ୍ରାଣଦାତ୍ରୀମ୍ ॥ ୧୦॥

[ଗୁରୁଦେବଙ୍କ ଦୟା ଦ୍ଵାରା ମୂଳ ତ୍ରିକୋଣାତ୍ମକ କାମ-ପୀଠ ଉପରେ ଯିଏ ଦେଖା ଯାଉଛନ୍ତି, ଯାହାର କୁଣ୍ଡଳିନୀ ଦ୍ଵାରା ସମସ୍ତ ସଂସାର ବିବିଧ ପ୍ରକାରରେ ବିସ୍ତ୍ରୁତ ହେଉଅଛି ଓ ଯାହାର ଶକ୍ତିର ସ୍ଫୁରଣ ରେ ଯୋଗୀ-ଜଣ ନିରନ୍ତର ଅମୃତ ପାନ କରୁଛନ୍ତି, ପ୍ରାଣୀ ମାନଙ୍କୁ ଜୀବନ ଦେଉଥିବା, ପ୍ରଣବ-ପଦ-ମୟୀ, ସେହି ନାଦ-ସ୍ଵରୁପା ଭଗବତୀଙ୍କୁ ମୁ ବନ୍ଦନା କରୁଅଛି]

 

ହ୍ରୀଙ୍କାରାମ୍ଭୋଧିଲକ୍ଷ୍ମୀଂ ହିମଗିରି-ତନୟା-ମୀଶ୍ୱରୀ-ମୀଶ୍ୱରାଣାଂ

     ହ୍ରୀଂମନ୍ତ୍ରାରାଧ୍ୟଦେବୀଂ ଶ୍ରୁତିଶତଶିଖରୈର୍ମୃଗ୍ୟମାଣାଂ ମୃଗାକ୍ଷୀମ୍ ।

ହ୍ରୀଂମନ୍ତ୍ରାନ୍ତୈସ୍ତ୍ରିକୂଟୈଃ ସ୍ଥିରତରମତିଭିର୍ଧାର୍ୟମାଣାଂ ଜ୍ୱଲନ୍ତୀଂ

     ହ୍ରୀଂ ହ୍ରୀଂ ହ୍ରୀମିତ୍ୟଜସ୍ରଂ ହୃଦୟ-ସରସିଜେ ଭାବୟେଽହଂ ଭବାନୀମ୍ ॥ ୧୧॥

[ହ୍ରୀଙ୍କାରା-ରୂପୀ ସାଗରର ଲକ୍ଷ୍ମୀ’-ସ୍ଵରୁପା, ହିମାଳୟ-ପୁତ୍ରୀ, ଇଶ୍ଵର ମାନଙ୍କ ସ୍ଵାମିନୀ, ହ୍ରୀଂ-ମନ୍ତ୍ର ଦ୍ଵାରା ଆରାଧ୍ୟା ଦେବୀ, ହଜାର-ହଜାର ଶ୍ରେଷ୍ଠ ଶ୍ରୁତି ଦ୍ଵାରା ଅନ୍ଵେଷିତା, ମୃଗ-ନୟନୀ, ସ୍ଥିର-ବୁଦ୍ଧି ସାଧକ ଦ୍ଵାରା ଅନ୍ତରେ ହ୍ରୀଂ’-ମନ୍ତ୍ରରେ ତିନି-କୁଟ ରେ ଧ୍ୟାନ ପାଉଥିବା, ତେଜସ୍ଵୀନି ଭବାନୀଙ୍କ ଚିନ୍ତନରେ ନିଜର ହୃଦୟ-କମଳରେ ନିରନ୍ତର ହ୍ରୀଂ ହ୍ରୀଂ ହ୍ରୀଂ ର ଜପ କରୁଅଛି]    

