Skip to main content

ା ଶ୍ରୀ କାଲୀ ଜଗନ୍ମଗଲ କବଚ ।ା

[ଏହି କବଚକୁ ବ୍ରହ୍ମ କବଚମଧ୍ୟ କୁହାଯାଇଥାଏ । ଏହି ପାଠର ପ୍ରଭାବରେ ଶତ୍ରୁଗଣ କ୍ଷୁବ୍ଧ ହୋଇଥାନ୍ତି । ଗୋଟିଏ ମାସରେ ଜିଭ ବା ଜିହ୍ୱା କବିତାମୟୀ ହୋଇଯାଏ ଏବଂ ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହାକୁ ଲେଖି ଧାରଣ କଲେ ବଶୀକରଣ ହୋଇଥାଏ । ମୃତବତ୍ସା କିମ୍ବା ବନ୍ଧ୍ୟା ଏହାକୁ ଧାରଣ କରିଲେ ଦୀର୍ଘଜୀବୀ ସନ୍ତାନ ଜନ୍ମ ଦେଇଥାଏ । ଏହି ପାଠର ସାଧକଙ୍କର ପୁତ୍ର ନାତ ିମାନଙ୍କ ପର୍ଯ୍ୟନ୍ତ ଘରମାନଙ୍କରେ ଲକ୍ଷ୍ମୀ ଚିରସ୍ଥାୟୀ ହୋଇଥାନ୍ତି । ଏବଂ ସରସ୍ୱତୀ ଜିହ୍ୱା ଉପରେ ନିବାସ କରନ୍ତି । ସାର ରୂପରେ ବୁଝିବାକୁ ହୁଏ ଯେ ଏହି ପ୍ରୟୋଗ ବିଘ୍ନମାନଙ୍କର ନାଶ କରିଥାଏ ଏବଂ ଏହାର ଅଭାବରେ ଅନେକ ବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ପ୍ରଭାବଶାଳୀ କବଚ ହସ୍ତଲିଖିତ ଭୈରବ ତନ୍ତ୍ରରୁ ଉଦ୍ଧୃତ କରି ପ୍ରସ୍ତୁତ କରାଯାଇଛି ।]

