Skip to main content

ଶ୍ରୀବିଦ୍ୟା-[17]

ଶ୍ରିବାଲା ତ୍ରିପୁର-ସୁନ୍ଦରୀ-

[ପ୍ରୟୋଗାତ୍ମକ]—[ ଶ୍ଳୋକ-8 ]-ଧନ-ସମ୍ପତି-ପ୍ରାପ୍ତି

ତ୍ରିପୁରା ଭାରତୀ ଲଘୁସ୍ତବଃ

ସୃଷ୍ଟିର ଆରମ୍ଭରେ ବ୍ରହ୍ମ ସତ୍ତା ସ୍ଵତ: ଚେତନ ହୋଇ ପ୍ରଥମେ ଜ୍ଞାନ-ଶକ୍ତି କୁ ଉତ୍ପନ୍ନ କରିଥାଏତାପରେ ଇଛା-ଶକ୍ତି ପ୍ରକଟ ହୋଇଥାଏ ଓ ବ୍ରହ୍ମ-ସତ୍ତା ଇଛା କଲେ ଯେ ମୁ ଏକରୁ ଅନେକ ହୋଇଯିବି। ତାପରେ କ୍ରିୟା-ଶକ୍ତି ପ୍ରକଟ ହେଲେ ଓ ବ୍ରହ୍ମ-ସତ୍ତା ସୃଷ୍ଟିର ରଚନା ଆରମ୍ଭ କଲେ। ଏହି ପ୍ରକାରରେ ବ୍ରହ୍ମ-ସତ୍ତା ଇଚ୍ଛା, ଜ୍ଞାନ ଓ କ୍ରିୟା—ଏହି ତିନି ରୂପରେ ପ୍ରକଟ ହୋଇ ସଂସାର ରଚନା କରି ଥାନ୍ତି। ଜ୍ଞାନ କୁ ଚିତ୍ତ-ଶକ୍ତି, ଇଚ୍ଛା କୁ ଆନନ୍ଦ ଶକ୍ତିକ୍ରିୟା କୁ ସତ୍-ଶକ୍ତି କୁହାଯାଏତେଣୁ, ବ୍ରହ୍ମ-ସତ୍ତା ର ନାମ ସଚ୍ଚିଦାନନ୍ଦ ମଧ୍ୟ ଅଟେ। 

ପ୍ରାଚୀନ ସମୟରେ ଏକ ମନ୍ତ୍ର-ଶାସ୍ତ୍ର-ସିଦ୍ଧ ଶ୍ରୀ ଲଦ୍ଧ୍ୱାଚାର୍ଯ୍ୟ ଥିଲେ। ତାଙ୍କ ଦ୍ଵାରା ବ୍ରହ୍ମ-ଧର୍ମର ଗୂଢ ରୂପରେ ଏକ ସ୍ତୋତ୍ର ସ୍ଥାପିତ କରିଥିଲେ। ଏହି ସ୍ତୋତ୍ର ଶ୍ରୀ ଲଘୁ-ସ୍ତବ-ରାଜ ନାମରେ ପ୍ରସିଦ୍ଧ ଅଟେ। ବ୍ରହ୍ମ ଧର୍ମର ତିନୋଟି ବିଜାକ୍ଷର—ଜ୍ଞାନ ଶକ୍ତି-ଐଂ’, ଇଛା-ଶକ୍ତି—କ୍ଲୀଂ ଓ କ୍ରିୟା ଶକ୍ତି—ସୌଃ ନିରୂପିତ ଅଟେ ଯାହାକି ବାଲା-ତ୍ରିପୁର-ସୁନ୍ଦରୀ ଙ୍କ ତ୍ରୟ ଅକ୍ଷର ବୀଜ ମନ୍ତ୍ର ଐଂ କ୍ଲୀଂ ସୌଃ ଅଟେ.

ସିଏ ନିଜେ ଦିଆଯାଇଥିବା ଶ୍ଳୋକର ଫଳ ଅନୁଭୂତ କରିଥିଲେ ଯାହାକୁ ଏଠାରେ ପ୍ରସ୍ତୁତ କରା ଯାଊଅଛି। ଏହି ସ୍ତବରେ 21 ଶ୍ଳୋକ ଅଛି।

ପ୍ରଥମେ ସଂକଲ୍ପ, ବିନିଯୋଗ, ରୃଷ୍ୟାଦି ନ୍ୟାସ, କର ନ୍ୟାସ, ଅଙ୍ଗ-ନ୍ୟାସ କରି ତାପରେ ଧ୍ୟାନ ମନ୍ତ୍ର ପଢିବାକୁ ହୋଇଥାଏ ଓ 16 ଉପଚାର ଆଦି କରିବାକୁ ହୋଇଥାଏ। 

