Skip to main content

 

ଶ୍ରୀ କାଲୀ ହୃଦୟ ସ୍ତୋତ୍ରମ୍‌

[ମାନ୍ୟତା ଏହା ଅଛିଯେ ଯନ୍ତ୍ର ହେଉଛି ଦେବତାମାନଙ୍କର ବାସସ୍ଥାନ ଏବଂ ମନ୍ତ୍ର ଦେବତାମାନଙ୍କର ହୃଦୟ ଅଟେ । ତେଣୁ ମନ୍ତ୍ର ଭଳି ଏହି ସ୍ତୋତ୍ର ପ୍ରଭାବଶାଳୀ ଅଟେ କାରଣ ଏହି ସ୍ତୋତ୍ର କାଳିକା ଦେବୀଙ୍କର ହୃଦୟ ଅଟେ ।ଦୁର୍ଲଭ ହସ୍ତଲିଖିତ କାଳୀ ତନ୍ତ୍ରରୁ ଏହା ପ୍ରାପ୍ତ କରି ଏହିଠାରେ ପ୍ରସ୍ତୁତ କରାଯାଇଛି, କାରଣ ଏହି ସ୍ତୋତ୍ରକୁ ପୂର୍ଣ୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହ ପାଠକଲେ ଦେବୀ ଅନୁଗ୍ରହ କରିଥାନ୍ତି ଏବଂ ସମସ୍ତ କାମନାର ପୂରଣ ହୋଇଥାଏ । ଏହି ପାଠର ପ୍ରଭାବରେ ଆୟୁ ବଢ଼ିଥାଏ, ସମ୍ମାନ ପ୍ରାପ୍ତି ହୋଇଥାଏ, ସମସ୍ତ ଶତ୍ରୁମାନଙ୍କର ବିନାଶ ହୋଇଥାଏ, ସୌଭାଗ୍ୟ ବୃଦ୍ଧି ହୋଇଥାଏ, ଭୂତ ପ୍ରେତ ଆଦିଙ୍କ ସମସ୍ୟାର ନିବାରଣ ହୋଇଥାଏ ଏବଂ ବଣ ଜଙ୍ଗଲରେ ରକ୍ଷା ହୋଇଥାଏ ।]