ସର୍ୱେଷାଂ ଧ୍ୟାନମାତ୍ରାତ୍ସବିତୁରୁଦରଗା ଚୋଦୟନ୍ତୀ ମନୀଷାଂ

     ସାବିତ୍ରୀ ତତ୍ପଦାର୍ଥା ଶଶିୟୁତ-ମକୁଟା ପଞ୍ଚଶୀର୍ଷା ତ୍ରିନେତ୍ରା

ହସ୍ତାଗ୍ରୈଃ ଶଙ୍ଖଚକ୍ରାଦ୍ୟଖିଲ-ଜନ-ପରିତ୍ରାଣ=ଦକ୍ଷା-ୟୁଧାନାଂ

     ବିଭ୍ରାଣା ବୃନ୍ଦମମ୍ବା ବିଶଦୟତୁ ମତିଂ ମାମକୀନାଂ ମହେଶୀ ॥ ୧୨॥

[ଧ୍ୟାନ କରିବା ମାତ୍ରେ ସୂର୍ଯ୍ୟ-ମଧ୍ୟସ୍ଥା, ଚନ୍ଦ୍ର-ଯୁକ୍ତ ମୁକୁଟ ଧାରଣ କରିଥିବା, ପଞ୍ଚ-ମୁଖି, ତ୍ରିନେତ୍ରା ଭଗବତୀ ସାବିତ୍ରୀ ସମସ୍ତ ମନୀଷି ମାନଙ୍କୁ ଊଦ୍ବୋଧନ କରିବାକୁ ଯାଉଛନ୍ତିନିଜର କର-କମଳରେ ସମସ୍ତଙ୍କୁ ରକ୍ଷା କରବାରେ ସମର୍ଥ, ଶଙ୍ଖ, ଚକ୍ରାଦି ଅସ୍ତ୍ରକୁ ଧାରଣ କରିଥିବା ମାତା ମହେଶୀ ମୋର ମନକୁ ଓ ଚିତ୍ତକୁ ବିକଶିତ କରନ୍ତୁ।]  

କର୍ତ୍ରୀ ଲୋକସ୍ୟ ଲୀଲା-ବିଲସିତ-ବିଧିନା କାରୟିତ୍ରୀ କ୍ରିୟାଣାଂ

     ଭର୍ତ୍ରୀ ସ୍ୱାନୁ-ପ୍ରବେଶାଦ୍ୱିୟଦନିଲ-ମୁଖୈଃ ପଞ୍ଚଭୂତୈଃ ସ୍ୱସୃଷ୍ଟୈଃ ।

ହର୍ତ୍ରୀ ସ୍ୱେନୈବ ଧାମ୍ନା ପୁନରପି ବିଲୟେ କାଲରୂପଂ ଦଧାନା

     ହନ୍ୟାଦାମୂଲମସ୍ମତ୍କଲୁଷଭରମୁମା ଭୁକ୍ତି-ମୁକ୍ତି-ପ୍ରଦାତ୍ରୀ ॥ ୧୩॥

[ବ୍ରହ୍ମା ଦ୍ଵାରା କ୍ରିୟାକୁ କରାଇ ସଂସାର –ଲୀଳା କରୁଥିବା, ନିଜ ଦ୍ଵାରା ଉତ୍ପନ୍ନ ଆକାଶ, ବାୟୁ ଆଦି ପଞ୍ଚ-ମହା-ଭୁତ ଦ୍ଵାରା ପ୍ରବେଶ କରି ସମସ୍ତ ବିଶ୍ଵକୁ ପାଳନ କରୁଥିବା, ସଂହାର ସମୟରେ କାଳ ରୂପ ଧାରଣ କରି ପୁନ: ନିଜ ତେଜ ଦ୍ଵାରା ସମସ୍ତଙ୍କୁ ହରଣ କରୁଥିବା, ଭୋଗ-ମୋକ୍ଷ-ଦାୟିନୀ ଉମା ମୋର ପାପ ସମୂହକୁ ସମୂଳ ନାଶ କରନ୍ତୁ]

