One declaration---
ଆସନ୍ତା 12.05.2021 ଠାରୁ ‘ଶ୍ରୀବିଦ୍ୟା’ [ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ] ଉପରେ ବିସ୍ତ୍ରୁତ ବିବରଣୀ କ୍ରମରେ ଦିଆଯିବ। ଏଥିରେ
ଗୃହସ୍ଥ ଙ୍କ ନିମିତ ସହଜ ଓ ସରଳ ଅନେକ ପ୍ରୟୋଗାତ୍ମକ ସ୍ତୁତି ଓ ସ୍ତୋତ୍ର, ଲଳିତା-ସହସ୍ର-ନାମ, ଲଳିତା-ତ୍ରିସତି-ନାମ ଆଦି, ‘ନବ-ଆବରଣ-ପୂଜା’, ଖଡ୍ଗମାଳା ସ୍ତୋତ୍ର, ଦାରିଦ୍ର୍ୟ-ଧ୍ଵଂସିନୀ ପୂଜା, ଦୁର୍ଭାଗ୍ୟ-ନାସିନୀ ପୂଜା ସହିତ
ଆଧ୍ୟାତ୍ମିକ ବିବରଣୀ ସମାହିତ ହେବ। ଆଶାକରେ, ପାଠକ ବନ୍ଧୁ ଏହାଦ୍ଵାରା
ଲାଭାନ୍ଵିତ ହୋଇ ନିଜ ପରିବାର’ର ସୁଖ, ଶାନ୍ତି
ଓ ସମୃଦ୍ଧି ଆଣିପାରିବେ।
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ

Comments
Post a Comment