Skip to main content

ଶ୍ରୀବିଦ୍ୟା-[15]

ଶ୍ରିବାଲା ତ୍ରିପୁର-ସୁନ୍ଦରୀ-

[ପ୍ରୟୋଗାତ୍ମକ]—[ ଶ୍ଳୋକ-6]-ସମସ୍ତ ଦୁର୍ଭାଗ୍ୟ ନାଶ

 ଶ୍ରୀବିଦ୍ୟା—[15]

ଶ୍ରୀବାଲା-ତ୍ରିପୁର-ସୁନ୍ଦରୀ—

ତ୍ରିପୁରା ଭାରତୀ ଲଘୁସ୍ତବଃ

ସୃଷ୍ଟିର ଆରମ୍ଭରେ ବ୍ରହ୍ମ ସତ୍ତା ସ୍ଵତ: ଚେତନ ହୋଇ ପ୍ରଥମେ ଜ୍ଞାନ-ଶକ୍ତି କୁ ଉତ୍ପନ୍ନ କରିଥାଏତାପରେ ଇଛା-ଶକ୍ତି ପ୍ରକଟ ହୋଇଥାଏ ଓ ବ୍ରହ୍ମ-ସତ୍ତା ଇଛା କଲେ ଯେ ମୁ ଏକରୁ ଅନେକ ହୋଇଯିବି। ତାପରେ କ୍ରିୟା-ଶକ୍ତି ପ୍ରକଟ ହେଲେ ଓ ବ୍ରହ୍ମ-ସତ୍ତା ସୃଷ୍ଟିର ରଚନା ଆରମ୍ଭ କଲେ। ଏହି ପ୍ରକାରରେ ବ୍ରହ୍ମ-ସତ୍ତା ଇଚ୍ଛା, ଜ୍ଞାନ ଓ କ୍ରିୟା—ଏହି ତିନି ରୂପରେ ପ୍ରକଟ ହୋଇ ସଂସାର ରଚନା କରି ଥାନ୍ତି। ଜ୍ଞାନ କୁ ଚିତ୍ତ-ଶକ୍ତି, ଇଚ୍ଛା କୁ ଆନନ୍ଦ ଶକ୍ତିକ୍ରିୟା କୁ ସତ୍-ଶକ୍ତି କୁହାଯାଏତେଣୁ, ବ୍ରହ୍ମ-ସତ୍ତା ର ନାମ ସଚ୍ଚିଦାନନ୍ଦ ମଧ୍ୟ ଅଟେ। 

ପ୍ରାଚୀନ ସମୟରେ ଏକ ମନ୍ତ୍ର-ଶାସ୍ତ୍ର-ସିଦ୍ଧ ଶ୍ରୀ ଲଦ୍ଧ୍ୱାଚାର୍ଯ୍ୟ ଥିଲେ। ତାଙ୍କ ଦ୍ଵାରା ବ୍ରହ୍ମ-ଧର୍ମର ଗୂଢ ରୂପରେ ଏକ ସ୍ତୋତ୍ର ସ୍ଥାପିତ କରିଥିଲେ। ଏହି ସ୍ତୋତ୍ର ଶ୍ରୀ ଲଘୁ-ସ୍ତବ-ରାଜ ନାମରେ ପ୍ରସିଦ୍ଧ ଅଟେ। ବ୍ରହ୍ମ ଧର୍ମର ତିନୋଟି ବିଜାକ୍ଷର—ଜ୍ଞାନ ଶକ୍ତି-ଐଂ’, ଇଛା-ଶକ୍ତି—କ୍ଲୀଂ ଓ କ୍ରିୟା ଶକ୍ତି—ସୌଃ ନିରୂପିତ ଅଟେ ଯାହାକି ବାଲା-ତ୍ରିପୁର-ସୁନ୍ଦରୀ ଙ୍କ ତ୍ରୟ ଅକ୍ଷର ବୀଜ ମନ୍ତ୍ର ଐଂ କ୍ଲୀଂ ସୌଃ ଅଟେ.

ସିଏ ନିଜେ ଦିଆଯାଇଥିବା ଶ୍ଳୋକର ଫଳ ଅନୁଭୂତ କରିଥିଲେ ଯାହାକୁ ଏଠାରେ ପ୍ରସ୍ତୁତ କରା ଯାଊଅଛି। ଏହି ସ୍ତବରେ 21 ଶ୍ଳୋକ ଅଛି।

ପ୍ରଥମେ ସଂକଲ୍ପ, ବିନିଯୋଗ, ରୃଷ୍ୟାଦି ନ୍ୟାସ, କର ନ୍ୟାସ, ଅଙ୍ଗ-ନ୍ୟାସ କରି ତାପରେ ଧ୍ୟାନ ମନ୍ତ୍ର ପଢିବାକୁ ହୋଇଥାଏ ଓ 16 ଉପଚାର ଆଦି କରିବାକୁ ହୋଇଥାଏ। 

