Skip to main content

 

ଶ୍ରୀବିଦ୍ୟା-[20]

ଶ୍ରିବାଲା ତ୍ରିପୁର-ସୁନ୍ଦରୀ-

[ପ୍ରୟୋଗାତ୍ମକ]—[ ଶ୍ଳୋକ-11 ]-ସର୍ବତ୍ର-ଶୁଭତ୍ତ୍ଵ--ପ୍ରାପ୍ତି

ତ୍ରିପୁରା ଭାରତୀ ଲଘୁସ୍ତବଃ

ସୃଷ୍ଟିର ଆରମ୍ଭରେ ବ୍ରହ୍ମ ସତ୍ତା ସ୍ଵତ: ଚେତନ ହୋଇ ପ୍ରଥମେ ଜ୍ଞାନ-ଶକ୍ତି କୁ ଉତ୍ପନ୍ନ କରିଥାଏତାପରେ ଇଛା-ଶକ୍ତି ପ୍ରକଟ ହୋଇଥାଏ ଓ ବ୍ରହ୍ମ-ସତ୍ତା ଇଛା କଲେ ଯେ ମୁ ଏକରୁ ଅନେକ ହୋଇଯିବି। ତାପରେ କ୍ରିୟା-ଶକ୍ତି ପ୍ରକଟ ହେଲେ ଓ ବ୍ରହ୍ମ-ସତ୍ତା ସୃଷ୍ଟିର ରଚନା ଆରମ୍ଭ କଲେ। ଏହି ପ୍ରକାରରେ ବ୍ରହ୍ମ-ସତ୍ତା ଇଚ୍ଛା, ଜ୍ଞାନ ଓ କ୍ରିୟା—ଏହି ତିନି ରୂପରେ ପ୍ରକଟ ହୋଇ ସଂସାର ରଚନା କରି ଥାନ୍ତି। ଜ୍ଞାନ କୁ ଚିତ୍ତ-ଶକ୍ତି, ଇଚ୍ଛା କୁ ଆନନ୍ଦ ଶକ୍ତିକ୍ରିୟା କୁ ସତ୍-ଶକ୍ତି କୁହାଯାଏତେଣୁ, ବ୍ରହ୍ମ-ସତ୍ତା ର ନାମ ସଚ୍ଚିଦାନନ୍ଦ ମଧ୍ୟ ଅଟେ। 

ପ୍ରାଚୀନ ସମୟରେ ଏକ ମନ୍ତ୍ର-ଶାସ୍ତ୍ର-ସିଦ୍ଧ ଶ୍ରୀ ଲଦ୍ଧ୍ୱାଚାର୍ଯ୍ୟ ଥିଲେ। ତାଙ୍କ ଦ୍ଵାରା ବ୍ରହ୍ମ-ଧର୍ମର ଗୂଢ ରୂପରେ ଏକ ସ୍ତୋତ୍ର ସ୍ଥାପିତ କରିଥିଲେ। ଏହି ସ୍ତୋତ୍ର ଶ୍ରୀ ଲଘୁ-ସ୍ତବ-ରାଜ ନାମରେ ପ୍ରସିଦ୍ଧ ଅଟେ। ବ୍ରହ୍ମ ଧର୍ମର ତିନୋଟି ବିଜାକ୍ଷର—ଜ୍ଞାନ ଶକ୍ତି-ଐଂ’, ଇଛା-ଶକ୍ତି—କ୍ଲୀଂ ଓ କ୍ରିୟା ଶକ୍ତି—ସୌଃ ନିରୂପିତ ଅଟେ ଯାହାକି ବାଲା-ତ୍ରିପୁର-ସୁନ୍ଦରୀ ଙ୍କ ତ୍ରୟ ଅକ୍ଷର ବୀଜ ମନ୍ତ୍ର ଐଂ କ୍ଲୀଂ ସୌଃ ଅଟେ.

ସିଏ ନିଜେ ଦିଆଯାଇଥିବା ଶ୍ଳୋକର ଫଳ ଅନୁଭୂତ କରିଥିଲେ ଯାହାକୁ ଏଠାରେ ପ୍ରସ୍ତୁତ କରା ଯାଊଅଛି। ଏହି ସ୍ତବରେ 21 ଶ୍ଳୋକ ଅଛି।

ପ୍ରଥମେ ସଂକଲ୍ପ, ବିନିଯୋଗ, ରୃଷ୍ୟାଦି ନ୍ୟାସ, କର ନ୍ୟାସ, ଅଙ୍ଗ-ନ୍ୟାସ କରି ତାପରେ ଧ୍ୟାନ ମନ୍ତ୍ର ପଢିବାକୁ ହୋଇଥାଏ ଓ 16 ଉପଚାର ଆଦି କରିବାକୁ ହୋଇଥାଏ। 

ଶ୍ରୀବାଲା-ଗର୍ଭିତ ଶ୍ରୀଯନ୍ତ୍ର-

ଫଳ-ପ୍ରାପ୍ତି—ଶୁଭତ୍ତ୍ଵ-ପ୍ରାପ୍ତି

ଆର୍ଭଟ୍ୟା ଶଶିଖଣ୍ଡମଣ୍ଡିତଜଟାଜୂଟାଂ ନୃମୁଣ୍ଡସ୍ରଜଂ

     ବନ୍ଧୂକପ୍ରସବାରୁଣାମ୍ବରଧରାଂ ପ୍ରେତାସନାଧ୍ୟାସିନୀମ୍ ।

ତ୍ୱାଂ ଧ୍ୟାୟନ୍ତି ଚତୁର୍ଭୁଜାଂ ତ୍ରିନୟନାମାପୀନତୁଙ୍ଗସ୍ତନୀଂ

     ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୧୧॥

ମନ୍ତ୍ର—‘’ ଐଂ କ୍ଲୀଂ ନମ:’’  ଉକ୍ତ ମନ୍ତ୍ରକୁ ପ୍ରାତ: , ମଧ୍ୟାହ୍ନ ଓ ସନ୍ଧ୍ୟା ସମୟ –ଜପ -1000 ଥର ପ୍ରତ୍ଯେକ ସନ୍ଧ୍ୟା—ଫଳ—କର୍ମ କ୍ଷୟ ହୋଇ ଅସୁଭତ୍ତ୍ଵ ଶୁଭତ୍ତ୍ଵରେ ବଦଳି ଯାଏ- ସମୟ ଅବଧି-40 ଦିନ-/ 160 ଦିନ, 16 ଉପଚାର ପୂଜା

[ ପୂର୍ଣାଭିଷିକ୍ତ ଶ୍ରୀବିଦ୍ୟା ଉପାସକ ଙ୍କ ଦ୍ଵାରା ପ୍ରାଣ-ପ୍ରତିଷ୍ଠିତ ଶ୍ରୀ ବାଲା ଗର୍ଭିତ ଶ୍ରୀ ଯନ୍ତ୍ର ସମୁଖରେ ବସି ପାଠ କଲେ ଫଳ-ପ୍ରଦ ହୋଇଥାଏ।]

Please like/comment the post

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ



Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...