ଶ୍ରୀବାଲା-ଗର୍ଭିତ ଶ୍ରୀଯନ୍ତ୍ର-

ଫଳ-ପ୍ରାପ୍ତି—ଧନ-ସମ୍ପତି-ପ୍ରାପ୍ତି

ଯେ ତ୍ୱାଂ ପାଣ୍ଡୁରପୁଣ୍ଡରୀକପଟଲସ୍ପଷ୍ଟାଭିରାମପ୍ରଭାଂ

     ସିଞ୍ଚନ୍ତୀମମୃତଦ୍ରବୈରିବ ଶିରୋ ଧ୍ୟାୟନ୍ତି ମୂର୍ଧ୍ନି ସ୍ଥିତାମ୍ ।

ଅଶ୍ରାନ୍ତଂ ବିକଟସ୍ଫୁଟାକ୍ଷରପଦା ନିର୍ୟାତି ବକ୍ତ୍ରାମ୍ବୁଜାତ୍

     ତେଷାଂ ଭାରତି ଭାରତୀ ସୁରସରିତ୍କଲ୍ଲୋଲଲୋଲୋର୍ମ୍ମିଭିଃ ॥ ୮॥

ମନ୍ତ୍ର—‘’ ଐଂ କ୍ଲୀଂ ଶ୍ରୀଂ ଧନଂ କୁରୁ-କୁରୁ-ସ୍ଵାହା’’ ଉକ୍ତ ମନ୍ତ୍ରକୁ ପ୍ରାତ: , ମଧ୍ୟାହ୍ନ ଓ ସନ୍ଧ୍ୟା ସମୟ –ଜପ -1000 ଥର ପ୍ରତ୍ଯେକ ସନ୍ଧ୍ୟା—ଫଳ—ଧନ-ସମ୍ପତି ପ୍ରାପ୍ତିସମୟ ଅବଧି-40 ଦିନ-/ 160 ଦିନ, 16 ଉପଚାର ପୂଜା

[ ପୂର୍ଣାଭିଷିକ୍ତ ଶ୍ରୀବିଦ୍ୟା ଉପାସକ ଙ୍କ ଦ୍ଵାରା ପ୍ରାଣ-ପ୍ରତିଷ୍ଠିତ ଶ୍ରୀ ବାଲା ଗର୍ଭିତ ଶ୍ରୀ ଯନ୍ତ୍ର ସମୁଖରେ ବସି ପାଠ କଲେ ଫଳ-ପ୍ରଦ ହୋଇଥାଏ।]

Please like/comment the post

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ


 

