Skip to main content

 

ା ଆଦ୍ୟା ଶ୍ରୀ କାଲୀ ଶତନାମ ସ୍ତୋତ୍ରମ୍ ।ା

[ଏକ ଅତ୍ୟଧିକ ପ୍ରାଚୀନ ତନ୍ତ୍ର ଗ୍ରନ୍ଥ ମହାନିର୍ବାଣ ତନ୍ତ୍ରରେ ଦେବୀଙ୍କ ଦ୍ୱାରା ପ୍ରଶ୍ନ ପଚାରାଯିବାରେ ଶିବ କହିଥିଲେ ଯେ ଏହି ସ୍ତୋତ୍ରକୁ ପଢ଼ିବା ଓ ଶୁଣିବା ଦ୍ୱାରା ସମସ୍ତ ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହି ପଠନ ଯୋଗୁଁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ, ସୁଖ ସମ୍ପତି  ବଢ଼ିଥାଏ । ଅକାଳ ମୃତ୍ୟୁର ଭୟ ରହେ ନାହିଁ । ସମସ୍ତ ବିଡ଼ମ୍ବନାର ନାଶ ହୋଇ ବିପଦ ଦୂର ହୋଇଥାଏ । ଏହି ସ୍ତୋତ୍ର କକାର ବର୍ଣ୍ଣୀୟ ହୋଇଥିବାରୁ ଆଦ୍ୟା ଦେବୀ କାଳୀ ଙ୍କର ସ୍ୱରୂପ  ଭାବରେ ମଧ୍ୟ ମନା ଯାଇଥାଏ ।]

ା ଅଥ ଆଦ୍ୟା କାଲୀ ଶତନାମ ସ୍ତୋତ୍ରମ୍ ।ା

(କାଲୀ ସ୍ୱରୂପ କଂକାର କୂଟ ଘଟିତ )

।। ଶ୍ରୀ ସଦାଶିବ ଉବାଚ ।ା

ଶୃଣୁ ଦେବି ! ଜଗଦ୍ ବନ୍ଦ୍ୟେ ସ୍ତୋତ୍ରମେଦଦମତମଂ ।

ପଠନାଚ୍ଛ୍‌ନବଣାଦସ୍ୟ ସର୍ବ ସିଦ୍ଧୀଶ୍ୱରୋ ଭବେତ୍ ।ା

ଅସୌଭାଗ୍ୟ ପ୍ରଶମନଂ ସୁଖ ସମ୍ପଦ ୍ ବିବର୍ଧନଂ ।

ଅକାଲ ମୃତ୍ୟୁ ହରଣଂ ସର୍ବ ପଦ୍ ବିନିବାରଣଂ ।ା

ଶ୍ରୀମଦାଦ୍ୟା କାଲିକାୟାଃ ସୁଖ ସାନ୍ନିଦ୍ଧ କାରଣଂ ।

ସ୍ତବସ୍ୟ ।ସ୍ୟ ପ୍ରସାଦେନ ତ୍ର ିପୁରାରିରହିଂ ଶିବେ ।ା

।। ବିନିୟୋଗଃ ।ା

ସ୍ତୋତ୍ରସ୍ୟାସ୍ୟ ଋଷିର୍ଦେବି । ସଦାଶିବ ଉଦାହୃତଃ ଛନ୍ଦୋଃନଷ୍ଟୁପୁ, ଦେବତାଦ୍ୟା କାଲିକା ତାରିକୀର୍ତିତା ଧର୍ମ କାମାର୍ଥ ମୋକ୍ଷେଷୁ ବିନିୟୋଗଃ ପ୍ରକୀର୍ତିତଃ ।

।। ଅଥ ଆଦ୍ୟା କାଲୀ ଶତନାମ ସ୍ତୋତ୍ରମ୍ ।ା

ହ୍ରୀଂ କାଲୀ ଶ୍ରୀଂ କରାଲୀ ଚ କ୍ରୀଂ କଲ୍ୟାଣୀ କଲାବତୀ ।

କମଲା କଲି ଦର୍ପଘ୍ନୀ କପର୍ଦୀଶ କୃପାନ୍ୱ ିତା । ।

କାଲିକା କାଲ ମାତା ଚ କାଲାନଲ ସମଦ୍ୟୁତିଃ ।

କପଦି ର୍ନୀ କରାଲାସ୍ୟ । କରୁଣାମୃତ ସାଗରା । ।

କୃପା ମୟୀ କୃପାଧାରା କୃପାପାରା କୃପାଗମା ।

କୃଶାନୁଃ କପିଲା କୃଷ୍ଣା କୃଷ୍ଣାନନ୍ଦ ବିବର୍ଦ୍ଧିନୀ । ।

କାଲ ରାତ୍ରିଃ କାମରୂପା କାମ ଶାପ ବିମୋଚିନୀ ।

କାଦମ୍ବିନୀ କଲାଧାରା କଲି କଳ୍ମଷ ନାଶିନୀ । ।

କୁମାରୀ ପୂଜନ ପ୍ରୀତା କୁମାରୀ ପୂଜକାଲୟା ।

କୁମାରୀ ଭୋଜନାନନ୍ଦା କୁମାରୀ ରୂପ ଧାରିଣୀ ।ା

କଦମ୍ବ ବନ ସାରା କଦମ୍ବ ବନ ବାସିନୀ ।

କଦମ୍ବ ପୁଷ୍ପ ସନ୍ତୋଷା କଦମ୍ବ ପୁଷ୍ପ ମାଲିନୀ । ।

କିଶୋରୀ କଲ କଣ୍ଠା ଚ କଲ ନାଦ ନିନାଦିନୀ ।

କାଦମ୍ବରୀ ପାନ ରତା ତଥା କାଦମ୍ବରୀ ପ୍ରିୟା ।ା

କପାଲ ପାତ୍ର ନିରତା କଙ୍କାଲ ମାଲ୍ୟ ଧାରିଣୀ ।

କମଲାସନ ସନ୍ତୁଷ୍ଟା କମଲାସନ୍ ବାସିନୀ । ।

କମଲାଲୟ ମଧ୍ୟସ୍ଥା କମଲା ମୋଦ ମୋଦିନୀ ।

କଲ ହଂସ ଗତିଃ କ୍ଲୈବ୍ୟ ନାଶିନୀ କାମ ରୂପିଣୀ ।ା

କାମ ରୂପ କୃତାବାସା କାମ ପୀଠ ବିଲାସିନୀ ।

କମନୀୟା କଳ୍ପ ଲତା କମନୀୟ ବିଭୂଷଣା । ।

କମନୀୟ ଗୁଣାରାଧ୍ୟା କୋମଲାଂଗୀ କୃଶୋଦରୀ ।

କଣୁରାମୃତ ସନ୍ତୋଷା କାରଣାନନ୍ଦ ସିଦ୍ଧିଦା । ।

କାରଣାନନ୍ଦ ଜାପେଷ୍ଟା କାରଣାଚନ ହର୍ଷ ିତା ।

କାରଣାର୍ଣ୍ଣବ ସମ୍ମଗ୍ନା କାରଣ ବ୍ରତ ପାଲିନୀ । ।

କସ୍ତୁରୀ ସୌରଭାମୋଦା କସ୍ତୁରୀ ପୂଜକ ପ୍ର ିୟା

କସ୍ତୁରୀ ଦାହ ଜନନୀ କସ୍ତୁରୀ ମୃଗ ତୋଷିଣୀ ।ା

କସ୍ତୁରୀ ଭୋଜନ ପ୍ରୀତା କର୍ପୂରାମୋଦ ମୋଦତା

କପୂ ର୍ର ଚନ୍ଦନୋକ୍ଷିତା କପୂ ର୍ରମୃତ ଦାୟିନୀ । ।

କପୂ ର୍ର ସାଗର ସ୍ନ ।ତା କପୂ ର୍ର ସାଗରାଲୟା ।

କୂର୍ଚ ବୀଜ ଜପ ପ୍ରୀତା, କୂର୍ଚ ଜାପ ପାରାୟଣା ।ା

କୁଲୀନା, କୌଲିକାରାଧ୍ୟ, କୌଲିକପ୍ରିୟ କାରିଣୀ ।

କୁଲାଚାରା, କୌତୁକିନୀ, କୁଲ ମାର୍ଗ ପ୍ରଦର୍ଶିନୀ

କାଶୀଶ୍ୱରୀ କଷ୍ଟହତର୍ତି  କାଶୀଶ ବର ଦାୟିନୀ ।

କାଶୀଶ୍ୱର କୃତାମୋଦା, କାଶୀଶ୍ୱର ମନୋରମା ।ା

କଲମଂଜୀର ଚରଣା, କ୍ୱଣତ୍ କାଂଚୀ ବିଭୂଷଣା ।

କା ନାଦ୍ରି କୃତାଗାରା କାଞ୍ଚନାଞ୍ଚଲ କୌମୁଦି ।ା

କାମ ବୀଜ ଜପାନନ୍ଦା କାମ ବୀଜ ସ୍ୱରୂପିଣୀ ।

କୁ ମତିଘ୍ନୀ, କୁଲୀନାର୍ତି, ନାଶିନୀ କୁଲ କାମିନୀ ।ା

କ୍ରୀଂ ହ୍ରୀଂ ଶ୍ରୀଂ ମନ୍ତ୍ର ବର୍ଣ୍ଣେନ, କାଲ କଣ୍ଟକ ଘାତିନୀ ।ା

।। ଫଳ ଶୃତି ।ା

ଇତ୍ୟାଦି କାଲିକା ଦେବ୍ୟାଂ ଶତନାମ ପ୍ରକୀର୍ତିତଂ ।

କକାର କୂଟ ଘଟିତଂ କାଲୀ ରୂପ ସ୍ୱରୂପକଂ । ।

ପୂଜା କାଲେ ପଠେଦ୍ ୟସ୍ତୁ କାଲିକା କୃତ ମାନସଃ ।

ମନ୍ତ୍ର ସିଦ୍ଧିର୍ଭବେଦାଶୁ ତସ୍ୟ କାଲୀ ପ୍ରସୀଦତି । ।

ବୁଦ୍ଧିଂ ବିଦ୍ୟାଂ ଚ ଲଭତେ ଗୁରୋରାଦେଶ ମାତ୍ରତଃ ।

ଧନବାନ୍ କୀ ର୍ିମାନ୍ ଭୂୟାଦ୍ ଦାନ ଶୀଲୋ ଦୟାନ୍ୱିତ ।ା

ପୁତ୍ର ପୌତ୍ର ସୁଖୈଶ୍ୱୟୈ ର୍ଦତେ ସାଧକୋ ଭୁବି ।

ଭୌମାବାସ୍ୟା ନିଶା ଭାଗେମପକ ସମନ୍ୱିତଃ ।ା

ପୂଜୟିତ୍ୱା ମହାକାଲୀ ମାଦ୍ୟାଂ ତ୍ର ଭୁବନେଶ୍ୱରୀ ଂ ।

ପଠିତ୍ୱା ଶତ ନାମାନି ସାକ୍ଷାତ୍ କାଲୀ ମୟୋ ଭବେତ୍ ।ା

ନାସାଧ୍ୟଂ ବିଦ୍ୟତେ ତସ୍ୟ ତ୍ରିଷୁ ଲୋକେଷୁ କି ନ ।

ସମୁଦ୍ର ଇବ ଗାମ୍ଭୀର‌୍ୟେ ୍ୟ ବଲେ ଚ ପବନୋପମଃ ।

ତୁଗ୍ମାଂଶୁରିବ ଦୁଷ୍ପ୍ରେକ୍ଷ୍ୟଃ ଶଶି ବଚ୍ଛୁଭ ଦର୍ଶନଃ । ।

ରୂପେ ମୂର୍ତିରଃ କାମୋ ୟୋଷିତାଂ ହୃଦୟଂଗମ୍ ।

ସର୍ବତ୍ର ଜୟମା ପ୍ରାପ୍ନୋତି ସ୍ତବସ୍ୟ ।ସ୍ୟ ପ୍ରସାଦତଃ । ।

ୟଂ ୟଂ କାମଂ ପୁରସ୍କୃତ୍ୟ ସ୍ତୋତ୍ରମେତଦୁର୍ବାରୟେତ୍ ।

ତଂ ତଂ କାମମବାପ୍ନୋତି ଶ୍ରୀମଦ୍‌ାଧ୍ୟା ପ୍ରସାଦତଃ । ।