ଶ୍ରୀବାଲା-ଗର୍ଭିତ ଶ୍ରୀଯନ୍ତ୍ର-

[ପ୍ରୟୋଗାତ୍ମକ]-[ଶ୍ଳୋକ-6 ]

ପ୍ରଥମେ ସଂକଲ୍ପ, ବିନିଯୋଗ, ରୃଷ୍ୟାଦି ନ୍ୟାସ, କର ନ୍ୟାସ, ଅଙ୍ଗ-ନ୍ୟାସ କରି ତାପରେ ଧ୍ୟାନ ମନ୍ତ୍ର ପଢିବାକୁ ହୋଇଥାଏ ଓ 16 ଉପଚାର ଆଦି କରିବାକୁ ହୋଇଥାଏ। 

ଶ୍ରୀ ବାଲା-ଗର୍ଭିତ ଶ୍ରୀଯନ୍ତ୍ର—

ଫଳ-ପ୍ରାପ୍ତି—ଦୁର୍ଭାଗ୍ୟ ନାଶ

ଏକୈକଂ ତବ ଦେବି ! ବୀଜମନଘଂ ସବ୍ୟଞ୍ଜନାବ୍ୟଞ୍ଜନଂ

     କୂଟସ୍ଥଂ ଯଦି ବା ପୃଥକ୍କ୍ରମଗତଂ ଯଦ୍ୱା ସ୍ଥିତଂ ବ୍ୟୁତ୍କ୍ରମାତ୍

ଯଂ ଯଂ କାମମପେକ୍ଷ୍ୟ ଯେନ ବିଧିନା କେନାପି ବା ଚିନ୍ତିତଂ

     ଜପ୍ତଂ ବା ସଫଲୀକରୋତି ତରସା ତଂ ତଂ ସମସ୍ତଂ ନୃଣାମ୍ ॥ ୬॥

ମନ୍ତ୍ର—‘’ ଧାରକସ୍ୟ ସୌଭାଗ୍ୟଂ କୁରୁ-କୁରୁ-ସ୍ଵାହା’’ ଉକ୍ତ ମନ୍ତ୍ରକୁ ପ୍ରାତ: , ମଧ୍ୟାହ୍ନ ଓ ସନ୍ଧ୍ୟା ସମୟ –ଜପ -1000 ଥର ପ୍ରତ୍ଯେକ ସନ୍ଧ୍ୟା—ଫଳ—ଦୁର୍ଭାଗ୍ୟ ନାଶ, ସମୟ ଅବଧି-40 ଦିନ-/ 160 ଦିନ, 16 ଉପଚାର ପୂଜା

 [ ପୂର୍ଣାଭିଷିକ୍ତ ଶ୍ରୀବିଦ୍ୟା ଉପାସକ ଙ୍କ ଦ୍ଵାରା ପ୍ରାଣ-ପ୍ରତିଷ୍ଠିତ ଶ୍ରୀ ବାଲା ଗର୍ଭିତ ଶ୍ରୀ ଯନ୍ତ୍ର ସମୁଖରେ ବସି ପାଠ କଲେ ଫଳ-ପ୍ରଦ ହୋଇଥାଏ।]

Please like/comment the post

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ


 

