ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରଯ୍ୟୈ-ନମ:
ସୌଭାଗ୍ୟାଷ୍ଟୋତ୍ତର ଶତନାମ ସ୍ତୋତ୍ରମ୍
ଉଦ୍ଧେଶ—ସୌଭାଗ୍ୟ ପ୍ରାପ୍ତି
ଆଧାର-ଶ୍ରୀ ବିଦ୍ୟା
[ଏହି ସ୍ତୁତି ଭଗବାନ ଦତାତ୍ରେୟ,
ପର୍ଶୁରାମଙ୍କୁ ଦେଇଥିଲେ। ଏହି
108 ନାମ ଅତ୍ୟନ୍ତ ଗୁପ୍ତ ଅଟେ।
ଲଳିତା ସହସ୍ରନାମ ପାଠ ପୂର୍ବରୁ ଏହି ଶୁଭ ଦାଯକ ପାଠ କଲେ ସହସ୍ର
ନାମର 100 ଗୁଣ ଅଧିକ ଫଳ ମିଳିଥାଏ। ଏହି ସ୍ତୋତ୍ରର 1000 ପାଠ କଲେ ଶତ୍ରୁ ନାଶ ହୋଇଥାଏ। ଲାଲି କରବୀର
ପୁଷ୍ପରେ
ହବନ କଲେ ବଶୀକରଣ ହୋଇଥାଏ। ପ୍ରତିଦିନର ପାଠ ଶ୍ରୀ ଲଳିତାଙ୍କୁ
ପ୍ରସନ୍ନ କରାଇ ଅଭୀଷ୍ଟ ଫଳ ଦେଇଥାନ୍ତି ଶ୍ରୀ ବିଦ୍ୟା ଉପସାକଙ୍କ ନିମିତ ଏହି ପାଠ ଆବଶ୍ୟକ ଅଟେ।
ଶ୍ରୀ ବିଦ୍ୟାରେ କ୍ରମ ଦୀକ୍ଷିତ ଉପାସକ ଦ୍ଵାରା ପ୍ରାଣ-ପ୍ରତିଷ୍ଠିତ ଓ ଚୈତନ୍ୟ ଯୁକ୍ତ ଶ୍ରୀ
ଯନ୍ତ୍ର ସମ୍ମୁଖରେ ପାଠ କଲେ ଅତୀବ ଶୁଭ ଫଳ ମିଳିଥାଏ।]
ବିନିଯୋଗ—ଓଁ ଅସ୍ୟ ଶ୍ରୀ ସୌଭାଗ୍ୟ ଅଷ୍ଟୋତ୍ତର-ଶତ-ନାମ-ସ୍ତୋତ୍ରସ୍ୟ-ଶ୍ରୀ
ଭାର୍ଗବ ରୃଷି:, ଅନୁଷ୍ଟୁପ ଛନ୍ଦ: ଶ୍ରୀ ଲଳିତାମ୍ବା ଦେବତା। କ-ଏ-ଇ-ଲ-ହ୍ରୀଂ- ବୀଜମ୍ । ସ-କ-ଲ- ହ୍ରୀଂ ଶକ୍ତି: ହ-ସ-କ-ହ-ଲ- ହ୍ରୀଂ ଉତ୍କୀଳନ।
ଶ୍ରୀ
ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ ଜପେ ବିନିଯୋଗ:
॥ ଅଥ ଋଷ୍ୟାଦି-ନ୍ୟାସଃ ॥
ଶ୍ରୀ ଭାର୍ଗବ -ଋଷୟେ ନମଃ- ଶିରସି ।
ଅନୁଷ୍ଟୁପାଦି ଛନ୍ଦସେ ନମଃ-ମୁଖେ ।
ଶ୍ରୀମହା-ତ୍ରିପୁର-ସୁନ୍ଦରୀ-ଦେବତାୟୈ
ନମଃ- ହୃଦୟେ ।
