Skip to main content

 

ନବ-ଦୁର୍ଗା ସ୍ତୁତିଃ-

 [ଧ୍ୟାନ, କବଚ ଓ ସ୍ତୋତ୍ର ସହିତ]

ଗତାଙ୍କରୁ ