ବାସ୍ତୁ ଶାସ୍ତ୍ର--
ଗତ ପୋଷ୍ଟିଂରେ ପୂର୍ବ ଦିଗ ଉପରେ ଆଲୋଚନା କରିଥିଲି। ବର୍ତମାନ ପୂର୍ବ-ଦକ୍ଷିଣ-ପୂର୍ବ ର ଆଲୋଚନା
କରିବା।-
(୨) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -
(ବାୟୁତତ୍ୱ)
ଏହି
ଦିଗର ରଙ୍ଗ ସବୁଜ ଅଟେ । ଏହି ଦିଗ ମନ୍ଥନ ଓ ବିଶ୍ଳେଷଣର ଦିଗ ଅଟେ । ଯେକୈାଣସି ନିଷ୍ପତି ନେବା
ପୂର୍ବରୁ ଯେଉଁ ବିଚାର ଶକ୍ତି ଓ ବିଶ୍ଳେଷଣର ଆବଶ୍ୟକତା ଥାଏ ତାହାର ଦକ୍ଷତା ଏହି ଦିଗ ଯୋଗାଇ
ଦେଇଥାଏ । ଯଦି ଏହି ଦିଗରେ ଉର୍ଜା କମ୍ ଥାଏ ତେବେ ବିବେକପୂର୍ଣ୍ଣ ନିଷ୍ପତି ନେଇହୁଏନାହିଁ ।
ଯଦି ଏହି ଦିଗ ବର୍ଦ୍ଧିତ ଥାଏ ତେବେ ଅତ୍ୟଧିକ ବିଶ୍ଳେଷଣ ଦ୍ୱାରା କୈାଣସି ନିଷ୍ପତିରେ ପହଂଚି
ହୁଏନାହିଁ କିମ୍ବା ତାହା କାର୍ଯ୍ୟକାରୀ ହୁଏନାହିଁ ।
Comments
Post a Comment