ଓଁ କ-ଏ-ଇ-ଲ-ହ୍ରୀଂ- ବିଜାୟ ନମଃ -ଲିଙ୍ଗେ ।
ଓଁ ସ-କ-ଲ- ହ୍ରୀଂ ଶକ୍ତୟେ ନମଃ- ନାଭୌ ।
ଓଁ ହ-ସ-କ-ହ-ଲ- ହ୍ରୀଂ ଉତ୍କିଲନାୟ ନମ: ସର୍ବାଙ୍ଗେ
ଶ୍ରୀ
ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ ଜପେ ବିନିଯୋଗାୟ ନମ:--ଅଞ୍ଜଲୌ
॥ ଅଥ କରନ୍ୟାସଃ ॥
ଓଁ ଐଂ କ-ଏ-ଇ-ଲ-ହ୍ରୀଂ -ଅଙ୍ଗୁଷ୍ଠାଭ୍ୟାଂ ନମଃ ।
ଓଁ କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ -ତର୍ଜନୀଭ୍ୟାଂ ନମଃ ।
ଓଁ ସୌଃ ସ-କ-ଲ- ହ୍ରୀଂ- ମଧ୍ୟମାଭ୍ୟାଂ ନମଃ ।
ଓଁ ଐଂ କ-ଏ-ଇ-ଲ-ହ୍ରୀଂ -ଅନାମିକାଭ୍ୟାଂ ନମଃ ।
ଓଁ କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ -କନିଷ୍ଠିକାଭ୍ୟାଂ ନମଃ ।
ଓଁ ସୌଃ ସ-କ-ଲ- ହ୍ରୀଂ କରତଲ-କର-ପୃଷ୍ଠାଭ୍ୟାଂ ନମଃ ।
॥ ଇତିକରନ୍ୟାସ ॥
॥ ଅଥ ହୃଦୟାଦିଷଡଙ୍ଗନ୍ୟାସଃ ॥
ଓଁ ଐଂ କ-ଏ-ଇ-ଲ-ହ୍ରୀଂ- ହଦୟାୟ ନମଃ ।
ଓଁ କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ- ଶିରସେ ସ୍ୱାହା ।
ଓଁ ସୌଃ ସ-କ-ଲ- ହ୍ରୀଂ -ଶିଖାୟୈ ବଷଟ୍ ।
ଓଁ ଐଂ କ-ଏ-ଇ-ଲ-ହ୍ରୀଂ -କବଚାୟ ହୁମ୍ ।
ଓଁ କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ- ନେତ୍ରତ୍ରୟାୟ ବୌଷଟ୍ ।
ଓଁ ସୌଃ ସ-କ-ଲ- ହ୍ରୀଂ -ଅସ୍ତ୍ରାୟ ଫଟ୍ ॥
॥ ଇତି ହୃଦୟାଦିଷଡଙ୍ଗନ୍ୟାସଃ ॥
॥ ଅଥ ଧ୍ୟାନମ୍ ॥
‘’ବାଲାର୍କ-ମଣ୍ଡଳାଭାସା, ଚତୁର୍ବାହୁଂ ତ୍ରି-ଲୋଚନାମ୍
ପାଶାଂକୁଶ-ଧନୁର୍ବାଣାନ୍, ଧାରୟନ୍ତୀଂ ଶିବାଂ ଭଜେ’’
