Skip to main content

 

ଶ୍ରୀତ୍ରିପୁର-ସୁନ୍ଦରୀ- ସାନ୍ନିଧ୍ୟ-ସ୍ତବଃ

[ଶ୍ରୀ ଯନ୍ତ୍ର ଉପରେ ଆଧାରିତ]

ଦେବୀଙ୍କ ସାନ୍ନିଦ୍ଧ୍ୟତା ପ୍ରାପ୍ତି---

ଏହି ସ୍ତବ ଦ୍ଵାରା ଦେବୀଙ୍କ ପ୍ରୀତି ପାଇପାରିବେ। ସମସ୍ତ କାର୍ଯ୍ୟ ସହଜରେ ଓ ମନ ମୁତାବକ ହୋଇଥାଏ। ସମସ୍ତ ସମସ୍ୟାରୁ ସହଜରେ ମୁକ୍ତ ହୋଇପାରିବେ। ମନରେ ଆନନ୍ଦ ଓ ଶାନ୍ତି ଆଣିଥାଏ। ସମସ୍ତେ ଆପଣଙ୍କୁ ଭଲ ପାଇବେ। ଶ୍ରୀ ଯନ୍ତ୍ର ସମ୍ମୁଖରେ ଏହାର ପାଠ କରାଯାଏ। ଏହି ସ୍ତବର ପାଠ ବିଧି ଶ୍ରୀ ବିଦ୍ୟା ଉପାସକ ଙ୍କ ଠାରୁ ବୁଝିବା ଉଚିତ ଅଟେ।

[ବିଶେଷ ଦ୍ରଷ୍ଟବ୍ୟ-ଏଠାରେ ପ୍ରାଣ ପ୍ରତିଷ୍ଠିତ ଶ୍ରୀ ଯନ୍ତ୍ର ମିଳେorder ଦେବାର 14 ଦିନ ମଧ୍ୟରେ ପ୍ରସ୍ତୁତ ହୋଇଥାଏ.ଏହି ଯନ୍ତ୍ର କ୍ରମରେ ପ୍ରାଣ ପ୍ରତିଷ୍ଟିତ ହୋଇଥାଏ। ଯଥା-ସିଦ୍ଧ ଲକ୍ଷ୍ମୀ ସହିତ ମହା-ଗଣପତି କ୍ରମ, ଲଳିତା କ୍ରମ, ମାତଙ୍ଗୀ କ୍ରମ ଓ ବାରାହୀ କ୍ରମ।]

କୈଲାଶ ନାଥ ଅଗ୍ରୱାଲ, ଶ୍ରୀ ବିଦ୍ୟା ଉପାସକ, ଫୋନ-9337072187

               କ॥

 