Comments

Popular posts from this blog

  ଶ୍ରୀ ବିଦ୍ୟା-[45]-9-7-2021 ଶ୍ରୀବାଲା - ଗାୟତ୍ରୀ -9-7-2021 ବାଲାଶକ୍ତ୍ୟୈ ଚ ବିଦ୍ମହେ ତ୍ର୍ୟକ୍ଷର୍ୟୈ ଚ ଧୀମହି । ତନ୍ନଃ ଶକ୍ତିଃ ପ୍ରଚୋଦୟାତ୍ । ଚତୁର୍ୱିଂଶତି ସହସ୍ରଜପଃ । ଅପାମାର୍ଗେଣ ଲାଜେନ ଆଜ୍ୟେନ ଚ ହୋମଃ । ତଦ୍ଦଶାଂଶଃ , କ୍ଷୀରେଣ ତର୍ପଣଂ ତଦ୍ଦଶାଂଶଂ , ବ୍ରାହ୍ମଣଭୋଜନଂ ତଦ୍ଦଶାଂଶମ୍ । ବନ୍ଧ୍ୟାୟାଃ ପୁତ୍ରୋତ୍ପତ୍ତିଃ , କୁକ୍ଷିରୋଗନିବୃତ୍ତିଃ , ଶତ୍ରୁନାଶଃ , ରାଜବଶୀକରଣଂ ଚ ଫଲମ୍ । ଐଂ ବାଗୀଶ୍ୱର୍ୟୈ ବିଦ୍ମହେ କ୍ଲୀଂ କାମେଶ୍ୱର୍ୟୈ ଧୀମହି । ତତ୍ରଃ ଶକ୍ତିଃ ପ୍ରଚୋଦୟାତ୍ । ( ଅର୍ଧରାତ୍ରେ) ଐଂ ତ୍ରିପୁରାଦେବ୍ୟୈ ଚ ବିଦ୍ମହେ ବାଗୀଶ୍ୱର୍ୟୈ ଚ ଧୀମହି । ତନ୍ନୋ ମୁକ୍ତିଃ ପ୍ରଚୋଦୟାତ୍ । ଇତି ଶ୍ରୀବାଲାଗାୟତ୍ରୀ ସମାପ୍ତା ।  
  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପଦେ ଚ ଶାକ୍ତମପରଂ ଚନ୍ଦ୍ରପ୍ରଭାଭାସୁରଂ      ଯେ ଧ୍ୟାୟନ୍ତି ପଦତ୍ରୟଂ ତବ
  ଶ୍ରୀ ବିଦ୍ୟା—[ 55 ]-0 2 - 08 -202 1 ଶ୍ରୀବାଲା - ନାମ - ସ୍ମରଣ - ପୂର୍ୱକ - ସ୍ୱରୂପ - ଧ୍ୟାନମ୍- କଲ୍ୟାଣୀ ତ୍ରିପୁରା ବାଲା ମାୟା ତ୍ରିପୁରସୁନ୍ଦରୀ । ସୁନ୍ଦରୀ ସର୍ୱସୌଭାଗ୍ୟବତୀ ହ୍ରୀଙ୍କାରରୂପିଣୀ ॥ ୧॥ ଐଙ୍କାରୀ ସର୍ୱଜନନୀ କ୍ଲୀଙ୍କାରୀ ପରମେଶ୍ୱରୀ । ସୌଃକାରୀ ସର୍ୱଶକ୍ତ୍ୟାଢ୍ୟା ତ୍ର୍ୟକ୍ଷରୀ ଦିବ୍ୟଗନ୍ଧିନୀ ॥ ୨॥ ସଂବିଦାନନ୍ଦଲହରୀ ଶ୍ରୀବିଦ୍ୟା ତ୍ରିପୁରେଶ୍ୱରୀ । ଗୁପ୍ତା ଗୁତ୍ପତରା ନିତ୍ୟା ନିତ୍ୟା ଷୋଡଶକାବୃତା ॥ ୩॥ ଭକ୍ତାନୁରକ୍ତା ରକ୍ତାଙ୍ଗୀ ଶିବା ସର୍ୱାରୁଣା ଶୁଭା । ମୋହିନୀ ପରମାନନ୍ଦା କାମେଶୀ ତରୁଣୀ କଲା ॥ ୪॥ ପଦ୍ମାବତୀ ଭଗବତୀ ପଦ୍ମରାଗକିରୀଟିନୀ । ରକ୍ତବସ୍ତ୍ରା ରକ୍ତଭୂଷା ରକ୍ତଗନ୍ଧାନୁଲେପନା ॥ ୫॥ ସୌଗନ୍ଧିକମିଲଦ୍ୱେଣୀ ମନ୍ତ୍ରିଣୀ ମନ୍ତ୍ରପୁଷ୍ପିଣୀ । ତତ୍ତ୍ୱାସନା ତତ୍ତ୍ୱମୟୀ ସିଦ୍ଧାନ୍ତଃପୁରବାସିନୀ ॥ ୬॥ ଶ୍ରୀବାଣୀଡ୍ୟା ମହାଦେବୀ କୌଲିନୀ ପରଦେବତା । କୈବଲ୍ୟରେଖା ବଶିନୀ ସର୍ୱେଶୀ ସର୍ୱମଙ୍ଗଲା ॥ ୭॥ ନାରାୟଣୀ ବେଦବେଦ୍ୟା ସର୍ୱସମ୍ପତ୍ପ୍ରଦା ସତୀ । ଚତୁର୍ଭୁଜା ଚନ୍ଦ୍ରଚୂଡା ପୁରାଣାଗମବୋଧିତା ॥ ୮॥ ଭୂତେଶ୍ୱରୀ ଭୂତମୟୀ ପଞ୍ଚାଶଦ୍ୱର୍ଣରୂପିଣୀ । ସର୍ୱମଙ୍ଗଲମାଙ୍ଗଲ୍ୟା କାମାକ୍ଷୀ କାମଦାୟିନୀ ॥ ୯॥ କିଙ୍କରୀଭୂତଗୀର୍ୱାଣୀ ସୁଧାପାନବିନୋଦିନୀ । ଆଧାରବୀଥୀପଥିକା ସ୍ୱାଧିଷ୍ଠାନସମାଶ୍ରିତା ॥ ୧୦॥ ମଣିପୂରସମାସୀନା ଅନାହତନିବାସିନୀ