ମାନସ-ପୂଜନ--
ଓଁ ଲଂ ପୃଥିବ୍ୟାତ୍ମାକଂ ଗନ୍ଧଂ ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ
ସମର୍ପୟାମୀ ନମଃ
ଓଁ ହଂ
ଆକାଶ-ତତ୍ତ୍ବାତ୍ମକଂ ପୁଷ୍ପଂ ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ ସମର୍ପୟାମୀ ନମଃ
ଓଁ ୟଂ
ବାୟୁ-ତତ୍ଵାତ୍ମକଂ ଧୂପଂ ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ ସମର୍ପୟାମୀ ନମଃ
ଓଁ ରଂ
ଅଗ୍ନି--ତତ୍ଵାତ୍ମକଂ ଧୂପଂ ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ ସମର୍ପୟାମୀ ନମଃ
ଓଁ ବଂ ଅମୃତ[ଜଳ]-ତତ୍ଵାତ୍ମକଂ
ନୈବେଦ୍ୟଂ ଶ୍ରୀ
ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ ସମର୍ପୟାମୀ ନମଃ
ଓଁ ସଂ
ସର୍ବ-ତତ୍ଵାତ୍ମକଂ ତାମ୍ବୂଲଂ ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ ସମର୍ପୟାମୀ ନମଃ
ଦତ୍ତାତ୍ରେୟେଣ
କୃତଂ ସୌଭାଗ୍ୟାଷ୍ଟୋତ୍ତରଶତନାମ ସ୍ତୋତ୍ରୋ ପଦେଶ ବର୍ଣନମ୍
ନିଶମ୍ୟୈତଜ୍ଜାମଦଗ୍ନ୍ୟୋ
ମାହାତ୍ମ୍ୟଂ ସର୍ବତୋଽଧିକମ୍ ।
ସ୍ତୋତ୍ରସ୍ୟ ଭୂୟଃ ପପ୍ରଚ୍ଛ ଦତ୍ତାତ୍ରେୟଂ ଗୁରୂତ୍ତମମ୍ ॥ ୧॥
ଭଗବନ୍ ତ୍ୱନ୍ମୁଖାମ୍ଭୋଜ ନିର୍ଗମ ଦ୍ୱାକ୍ସୁଧାରସମ୍ ।
ପିବତଃ ଶ୍ରୋତ ମୁଖତୋ ବର୍ଧତେଽନୁକ୍ଷଣଂ ତୃଷା ॥ ୨॥
ଅଷ୍ଟୋତ୍ତରଶତଂ ନାମ୍ନାଂ ଶ୍ରୀଦେବ୍ୟା ଯତ୍ପ୍ରସାଦତଃ ।
କାମଃ ସମ୍ପ୍ରାପ୍ତବାନ୍ ଲୋକେ ସୌଭାଗ୍ୟଂ ସର୍ବମୋହନମ୍ ॥ ୩॥
ସୌଭାଗ୍ୟ ବିଦ୍ୟା ବର୍ଣାନାମୁଦ୍ଧାରୋ ଯତ୍ର ସଂସ୍ଥିତଃ ।
