Skip to main content

 

ନବ-ଦୁର୍ଗା ସ୍ତୁତିଃ-[2]-

[ଧ୍ୟାନ, କବଚ ଓ ସ୍ତୋତ୍ର ସହିତ]

୨. ବ୍ରହ୍ମଚାରିଣୀ (ସ୍ୱାଧିଷ୍ଠାନଚକ୍ର)

ଦଧାନା  କରପଦ୍ମାଭ୍ୟାମକ୍ଷମାଲାକମଣ୍ଡଲୂ ।

ଦେବୀ ପ୍ରସୀଦତୁ ମୟି ବ୍ରହ୍ମଚାରିଣ୍ୟନୁତ୍ତମା ॥

ଧ୍ୟାନଂ -

ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଧକୃତଶେଖରାମ୍ ।

ଜପମାଲାକମଣ୍ଡଲୁଧରାଂ ବ୍ରହ୍ମଚାରିଣୀଂ ଶୁଭାମ୍ ।

ଗୌରବର୍ଣାଂ ସ୍ୱାଧିଷ୍ଠାନସ୍ଥିତାଂ ଦ୍ୱିତୀୟଦୁର୍ଗାଂ ତ୍ରିନେତ୍ରାମ୍

ଧବଲବର୍ଣାଂ ବ୍ରହ୍ମରୂପାଂ ପୁଷ୍ପାଲଙ୍କାରଭୂଷିତାମ୍ ।

ପଦ୍ମବଦନାଂ ପଲ୍ଲବାଧରାଂ କାନ୍ତଙ୍କପୋଲାଂ ପୀନପୟୋଧରାମ୍ ।

କମନୀୟାଂ ଲାବଣ୍ୟାଂ ସ୍ମେରମୁଖୀଂ ନିମ୍ନନାଭିଂ ନିତମ୍ବନୀମ୍ ॥

ସ୍ତୋତ୍ରଂ -

ତପଶ୍ଚାରିଣୀ ତ୍ୱଂ ହି ତାପତ୍ରୟନିବାରିଣୀ ।

ବ୍ରହ୍ମରୂପଧରାଂ ବ୍ରହ୍ମଚାରିଣୀଂ ପ୍ରଣମାମ୍ୟହମ୍ ॥

ନବଚକ୍ରଭେଦିନୀ ତ୍ୱଂ ହି ନବ ଐଶ୍ୱର୍ୟପ୍ରଦାୟିନୀ ।

ଧନଦାଂ ସୁଖଦାଂ ବ୍ରହ୍ମଚାରିଣୀଂ ପ୍ରଣମାମ୍ୟହମ୍ ॥

ଶଙ୍କରପ୍ରିୟା ତ୍ୱଂ ହି ଭୁକ୍ତି-ମୁକ୍ତିଦାୟିନୀ ।

ଶାନ୍ତିଦାଂ ମାନଦାଂ ବ୍ରହ୍ମଚାରିଣୀଂ ପ୍ରଣମାମ୍ୟହମ୍ ।

କବଚମ୍ -

ତ୍ରିପୁରା ମେ ହୃଦୟଂ ପାତୁ ଲଲାଟଂ ପାତୁ ଶଙ୍କରଭାମିନୀ

ଅର୍ପଣା ସଦା ପାତୁ ନେତ୍ରୌ ଅଧରୌ ଚ କପୋଲୌ ॥

ପଞ୍ଚଦଶୀ କଣ୍ଠଂ ପାତୁ ମଧ୍ୟଦେଶଂ ପାତୁ ମାହେଶ୍ୱରୀ

ଷୋଡଶୀ ସଦା ପାତୁ ନଭୋ ଗୃହୋ ଚ ପାଦୟୋ ।

ଅଙ୍ଗପ୍ରତ୍ୟଙ୍ଗଂ ସତତଂ ପାତୁ ବ୍ରହ୍ମଚାରିଣୀ ॥

କୈଲାଶ ନାଥ ଅଗ୍ରୱାଲ,  

Continue…..



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...