                                 ା ଅଥ କାଲିକା ହୃଦୟ ସ୍ତୋତ୍ରମ୍ ।ା

ଶ୍ରୀକାଲିକାହୃଦୟମ୍

କାଲୀରହସ୍ୟେ ମହାକୌତୂହଲ ଦକ୍ଷିଣାକାଲୀ ହୃଦୟ ସ୍ତୋତ୍ରମ୍

ଶ୍ରୀଗଣେଶାୟ ନମଃ ॥

ଶ୍ରୀଉମାମହେଶ୍ୱରାଭ୍ୟାଂ ନମଃ ॥

ଅଥ ଶ୍ରୀକାଲୀହୃଦୟପ୍ରାରମ୍ଭଃ ।

ଶ୍ରୀମହାକାଲ ଉବାଚ ।

ମହାକୌତୂହଲସ୍ତୋତ୍ରଂ ହୃଦୟାଖ୍ୟଂ ମହୋତ୍ତମମ୍ ।

ଶୃଣୁ ପ୍ରିୟେ ମହାଗୋପ୍ୟଂ ଦକ୍ଷିଣାୟାଃ ସୁଗୋପିତମ୍ ॥ ୧॥

ଅବାଚ୍ୟମପି ବକ୍ଷ୍ୟାମି ତବ ପ୍ରୀତ୍ୟା ପ୍ରକାଶିତମ୍ ।

ଅନ୍ୟେଭ୍ୟଃ କୁରୁ ଗୋପ୍ୟଂ ଚ ସତ୍ୟଂ ସତ୍ୟଂ ଚ ଶୈଲଜେ ॥ ୨॥

ଶ୍ରୀଦେବ୍ୟୁବାଚ ।

କସ୍ମିନ୍ ଯୁଗେ ସମୁତ୍ପନ୍ନଂ କେନ ସ୍ତୋତ୍ରଂ କୃତଂ ପୁରା ।

ତତ୍ସର୍ୱଂ କଥ୍ୟତାଂ ଶମ୍ଭୋ ଦୟାନିଧେ ମହେଶ୍ୱର ॥ ୩॥

ଶ୍ରୀମହାକାଲ ଉବାଚ ।

ପୁରା ପ୍ରଜାପତେଃ ଶୀର୍ଷଚ୍ଛେଦନଂ କୃତବାନହମ୍ ।

ବ୍ରହ୍ମହତ୍ୟାକୃତୈଃ ପାପୈର୍ଭୈରବତ୍ୱଂ ମମାଗତମ୍ ॥ ୪॥

ବ୍ରହ୍ମହତ୍ୟାବିନାଶାୟ କୃତଂ ସ୍ତୋତ୍ରଂ ମୟା ପ୍ରିୟେ ।

କୃତ୍ୟାବିନାଶକଂ ସ୍ତୋତ୍ରଂ ବ୍ରହ୍ମହତ୍ୟାପହାରକମ୍ ॥ ୫॥

ଓଁ ଅସ୍ୟ ଶ୍ରୀଦକ୍ଷିଣକାଲ୍ୟା ହୃଦୟସ୍ତୋତ୍ରମନ୍ତ୍ରସ୍ୟ ଶ୍ରୀମହାକାଲ ଋଷିଃ ।

ଉଷ୍ଣିକ୍ଛନ୍ଦଃ । ଶ୍ରୀଦକ୍ଷିଣକାଲିକା ଦେବତା ।

କ୍ରୀଂ ବୀଜଂ । ହ୍ରୀଂ ଶକ୍ତିଃ । ନମଃ କୀଲକଂ ।

ସର୍ୱତ୍ର ସର୍ୱଦା ଜପେ ବିନିୟୋଗଃ ॥

ଅଥ ହୃଦୟାଦିନ୍ୟାସଃ ।