ତତ୍ସମାଚକ୍ଷ୍ୱ ଭଗବନ୍ କୃପୟା ମୟି ସେବକେ ॥ ୪॥
ନିଶମ୍ୟୈବଂ ଭାର୍ଗବୋକ୍ତିଂ ଦତ୍ତାତ୍ରେୟୋ ଦୟାନିଧିଃ ।
ପ୍ରୋବାଚ ଭାର୍ଗବଂ ରାମଂ ମଧୁରାଽକ୍ଷରପୂର୍ବକମ୍ ॥ ୫॥
ଶୃଣୁ ଭାର୍ଗବ ! ଯତ୍ ପୃଷ୍ଟଂ ନାମ୍ନାମଷ୍ଟୋତ୍ତରଂ ଶତମ୍ ।
ଶ୍ରୀବିଦ୍ୟାବର୍ଣରତ୍ନାନାଂ ନିଧାନମିବ ସଂସ୍ଥିତମ୍ ॥ ୬॥
ଶ୍ରୀଦେବ୍ୟା ବହୁଧା ସନ୍ତି ନାମାନି ଶୃଣୁ ଭାର୍ଗବ ।
ସହସ୍ର ଶତ ସଂଖ୍ୟାନି ପୁରାଣେଷ୍ୱାଗମେଷୁ ଚ ॥ ୭॥
ତେଷୁ ସାରତମଂ ହ୍ୟେତତ୍ସୌଭାଗ୍ୟା ଽଷ୍ଟୋତ୍ତରାଽଽତ୍ମକମ୍ ।
ଯଦୁବାଚ ଶିବଃ ପୂର୍ୱଂ ଭବାନ୍ୟୈ ବହୁଧାଽର୍ଥିତଃ ॥ ୮॥
ସୌଭାଗ୍ୟାଽଷ୍ଟୋତ୍ତରଶତ ନାମ ସ୍ତୋତ୍ରସ୍ୟ ଭାର୍ଗବ ।
ଋଷିରୁକ୍ତଃ ଶିବଶ୍ଛନ୍ଦୋଽନୁଷ୍ଟୁପ୍ ଶ୍ରୀଲଲିତାଽମ୍ବିକା ॥ ୯॥
ଦେବତା ବିନ୍ୟସେତ୍କୂଟତ୍ରୟେଣାଽଽବର୍ତ୍ୟ ସର୍ବତଃ ।
ଧ୍ୟାତ୍ୱା ସମ୍ପୂଜ୍ୟ ମନସା ସ୍ତୋତ୍ରମେ ତଦୁଦୀରୟେତ୍ ॥ ୧୦॥
॥ ତ୍ରିପୁରାମ୍ବିକାୟୈ
ନମଃ ॥
କାମେଶ୍ୱରୀ କାମଶକ୍ତିଃ କାମ ସୌଭାଗ୍ୟଦାୟିନୀ।
କାମରୂପା କାମକଲା କାମିନୀ କମଲାଽଽସନା ॥ ୧୧॥
କମଲା କଲ୍ପନାହୀନା କମନୀୟକଲାବତୀ ।
କମଲା ଭାରତୀସେବ୍ୟା କଲ୍ପିତାଽଶେଷସଂସୃତିଃ ॥ ୧୨॥
ଅନୁତ୍ତରାଽନଘାଽନନ୍ତାଽଦ୍ଭୁତରୂପାଽନଲୋଦ୍ଭବା ।
ଅତିଲୋକ ଚରିତ୍ରାଽତିସୁନ୍ଦର୍ୟତି ଶୁଭପ୍ରଦା ॥ ୧୩॥
ଅଘହନ୍ତ୍ର୍ୟତିବିସ୍ତାରାଽର୍ଚନତୁଷ୍ଟାଽମିତପ୍ରଭା ।
ଏକରୂପୈକ ବୀରୈକ ନାଥୈକାନ୍ତାଽର୍ଚନପ୍ରିୟା ॥ ୧୪॥
ଏକୈକ ଭାବତୁଷ୍ଟୈକର ସୈକାନ୍ତ ଜନପ୍ରିୟା ।
ଏଧମାନ ପ୍ରଭାବୈଧ ଦ୍ଭକ୍ତପାତକ ନାଶିନୀ ॥ ୧୫॥
