Skip to main content

 

ଶ୍ରୀମହାଗଣପତି-ପଞ୍ଚକମ୍

[ ଏହି ଧ୍ୟାନ ମନ୍ତ୍ରକୁ ପ୍ରତିଦିନ ତ୍ରିସନ୍ଧ୍ୟାରେ 11- 11 ଥର ପାଠ କଲେ ଶ୍ରିଗଣେଶ ଙ୍କ କୃପା ମିଳିଥାଏସ୍ଥିର ଲକ୍ଷ୍ମୀ ଓ ଯଶ ର ପ୍ରାପ୍ତି ହୋଇଥାଏ। ସମୟ ଅବଧି-45 ଦିନ। ପଞ୍ଚ/ଷୋଡଶ ଉପଚାର ପୂଜା]

 

ପ୍ରାତଃ ସ୍ମରାମି ଗଣନାଥମୁଖାରବିନ୍ଦଂ

     ନେତ୍ରତ୍ରୟଂ ମଦସୁଗନ୍ଧିତଗଣ୍ଡୟୁଗ୍ମମ୍ ।

ଶୁଣ୍ଡଞ୍ଚ ରତ୍ନଘଟମଣ୍ଡିତମେକଦନ୍ତଂ

     ଧ୍ୟାନେନ ଚିନ୍ତିତଫଲଂ ବିତରନ୍ନମୀକ୍ଷ୍ଣମ୍  ୧॥

 

ପ୍ରାତଃ ସ୍ମରାମି ଗଣନାଥଭୁଜାନଶେଷା-

     ନବ୍ଜାଦିଭିର୍ବିଲସିତାନ୍ ଲସିତାଙ୍ଗଦୈଶ୍ଚ ।

ଉଦ୍ଦଣ୍ଡବିଘ୍ନପରିଖଣ୍ଡନଚଣ୍ଡଦଣ୍ଡାନ୍

     ବାଞ୍ଛାଧିକଂ ପ୍ରତିଦିନଂ ବରଦାନଦକ୍ଷାନ୍  ୨॥

 

ପ୍ରାତଃ ସ୍ମରାମି ଗଣନାଥବିଶାଲଦେହଂ

     ସିନ୍ଦୂରପୁଞ୍ଜପରିରଞ୍ଜିତକାନ୍ତିକାନ୍ତମ୍ ।

ମୁକ୍ତାଫଲୈର୍ମଣିଗଣୈର୍ଲସିତଂ ସମନ୍ତାତ୍

     ଶ୍ଲିଷ୍ଟଂ ମୁଦା ଦୟିତୟା କିଲ ସିଦ୍ଧଲକ୍ଷ୍ମ୍ୟା ॥ ୩॥

 

ପ୍ରାତଃ ସ୍ତୁବେ ଗଣପତିଂ ଗଣରାଜରାଜଂ

     ମୋଦପ୍ରମୋଦସୁମୁଖାଦିଗଣୈଶ୍ଚ ଜୁଷ୍ଟମ୍

ଶକ୍ତ୍ୟଷ୍ଟଭିର୍ୱିଲସିତଂ ନତଲୋକପାଲଂ

     ଭକ୍ତାର୍ତିଭଞ୍ଜନପରଂ ବରଦଂ ବରେଣ୍ୟମ୍  ୪॥

 

ପ୍ରାତଃ ସ୍ମରାମି ଗଣନାୟକନାମରୂପଂ

     ଲମ୍ବୋଦରଂ ପରମସୁନ୍ଦରମେକଦନ୍ତମ୍ ।

ସିଦ୍ଧିପ୍ରଦଂ ଗଜମୁଖଂ ସୁମୁଖଂ ଶରଣ୍ୟଂ

     ଶ୍ରେୟସ୍କରଂ ଭୁବନମଙ୍ଗଲମାଦିଦେବମ୍  ୫॥

 

ଯଃ ଶ୍ଲୋକପଞ୍ଚକମିଦଂ ପଠତି ପ୍ରଭାତେ

     ଭକ୍ତ୍ୟା ଗୃହୀତଚରଣୋ ଗଣନାୟକସ୍ୟ

ତସ୍ମୈ ଦଦାତି ମୁଦିତୋ ବରଦାନଦକ୍ଷଃ

     ଚିନ୍ତାମଣିର୍ନିଖିଲଚିନ୍ତିତମର୍ଥକାମମ୍  ୬॥

 

ଇତି ଶ୍ରୀଦତ୍ତାତ୍ରେୟାନନ୍ଦନାଥବିରଚିତଂ ଶ୍ରୀମହାଗଣପତିପଞ୍ଚକଂ ସମ୍ପୂର୍ଣମ୍ ॥



 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...