Skip to main content

 

ଶ୍ରୀ ବିଦ୍ୟା-[6]

ଶ୍ରୀବାଲାଷ୍ଟୋତ୍ତର-ଶତନା-ସ୍ତୋତ୍ରମ୍

ଫଳଶ୍ରୁତି ଅନୁଯାଇ—ସର୍ବ-ସିଦ୍ଧି

[ପ୍ରାଣ ପ୍ରତିଷ୍ଠିତ ଶ୍ରୀଯନ୍ତ୍ର ସାମ୍ନାରେ ବସି ପାଠ କଲେ ଫଳ ପ୍ରାପ୍ତିର ସମ୍ଭାବନା ବଢି ଯାଇଥାଏଏହି ପ୍ରାଣ ପ୍ରତିଷ୍ଠା ବିଧିରେ ଓ କ୍ରମରେ ହେବା ଦରକାରଏହି ଯନ୍ତ୍ର ଲକ୍ଷ୍ମୀ ଯନ୍ତ୍ର ନୁହେଏହି ଯନ୍ତ୍ରକୁ କୌଣସି ଶ୍ରୀବିଦ୍ୟା ଉପାସକ ଙ୍କ ଦ୍ଵାରା କରାଇଲେ ବିଶେଷ ଫଳପ୍ରଦ ହେବ]