ଏଲାମୋଦ ମୁଖୈନୋଽଦ୍ରିଶକ୍ରାୟୁଧ ସମସ୍ଥିତିଃ ।
ଈହାଶୂନ୍ୟେ ପ୍ସିତେଶାଦିସେବ୍ୟେଶା ନବ ରାଙ୍ଗନା ॥ ୧୬॥
ଈଶ୍ୱରାଽଽଜ୍ଞାପିକେକାର-ଭାବ୍ୟେପ୍ସିତ-ଫଲ-ପ୍ରଦା ।
ଈଶାନେତି ହରେଶୈଷା ଦରୁଣାକ୍ଷୀଶ୍ୱରେଶ୍ୱରୀ ॥ ୧୭॥
ଲଲିତା ଲଲନାରୂପା ଲୟହୀନା ଲସତ୍ତନୁଃ ।
ଲୟସର୍ୱା ଲୟକ୍ଷୋଣିର୍ଲୟକର୍ଣୀ ଲୟାତ୍ମିକା ॥ ୧୮॥
ଲଘିମା- ଲଘୁ-ମଧ୍ୟାଽଽଢ୍ୟା ଲଲମାନା ଲଘୁଦ୍ରୁତା ।
ହୟାଽଽରୂଢା ହତାଽମିତ୍ରା ହରକାନ୍ତା ହରିସ୍ତୁତା ॥ ୧୯॥
ହୟଗ୍ରୀବେଷ୍ଟଦା ହାଲାପ୍ରିୟା ହର୍ଷସମୁଦ୍ଧତା ।
ହର୍ଷଣା ହଲ୍ଲକାଭାଙ୍ଗୀ ହସ୍ତ୍ୟନ୍ତୈଶ୍ୱର୍ୟ-ଦାୟିନୀ ॥ ୨୦॥
ହଲହସ୍ତାଽର୍ଚିତପଦା ହବିର୍ଦାନପ୍ରସାଦିନୀ ।
ରାମରାମାଽର୍ଚିତା ରାଜ୍ଞୀ ରମ୍ୟା ରବମୟୀ ରତିଃ ॥ ୨୧॥
ରକ୍ଷିଣୀ ରମଣୀ ରାକା ରମଣୀ ମଣ୍ଡଲପ୍ରିୟା ।
ରକ୍ଷିତାଽଖିଲଲୋକେଶା ରକ୍ଷୋଗଣନିଷୂଦିନୀ ॥ ୨୨॥
ଅମ୍ବାନ୍ତ-କାରିଣ୍ୟମ୍ଭୋଜ-ପ୍ରିୟାଽନ୍ତକ ଭୟଙ୍କରୀ ।
ଅମ୍ବୁ-ରୂପାଽମ୍ବୁଜ-କରାଽମ୍ବୁଜ-ଜାତ-ବର-ପ୍ରଦା ॥ ୨୩॥
ଅନ୍ତଃପୂଜା-ପ୍ରିୟାଽନ୍ତଃସ୍ୱରୂପିଣ୍ୟନ୍ତର୍ୱଚୋ-ମୟୀ ।
ଅନ୍ତକାଽରାତିବାମାଙ୍କସ୍ଥିତାଽନ୍ତଃ-ସୁଖ-ରୂପିଣୀ ॥ ୨୪॥
ସର୍ବଜ୍ଞା ସର୍ବଗା ସାରା ସମା ସମସୁଖା ସତୀ ।
ସନ୍ତତିଃ ସନ୍ତତା ସୋମା ସର୍ବା ସାଙ୍ଖ୍ୟା ସନାତନୀ ॥ ୨୫॥
॥ ଫଲଶ୍ରୁତିଃ॥
ଏତତ୍ତେ କଥିତଂ ରାମ ନାମ୍ନାମଷ୍ଟୋତ୍ତରଂ ଶତମ୍ ।
ଅତିଗୋପ୍ୟମିଦଂ ନାମ୍ନଃ ସର୍ବତଃ ସାରମୁଦ୍ଧୃତମ୍ ॥ ୨୬॥
ହେ ଦେବୀ, ଏହି 108 ନାମ ଅତ୍ୟନ୍ତ ଗୁପ୍ତ ଓ
ସମସ୍ତଙ୍କ ସାର ଭୁତ ଅଟେ।