ଓଁ କ୍ରାଂ ହୃଦୟାୟ ନମଃ ।

ଓଁ କ୍ରୀଂ ଶିରସେ ସ୍ୱାହା ।

ଓଁ କ୍ରୂଂ ଶିଖାୟୈ ବଷଟ୍ 

ଓଁ କ୍ରୈଂ କବଚାୟ ହୁଂ 

ଓଁ କ୍ରୌଂ ନେତ୍ରତ୍ରୟାୟ ବୌଷଟ୍ ।

ଓଁ କ୍ରଃ ଅସ୍ତ୍ରାୟ ଫଟ୍ ॥

ଇତି ହୃଦୟାଦିନ୍ୟାସଃ ॥

ଅଥ ଧ୍ୟାନମ୍ ।

ଓଁ ଧ୍ୟାୟେତ୍କାଲୀଂ ମହାମାୟାଂ ତ୍ରିନେତ୍ରାଂ ବହୁରୂପିଣୀମ୍ ।

ଚତୁର୍ଭୁଜାଂ ଲଲଜିହ୍ୱାଂ ପୂର୍ଣଚନ୍ଦ୍ରନିଭାନନାମ୍ ॥ ୧॥

ନୀଲୋତ୍ପଲଦଲପ୍ରଖ୍ୟାଂ ଶତ୍ରୁସଙ୍ଘବିଦାରିଣୀମ୍ ।

ନରମୁଣ୍ଡଂ ତଥା ଖଙ୍ଗଂ କମଲଂ ବରଦଂ ତଥା ॥ ୨॥

ବିଭ୍ରାଣାଂ ରକ୍ତବଦନାଂ ଦଂଷ୍ଟ୍ରାଲୀଂ ଘୋରରୂପିଣୀମ୍ ।

ଅଟ୍ଟାଟ୍ଟହାସନିରତାଂ ସର୍ୱଦା ଚ ଦିଗମ୍ବରାମ୍ ॥ ୩॥

ଶବାସନସ୍ଥିତାଂ ଦେବୀଂ ମୁଣ୍ଡମାଲାବିଭୂଷିତାମ୍ ।

ଇତି ଧ୍ୟାତ୍ୱା ମହାଦେବୀଂ ତତସ୍ତୁ ହୃଦୟଂ ପଠେତ୍ ॥ ୪॥

ଓଁ କାଲିକା ଘୋରରୂପାଢୟା ସର୍ୱକାମଫଲପ୍ରଦା ।

ସର୍ୱଦେବସ୍ତୁତା ଦେବୀ ଶତ୍ରୁନାଶଂ କରୋତୁ ମେ ॥ ୫॥

ହ୍ରୀଂହ୍ରୀଂସ୍ୱରୂପିଣୀ ଶ୍ରେଷ୍ଠା ତ୍ରିଷୁ ଲୋକେଷୁ ଦୁର୍ଲଭା ।

ତବ ସ୍ନେହାନ୍ମୟା ଖ୍ୟାତଂ ନ ଦେୟଂ ଯସ୍ୟ କସ୍ୟଚିତ୍ ॥ ୬॥

ଅଥ ଧ୍ୟାନଂ ପ୍ରବକ୍ଷ୍ୟାମି ନିଶାମୟ ପରାତ୍ମିକେ ।

ଯସ୍ୟ ବିଜ୍ଞାନମାତ୍ରେଣ ଜୀବନ୍ମୁକ୍ତୋ ଭବିଷ୍ୟତି ॥ ୭॥

ନାଗୟଜ୍ଞୋପବୀତାଞ୍ଚ ଚନ୍ଦ୍ରାର୍ଦ୍ଧକୃତଶେଖରାମ୍ ।

ଜଟାଜୂଟାଞ୍ଚ ସଞ୍ଚିନ୍ତ୍ୟ ମହାକାଲସମୀପଗାମ୍ ॥ ୮॥

 