।। ଅଥ ଶ୍ରୀ ଗଜନ୍ମଂଗଲ କବଚମ ।ା

।। ଶ୍ରୀ ଭୈରବ୍ୟୁବାଚ ।ା

କାଲୀ ପଜା ଶ୍ରୁତା ନାଥ ! ଭାବାଶ୍ଚ ବିବିଧାଃ ପ୍ରଭୋ ।

ଇଦାନୀ ଂ ଶ୍ରେ ।ତୁମିଚ୍ଛାମି କବଚଂ ପୂର୍ବ ଂ ସୂଚିତଂ । ।

ତ୍ୱମେବ ସ୍ରଷ୍ଟା ପାତା ଚ ସଂହର୍ତ । ଚ ତ୍ୱମେବ ହି ।

ତ୍ୱମେବ ଶରଣଂ ନାଥ ! ତ୍ରାହି ମାଁ ଦୁଃଖ ସଂକଟାତ୍ ।ା

ସର୍ବ ଦୁଃଖ ପ୍ରଶମନଂ ସର୍ବପାପ ପ୍ରଣାଶନଂ ।

ସର୍ବ ସିଦ୍ଧି ପ୍ରଦଂପୁଣ୍ୟ ଂ କବଚଂ ପରମାଦ୍‌ଭୁତ । ।

ା ଶ୍ରୀ ଭୈରବ ଉବାଚ ।ା

ରହସ୍ୟ ଂ ଶ୍ର ୃଣୁ ବକ୍ଷାମି ଭୈରବି , ପ୍ରାଣ-ବଲ୍ଲଭେ ।

ଶ୍ର ୀ ଜଗନ୍ମ ଂଗଲ ନାମ କବଚଂ ମନ୍ତ୍ର ବିଗ୍ରହମ୍ ।

ପଠିତ୍ୱା ଧାରୟିତ୍ୱା ଚ ତ୍ରୈଲୋକ୍ୟଂ ମୋହୟେତ୍ କ୍ଷଣାତ୍ ।

ନାରାୟଣୋଃପି ୟଦ୍‌ଧୃତ୍ୱା ନାରୀ ଭୂତ୍ୱା ମହେଶ୍ୱରଂ ।ା

ୟୋଗିନଂ କ୍ଷୋଭମନୟତ୍ ୟଦ୍ ଧୃତ୍ୱା ଚ ରଘୁ ମଃ ।

ବର ତୃପ୍ତୋ ଜଘାନୈବ ରାବଣାଦି ନିଶାଚରାନ୍ ।ା

ୟସ୍ୟ ପ୍ରସାଦାବୀଶେଃହୁଂ ତ୍ରୈଲୋକ୍ୟ ବିଜୟୀ ପ୍ରଭୁଃ ।

ଧନାଧିପଃ କୁବେରୋଃପି ସୁରେଶୋଃଭୂଚ୍ଛଚୀ ପତିଃ ।ା

ଏବଂ ହି ସକଲା ଦେବାଃ ସର୍ବ ସିଦ୍ଧିଶ୍ୱରାଃ ପ୍ରିୟେ

ା ବିନିୟୋଗ ।ା

ଓଁ ଶ୍ରୀ ଜଗନ୍ମଂଗଲସ୍ୟାସ୍ୟ କବଚସ୍ୟ ଋଷିଃ ଶିବଃ ।

ଛନ୍ଦୋଃନୁଷ୍ଟୁପ୍ , ଦେବତା ଚ କାଲିକା ଦକ୍ଷିଣେରିତା ।ା

ଜଗତା ଂ ମୋହନେ, ଦୁଷ୍ଟ ବିଜେ. ଭୁକ୍ତି ମୁକ୍ତିଷୁ ।

