Skip to main content

 

ଶ୍ରୀ ବିଦ୍ୟା—[36]-27-6-2021

ଶ୍ରୀବାଲା-କବଚମ୍ ୧

ବାଗ୍ଭବଃ ପାତୁ ଶିରସି କାମରାଜଃ ସଦା ହୃଦି ।

ଶକ୍ତିବୀଜଂ ସଦା ପାତୁ ନାଭୌ ଗୁହ୍ୟେ ଚ ପାଦୟୋଃ ॥ ୧॥

ଐଂ କ୍ଲୀଂ ସୀଃ ବଦନେ ପାତୁ ବାଲା ସର୍ୱାର୍ଥସିଦ୍ଧୟେ ।

ଜିହ୍ୱାଂ ପାତୁ ମହାହଂସୀ ସ୍କନ୍ଧଦେଶେ ତୁ ଭୈରବୀ ॥ ୨॥

ସୁନ୍ଦରୀ ନାଭିଦେଶଂ ତୁ ଶିରସି କମଲା ସଦା ।

ଭ୍ରୁବୌ ନାସାଦ୍ୱୟଂ ପାତୁ ମହାତ୍ରିପୁରସୁନ୍ଦରୀ ॥ ୩॥

ଲଲାଟେ ସୁଭଗା ପାତୁ କଣ୍ଠଦେଶେ ତୁ ମାଲିନୀ ।

ବାଗ୍ଭବଂ ପାତୁ ହୃଦୟେ ଉଦରେ ଭଗସର୍ପିଣୀ ॥ ୪॥

ଭଗମାଲିନୀ ନାଭିଦେଶେ ଲିଙ୍ଗେ ପାତୁ ମନୋଭବା ।

ଗୁହ୍ୟେ ପାତୁ ମହାଦେବୀ ରାଜରାଜେଶ୍ୱରୀ ଶିବା ॥ ୫॥

ଚୈତନ୍ୟରୂପିଣୀ ପାତୁ ପାଦୟୋର୍ଜଗଦମ୍ବିକା ।

ନାରାୟଣୀ ସର୍ୱଗାତ୍ରେ ସର୍ୱକାଲେ ଶିବଙ୍କରୀ

ବ୍ରହ୍ମାଣୀ ପାତୁ ମାଂ ପୂର୍ୱେ ଦକ୍ଷିଣେ ପାତୁ ବୈଷ୍ଣବୀ ।

ପଶ୍ଚିମେ ପାତୁ ବାରାହୀ ଉତ୍ତରେ ତୁ ମହେଶ୍ୱରୀ ॥ ୭॥

ଆଗ୍ନେୟ୍ୟାଂ ପାତୁ କୌମାରୀ ମହାଲକ୍ଷ୍ମୀସ୍ତୁ ନୈରୃତେ ।

ବାୟବ୍ୟାଂ ପାତୁ ଚାମୁଣ୍ଡା ଇନ୍ଦ୍ରାଣୀ ପାତୁ ଈଶକେ ॥ ୮॥

ଆକାଶେ ଚ ମହାମାୟା ପୃଥିବ୍ୟାଂ ସର୍ୱମଙ୍ଗଲା ।

ଆତ୍ମାନଂ ପାତୁ ବରଦା ସର୍ୱାଙ୍ଗେ ଭୁବନେଶ୍ୱରୀ ॥ ୯॥

ଇତି ସିଦ୍ଧୟାମଲାନ୍ତର୍ଗତଂ ଶ୍ରୀବାଲାକବଚଂ ସମ୍ପୂର୍ଣମ୍ ।

କୈଲାଶ ନାଥ ଅଗ୍ରୱାଲ,

ଶ୍ରୀ ବିଦ୍ୟା ଉପାସକ

Continue….



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...