ଏବଂ ନ୍ୟାସାଦୟଃ ସର୍ୱେ ଯେ ପ୍ରକୁର୍ୱନ୍ତି ମାନବାଃ ।

ପ୍ରାପ୍ନୁବନ୍ତି ଚ ତେ ମୋକ୍ଷଂ ସତ୍ୟଂ ସତ୍ୟଂ ବରାନନେ ॥ ୯॥

ଯନ୍ତ୍ରଂ ଶୃଣୁ ପରଂ ଦେବ୍ୟାଃ ସର୍ୱାର୍ଥସିଦ୍ଧିଦାୟକମ୍ ।

ଗୋପ୍ୟଂ ଗୋପ୍ୟତରଂ ଗୋପ୍ୟଂ ଗୋପ୍ୟଂ ଗୋପ୍ୟତରଂ ମହତ୍ ॥ ୧୦॥

ତ୍ରିକୋଣଂ ପଞ୍ଚକଂ ଚାଷ୍ଟକମଲଂ ଭୂପୁରାନ୍ୱିତମ୍ ।

ମୁଣ୍ଡପଙ୍କ୍ତିଂ ଚ ଜ୍ୱାଲାଂ ଚ କାଲୀୟନ୍ତ୍ରଂ ସୁସିଦ୍ଧିଦମ୍ ॥ ୧୧॥

ମନ୍ତ୍ରଂ ତୁ ପୂର୍ୱକଥିତଂ ଧାରୟସ୍ୱ ସଦା ପ୍ରିୟେ ।

ଦେବ୍ୟା ଦକ୍ଷିଣକାଲ୍ୟାସ୍ତୁ ନାମମାଲାଂ ନିଶାମୟ ॥ ୧୨॥

କାଲୀ ଦକ୍ଷିଣକାଲୀ ଚ କୃଷ୍ଣରୂପା ପରାତ୍ମିକା ।

ମୁଣ୍ଡମାଲା ବିଶାଲାକ୍ଷୀ ସୃଷ୍ଟିସଂହାରକାରିକା ॥ ୧୩ ॥

ସ୍ଥିତିରୂପା ମହାମାୟା ଯୋଗନିଦ୍ରା ଭଗାତ୍ମିକା ।

ଭଗସର୍ପିଃପାନରତା ଭଗୋଦ୍ୟୋତା ଭଗାଙ୍ଗଜା ॥ ୧୪ ॥

ଆଦ୍ୟା ସଦା ନବା ଘୋରା ମହାତେଜାଃ କରାଲିକା ।

ପ୍ରେତବାହା ସିଦ୍ଧିଲକ୍ଷ୍ମୀରନିରୁଦ୍ଧା ସରସ୍ୱତୀ ॥ ୧୫॥

ଏତାନି ନାମମାଲ୍ୟାନି ଯେ ପଠନ୍ତି ଦିନେ ଦିନେ ।

ତେଷାଂ ଦାସସ୍ୟ ଦାସୋଽହଂ ସତ୍ୟଂ ସତ୍ୟଂ ମହେଶ୍ୱରି ॥ ୧୬॥

ଓଁ କାଲୀଂ କାଲହରାଂ ଦେବୀ କଙ୍କାଲବୀଜରୂପିଣୀମ୍ ।

କାଲରୂପାଂ କଲାତୀତାଂ କାଲିକାଂ ଦକ୍ଷିଣାଂ ଭଜେ ॥ ୧୭॥

କୁଣ୍ଡଗୋଲପ୍ରିୟାଂ ଦେବୀଂ ଖୟମ୍ଭୂକୁସୁମେ ରତାମ୍ ।

ରତିପ୍ରିୟାଂ ମହାରୌଦ୍ରୀଂ କାଲିକାଂ ପ୍ରଣମାମ୍ୟହମ୍ ॥ ୧୮॥

ଦୂତୀପ୍ରିୟାଂ ମହାଦୂତୀଂ ଦୂତୀୟୋଗେଶ୍ୱରୀଂ ପରାମ୍ ।

ଦୂତୋୟୋଗୋଦ୍ଭବରତାଂ ଦୂତୀରୂପାଂ ନମାମ୍ୟହମ୍ ॥ ୧୯॥

କ୍ରୀଂମନ୍ତ୍ରେଣ ଜଲଂ ଜପ୍ତ୍ୱା ସପ୍ତଧା ସେଚନେନ ତୁ ।

ସର୍ୱେ ରୋଗା ବିନଶ୍ୟନ୍ତି ନାତ୍ର କାର୍ୟା ବିଚାରଣା ॥ ୨୦॥

କ୍ରୀଂସ୍ୱାହାନ୍ତୈର୍ମହାମନ୍ତ୍ରୈଶ୍ଚନ୍ଦନଂ ସାଧୟେତ୍ତତଃ ।

ତିଲକଂ କ୍ରିୟତେ ପ୍ରାଜ୍ଞୈର୍ଲୋକୋ ବଶ୍ୟୋ ଭବେତ୍ସଦା ॥ ୨୧॥

 