Comments

Popular posts from this blog

 ଆଜି ଆମେ ଜାଣିବା ବିଥି ବିନ୍ୟାସ କଣ ଅଟେ ଓ 'ପୂର୍ବ' ଓ 'ପୂର୍ବ-ଦକ୍ଷିଣ-ପୂର୍ବ' ଦିଗରେ ବାସ୍ତୁ ଦୋଷ କିପରି ଉତ୍ପନ୍ନ ହୁଏ ଓ ତାର ପ୍ରତିକାର କିପରି ହେବ? ଏହି ଲେଖା ପୁସ୍ତକ ' ବାସ୍ତୁ ଶାସ୍ତ୍ର' ରୁ ଉଦ୍ଧୃତ ଅଟେ। ପଦ ବିନ୍ୟାସ             ଏହା ବାସ୍ତୁ ଶାସ୍ତ୍ରର ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ଅଂଶ ଅଟେ । ଏହି ପଦ ବିନ୍ୟାସରେ ପୂଜନ କରାଯାଇଥାଏ । ପଦ ବିନ୍ୟାସ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା କେତେ ପ୍ରକାରର ଦିଗ ଅଛି ଏବଂ ତାର ମହତ୍ୱ । କିପରି ଭାବରେ ଉର୍ଜା ସୃଷ୍ଟି ହୋଇଥାଏ ଏବଂ କିପରି ଭାବରେ ଏହି ଉର୍ଜା ଦିକ୍‌ପାଳ ମାଧ୍ୟମରେ ଅଭିବ୍ୟକ୍ତି ହୋଇଥାଏ ତାହା ନିମ୍ନରେ ବର୍ଣ୍ଣନା କରାଗଲା । ସାଧାରଣତଃ ଆମ୍ଭେମାନେ ଆଠ ପ୍ରକାରର ଦିଗ ଜାଣିଥାଉ । କିନ୍ତୁ ବିଶ୍ୱକର୍ମା ପ୍ରକାଶ ଗ୍ରନ୍ଥ ଅନୁଯାୟୀ ତାହା ଷୋହଳ ଦିଗରେ ବିଭକ୍ତ ହୋଇଥାଏ । ଗୋଟିଏ ପ୍ଲଟ୍‌ର ସର୍କଲର ପରିଧି ହେଉଛି ୩୬୦ ଡିଗ୍ରୀ । ଯଦି ଆମେ ତାହାକୁ ଆଠ ଦିଗରେ ବିଭକ୍ତ କରୁ ତେବେ ପ୍ରତ୍ୟେକ ଦିଗ ୪୫ ଡିଗ୍ରୀ ହୁଏ । ଯଦି ପ୍ରତ୍ୟେକ ୪୫ ଡିଗ୍ରୀକୁ ଦୁଇ ଭାଗରେ ବିଭକ୍ତ କରାଯାଏ ତେବେ ତାହା ୨୨.୫ ଡିଗ୍ରୀ ହୋଇଥାଏ । ତେଣୁ ପ୍ଲଟ୍‌ର ଟୋଟାଲ୍ ଦିଗ ୧୬ ହୋଇଥାଏ । ନିମ୍ନରେ ଏହି ୧୬ ପ୍ରକାରର ଦିଗକୁ ବର୍ଣ୍ଣନା କରୁଅଛୁ ।   ( ୧) ପୂର୍ବଦିଗ - ଏହି ଦିଗ ବାୟୁ ତତ୍ୱର ଦିଗ ଅଟେ । ...
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...
  ଶ୍ରୀ ବିଦ୍ୟା—[ 55 ]-0 2 - 08 -202 1 ଶ୍ରୀବାଲା - ନାମ - ସ୍ମରଣ - ପୂର୍ୱକ - ସ୍ୱରୂପ - ଧ୍ୟାନମ୍- କଲ୍ୟାଣୀ ତ୍ରିପୁରା ବାଲା ମାୟା ତ୍ରିପୁରସୁନ୍ଦରୀ । ସୁନ୍ଦରୀ ସର୍ୱସୌଭାଗ୍ୟବତୀ ହ୍ରୀଙ୍କାରରୂପିଣୀ ॥ ୧॥ ଐଙ୍କାରୀ ସର୍ୱଜନନୀ କ୍ଲୀଙ୍କାରୀ ପରମେଶ୍ୱରୀ । ସୌଃକାରୀ ସର୍ୱଶକ୍ତ୍ୟାଢ୍ୟା ତ୍ର୍ୟକ୍ଷରୀ ଦିବ୍ୟଗନ୍ଧିନୀ ॥ ୨॥ ସଂବିଦାନନ୍ଦଲହରୀ ଶ୍ରୀବିଦ୍ୟା ତ୍ରିପୁରେଶ୍ୱରୀ । ଗୁପ୍ତା ଗୁତ୍ପତରା ନିତ୍ୟା ନିତ୍ୟା ଷୋଡଶକାବୃତା ॥ ୩॥ ଭକ୍ତାନୁରକ୍ତା ରକ୍ତାଙ୍ଗୀ ଶିବା ସର୍ୱାରୁଣା ଶୁଭା । ମୋହିନୀ ପରମାନନ୍ଦା କାମେଶୀ ତରୁଣୀ କଲା ॥ ୪॥ ପଦ୍ମାବତୀ ଭଗବତୀ ପଦ୍ମରାଗକିରୀଟିନୀ । ରକ୍ତବସ୍ତ୍ରା ରକ୍ତଭୂଷା ରକ୍ତଗନ୍ଧାନୁଲେପନା ॥ ୫॥ ସୌଗନ୍ଧିକମିଲଦ୍ୱେଣୀ ମନ୍ତ୍ରିଣୀ ମନ୍ତ୍ରପୁଷ୍ପିଣୀ । ତତ୍ତ୍ୱାସନା ତତ୍ତ୍ୱମୟୀ ସିଦ୍ଧାନ୍ତଃପୁରବାସିନୀ ॥ ୬॥ ଶ୍ରୀବାଣୀଡ୍ୟା ମହାଦେବୀ କୌଲିନୀ ପରଦେବତା । କୈବଲ୍ୟରେଖା ବଶିନୀ ସର୍ୱେଶୀ ସର୍ୱମଙ୍ଗଲା ॥ ୭॥ ନାରାୟଣୀ ବେଦବେଦ୍ୟା ସର୍ୱସମ୍ପତ୍ପ୍ରଦା ସତୀ । ଚତୁର୍ଭୁଜା ଚନ୍ଦ୍ରଚୂଡା ପୁରାଣାଗମବୋଧିତା ॥ ୮॥ ଭୂତେଶ୍ୱରୀ ଭୂତମୟୀ ପଞ୍ଚାଶଦ୍ୱର୍ଣରୂପିଣୀ । ସର୍ୱମଙ୍ଗଲମାଙ୍ଗଲ୍ୟା କାମାକ୍ଷୀ କାମଦାୟିନୀ ॥ ୯॥ କିଙ୍କରୀଭୂତଗୀର୍ୱାଣୀ ସୁଧାପାନବିନୋଦିନୀ । ଆଧାରବୀଥୀପଥିକା ସ୍ୱାଧିଷ୍ଠାନସମାଶ୍ରିତା ॥ ୧୦॥ ମଣିପୂରସମାସୀନା ଅନାହତନିବା...