Skip to main content

 

ଶ୍ରୀ ବିଦ୍ୟା—[37]-29-6-2021

ଶ୍ରୀବାଲା ଦୁଃସ୍ୱପ୍ନ-ନାଶକ-କବଚମ୍  

ବାଲାର୍କମଣ୍ଡଲାଭାସାଂ ଚତୁର୍ବାହୁଂ ତ୍ରିଲୋଚନାମ୍ ।

ପାଶାଙ୍କୁଶବରାଭୀତୀର୍ଧାରୟନ୍ତୀଂ ଶିବାଂ ଭଜେ ॥ ୧॥

ପୁର୍ୱସ୍ୟାଂ ଭୈରବୀ ପାତୁ ବାଲା ମାଂ ପାତୁ ଦକ୍ଷିଣେ ।

ମାଲିନୀ ପଶ୍ଚିମେ ପାତୁ ବାସିନୀ ଚୋତ୍ତରେଽବତୁ ॥ ୨॥

ଊର୍ଧ୍ୱଂ ପାତୁ ମହାଦେବୀ ଶ୍ରୀବାଲା ତ୍ରିପୁରେଶ୍ୱରୀ ।

ଅଧସ୍ତାତ୍ ପାତୁ ଦେବେଶୀ ପାତାଲତଲବାସିନୀ ॥ ୩॥

ଆଧାରେ ବାଗ୍ଭବଃ ପାତୁ କାମରାଜସ୍ତଥା ହୃଦି ।

ମହାବିଦ୍ୟା ଭଗବତୀ ପାତୁ ମାଂ ପରମେଶ୍ୱରୀ ॥ ୪॥

ଐଂ ଲଂ ଲଲାଟେ ମାଂ ପାୟାତ୍ ହ୍ରୌଂ ହ୍ରୀଂ ହଂସଶ୍ଚ ନେତ୍ରୟୋଃ ।

ନାସିକାକର୍ଣୟୋଃ ପାତୁ ହ୍ରୀଂ ହ୍ରୈଂ ତୁ ଚିବୁକେ ତଥା ॥ ୫॥

ସୌଃ ପାତୁ ମେ ହୃଦି ଗଲେ ହ୍ରୀଂ ହ୍ରଃ ନାଭିଦେଶକେ ।

ସୌଃ କ୍ଲୀଂ ଶ୍ରୀଂ ଗୁହ୍ୟଦେଶେ ତୁ ଐଂ ହ୍ରୀଂ ପାତୁ ଚ ପାଦୟୋଃ ॥ ୬॥

ହ୍ରୀଂ କ୍ଲୀଂ ମାଂ ସର୍ୱତଃ ପାତୁ ସୌଃ ପାୟାତ୍ ପଦସନ୍ଧିଷୁ ।

ଜଲେ ସ୍ଥଲେ ତଥା କୋଶେ ଦେବରାଜଗୃହେ ତଥା ॥ ୭॥

କ୍ଷେଂ କ୍ଷେଂ ମାଂ ତ୍ୱରିତା ପାତୁ ମାଂ ଚକ୍ରୀ ସୌଃ ମନୋଭବା ।

ହଂସୌଃ ପାୟାନ୍ମହାଦେବୀ ପରଂ ନିଷ୍କଲଦେବତା ॥ ୮॥

ବିଜୟା ମଙ୍ଗଲା ଦୂତୀ କଲ୍ପା ମାଂ ଭଗମାଲିନୀ ।

ଜ୍ୱାଲାମାଲିନୀ ନିତ୍ୟା ସର୍ୱଦା ପାତୁ ମାଂ ଶିବା ॥ ୯॥

ଇତୀଦଂ କବଚଂ ଦେବି ଦେବାନାମପି ଦୁର୍ଲଭମ୍ ।

ତବ ପ୍ରୀତ୍ୟା ସମାଖ୍ୟାତଂ ଗୋପନୀୟଂ ପ୍ରୟତ୍ନତଃ୧୦

ଇଦଂ ରହସ୍ୟଂ ପରମଂ ଗୁହ୍ୟାଦ୍ଗୁହ୍ୟତରଂ ପ୍ରିୟେ ।

ଧନ୍ୟଂ ପ୍ରଶସ୍ୟମାୟୁଷ୍ୟଂ ଭୋଗମୋକ୍ଷପ୍ରଦଂ ଶିବମ୍ ॥ ୧୧॥

ଇତି ଶ୍ରୀବାଲା ଦୁଃସ୍ୱପ୍ନନାଶକକବଚଂ (୪) ସମ୍ପୂର୍ଣମ୍ ।

କୈଲାଶ ନାଥ ଅଗ୍ରୱାଲ,

ଶ୍ରୀ ବିଦ୍ୟା ଉପାସକ

Continue….



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...