କ୍ରୀଂ ହୂଂ ହ୍ରୀଂ ମନ୍ତ୍ରଜପ୍ତୈଶ୍ଚ ହ୍ୟକ୍ଷତୈଃ ସପ୍ତଭିଃ ପ୍ରିୟେ ।

ମହାଭୟବିନାଶଶ୍ଚ ଜାୟତେ ନାତ୍ର ସଂଶୟଃ ॥ ୨୨॥

କ୍ରୀଂ ହ୍ରୀଂ ହ୍ରୂଂ ସ୍ୱାହା ମନ୍ତ୍ରେଣ ଶ୍ମଶାନାଗ୍ନିଂ ଚ ମନ୍ତ୍ରୟେତ୍ ।

ଶତ୍ରୋର୍ଗୃହେ ପ୍ରତିକ୍ଷିପ୍ତ୍ୱା ଶତ୍ରୋର୍ମୃତ୍ୟୁର୍ଭବିଷ୍ୟତି ॥ ୨୩॥

ହ୍ରୂଂ ହ୍ରୀଂ କ୍ରୀଂ ଚୈବ ଉଚ୍ଚାଟେ ପୁଷ୍ପଂ ସଂଶୋଧ୍ୟ ସପ୍ତଧା ।

ରିପୂଣାଂ ଚୈବ ଚୋଚ୍ଚାଟଂ ନୟତ୍ୟେବ ନ ସଂଶୟଃ ॥ ୨୪॥

ଆକର୍ଷଣେ ଚ କ୍ରୀଂ କ୍ରୀଂ କ୍ରୀଂ ଜପ୍ତ୍ୱାଽକ୍ଷତାନ୍ ପ୍ରତିକ୍ଷିପେତ୍ ।

ସହସ୍ରୟୋଜନସ୍ଥା ଚ ଶୀଘ୍ରମାଗଚ୍ଛତି ପ୍ରିୟେ ॥ ୨୫॥

କ୍ରୀଂ କ୍ରୀଂ କ୍ରୀଂ ହ୍ରୂଂ ହ୍ରୂଂ ହ୍ରୀଂ ହ୍ରୀଂ ଚ କଜ୍ଜଲଂ ଶୋଧିତଂ ତଥା ।

ତିଲକେନ ଜଗନ୍ମୋହଃ ସପ୍ତଧା ମନ୍ତ୍ରମାଚରେତ୍ ॥ ୨୬॥

ହୃଦୟଂ ପରମେଶାନି ସର୍ୱପାପହରଂ ପରମ୍ ।

ଅଶ୍ୱମେଧାଦିୟଜ୍ଞାନାଂ କୋଟିକୋଟିଗୁଣୋତ୍ତରମ୍ ॥ ୨୭॥

କନ୍ୟାଦାନାଦିଦାନାନାଂ କୋଟିକୋଟିଗୁଣଂ ଫଲମ୍ ।

ଦୂତୀୟାଗାଦିୟାଗାନାଂ କୋଟିକୋଟିଫଲଂ ସ୍ମୃତମ୍ ॥ ୨୮॥

ଗଙ୍ଗାଦିସର୍ୱତୀର୍ଥାନାଂ ଫଲଂ କୋଟିଗୁଣଂ ସ୍ମୃତମ୍ ।

ଏକଧା ପାଠମାତ୍ରେଣ ସତ୍ୟଂ ସତ୍ୟଂ ମୟୋଦିତମ୍ ॥ ୨୯॥

କୌମାରୀସ୍ୱେଷ୍ଟରୂପେଣ ପୂଜାଂ କୃତ୍ୱା ବିଧାନତଃ ।

ପଠେତ୍ସ୍ତୋତ୍ରଂ ମହେଶାନି ଜୀବନ୍ମୁକ୍ତଃ ସ ଉଚ୍ୟତେ ॥ ୩୦॥

ରଜସ୍ୱଲାଭଗଂ ଦୃଷ୍ଟ୍ୱା ପଠେଦେକାଗ୍ରମାନସଃ ।

ଲଭତେ ପରମଂ ସ୍ଥାନଂ ଦେବୀଲୋକେ ବରାନନେ ॥ ୩୧॥

ମହାଦୁଃଖେ ମହାରୋଗେ ମହାସଙ୍କଟକେ ଦିନେ ।

ମହାଭୟେ ମହାଘୋରେ ପଠେତସ୍ତୋତ୍ରଂ ମହୋତ୍ତମମ୍ ।

ସତ୍ୟଂ ସତ୍ୟଂ ପୁନଃ ସତ୍ୟଂ ଗୋପାୟେନ୍ମାତୃଜାରବତ୍ ॥ ୩୨॥

ଇତି କାଲୀରହସ୍ୟେ ଶ୍ରୀକାଲୀହୃଦୟଂ ସମାପ୍ତମ୍ ॥



 

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...