ୟୋଷିଦାକର୍ଷଣେ ଚୈବ ବିନିୟୋଗଃ ପ୍ରକୀର୍ତିତଃ ।ା

ା ଋଷ୍ୟାଦି ନ୍ୟାସ ।ା

ଶ୍ରୀ ଶିବ ଋଷୟେ ନମଃ ଶିରସି ।

ଅନୁଷ୍ଟୁପ୍ ଛନ୍ଦ ସେ ନମଃ ମୁଖେ । ।

ଦକ୍ଷିଣା କାଲିକା ଦେବତାୟୈ ନମଃ ହୃଦି ।

ଜଗତାଂ ମୋହନେ, ଦୁଷ୍ଟ ବିଜୟେଃ ଭୁକ୍ତି ମୁକ୍ତିଷୁ ।ା

ୟୋଗିଦାକର୍ଷଣେ ଚ ବିନିୟୋଗାୟ ନମଃ ଅଂଜଲୌ ।ା

ା ଅଥ ଶ୍ରୀ ଜଗନ୍‌ମଂଗଲ କବଚଂ ।ା

ଶିରୋ ମେ କାଲିକା ପାତୁ କ୍ରୀଂ କାରୈକାକ୍ଷରୀ ପରା ।

କ୍ରୀଂ କ୍ରୀଂ କ୍ରୀଂ ମେ ଲଲାଟଂ ଚ କାଲିକା ଖଡ଼୍‌ଗ ଧାରିଣୀ ।ା

ହୂଂ ହୂଂ ପାତୁ ନେତ୍ର ୟୁଗ୍ମଂ ହ୍ରୀଂ ହ୍ରୀଂ ପାତୁ ଶ୍ରୁତି ଦ୍ୱୟଂ ।

ଦକ୍ଷିଣେ କାଲିକେ ପାତୁ ଘ୍ରାଣ ୟୁଗ୍ମଂ ମହେଶ୍ୱରି ।ା

କ୍ରୀଂ କ୍ରୀଂ କ୍ରୀଂ ରସନାଂ ପାତୁ ହୂଂ ହୂଂ ପାତୁ କପୋଲକଂ ।

ବଦନଂ ସକଲଂ ପାତୁ ହ୍ରୀଂ ହ୍ରୀଂ ସ୍ୱାହା ସ୍ୱରୂପିଣୀ ।ା

ଦ୍ୱା-ବିଂଶତ୍ୟକ୍ଷରୀ ସ୍କନ୍ଧୌ ମହାବିଦ୍ୟା ଖିଲ ପ୍ରଦା ।

ଖଡ଼୍‌ଗ ମୁଣ୍ଡଧରା କାଲୀ ସର୍ବାଂଗମଭିତୋଃବତୁ ।ା

କ୍ରୀଂ ହୂଂ ହ୍ରୀଂ ତ୍ର‌୍ୟକ୍ଷରୀ ପାତୁ ଚାମୁଣ୍ଡା ହୃଦୟଂ ମମ ।

ଐଂ ହୂଂ ଓଁ ଐଂ ସ୍ତନ ଦ୍ୱନ୍ଦଂ ହ୍ରୀଂ ଫଟ୍ ସ୍ୱାହା କକୁତ୍‌ସ୍ଥଳଂ ।ା

ଅଷ୍ଟାକ୍ଷରୀ ମହା ବିଦ୍ୟା ଭୁଜୌ ପାତୁ ସ-କର୍ତୃକା ।

କ୍ରୀଂ କ୍ରୀଂ ହୂଂ ହ୍ରୀଂ ହ୍ରୀଂ ପାତୁ କରୌ ଷଡ଼କ୍ଷରୀ ମମ ।ା

କ୍ରୀଂ ନାଭିଂ ମଧ୍ୟଦେଶଂ ଚ ଦକ୍ଷିଣେ କାଲିକେଃ ବତୁ ।