ଅସ୍ୟ ଶ୍ରୀବାଲାତ୍ରିପୁରସୁନ୍ଦର୍ୟଷ୍ଟୋତ୍ତରଶତନାମସ୍ତୋତ୍ରମହାମନ୍ତ୍ରସ୍ୟ

ଦକ୍ଷିଣାମୂର୍ତିଃ ଋଷିଃ । ଅନୁଷ୍ଟୁପ୍ ଛନ୍ଦଃ । ଶ୍ରୀ ବାଲାତ୍ରିପୁରସୁନ୍ଦରୀ ଦେବତା ।

ଐଂ ବୀଜମ୍ । ସୌଃ ଶକ୍ତିଃ । କ୍ଲୀଂ କୀଲକମ୍ ।

ଶ୍ରୀବାଲାତ୍ରିପୁରସୁନ୍ଦରୀପ୍ରସାଦସିଦ୍ଧ୍ୟର୍ଥେ ନାମପାରାୟଣେ ବିନିୟୋଗଃ ।

ଓଂ ଐଂ ଅଙ୍ଗୁଷ୍ଠାଭ୍ୟାଂ ନମଃ । କ୍ଲୀଂ ତର୍ଜନୀଭ୍ୟାଂ ନମଃ ।

ସୌଃ ମଧ୍ୟମାଭ୍ୟାଂ ନମଃ । ଐଂ ଅନାମିକାଭ୍ୟାଂ ନମଃ ।

କ୍ଲୀଂ କନିଷ୍ଠିକାଭ୍ୟାଂ ନମଃ । ସୌଃ କରତଲକରପୃଷ୍ଠାଭ୍ୟାଂ ନମଃ ।

ଐଂ ହୃଦୟାୟ ନମଃ । କ୍ଲୀଂ ଶିରସେ ସ୍ୱାହା । ସୌଃ ଶିଖାୟୈ ବଷଟ୍ ।

ଐଂ କବଚାୟ ହୁମ୍ । କ୍ଲୀଂ ନେତ୍ରତ୍ରୟାୟ ବୌଷଟ୍ । ସୌଃ ଅସ୍ତ୍ରାୟ ଫଟ୍ ।

ଭୂର୍ଭୁବସ୍ସୁବରୋଂ ଇତି ଦିଗ୍ବନ୍ଧଃ ।

ଧ୍ୟାନମ୍-

ପାଶାଙ୍କୁଶେ ପୁସ୍ତକାକ୍ଷସୂତ୍ରେ ଚ ଦଧତୀ କରୈଃ ।

ରକ୍ତା ତ୍ର୍ୟକ୍ଷା ଚନ୍ଦ୍ରଫାଲା ପାତୁ ବାଲା ସୁରାର୍ଚିତା ॥

ଲମିତ୍ୟାଦି ପଞ୍ଚପୂଜା \-

ଲଂ ପୃଥିବ୍ୟାତ୍ମିକାୟୈ ଗନ୍ଧଂ ସମର୍ପୟାମି ।

ହଂ ଆକାଶାତ୍ମିକାୟୈ ପୁଷ୍ପାଣି ସମର୍ପୟାମି ।

ଯଂ ବାୟ୍ୱାତ୍ମିକାୟୈ ଧୂପମାଘ୍ରାପୟାମି ।

ରଂ ଅଗ୍ନ୍ୟାତ୍ମିକାୟୈ ଦୀପଂ ଦର୍ଶୟାମି ।

ବଂ ଅମୃତାତ୍ମିକାୟୈ ଅମୃତୋପହାରଂ ନିବେଦୟାମି ।

ସଂ ସର୍ୱାତ୍ମିକାୟୈ ସର୍ୱୋପଚାରପୂଜାଃ ସମର୍ପୟାମି ॥

ଅଥ ଶ୍ରୀ ବାଲା ଅଷ୍ଟୋତ୍ତରଶତନାମସ୍ତୋତ୍ରମ୍ ।

ଓଁ କଲ୍ୟାଣୀ ତ୍ରିପୁରା ବାଲା ମାୟା ତ୍ରିପୁରସୁନ୍ଦରୀ ।

ସୁନ୍ଦରୀ ସୌଭାଗ୍ୟବତୀ କ୍ଲୀଙ୍କାରୀ ସର୍ୱମଙ୍ଗଲା ॥ ୧॥

ହ୍ରୀଙ୍କାରୀ ସ୍କନ୍ଦଜନନୀ ପରା ପଞ୍ଚଦଶାକ୍ଷରୀ ।

ତ୍ରିଲୋକୀ ମୋହନାଧୀଶା ସର୍ୱେଶୀ ସର୍ୱରୂପିଣୀ ॥ ୨॥

ସର୍ୱସଂକ୍ଷୋଭିଣୀ ପୂର୍ଣା ନବମୁଦ୍ରେଶ୍ୱରୀ ଶିବା ।

ଅନଙ୍ଗକୁସୁମା ଖ୍ୟାତା ଅନଙ୍ଗା ଭୁବନେଶ୍ୱରୀ ॥ ୩॥

ଜପ୍ୟା ସ୍ତବ୍ୟା ଶ୍ରୁତିର୍ନିତା ନିତ୍ୟକ୍ଲିନ୍ନାଽମୃତୋଦ୍ଭବା ।

ମୋହିନୀ ପରମାଽଽନନ୍ଦା କାମେଶତରୁଣା କଲା ॥ ୪॥

କଲାବତୀ ଭଗବତୀ ପଦ୍ମରାଗକିରୀଟିନୀ ।

ସୌଗନ୍ଧିନୀ ସରିଦ୍ୱେଣୀ ମନ୍ତ୍ରିଣି ମନ୍ତ୍ରରୂପିଣି ॥ ୫॥

ତତ୍ତ୍ୱତ୍ରୟୀ ତତ୍ତ୍ୱମୟୀ ସିଦ୍ଧା ତ୍ରିପୁରବାସିନୀ ।

ଶ୍ରୀର୍ମତିଶ୍ଚ ମହାଦେବୀ କୌଲିନୀ ପରଦେବତା ॥ ୬॥

କୈବଲ୍ୟରେଖା ବଶିନୀ ସର୍ୱେଶୀ ସର୍ୱମାତୃକା ।

ବିଷ୍ଣୁସ୍ୱସା ଦେବମାତା ସର୍ୱସମ୍ପତ୍ପ୍ରଦାୟିନୀ ॥ ୭॥

କିଙ୍କରୀ ମାତା ଗୀର୍ୱାଣୀ ସୁରାପାନାନୁମୋଦିନୀ ।

ଆଧାରାହିତପତ୍ନୀକା ସ୍ୱାଧିଷ୍ଠାନସମାଶ୍ରୟା ॥ ୮॥

ଅନାହତାବ୍ଜନିଲୟା ମଣିପୂରାସମାଶ୍ରୟା ।

ଆଜ୍ଞା ପଦ୍ମାସନାସୀନା ବିଶୁଦ୍ଧସ୍ଥଲସଂସ୍ଥିତା ॥ ୯॥

ଅଷ୍ଟାତ୍ରିଂଶତ୍କଲାମୂର୍ତି ସ୍ସୁଷୁମ୍ନା ଚାରୁମଧ୍ୟମା ।

ଯୋଗେଶ୍ୱରୀ ମୁନିଧ୍ୟେୟା ପରବ୍ରହ୍ମସ୍ୱରୂପିଣୀ ॥ ୧୦॥

ଚତୁର୍ଭୁଜା ଚନ୍ଦ୍ରଚୂଡା ପୁରାଣାଗମରୂପିନୀ ।

ଐଂକାରାଦିର୍ମହାବିଦ୍ୟା ପଞ୍ଚପ୍ରଣବରୂପିଣୀ ॥ ୧୧॥

ଭୂତେଶ୍ୱରୀ ଭୂତମୟୀ ପଞ୍ଚାଶଦ୍ୱର୍ଣରୂପିଣୀ ।

ଷୋଢାନ୍ୟାସ ମହାଭୂଷା କାମାକ୍ଷୀ ଦଶମାତୃକା ॥ ୧୨॥

ଆଧାରଶକ୍ତିଃ ତରୁଣୀ ଲକ୍ଷ୍ମୀଃ ତ୍ରିପୁରଭୈରବୀ ।

ଶାମ୍ଭବୀ ସଚ୍ଚିଦାନନ୍ଦା ସଚ୍ଚିଦାନନ୍ଦରୂପିଣୀ ॥ ୧୩॥

ମାଙ୍ଗଲ୍ୟ ଦାୟିନୀ ମାନ୍ୟା ସର୍ୱମଙ୍ଗଲକାରିଣୀ ।

ଯୋଗଲକ୍ଷ୍ମୀଃ ଭୋଗଲକ୍ଷ୍ମୀଃ ରାଜ୍ୟଲକ୍ଷ୍ମୀଃ ତ୍ରିକୋଣଗା ॥ ୧୪॥

ସର୍ୱସୌଭାଗ୍ୟସମ୍ପନ୍ନା ସର୍ୱସମ୍ପତ୍ତିଦାୟିନୀ ।

ନବକୋଣପୁରାବାସା ବିନ୍ଦୁତ୍ରୟସମନ୍ୱିତା ॥ ୧୫॥

ନାମ୍ନାମଷ୍ଟୋତ୍ତରଶତଂ ପଠେନ୍ନ୍ୟାସସମନ୍ୱିତଂ ।

ସର୍ୱସିଦ୍ଧିମବାପ୍ନୋତୀ ସାଧକୋଭୀଷ୍ଟମାପ୍ନୁୟାତ୍ ॥ ୧୬

ଇତି ଶ୍ରୀ ରୁଦ୍ରୟାମଲତନ୍ତ୍ରେ ଉମାମହେଶ୍ୱରସଂବାଦେ

ଶ୍ରୀ ବାଲା ଅଷ୍ଟୋତ୍ତରଶତନାମସ୍ତୋତ୍ରମ୍ ସମ୍ପୂର୍ଣମ୍ ।

Kailash nath agrwal, srividyaa upasak.



 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...