Skip to main content

 

ଶ୍ରୀ ବିଦ୍ୟା—[31]-19-6-2021

ଶ୍ରୀଲଲିତା-ତ୍ରିପୁରସୁନ୍ଦରୀ-ହୃଦୟସ୍ତୋତ୍ରମ୍-19-6-2021

[ବ୍ୟାଖ୍ୟା ସହିତ]

ଶ୍ରୀଗଣେଶାୟ ନମଃ ॥

ଶ୍ରୀଉମା-ମହେଶ୍ୱରାଭ୍ୟାଂ ନମଃ ॥

ଅଥ ଶ୍ରୀଷୋଡଶୀହୃଦୟପ୍ରାରମ୍ଭଃ ॥

କୈଲାସେ କରୁଣାକ୍ରାନ୍ତା ପରୋପକୃତିମାନସା ।

ପପ୍ରଚ୍ଛ କରୁଣାସିନ୍ଧୁଂ ସୁପ୍ରସନ୍ନଂ ମହେଶ୍ୱରମ୍ ॥ ୧॥

ଶ୍ରୀପାର୍ୱତ୍ୟୁବାଚ ॥

ଆଗାମିନି କଲୌ ବ୍ରହ୍ମନ୍ ଧର୍ମକର୍ମବିବର୍ଜିତାଃ ।

ଭବିଷ୍ୟନ୍ତି ଜନାସ୍ତେଷାଂ କଥଂ ଶ୍ରେୟୋ ଭବିଷ୍ୟତି ॥ ୨॥

ଶ୍ରୀଶିବ ଉବାଚ ॥

ଶୃଣୁ ଦେବି ପ୍ରବକ୍ଷ୍ୟାମି ତବ ସ୍ନେହାନ୍ମହେଶ୍ୱରି ।

ଦୁର୍ଲଭଂ ତ୍ରିଷୁ ଲୋକେଷୁ ସୁନ୍ଦରୀହୃଦୟସ୍ତବମ୍ ॥ ୩॥

ଯେ ନରା ଦୁଃଖସନ୍ତପ୍ତା ଦାରିଦ୍ରୟହତମାନସାଃ

ଅସ୍ୟୈବ ପାଠମାତ୍ରେଣ ତେଷାଂ ଶ୍ରେୟୋ ଭବିଷ୍ୟତି ॥ ୪॥

ବିନିୟୋଗଃ

ଓଁ ଅସ୍ୟ ଶ୍ରୀମହାଷୋଡଶୀ-ହୃଦୟ-ସ୍ତୋତ୍ର-ମନ୍ତ୍ରସ୍ୟ ଆନନ୍ଦଭୈରବ ଋଷିଃ ।

ଅନୁଷ୍ଟୁପାଦି-ଛନ୍ଦଃ ଶ୍ରୀମହା-ତ୍ରିପୁର-ସୁନ୍ଦରୀ ଦେବତା ।

ଐଂ କ-ଏ-ଇ-ଲ-ହ୍ରୀଂ- ବୀଜମ୍ ସୌଃ ସ-କ-ଲ- ହ୍ରୀଂ ଶକ୍ତି:  କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ  କୀଲକମ୍ ।

ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ ଜପେ ବିନିଯୋଗ:

ଅଥ ଋଷ୍ୟାଦିନ୍ୟାସଃ ॥

ଓଁ ଆନନ୍ଦ-ଭୈରବ-ଋଷୟେ ନମଃ ଶିରସି ।

ଅନୁଷ୍ଟୁପାଦି ଛନ୍ଦସେ ନମଃ ମୁଖେ ।

ଶ୍ରୀମହା-ତ୍ରିପୁର-ସୁନ୍ଦରୀ-ଦେବତାୟୈ ନମଃ- ହୃଦୟେ ।

ଐଂ  କ-ଏ-ଇ-ଲ-ହ୍ରୀଂ- ବିଜାୟ ନମଃ -ଗୂହ୍ୟେ

ସୌଃ ସ-କ-ଲ- ହ୍ରୀଂ ଶକ୍ତୟେ ନମଃ- ପାଦୟୋ

କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ  ବିଜାୟ ନମ: ନାଭୌ

ଶ୍ରୀ ଲଳିତା-ତ୍ରିପୁର-ସୁନ୍ଦରୀ-ଦେବତା-ପ୍ରିତ୍ୟର୍ଥେ ଜପେ ବିନିଯୋଗାୟ ନମ:--ସର୍ବାଙ୍ଗେଷୂ

ଅଥ କରନ୍ୟାସଃ ॥

ଐଂ କ-ଏ-ଇ-ଲ-ହ୍ରୀଂ -ଅଙ୍ଗୁଷ୍ଠାଭ୍ୟାଂ ନମଃ ।

କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ -ତର୍ଜନୀଭ୍ୟାଂ ନମଃ ।

ସୌଃ ସ-କ-ଲ- ହ୍ରୀଂ- ମଧ୍ୟମାଭ୍ୟାଂ ନମଃ ।

ଐଂ କ-ଏ-ଇ-ଲ-ହ୍ରୀଂ -ଅନାମିକାଭ୍ୟାଂ ନମଃ ।

କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ -କନିଷ୍ଠିକାଭ୍ୟାଂ ନମଃ ।

ସୌଃ ସ-କ-ଲ- ହ୍ରୀଂ କରତଲ-କର-ପୃଷ୍ଠାଭ୍ୟାଂ ନମଃ ।

ଇତିକରନ୍ୟାସ ॥

ଅଥ ହୃଦୟାଦିଷଡଙ୍ଗନ୍ୟାସଃ ॥

ଐଂ କ-ଏ-ଇ-ଲ-ହ୍ରୀଂ- ହଦୟାୟ ନମଃ ।

କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ- ଶିରସେ ସ୍ୱାହା ।

ସୌଃ ସ-କ-ଲ- ହ୍ରୀଂ -ଶିଖାୟୈ ବଷଟ୍ ।

ଐଂ କ-ଏ-ଇ-ଲ-ହ୍ରୀଂ -କବଚାୟ ହୁମ୍ ।

କ୍ଲୀଂ ହ-ସ-କ-ହ-ଲ- ହ୍ରୀଂ- ନେତ୍ରତ୍ରୟାୟ ବୌଷଟ୍ ।

ସୌଃ ସ-କ-ଲ- ହ୍ରୀଂ -ଅସ୍ତ୍ରାୟ ଫଟ୍ ॥

ଇତି ହୃଦୟାଦିଷଡଙ୍ଗନ୍ୟାସଃ ॥

ଅଥ ଧ୍ୟାନମ୍

ବାଲ-ବ୍ୟକ୍ତ-ବିଭାକରାମିତ-ନିଭାଂ ଭବ୍ୟ-ପ୍ରଦାଂ ଭାରତୀ-

    ମୀଷତ୍ଫୁଲ୍ଲ-ମୁଖାମ୍ବୁଜ-ସ୍ମିତ-କରୈରାଶାଭବାନ୍ଧାପହାମ୍ ।

ପାଶଂ ସାଭୟମଙ୍କୁଶଂ ଚ ବରଦଂ ସମ୍ବିଭ୍ରତୀଂ ଭୂତିଦାଂ

    ଭ୍ରାଜନ୍ତୀଂ ଚତୁରମ୍ବୁଜାକୃତ-କରୈର୍ଭକ୍ତ୍ୟା ଭଜେ ଷୋଡଶୀମ୍

ବାଳ ସୂର୍ଯ୍ୟସମାନ ଆଭାପରି, କଲ୍ୟାଣ-ଦାୟିନୀ, ଜ୍ଞାନ-ଦାତ୍ରୀ, ଟିକିଏ ହସୁଥିବା ଦ୍ଵାରା ମୁଖ-ମଣ୍ଡଲ ପ୍ରକାଶରେ ଦଶ ଦିଗର ଅନ୍ଧାରକୁ ଦୂର କରୁଥିବା, ଚାରି ହାତରେ କମଳ ସଦୃଶ ପାଶ, ଅଙ୍କୁଶ, ଅଭୟ ଓ ବର- ମୁଦ୍ରା ଧାରଣ କରିଥିବା,ଐଶ୍ଵର୍ଯ୍ୟ-ଦାୟିନୀ ଭଗବତୀ ସୁନ୍ଦରୀଙ୍କ ମୁ ଭଜନ କରୁଅଛି

ଇତି ଧ୍ୟାନମ୍ ॥

କୈଲାଶ ନାଥ ଅଗ୍ରୱାଲ,

ଶ୍ରୀ ବିଦ୍ୟା ଉପାସକ

Continue….



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...