କ୍ରୀଂ ସ୍ୱାହା ପାତୁ ପୃଷ୍ଠଂ ଚ କାଲିକା ସା ଦଶାକ୍ଷରୀ ।ା

କ୍ରୀଂ ମେ ଗୁହ୍ୟଂ ସଦା ପାତୁ କାଲିକାୟୈ ନମସ୍ତତଃ ।

ସପ୍ତାକ୍ଷରୀ ମହାବିଦ୍ୟା ସର୍ବ ତନ୍ତେଷୁ ଗୋପିତା ।ା

ହ୍ରୀଂ ହ୍ରୀଂ ଦକ୍ଷିଣେ କାଲିକେ ହୂଂ ହୂଂ ପାତୁ କଟି ଦ୍ୱୟଂ ।

କାଲୀଂ କ୍ଷଶାକ୍ଷରୀ ବିଦ୍ୟା ସ୍ୱାହାନ୍ତା ଚୋର ୟୁଗ୍ମକଂ ।ା

ଓଁ ହ୍ରୀଂ କ୍ରୀଂ ସ୍ୱାହା ମେ ପାତୁ ଜାନୁନୀ କାଲିକା ସଦା ।

କାଲୀ ହୃଦୟ-ବିଦ୍ୟେୟଂ ଚତୁର୍ବର୍ଗଂ ଫଳ ପ୍ରଦା ।ା

କ୍ରୀଂ ହୂଁ ହୀଂ ପାତୁ ସା ଗୁଲ୍‌ଫଂ ଦକ୍ଷିଣେ କାଲିକେଃବତୁ ।

ହ୍ରୀଂ ହୂଁ ହ୍ରୀଂ ସ୍ୱାହା ପଦଂ ପାତୁ ଚତୁର୍ଦଶାକ୍ଷରୀ ମମ ।ା

ଖଡ଼ ୍‌ଗ ମୁଣ୍ଡ ଧରାକାଲୀ ବରଦାଭୟ ଧାରିଣୀ

ବିଦ୍ୟାଭିଃ ସକଲାଭିଃ ସା ସର୍ବାଙ୍ଗମଭିତୋଃବତୁ ।ା

କାଲୀ କପାଲିନୀ କୁଲ୍ଲା କୁରୁ କୁଲ୍ଲା ବିରୋଧିନୀ ।

ବିପ୍ର ଚିତା ି ତଥୋଗ୍ରୋଗ୍ର ପ୍ରଭା ଦୀପ୍ତା ଧନତ୍ୱିଷଃ ।ା

ନୀଲା ଗନା ବଲାକା ଚ ମାତ୍ରା ମୁଦ୍ରା ମିତା ଚ ମାଁ ।

ଏତାଃ ସର୍ବାଃ ଖଡଗ ଧରା ମୁଣ୍ଡମାଲା ବିଭୂଷଣାଃ ।ା

ରକ୍ଷନ୍ତୁ ମାଂ ଦିଗ୍ ବିଦୁକ୍ଷୁ ବ୍ରାହ୍ମୀ ନାରାୟଣୀ ତଥା ।

ମାହେଶ୍ୱରୀ ଚ ଚାମୁଣ୍ଡା କୌମାରୀ ଚାପରାଜିତ।।

ବାରାହୀ ନାରସିଂହୀ ଚ ସର୍ବାଶ୍ଚାମିତ ଭୂଷଣାଃ ।

ରକ୍ଷନ୍ତୁ ସ୍ୱୟୁଧୈବିକ୍ଷୁ ବିଦିକ୍ଷୁ ମା ଁ ୟଥା ତଥା ।!