ଏତସ୍ୟ ସଦୃଶଂ ସ୍ତୋତ୍ରଂ ତ୍ରିଷୁ ଲୋକେଷୁ ଦୁର୍ଲଭମ୍ ।
ଅପ୍ରାକଶ୍ୟମଭକ୍ତାନାଂ ପୁରତୋ ଦେବତାଦ୍ୱିଷାମ୍ ॥ ୨୭॥
ଏହି ସମାନ ସ୍ତୋତ୍ର ତିନି ଲୋକରେ ଦୁର୍ଲଭ ଅଟେ। ଅଭକ୍ତ ଓ
ଦେବ-ଦ୍ଵେଷୀଙ୍କ ସାମନାରେ ଏହାକୁ ପ୍ରକଟ କରିବେ ନାହି।
ଏତତ୍ ସଦାଶିବୋ ନିତ୍ୟଂ ପଠନ୍ତ୍ୟନ୍ୟେ ହରାଦୟଃ ।
ଏତତ୍ ପ୍ରଭାବାତ୍କନ୍ଦର୍ପସ୍ତ୍ରୈଲୋକ୍ୟଂ ଜୟତି କ୍ଷଣାତ୍ ॥ ୨୮॥
ଏହି ସ୍ତୋତ୍ରକୁ ସଦା-ଶିବ ଓ ଶଙ୍କର ଆଦି ଅନ୍ୟ ଦେବତା ନିତ୍ୟ
ପଢିଥାନ୍ତି।
ସୌଭାଗ୍ୟାଽଷ୍ଟୋତ୍ତରଶତନାମସ୍ତୋତ୍ରଂ ମନୋହରମ୍ ।
ଯସ୍ତ୍ରିସନ୍ଧ୍ୟଂ ପଠେନ୍ନିତ୍ୟଂ ନ ତସ୍ୟ ଭୁବି ଦୁର୍ଲଭମ୍ ॥ ୨୯॥
ଏହି ମନୋହର ସ୍ତୋତ୍ରକୁ ଯିଏ ତିନି ସନ୍ଧ୍ୟା ନିତ୍ୟ ପଢିଥାନ୍ତି
ତାଙ୍କ ନିମିତ ପୃଥିବାରେ କିଛି ଭି ଦୁର୍ଲଭ ନାହି।
ଶ୍ରୀବିଦ୍ୟୋପାସନବତା ମେତ ଦାବଶ୍ୟକଂ ମତମ୍ ।
ସକୃଦେତତ୍ପ୍ରପଠତାଂ ନାଽନ୍ୟତ୍କର୍ମ ବିଲୁପ୍ୟତେ ॥ ୩୦॥
ଶ୍ରୀବିଦ୍ୟା ଉପାସକ ନିମିତ ଏହି ସ୍ତୋତ୍ର ଆବଶ୍ୟକ ଅଟେ। ଏହି
ସ୍ତୋତ୍ରକୁ ଥରେ ପାଠ କାଲେ ଅନ୍ୟ କର୍ମ ସାର୍ଥକ ହୋଇଥାଏ।
ଅପଠିତ୍ୱା ସ୍ତୋତ୍ରମିଦଂ ନିତ୍ୟଂ ନୈମିତ୍ତିକଂ କୃତମ୍ ।
ବ୍ୟର୍ଥୀଭବତି ନଗ୍ନେନ କୃତଂ କର୍ମ ଯଥା ତଥା ॥ ୩୧॥
ଏହାକୁ ପାଠ ନ କରି ଯେ କୌଣସି ନିତ୍ୟ ଓ ‘ନୈମିତିକ-କର୍ମ କରାଯାଏ, ତାହା ବ୍ୟର୍ଥ ଯାଏ ଅର୍ଥାତ ଫଳ
ମିଳିବ ନାହି।
ସହସ୍ର-ନାମ-ପାଠାଦାବଶକ୍ତସ୍ତ୍ୱେତଦୀରୟେତ୍ ।
ସହସ୍ର-ନାମ-ପାଠସ୍ୟ ଫଲଂ ଶତଗୁଣଂ ଭବେତ୍ ॥ ୩୨॥
ସହସ୍ର-ନାମ ପାଠ କରିବା ପୂର୍ବରୁ ଏହି ଶୁଭ ଦାଯକ ସ୍ତୋତ୍ର ପାଠ କଲେ