କଲ୍ପ-ଭାନୁ ସମାନ-ଭାସ୍ୱର-ଧାମ-ଲୋଚନ-ଗୋଚରମ୍

        କିଂ କିମିତ୍ୟତି-ବିସ୍ମିତେ ମୟି ପଶ୍ୟତୀହ ସମାଗତାମ୍ ।

କାଲ-କୁନ୍ତଲ-ଭାର-ନିର୍ଜିତ-ନୀଲ-ମେଘ-କୁଲାଂ ପୁରଃ

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମବଲୋକୟେ

               ଏ॥

ଏକ-ଦନ୍ତ-ଷଡାନନାଦିଭିରାବୃତାଂ ଜଗଦୀଶ୍ୱରୀମ୍

        ଏନସାଂ ପରି-ପନ୍ଥିନିମହମେକ-ଭକ୍ତି-ମଦର୍ଚିତାମ୍ ।

ଏକ-ହୀନ-ଶତେଷୁ ଜନ୍ମସୁ ସଞ୍ଚିତାତ୍ ସୁକୃତାଦିମାମ୍

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମବଲୋକୟେ ॥ ୨॥

               ଈ॥

ଈଦୃଶୀତି ଚ ବେଦ-କୁନ୍ତଲ-ବାଗ୍ଭିରପ୍ୟ ନିରୂପିତାମ୍

        ଈଶ-ପଙ୍ଜଜ-ନାଭ-ସୃଷ୍ଟି-କୃଦାଦି-ବନ୍ଦ୍ୟ-ପଦାମ୍ବୁଜାମ୍

ଈକ୍ଷଣାନ୍ତ-ନିରୀକ୍ଷଣେନ ମଦିଷ୍ଟଦାଂ ପୁରତୋଽଧୁନା

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମବଲୋକୟେ

               ଲ॥

ଲକ୍ଷଣୋଜ୍ଜବଲ-ହାର-ଶୋଭି-ପୟୋଧର-ଦ୍ୱୟ-କୈତବାତ୍

        ଲୀଲୟୈବ ଦୟା-ରସ-ସ୍ରବଦୁଜ୍ଜ୍ୱଲତ୍-କଲଶାନ୍ୱିତାମ୍ ।

ଲାକ୍ଷୟାଙ୍କିତ-ପାଦପାତି-ମିଲିନ୍ଦ-ସନ୍ତତିମଗ୍ରତଃ,

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମବଲୋକୟେ ॥ ୪॥

               ହ୍ରୀଂ॥

ହ୍ରୀମିତି ପ୍ରତି-ବାସରଂ ଜପ-ସୁସ୍ଥିରୋଽହମୁଦାରୟା

        ଯୋଗି-ମାର୍ଗ-ନିରୂଢୟୈକ୍ୟ-ସୁଭାବନାଂ ଗତୟା ଧିୟା

ବତ୍ସ ! ହର୍ଷମବାପ୍ତ-ବତ୍ୟହମିତ୍ୟୁଦାର-ଗିରଂ ପୁରଃ

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମବଲୋକୟେ  ୫॥

               ହ॥

ହଂସ-ବୃନ୍ଦମଲକ୍ତକାରୁଣ-ପାଦ-ପଙ୍କଜ-ନୁପୁର-

        କ୍ୱାଣ-ମୋହିତମାଦରାଦନୁ-ଧାବିତଂ ମୃଦୁ ଶୃଣ୍ୱତୀମ୍ ।

ହଂସ-ମନ୍ତ୍ର-ମହାର୍ଥ-ତତ୍ତ୍ୱ-ମୟୀଂ ପୁରୋ ମମ ଭାଗ୍ୟତଃ

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମବଲୋକୟେ  ୬॥

               ସ॥

ସଙ୍ଗତଂ ଜଲମଭ୍ର-ବୃନ୍ଦ-ସମୁଦ୍ଭବଂ ଧରଣୀ- ଧରାଦ୍

        ଧାରୟା ବହଦଞ୍ଜସା ଭ୍ରମମାପ୍ୟ ସୈକତ-ନିର୍ଗତମ୍ ।

ଏବମାଦି-ମହେନ୍ଦ୍ର-ଜାଲ-ସୁକୋବିଦାଂ ପୁରତୋଽଧୁନା

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମବଲୋକୟେ  ୭॥

 