ଲକ୍ଷ୍ୟା ଯା ପୁଣ୍ୟଜାଲୈ-ର୍ଗୁରୁବର-ଚରଣାମ୍ଭୋଜ-ସେବା-ବିଶେଷାଦ୍-

     ଦୃଶ୍ୟା ସ୍ୱାନ୍ତେ ସୁଧୀଭିର୍ଦରଦଲିତମହାପଦ୍ମକୋଶେନ ତୁଲ୍ୟେ ।

ଲକ୍ଷଂ ଜସ୍ୱାପି ଯସ୍ୟା ମନୁବର-ମଣିମାସିଦ୍ଧି-ମନ୍ତୋ ମହାନ୍ତଃ

     ସା ନିତ୍ୟଂ ମାମକୀନେ ହୃଦୟ-ସରସିଜେ ବାସମଙ୍ଗୀ-କରୋତୁ ॥ ୧୪॥

[ଗୁରୁ-ଦେବ ଙ୍କ ଚରଣ –କମଳକୁ ବିଶେଷ ସେବା ଦ୍ଵାରା ପ୍ରାପ୍ତ ପୂଣ୍ୟ ଦ୍ଵାରା ଯାହା ଦେଖା ପଡୁଅଛି, ନିଜର ସମସ୍ତ ପାପକୁ ଶମନ କରି ସାଧକ ଯାହାକୁ ନିଜର ଅନ୍ତ:କରଣରେ ଦେଖି ପାରନ୍ତି, ଯାହାର ଶ୍ରେଷ୍ଠ ମନ୍ତ୍ରକୁ ଜପ କରି ଅଣିମା-ସିଦ୍ଧି ପ୍ରାପ୍ତ କରିଥାନ୍ତି, ସେହି ଭଗବତୀ ମୋର ହୃଦୟ-କମଳରେ ନିତ୍ୟ ନିବାସ କରିବା ସ୍ଵୀକାର କରନ୍ତୁ ]

ହ୍ରୀଂଶ୍ରୀର୍ମୈଂମନ୍ତ୍ରରୂପା ହରିହର-ବିନୁତାଽଗସ୍ତ୍ୟପତ୍ନୀପ୍ରଦିଷ୍ଟା

     ହାଦିଃ କାଦ୍ୟର୍ଣତତ୍ତ୍ୱା ସୁରପତି-ବରଦା କାମରାଜ-ପ୍ରଦିଷ୍ଟା ।

ଦୁଷ୍ଟାନାଂ ଦାନବାନାଂ ମଦଭରହରଣା ଦୁଃଖହନ୍ତ୍ରୀ ବୁଧାନାଂ

     ସାମ୍ରାଜ୍ଞୀ ଚକ୍ରରାଜ୍ଞୀ ପ୍ରଦିଶତୁ କୁଶଲଂ ମହ୍ୟମୋଙ୍କାରରୂପା ॥ ୧୫॥

[ହ୍ରୀଂ ଶ୍ରୀଂ ଐଂ—ମନ୍ତ୍ର ସ୍ଵରୁପା, ବିଷ୍ଣୁ ଓ ଶିବ ଦ୍ଵାରା ବନ୍ଦିତା, ଅଗସ୍ତିଙ୍କ ପତ୍ନୀ ଲୋପାମୁଦ୍ରା ଦ୍ଵାରା ଉପଦିଷ୍ଟା, ହାଦି ଓ କାଦି ତତ୍ତ୍ଵ-ସ୍ଵରୁପା, ଇନ୍ଦ୍ରଙ୍କୁ ବର-ପ୍ରଦାନ କରୁଥିବା, କାମରାଜ ଦ୍ଵାରା ଉପଦିଷ୍ଟା, ଦୁଷ୍ଟ ଦାନବ ଙ୍କ ଗର୍ବ ନଷ୍ଟ କରୁଥିବା, ସଜ୍ଜନ ମାନଙ୍କର ଦୁଖ ଦୂର କରୁଥିବା, ଓଁ କାର ସ୍ଵରୁପା, ଚକ୍ର-ରାଜ୍ଞୀ ସାମ୍ରାଜ୍ଞୀ ମୋର କଲ୍ୟାଣ କରନ୍ତୁ]

