One declaration---
ଆସନ୍ତା 12.05.2021 ଠାରୁ ‘ଶ୍ରୀବିଦ୍ୟା’ [ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ] ଉପରେ ବିସ୍ତ୍ରୁତ ବିବରଣୀ କ୍ରମରେ ଦିଆଯିବ।
ଏଥିରେ ଗୃହସ୍ଥ ଙ୍କ ନିମିତ ସହଜ ଓ ସରଳ ଅନେକ ପ୍ରୟୋଗାତ୍ମକ ସ୍ତୁତି ଓ ସ୍ତୋତ୍ର, ଲଳିତା-ସହସ୍ର-ନାମ, ଲଳିତା-ତ୍ରିସତି-ନାମ ଆଦି, ‘ନବ-ଆବରଣ-ପୂଜା’, ଖଡ୍ଗମାଳା
ସ୍ତୋତ୍ର, ଦାରିଦ୍ର୍ୟ-ଧ୍ଵଂସିନୀ ପୂଜା,
ଦୁର୍ଭାଗ୍ୟ-ନାସିନୀ ପୂଜା ସହିତ ଆଧ୍ୟାତ୍ମିକ ବିବରଣୀ ସମାହିତ ହେବ। ଆଶାକରେ, ପାଠକ ବନ୍ଧୁ ଏହାଦ୍ଵାରା ଲାଭାନ୍ଵିତ ହୋଇ ନିଜ ପରିବାର’ର
ସୁଖ, ଶାନ୍ତି ଓ ସମୃଦ୍ଧି ଆଣିପାରିବେ।
ଏହି
ବିଷୟ-ବସ୍ତୁ ‘ ଶ୍ରୀବିଦ୍ୟା ଓ ଶକ୍ତି ଉପାସନା’ ଗ୍ରୁପ ରେ
ପ୍ରକାଶ ହେବ।

Comments
Post a Comment