ସହସ୍ର-ନାମ’ର ପାଠ’ର 100 ଗୁଣ ଫଳ ମିଳିଥାଏ।
ସହସ୍ରଧା ପଠିତ୍ୱା ତୁ ବୀକ୍ଷଣାନ୍ନାଶୟେଦ୍ରିପୂନ୍ ।
କରବୀର-ରକ୍ତ-ପୁଷ୍ପୈର୍ହୁତ୍ୱା ଲୋକାନ୍ ବଶଂ ନୟେତ୍ ॥ ୩୩॥
ଏହି ସ୍ତୋତ୍ତ୍ରକୁ 1000 ଥର ପାଠ କରିଥିବା ବ୍ୟକ୍ତି କେବଳ ଦ୍ରୁଷ୍ଟିପାତ ଦ୍ଵାରା ଶତ୍ରୁଙ୍କୁ ନାଶ କରିଥାଏ। କରବୀର
ରକ୍ତ ପୁଷ୍ପ ଦ୍ଵାରା ହବନ କଲେ ବଶୀକରଣ ହୋଇଥାଏ।
ସ୍ତମ୍ଭେୟତ୍ ଶ୍ୱେତ-କୁସୁମୈର୍ନୀଲୈରୁଚ୍ଚାଟୟେଦ୍ରିପୂନ୍ ।
ମରିଚୈର୍ୱିଦ୍ୱେଷେଣାୟ ଲବଙ୍ଗୈର୍ୱ୍ୟାଧିନାଶନେ ॥ ୩୪॥
ପିତ ରଙ୍ଗ ପୁଷ୍ପ ଦ୍ଵାରା ହବନ କଲେ ସ୍ତମ୍ଭନ, ନୀଳ ପୁଷ୍ପ ଦ୍ଵାରା ହବନ କଲେ ଉଚ୍ଚାଟନ, କଳା ମରୀଚ ଦ୍ଵାରା
ବିଦ୍ଵେଷଣ, ଓ ଲବଙ୍ଗରେ ହବନ କଲେ ରୋଗ-ନାଶ ହୋଇଥାଏ।
ସୁବାସିନୀ-ର୍ବ୍ରାହ୍ମଣାନ୍ ବା ଭୋଜୟେଦ୍ୟସ୍ତୁ ନାମଭିଃ ।
ଯଶ୍ଚ ପୁଷ୍ପୈଃ ଫଲୈର୍ୱାପି ପୂଜୟେତ୍ ପ୍ରତିନାମଭିଃ ॥ ୩୫॥
ପତ୍ର, ପୁଷ୍ପ ବା ଫଳ ଦ୍ଵାରା ପ୍ରତ୍ୟେକ ନାମରେ
ଶ୍ରୀ ଯନ୍ତ୍ର’ରେ ପୂଜନ କଲେ ସାଧକ ଚିର କାଳ ମଣିପୁରରେ ନିବାସ
କରିଥାନ୍ତି।
ଚକ୍ରରାଜେଽଥବାଽନ୍ୟତ୍ର ସ ବସେଚ୍ଛ୍ରୀପୁରେ ଚିରମ୍ ।
ଯଃ ସଦା ବର୍ତୟନ୍ନାସ୍ତେ ନାମାଽଷ୍ଟଶତମୁତ୍ତମମ୍ ॥ ୩୬॥
ତସ୍ୟ ଶ୍ରୀଲଲିତା ରାଜ୍ଞୀ ପ୍ରସନ୍ନା ବାଞ୍ଛିତପ୍ରଦା॥
ଯିଏ 108 ନାମର ସଦା ଜପ କରୁଥାଏ, ତାଙ୍କୁ ମାତା ଶ୍ରୀ ଲଳିତା ପ୍ରସନ୍ନ ହୋଇ ଅଭୀଷ୍ଟ ପ୍ରଦାନ କରିଥାନ୍ତି।
Kailash nath agrawal, ଶ୍ରୀ ବିଦ୍ୟା ଉପାସକ

Comments
Post a Comment