ରଣେ ରାଜ କୁଲେ ଦ୍ୟୁତେ ବିବାହେ ପ୍ରାଣ ସଂକଟେ ।

ଦସ୍ୟୁ ଗ୍ରସ୍ତେ ଗ୍ରାମ ଦାହେ ସିଂହ ବ୍ୟାଘ୍ରାବୃତେ ତଥା

ଅରଣ୍ୟେ ପ୍ରାନ୍ତେ ଦୁର୍ଗେ ଗ୍ରହ ରାଜ ଭୟେଃପି ୱା ।

ଜ୍‌ବର ଦାହେ ଚିର ବ୍ୟାଧୌ ମହା ରୋଗାଦି ସଂକୁଲେ ।ା

ବାଲ ଗ୍ରହାଦି ରୋଗେ ଚ ତଥା ଦୁଃସ୍ୱପ୍ନ ଦର୍ଶନେ ।

ଦୁସ୍ତରେ ସଲିଳେ ବାପି ପୋତେ ବାତ ବିପଦ୍ ଗତେ ।ା

ବିଚିନ୍ତ୍ୟ ପରମାଂ ମାୟାଂ ଆଦ୍ୟାଂ କାଲୀ ଂ ପରାତ୍ପରାଂ ।

ୟଃ ପଠେଚ୍ଛତ ନାମାନି ଦୃଢ଼ ଭକ୍ତି ସମନ୍ୱ ିତଃ । ।

ସର୍ବାପଦ୍ ଭୟୋ ବିମୁଚ୍ୟେତ ଦେବି ! ସତ୍ୟଂ ନ ସଂଶୟଃ ।

ନ ପାପେଭ୍ୟୋ ଭୟଂ ତସ୍ୟ ନ ରୋଗେଭ୍ୟୋ ଭୟଂ କ୍ୱଚିତ୍ ।ା

ସର୍ବତ୍ର ବିଜୟସ୍ତସ୍ୟ ନ କୁତ୍ରପି ପରାଭବଃ ।

ତସ୍ୟ ଦର୍ଶନ ମାତ୍ରେଣ ପଲାୟନ୍ତେ ବିପଦ୍ ଗଣାଃ ।ା

ସ ବକ୍ତା ସର୍ବ ଶାସ୍ତ୍ରେଣାଂ ସ ଭୋକ୍ତା ସବସମ୍ପଦାଂ

ସ କର୍ତା ଜାତି ଧର୍ମାଣାଂ ଜ୍ଞାତୀନାଂ ପ୍ରଭୁରେବ ସଃ ।ା

ବାଣୀ ତସ୍ୟ ବସେଦ୍ ବକ୍ତ୍ରେ କମଲା ନିଶ୍ଚଲା ଗୃହେ ।

ତନ୍ନ ।ମ୍ନ । ମାନବାଃ ସର୍ବେ ପ୍ରଣମନ୍ତି ସ ସମ୍ଭ୍ରମାଃ । ।

ଦୃଷ୍ଟାୟା ତସ୍ୟ ତୃଣାୟନ୍ତେ ହ୍ୟଣିମାଦ୍ୟଷ୍ଟ ସିଦ୍ଧୟଃ ।

ଆଦ୍ୟା କାଲୀ ସ୍ୱରୂପାଖ୍ୟଂ ଶତ ନାମ ପ୍ରକୀର୍ତିତଂ ।ା

ଅଷ୍ଟୋ ର ଶତାବୃତ୍ୟ । ପୁରୁଶ୍ଚୟା ର୍ଃସ୍ୟ ଗୀୟତେ

ପୁରସ୍କ୍ର ିୟାନ୍ୱ ିତଂ ସ୍ତୋତ୍ର ଂ ସର୍ବ ।ଭିଷ୍ଟ ଫଳ ପ୍ରଦଂ । ।

ଶତନାମ ସ୍ତୁତିମିମାମାଦ୍ୟ । କାଲୀ ସ୍ୱରୂପିଣୀ ।

ପଠେଦ୍ ବା ପାଠୟେଦ୍ ବାପି ଶୃଣୁ ୟାଚ୍ଛାବୟେଦପି ।ା

ସର୍ବ ପାପ ବିନିର୍ମୁକ୍ତୋ ବ୍ରହ୍ମ ସାୟୁଜ୍ୟମାପ୍ନୁୟାତ୍ । ।

।। ମହାନିର୍ବାଣେ କାଲି ସ୍ୱରୂପ ଶତନାମ ସ୍ତୋତ୍ରମ୍ ।ା



 

 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...