ଶୁଭଂ ତେ କଥିତଂ ଦିବ୍ୟଂ କବଚଂ ପରମାଦ୍‌ଭୁତଂ ।

ଶ୍ରୀ ଜଗନ୍‌ମଂଗଲ ନାମ ମହା ବିଦ୍ୟୈାଧ ବିଗ୍ରହମ୍ ।ା

      ।ା ଫଳ ଶ୍ରୁତି ।ା

ତ୍ରୈଲୋକ୍ୟାକର୍ଷଣ ବ୍ରହ୍ମ କବଚଂ ମନ୍ମୁଖୋଦିତଂ ।

ଗୁରୁ ପୂଜାଂ ବିଧାୟାୟ ବିଧିବତ୍ ପ୍ରପଠେତ୍ ତତଃ ।ା

କବଚଂ ତ୍ରିଃ ସକୃଦ୍ ବାପି ୟାବ୍‌ଜଜ୍ଞାନଂ ଚ ୟା ପୁନଃ ।

ଏତଚ୍ଛତାର୍ଥମାବର୍ତ୍ୟ ତ୍ରୈଲୋକ୍ୟ ବିଜୟୀ ଭବେତ୍ ।ା

ପୁଷ୍ପାଂଜଲି କାଲିକାୟୈ ମୂଲେନୈବାର୍ପୟେତ୍ ସକୃତ୍ ।

ଶତବର୍ଷ ସହସ୍ରାଣାଂ ପୂଜାୟାଃ ଫଳମାପ୍ନୁୟାତ୍ ।ା

 ଭୂର୍ଜେ ବିଲିଖିତଂ ଚୈତତ୍ ସ୍ୱର୍ଣ୍ଣସ୍ଥଂ ଧାରୟେଦ୍ ୟଦି ।

 ଶିଖାୟାଂ ଦକ୍ଷିଣେ ବାହୈ କଣ୍ଠେ ତ୍ୱା ଧାରଣାଦ୍ ବୁଧଃ ।ା

 ତ୍ରୈଲୋକ୍ୟଂ ମୋହୟେତ୍ କ୍ରୋଧାତ୍ ତ୍ରୈଲୋକ୍ୟଂ ଚୂର୍ଣ୍ଣୟେତ୍‌କ୍ଷଣାତ୍ ।

 ପୁତ୍ରବାନ୍ ଧନବାନ ଶ୍ରୀମନ୍ନାନା ବିଦ୍ୟା ନିଧି ର୍ବେତ୍ ।ା

 ବ୍ରହ୍ମାସ୍ତ୍ରାଦୀନି ଶସ୍ତ୍ରାଣି ତଦ୍ ଗାତ୍ର ସ୍ପର୍ଶନାତ୍ ତତଃ ।

 ନାଶମାୟାନ୍ତି ସର୍ବତ୍ର କବଚସ୍ୟାସ୍ୟ କୀ ର୍ନାତ୍ ।ା

 ମୃତ-ବତ୍ସା ଚ ୟା ନାରୀ ବଂନ୍ଧ୍ୟା ଓ୍‌ବା ମୃତ ପୁତ୍ରିଣୀ ।

କଣ୍ଠେ ବା ବାମ ବାହୌ ବା କବଚସ୍ୟାସ୍ୟ ଧାରଣାତ୍ ।ା

 ବହୂପତ୍ୟା ଜୀବ ବତ୍ସା ଭବତ୍ୟେବ ନ ସଂଶୟ ।

 ନ ଦେୟଂ ପର ଶିଷ୍ୟେ ଭ୍ୟୋ ହ୍ୟଭକ୍ତେଭ୍ୟୋ ବିଶେଷତଃ ।ା

 ସ୍ପର୍ଦ୍ଧାମୁଦ୍‌ଧୂୟ କମଲା ବାଗ୍‌ଦେବୀ ମନ୍ଦିରେ ମୁଖେ ।

 ପୌତ୍ରନ୍ତ୍ରଂ ସ୍ଥୈର୍ଯ୍ୟମାସ୍ଥାୟ ନିବସତ୍ୟେବ ନିଶ୍ଚିତମ୍ ।ା

 ଇଦଂ କବଚମଙ୍କତ୍ୱା ୟୋ ଜପେଦ୍ ଦକ୍ଷ କାଲିକାଂ ।

ଶତଲକ୍ଷଂ ପ୍ରଜପ୍ତ୍ୱାପି ତସ୍ୟ ବିଦ୍ୟଶ ନ ସିଦ୍ଧୟତି ।ା

 ସହସ୍ର ଧାତମାପ୍ନୋତି ସୋଃଚିରାନ୍ମୃତ୍ୟୁମାପ୍ନୁୟାତ୍ ।

 ଜପେଦାଦୌ ଜପେଦନ୍ତେ ସପ୍ତ ବାରାଣ୍ୟଲୁ କ୍ରମାତ୍ ।ା

 ନୋଧୃତ୍ୟ ୟତ୍ର କୁତ୍ରାପି ଗୋପନୀୟଂ ପ୍ରୟତ୍ନତଃ ।

ଲିଖିତ୍ୱା ସୂର୍ଣ୍ଣ ପାତ୍ରେ ବୈ ପୂଜା କାଲେ ତୁ ସାଧକଃ ।ା

 ମୂର୍ଘ୍ନିଧାୟଁ ପ୍ରୟତ୍ନେନ ବିଦ୍ୟା ରତ୍ନ ପ୍ରପୂଜୟେତ୍ ।ା


 

