Skip to main content

 

ଶ୍ରୀଲଲିତା-ତ୍ରିପୁରସୁନ୍ଦରୀ-ହୃଦୟସ୍ତୋତ୍ରମ୍-21-6-2021

[ବ୍ୟାଖ୍ୟା ସହିତ]

ଶ୍ରୀଗଣେଶାୟ ନମଃ ॥

ଶ୍ରୀଉମା-ମହେଶ୍ୱରାଭ୍ୟାଂ ନମଃ ॥

ପଞ୍ଚ ଉପଚାର ପୂଜା କୃତ୍ଵା

ମୂଳ-ହୃଦୟ-ସ୍ତୋତ୍ର-ପାଠ

ସୁନ୍ଦରୀ ସକଲ-କଲ୍ମଷାପହା, କୋଟି-କଞ୍ଜ-କମନୀୟ-କାନ୍ତିଭୃତ୍ ।

କୋଟି-କଲ୍ପ-କୃତ-ପୁଣ୍ୟ-କର୍ମଣା, ପୂଜନୀୟ-ପଦ-ପୁଣ୍ୟ-ପୁଷ୍କରା ॥ ୬॥

ଭଗବତୀ ସୁନ୍ଦରୀ ସମସ୍ତ ପାପକୁ ନଷ୍ଟ କରିଥାନ୍ତିକୋଟି କମଳ ସମାନ ସୁନ୍ଦର କାନ୍ତି ତାଙ୍କର ଅଟେକୋଟି ଯୁଗର ପୂଣ୍ୟ କର୍ମ ଦ୍ଵାରା ତାଙ୍କର ଚରଣକୁ ଭକ୍ତି ପୂର୍ବକ ସେବା କରିବାର ଅବସର ମିଳୁଛି

ଶର୍ୱରୀଶ-ସମ-ସୁନ୍ଦରାନନା ଶ୍ରୀଶଶକ୍ତି-ସୁକୃତାଶ୍ରୟାଶ୍ରିତା ।

ସଜ୍ଜନାନୁଶରଣୀୟ-ସତ୍ପଦା -ସଙ୍କଟେ ସୁରଗଣୈଃ ସୁବନ୍ଦିତା ॥ ୭॥

ଚନ୍ଦ୍ରମାଙ୍କ ସମାନ ସୁନ୍ଦର ମୁଖ ଅଟେ, ଲକ୍ଷ୍ମୀ-ପତୀ ବିଷ୍ନୁଙ୍କ ଶକ୍ତି ରେ ସମ୍ପନ୍ନ ଅଟେଲୋକମାନେ ତାଙ୍କର ଶରଣ ନେଉଛନ୍ତିସଙ୍କଟ ସମୟରେ ଦେବତା ମାନେ ତାଙ୍କର ବନ୍ଦନା କରିଥାନ୍ତି। 

କୈଲାଶ ନାଥ ଅଗ୍ରୱାଲ,

ଶ୍ରୀ ବିଦ୍ୟା ଉପାସକ

Continue….



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...