Skip to main content

 

ନବ-ଦୁର୍ଗା ସ୍ତୁତିଃ-05-06-2021

[ଧ୍ୟାନ, କବଚ ଓ ସ୍ତୋତ୍ର ସହିତ]

ଗତାଙ୍କରୁ ଆଗେ--

୮. ମହାଗୌରୀ (ସୋମଚକ୍ର)

ଶ୍ୱେତେ ବୃଷେ ସମାରୂଢା ଶ୍ୱେତାମ୍ବରଧରା ଶୁଚିଃ ।

ମହାଗୌରୀ ଶୁଭଂ ଦଦ୍ୟାନ୍ମହାଦେବପ୍ରମୋଦଦା ॥

ଓଁ ନମୋ ଭଗବତି ମହାଗୌରି ବୃଷାରୂଢେ ଶ୍ରୀଂ ହ୍ରୀଂ କ୍ଲୀଂ ହୁଂ ଫଟ୍ ସ୍ୱାହା ।

(ଭଗବତୀ ମହାଗୌରୀ ବୃଷଭ କେ ପୀଠ ପର ବିରାଜମାନ ହୈଂ, ଜିନକେ ମସ୍ତକ ପର ଚନ୍ଦ୍ର କା ମୁକୁଟ ହୈ । ମଣିକାନ୍ତିମଣି କେ ସମାନ କାନ୍ତି ବାଲୀ ଅପନୀ ଚାର ଭୁଜାଓଂ ମେଂ ଶଙ୍ଖ, ଚକ୍ର, ଧନୁଷ ଔର ବାଣ ଧାରଣ କିଏ ହୁଏ ହୈଂ, ଜିନକେ କାନୋଂ ମେଂ ରତ୍ନଜଡିତ କୁଣ୍ଡଲ ଝିଲମିଲାତେ ହୈଂ, ଐସୀ ଭଗବତୀ ମହାଗୌରୀ ହୈଂ।)

ଧ୍ୟାନ-

ବନ୍ଦେ ବାଞ୍ଛିତକାମାର୍ଥଂ ଚନ୍ଦ୍ରାର୍ଧକୃତଶେଖରାମ୍ ।

ସିଂହାରୂଢାଂ ଚତୁର୍ଭୁଜାଂ ମହାଗୌରୀଂ ଯଶସ୍ୱୀନୀମ୍ ॥

ପୁର୍ଣେନ୍ଦୁନିଭାଂ ଗୌରୀଂ ସୋମବକ୍ରସ୍ଥିଆତାଂ ଅଷ୍ଟମଦୁର୍ଗାଂ ତ୍ରିନେତ୍ରାମ୍ ।

ବରାଭୀତିକରାଂ ତ୍ରିଶୂଲଡମରୂଧରାଂ ମହାଗୌରୀଂ ଭଜେଽହମ୍ ॥

ପଟାମ୍ବରପରିଧାନାଂ ମୃଦୁହାସ୍ୟାଂ ନାନାଲଙ୍କାରଭୂଷିତାମ୍ ।

ମଞ୍ଜୀରହାରକେୟୂରକିଙ୍କିଣୀରତ୍ନକୁଣ୍ଡଲମଣ୍ଡିତାମ୍ ॥

ପ୍ରଫୁଲ୍ଲବଦନାଂ ପଲ୍ଲବାଧରାଂ କାନ୍ତକପୋଲାଂ ତ୍ରୈଲୋକ୍ୟମୋହନୀମ୍ ।

କମନୀୟାଂ ଲାବଣ୍ୟାଂ ମୃଣାଲାଂ ଚନ୍ଦନଗନ୍ଧଲିପ୍ତାମ୍ ॥

ସ୍ତୋତ୍ରମ୍ -

ସର୍ୱସଙ୍କଟହନ୍ତ୍ରୀ ତ୍ୱଂ ଧନୈଶ୍ୱର୍ୟପ୍ରଦାୟନୀ

ଜ୍ଞାନଦା ଚତୁର୍ୱେଦମୟୀ ମହାଗୌରୀଂ ପ୍ରଣମାମ୍ୟହମ୍ ॥

ସୁଖଶାନ୍ତିଦାତ୍ରୀଂ, ଧନଧାନ୍ୟପ୍ରଦାୟନୀମ୍

ଡମରୂବାଦନପ୍ରିୟାଂ ମହାଗୌରୀଂ ପ୍ରଣମାମ୍ୟହମ୍ ॥

ତ୍ରୈଲୋକ୍ୟମଙ୍ଗଲା ତ୍ୱଂ ହି ତାପତ୍ରୟବିନାଶିନୀଂ ପ୍ରଣମାମ୍ୟହମ୍ ।

ବରଦା ଚୈତନ୍ୟମୟୀ ମହାଗୌରୀଂ ପ୍ରଣମାମ୍ୟହମ୍ ॥

କବଚମ୍ -

ଓଙ୍କାରଃ ପାତୁ ଶୀର୍ଷେ ମାଂ, ହ୍ରୀଂ ବୀଜଂ ମାଂ ହୃଦୟେ ।

କ୍ଲୀଂ ବୀଜଂ ସଦା ପାତୁ ନଭୋ ଗୃହୋ ଚ ପାଦୟୋଃ ॥

ଲଲାଟକର୍ଣୌ ହୂଂ ବୀଜଂ ପାତୁ ମହାଗୌରୀ ମାଂ ନେତ୍ରଘ୍ରାଣୌ ।

କପୋଲଚିବୁକୌ ଫଟ୍ ପାତୁ ସ୍ୱାହା ମାଂ ସର୍ୱବଦନୌ ॥

kailash nath agrawl



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...