ଶ୍ରୀଂମନ୍ତ୍ରାର୍ଥସ୍ୱରୂପାଶ୍ରିତ-ଜନ-ଦୁରିତଧ୍ୱାନ୍ତ ହନ୍ତ୍ରୀ ଶରଣ୍ୟା

     ଶ୍ରୌତସ୍ମାର୍ତକ୍ରିୟାଣାମବିକଲଫଲଦା ଫାଲନେତ୍ରସ୍ୟ ଦାରାଃ ।

ଶ୍ରୀଚକ୍ରାନ୍ତର୍ନିଷଣ୍ଣା ଗୁହବର ଜନନୀ ଦୁଷ୍ଟହନ୍ତ୍ରୀ ବରେଣ୍ୟା

     ଶ୍ରୀମତ୍ସିଂହାସନେଶୀ ପ୍ରଦିଶତୁ ବିପୁଲାଂ କୀର୍ତିମାନନ୍ଦରୂପା ॥ ୧୬॥

[ଶ୍ରୀଂ’- ମନ୍ତ୍ରର ଅର୍ଥ-ସ୍ଵରୁପା, ଶରଣାଗତ ଭକ୍ତ ଙ୍କ ପାପ ସମୂହକୁ ନଷ୍ଟ କରୁଥିବା, ଶରଣ-ଦାୟିନୀ, ଶ୍ରୁତି ଓ ସ୍ମୃତି ଦ୍ଵାରା ନିର୍ଦିଷ୍ଟ କର୍ମକୁ ଫଳ ଦେଉଥିବା, ଶ୍ରୀଶିବ ଙ୍କ ପତ୍ନୀ, ଶ୍ରୀଚକ୍ରର ମଧ୍ୟରେ ବିରାଜମାନ, କାର୍ତିକେୟଙ୍କ  ମାତା, ଦୁଷ୍ଟଙ୍କୁ ନାଶ କରୁଥିବା, ଶ୍ରେଷ୍ଠା, ଆନନ୍ଦ-ସ୍ଵରୁପା, ଶ୍ରୀମତ୍-ସିଂହାସନର ଈଶ୍ଵରୀ, ମୋତେ ପୁଷ୍କଳ ଯଶ ପ୍ରଦାନ କରନ୍ତୁ]

ଶ୍ରୀଚିକ୍ରବର-ସାମ୍ରାଜ୍ଞୀ ଶ୍ରୀମତ୍ତ୍ରିପୁର-ସୁନ୍ଦରୀ ।

ଶ୍ରୀଗୁହାନ୍ୱୟ-ସୌବର୍ଣଦୀପିକା ଦିଶତୁ ଶ୍ରିୟମ୍ ॥ ୧୭॥

 

ଇତି ଶ୍ରୀମତ୍ତ୍ରିପୁରସୁନ୍ଦରୀବେଦସାରସ୍ତବଃ ସମ୍ପୂର୍ଣଃ ॥

[ବିଶେଷ ଦ୍ରଷ୍ଟବ୍ୟ-ଏଠାରେ ପ୍ରାଣ ପ୍ରତିଷ୍ଠିତ ଶ୍ରୀ ଯନ୍ତ୍ର ମିଳେorder ଦେବାର 14 ଦିନ ମଧ୍ୟରେ ପ୍ରସ୍ତୁତ ହୋଇଥାଏ.ଏହି ଯନ୍ତ୍ର କ୍ରମରେ ପ୍ରାଣ ପ୍ରତିଷ୍ଟିତ ହୋଇଥାଏ। ଯଥା-ସିଦ୍ଧ ଲକ୍ଷ୍ମୀ ସହିତ ମହା-ଗଣପତି କ୍ରମ, ଲଳିତା କ୍ରମ, ମାତଙ୍ଗୀ କ୍ରମ ଓ ବାରାହୀ କ୍ରମ।]

କୈଲାଶ ନାଥ ଅଗ୍ରୱାଲ, ଶ୍ରୀ ବିଦ୍ୟା ଉପାସକ

9337072187



Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...