One
declaration---
ଆସନ୍ତା 12.05.2021 ଠାରୁ ‘ଶ୍ରୀବିଦ୍ୟା’ [ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ] ଉପରେ ବିସ୍ତ୍ରୁତ ବିବରଣୀ କ୍ରମରେ ଦିଆଯିବ।
ଏଥିରେ ଗୃହସ୍ଥ ଙ୍କ ନିମିତ ସହଜ ଓ ସରଳ ଅନେକ ପ୍ରୟୋଗାତ୍ମକ ସ୍ତୁତି ଓ ସ୍ତୋତ୍ର, ଲଳିତା-ସହସ୍ର-ନାମ, ଲଳିତା-ତ୍ରିସତି-ନାମ ଆଦି, ‘ନବ-ଆବରଣ-ପୂଜା’, ଖଡ୍ଗମାଳା
ସ୍ତୋତ୍ର, ଦାରିଦ୍ର୍ୟ-ଧ୍ଵଂସିନୀ ପୂଜା,
ଦୁର୍ଭାଗ୍ୟ-ନାସିନୀ ପୂଜା ସହିତ ଆଧ୍ୟାତ୍ମିକ ବିବରଣୀ ସମାହିତ ହେବ। ଏହା ସହିତ ଆଗରୁ ଚାଲି
ଆସୁଥିବା ‘ ପୂଜା-ରହସ୍ୟ’, ‘ବାସ୍ତୁ ଶାସ୍ତ୍ର’’ ଓ ‘ସୌନ୍ଦର୍ଯ୍ୟ
ଲହରୀ’ର ପ୍ରୟୋଗ ପ୍ରକାଶିତ ହେଉଥିବ। ଏହି ଲେଖା ସବୁ ଆପଣଙ୍କ ସମସ୍ୟା’ର ସମାଧାନ ରୂପରେ ଆସିବ।
ଏହି
ବିଷୟ-ବସ୍ତୁ ‘ ଶ୍ରୀବିଦ୍ୟା ଓ
ଶକ୍ତି ଉପାସନା’ ଗ୍ରୁପ ରେ
ପ୍ରକାଶ ହେବ। ତେଣୁ, ଅନୁରୋଧ ଯେ ଆପଣ
ମାନେ ଉକ୍ତ ଗ୍ରୁପ’ ର ମେମ୍ବର ହୋଇ
ଏହି ହେବାକୁ ଥିବା ପ୍ରକାଶିତ ବିଷୟ-ବସ୍ତୁ ଦ୍ଵାରା ଆଶାନୁହେ ବରଂ ବିଶ୍ଵାସ ଅଟେ ଯେ , ପାଠକ ବନ୍ଧୁ ଏହାଦ୍ଵାରା
ଲାଭାନ୍ଵିତ ହୋଇ ନିଜ ପରିବାର’ର ସୁଖ,
ଶାନ୍ତି ଓ ସମୃଦ୍ଧି ଆଣିପାରିବେ।
ଅଧିକନ୍ତୁ, ଶ୍ରୀବିଦ୍ୟା ସାଧକ ଙ୍କ
ନିମିତ ଏହା ଉପଯୋଗୀ ଅଟେ।
କୈଲାଶ
ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ

Comments
Post a Comment