               କ॥

କମ୍ବୁ- ସୁନ୍ଦର-କନ୍ଧରାଂ କଚ-ବୃନ୍ଦ-ନିର୍ଜିତ-ବାରିଦାମ୍

        କଣ୍ଠ-ଦେଶ-ଲସତ୍ -ସୁମଙ୍ଗଲ-ହେମ-ସୂତ୍ର-ବିରାଜିତାମ୍ ।

କାଦି-ମନ୍ତ୍ରମୁପାସତାଂ ସକଲେଷ୍ଟଦାଂ ମମ ସନ୍ନିଧୌ,

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମହମାଶ୍ରୟେ ॥ ୮॥

               ହ॥

ହସ୍ତ-ପଦ୍ମ-ଲସତ୍-ତ୍ରିଖଣ୍ଡ-ସମୁଦ୍ରିକାମହମଦ୍ରିଜାମ୍

        ହସ୍ତି-କୃତ୍ତି-ପରୀତ-କାର୍ମୁକ-ବଲ୍ଲରୀ-ସମ-ଚିଲ୍ଲିକାମ୍ ।

ହର୍ୟଜ-ସ୍ତୁତ-ବୈଭବାଂ ଭବ-କାମିନୀଂ ମମ ଭାଗ୍ୟତଃ

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମହମାଶ୍ରୟେ  ୯॥

               ଲ॥

ଲକ୍ଷଣୋଲ୍ଲସଦଙ୍ଗ-କାନ୍ତି-ଝରୀ-ନିରାକୃତ-ବିଦ୍ୟୁତମ୍

        ଲାସ୍ୟ-ଲୋଲ-ସୁବର୍ଣ-କୁଣ୍ଡଲ-ମଣ୍ଡିତାଂ ଜଗଦମ୍ବିକାମ୍ ।

ଲୀଲୟାଽଖିଲ-ସୃଷ୍ଟି-ପାଲନ-କର୍ଷଣାଦି-ବିତନ୍ୱତୀମ୍

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମହମାଶ୍ରୟେ ॥ ୧୦॥

               ହ୍ରୀଂ॥

ହ୍ରୀଂମିତି ତ୍ରିପୁରା-ମନୁ-ସ୍ଥିର-ଚେତସା ବହୁଧାଽର୍ଚିତାମ୍

        ହାଦି-ମନ୍ତ୍ର-ମହାମ୍ବୁ-ଜାତ-ବିରାଜମାନ-ସୁହଂସିକାମ୍ ।

ହେମ-କୁମ୍ଭ-ଘନ-ସ୍ତନାଂ ଚଲ-ଲୋଲ-ମୌକ୍ତିକ-ଭୂଷଣାମ୍

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମହମାଶ୍ରୟେ  ୧୧॥

               ସ॥

ସର୍ୱ-ଲୋକ-ନମସ୍କୃତାଂ ଜିତ-ଶର୍ୱରୀ-ରମଣାନନାମ୍

        ଶରବ-ଦେବ-ମନଃ - ପ୍ରିୟାଂ ନବ-ଯୌବନୋନ୍ମଦ-ଗର୍ୱିତାମ୍ ।

ସର୍ୱ-ମଙ୍ଗଲ-ବିଗ୍ରହାଂ ମମ ପୂର୍ୱ-ଜନ୍ମ-ତପୋ-ବଲାତ୍

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମହମାଶ୍ରୟେ ॥ ୧୨॥

               କ॥

 

କନ୍ଦ-ମୂଲ-ଫଲାଶିଭିର୍ବହୁ-ଯୋଗିଭିଶ୍ଚ ଗବେଷିତାମ୍

        କୁନ୍ଦ-ସୁନ୍ଦର-ଦନ୍ତ-ପଂକ୍ତି-ବିରାଜିତାମପରାଜିତାମ୍ ।

କନ୍ଦମାଗମ-ବୀରୂଧାଂ ସୁର-ସୁନ୍ଦରୀଭିରିହାଗତାମ୍

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମହମାଶ୍ରୟେ  ୧୩॥

               ଲ॥

ଲ-ତ୍ରୟାଙ୍କିତ-ମନ୍ତ୍ର-ରାଟ୍-ସମଲଂକୃତାଂ ଜଗଦମ୍ବିକାମ୍

        ଲୋଲ-ନୀଲ-ସୁକୁନ୍ତଲାବଲି-ନିର୍ଜିତାଲି-କଦମ୍ବକାମ୍ ।

ଲୋଭ-ମୋହ-ବିଦାରଣୀଂ କରୁଣା-ମୟୀମରୁଣାଂ ଶିବାମ୍

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମହମାଶ୍ରୟେ ॥ ୧୪॥

               ହ୍ରୀଂ॥

ହ୍ରୀଂ-ପରାଖ୍ୟ-ମହା-ମନୋରଧି-ଦେବତାଂ ଭୁବନେଶ୍ୱରୀମ୍

        ହୃତ୍-ସରୋଜ-ନିବାସିନୀଂ ହର-ବଲ୍ଲଭାଂ ବହୁ-ରୂପିଣୀମ୍ ।

ହାର-କୁଣ୍ଡଲ-ନୂପୁରାଦିଭିରନ୍ୱିତାଂ ପୁରତୋଽଧୁନା

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମହମାଶ୍ରୟେ  ୧୫॥

               ଶ୍ରୀଂ॥

ଶ୍ରୀଂ ସୁ-ପଞ୍ଚ-ଦଶାକ୍ଷରୀମପି ଷୋଡଷାକ୍ଷର-ରୂପିଣୀମ୍

        ଶ୍ରୀ-ସୁଧାର୍ଣବ-ମଧ୍ୟ-ଶୋଭି-ସରୋଜ-କାନନ-ଚନ୍ଦ୍ନିକାମ୍ ।

ଶ୍ରୀଗୁହ-ସ୍ତୁତ-ବୈଭବାଂ ପର-ଦେବତାଂ ମମ ସନ୍ନିଧୌ

        ଚକ୍ର-ରାଜ-ନିବାସିନୀଂ ତ୍ରିପୁରେଶ୍ୱରୀମହମାଶ୍ରୟେ  ୧୬॥

ଇତି ଶ୍ରୀତ୍ରିପୁର-ସୁନ୍ଦରୀ -ସାନ୍ନିଧ୍ୟ-ସ୍ତବ ସମ୍ପୂର୍ଣ



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...