Skip to main content

 

ଶ୍ରୀବିଦ୍ୟା-[21]

ଶ୍ରିବାଲା ତ୍ରିପୁର-ସୁନ୍ଦରୀ-

[ପ୍ରୟୋଗାତ୍ମକ]—[ ଶ୍ଳୋକ-12 ]-ଶାସନର ଅଧିକାର ପ୍ରାପ୍ତି

ତ୍ରିପୁରା ଭାରତୀ ଲଘୁସ୍ତବଃ-5-6-2021

ସୃଷ୍ଟିର ଆରମ୍ଭରେ ବ୍ରହ୍ମ ସତ୍ତା ସ୍ଵତ: ଚେତନ ହୋଇ ପ୍ରଥମେ ଜ୍ଞାନ-ଶକ୍ତି କୁ ଉତ୍ପନ୍ନ କରିଥାଏତାପରେ ଇଛା-ଶକ୍ତି ପ୍ରକଟ ହୋଇଥାଏ ଓ ବ୍ରହ୍ମ-ସତ୍ତା ଇଛା କଲେ ଯେ ମୁ ଏକରୁ ଅନେକ ହୋଇଯିବି। ତାପରେ କ୍ରିୟା-ଶକ୍ତି ପ୍ରକଟ ହେଲେ ଓ ବ୍ରହ୍ମ-ସତ୍ତା ସୃଷ୍ଟିର ରଚନା ଆରମ୍ଭ କଲେ। ଏହି ପ୍ରକାରରେ ବ୍ରହ୍ମ-ସତ୍ତା ଇଚ୍ଛା, ଜ୍ଞାନ ଓ କ୍ରିୟା—ଏହି ତିନି ରୂପରେ ପ୍ରକଟ ହୋଇ ସଂସାର ରଚନା କରି ଥାନ୍ତି। ଜ୍ଞାନ କୁ ଚିତ୍ତ-ଶକ୍ତି, ଇଚ୍ଛା କୁ ଆନନ୍ଦ ଶକ୍ତିକ୍ରିୟା କୁ ସତ୍-ଶକ୍ତି କୁହାଯାଏତେଣୁ, ବ୍ରହ୍ମ-ସତ୍ତା ର ନାମ ସଚ୍ଚିଦାନନ୍ଦ ମଧ୍ୟ ଅଟେ। 

ପ୍ରାଚୀନ ସମୟରେ ଏକ ମନ୍ତ୍ର-ଶାସ୍ତ୍ର-ସିଦ୍ଧ ଶ୍ରୀ ଲଦ୍ଧ୍ୱାଚାର୍ଯ୍ୟ ଥିଲେ। ତାଙ୍କ ଦ୍ଵାରା ବ୍ରହ୍ମ-ଧର୍ମର ଗୂଢ ରୂପରେ ଏକ ସ୍ତୋତ୍ର ସ୍ଥାପିତ କରିଥିଲେ। ଏହି ସ୍ତୋତ୍ର ଶ୍ରୀ ଲଘୁ-ସ୍ତବ-ରାଜ ନାମରେ ପ୍ରସିଦ୍ଧ ଅଟେ। ବ୍ରହ୍ମ ଧର୍ମର ତିନୋଟି ବିଜାକ୍ଷର—ଜ୍ଞାନ ଶକ୍ତି-ଐଂ’, ଇଛା-ଶକ୍ତି—କ୍ଲୀଂ ଓ କ୍ରିୟା ଶକ୍ତି—ସୌଃ ନିରୂପିତ ଅଟେ ଯାହାକି ବାଲା-ତ୍ରିପୁର-ସୁନ୍ଦରୀ ଙ୍କ ତ୍ରୟ ଅକ୍ଷର ବୀଜ ମନ୍ତ୍ର ଐଂ କ୍ଲୀଂ ସୌଃ ଅଟେ.

ସିଏ ନିଜେ ଦିଆଯାଇଥିବା ଶ୍ଳୋକର ଫଳ ଅନୁଭୂତ କରିଥିଲେ ଯାହାକୁ ଏଠାରେ ପ୍ରସ୍ତୁତ କରା ଯାଊଅଛି। ଏହି ସ୍ତବରେ 21 ଶ୍ଳୋକ ଅଛି।

ପ୍ରଥମେ ସଂକଲ୍ପ, ବିନିଯୋଗ, ରୃଷ୍ୟାଦି ନ୍ୟାସ, କର ନ୍ୟାସ, ଅଙ୍ଗ-ନ୍ୟାସ କରି ତାପରେ ଧ୍ୟାନ ମନ୍ତ୍ର ପଢିବାକୁ ହୋଇଥାଏ ଓ 16 ଉପଚାର ଆଦି କରିବାକୁ ହୋଇଥାଏ। 

ଶ୍ରୀବାଲା-ଗର୍ଭିତ ଶ୍ରୀଯନ୍ତ୍ର-

ଜାତୋଽପ୍ୟଲ୍ପପରିଚ୍ଛଦେ କ୍ଷିତିଭୃତାଂ ସାମାନ୍ୟମାତ୍ରେ କୁଲେ

     ନିଃଶେଷାବନିଚକ୍ରବର୍ତିପଦବୀଂ ଲବ୍ଧ୍ୱା ପ୍ରତାପୋନ୍ନତଃ ।

ଯଦ୍ୱିଦ୍ୟାଧରବୃନ୍ଦବନ୍ଦିତପଦଃ ଶ୍ରୀବତ୍ସରାଜୋଽଭବଦ୍

     ଦେବି! ତ୍ୱଚ୍ଚରଣାମ୍ବୁଜପ୍ରଣତିଜଃ ସୋଽୟଂ ପ୍ରସାଦୋଦୟଃ ॥ ୧୨॥

ମନ୍ତ୍ର—‘’ବ୍ଲୁଂ ଦ୍ରୀଂ ନମ:’’ ଉକ୍ତ ମନ୍ତ୍ରକୁ ପ୍ରାତ: , ମଧ୍ୟାହ୍ନ ଓ ସନ୍ଧ୍ୟା ସମୟ –ଜପ -1000 ଥର ପ୍ରତ୍ଯେକ ସନ୍ଧ୍ୟା—ଫଳ—ଶାସନର ଅଧିକାର ପ୍ରାପ୍ତିସମୟ ଅବଧି-40 ଦିନ-/ 160 ଦିନ, 16 ଉପଚାର ପୂଜା

Kailash nath agrawal



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...