Comments

Popular posts from this blog

  ଶ୍ରୀ ବିଦ୍ୟା-[45]-9-7-2021 ଶ୍ରୀବାଲା - ଗାୟତ୍ରୀ -9-7-2021 ବାଲାଶକ୍ତ୍ୟୈ ଚ ବିଦ୍ମହେ ତ୍ର୍ୟକ୍ଷର୍ୟୈ ଚ ଧୀମହି । ତନ୍ନଃ ଶକ୍ତିଃ ପ୍ରଚୋଦୟାତ୍ । ଚତୁର୍ୱିଂଶତି ସହସ୍ରଜପଃ । ଅପାମାର୍ଗେଣ ଲାଜେନ ଆଜ୍ୟେନ ଚ ହୋମଃ । ତଦ୍ଦଶାଂଶଃ , କ୍ଷୀରେଣ ତର୍ପଣଂ ତଦ୍ଦଶାଂଶଂ , ବ୍ରାହ୍ମଣଭୋଜନଂ ତଦ୍ଦଶାଂଶମ୍ । ବନ୍ଧ୍ୟାୟାଃ ପୁତ୍ରୋତ୍ପତ୍ତିଃ , କୁକ୍ଷିରୋଗନିବୃତ୍ତିଃ , ଶତ୍ରୁନାଶଃ , ରାଜବଶୀକରଣଂ ଚ ଫଲମ୍ । ଐଂ ବାଗୀଶ୍ୱର୍ୟୈ ବିଦ୍ମହେ କ୍ଲୀଂ କାମେଶ୍ୱର୍ୟୈ ଧୀମହି । ତତ୍ରଃ ଶକ୍ତିଃ ପ୍ରଚୋଦୟାତ୍ । ( ଅର୍ଧରାତ୍ରେ) ଐଂ ତ୍ରିପୁରାଦେବ୍ୟୈ ଚ ବିଦ୍ମହେ ବାଗୀଶ୍ୱର୍ୟୈ ଚ ଧୀମହି । ତନ୍ନୋ ମୁକ୍ତିଃ ପ୍ରଚୋଦୟାତ୍ । ଇତି ଶ୍ରୀବାଲାଗାୟତ୍ରୀ ସମାପ୍ତା ।  
  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପଦେ ଚ ଶାକ୍ତମପରଂ ଚନ୍ଦ୍ରପ୍ରଭାଭାସୁରଂ      ଯେ ଧ୍ୟାୟନ୍ତି ପଦତ୍ରୟଂ ତବ
  ଶ୍ରୀ ବିଦ୍ୟା—[ 55 ]-0 2 - 08 -202 1 ଶ୍ରୀବାଲା - ନାମ - ସ୍ମରଣ - ପୂର୍ୱକ - ସ୍ୱରୂପ - ଧ୍ୟାନମ୍- କଲ୍ୟାଣୀ ତ୍ରିପୁରା ବାଲା ମାୟା ତ୍ରିପୁରସୁନ୍ଦରୀ । ସୁନ୍ଦରୀ ସର୍ୱସୌଭାଗ୍ୟବତୀ ହ୍ରୀଙ୍କାରରୂପିଣୀ ॥ ୧॥ ଐଙ୍କାରୀ ସର୍ୱଜନନୀ କ୍ଲୀଙ୍କାରୀ ପରମେଶ୍ୱରୀ । ସୌଃକାରୀ ସର୍ୱଶକ୍ତ୍ୟାଢ୍ୟା ତ୍ର୍ୟକ୍ଷରୀ ଦିବ୍ୟଗନ୍ଧିନୀ ॥ ୨॥ ସଂବିଦାନନ୍ଦଲହରୀ ଶ୍ରୀବିଦ୍ୟା ତ୍ରିପୁରେଶ୍ୱରୀ । ଗୁପ୍ତା ଗୁତ୍ପତରା ନିତ୍ୟା ନିତ୍ୟା ଷୋଡଶକାବୃତା ॥ ୩॥ ଭକ୍ତାନୁରକ୍ତା ରକ୍ତାଙ୍ଗୀ ଶିବା ସର୍ୱାରୁଣା ଶୁଭା । ମୋହିନୀ ପରମାନନ୍ଦା କାମେଶୀ ତରୁଣୀ କଲା ॥ ୪॥ ପଦ୍ମାବତୀ ଭଗବତୀ ପଦ୍ମରାଗକିରୀଟିନୀ । ରକ୍ତବସ୍ତ୍ରା ରକ୍ତଭୂଷା ରକ୍ତଗନ୍ଧାନୁଲେପନା ॥ ୫॥ ସୌଗନ୍ଧିକମିଲଦ୍ୱେଣୀ ମନ୍ତ୍ରିଣୀ ମନ୍ତ୍ରପୁଷ୍ପିଣୀ । ତତ୍ତ୍ୱାସନା ତତ୍ତ୍ୱମୟୀ ସିଦ୍ଧାନ୍ତଃପୁରବାସିନୀ ॥ ୬॥ ଶ୍ରୀବାଣୀଡ୍ୟା ମହାଦେବୀ କୌଲିନୀ ପରଦେବତା । କୈବଲ୍ୟରେଖା ବଶିନୀ ସର୍ୱେଶୀ ସର୍ୱମଙ୍ଗଲା ॥ ୭॥ ନାରାୟଣୀ ବେଦବେଦ୍ୟା ସର୍ୱସମ୍ପତ୍ପ୍ରଦା ସତୀ । ଚତୁର୍ଭୁଜା ଚନ୍ଦ୍ରଚୂଡା ପୁରାଣାଗମବୋଧିତା ॥ ୮॥ ଭୂତେଶ୍ୱରୀ ଭୂତମୟୀ ପଞ୍ଚାଶଦ୍ୱର୍ଣରୂପିଣୀ । ସର୍ୱମଙ୍ଗଲମାଙ୍ଗଲ୍ୟା କାମାକ୍ଷୀ କାମଦାୟିନୀ ॥ ୯॥ କିଙ୍କରୀଭୂତଗୀର୍ୱାଣୀ ସୁଧାପାନବିନୋଦିନୀ । ଆଧାରବୀଥୀପଥିକା ସ୍ୱାଧିଷ୍ଠାନସମାଶ୍ରିତା ॥ ୧୦॥ ମଣିପୂରସମାସୀନା ଅନାହତନିବାସିନୀ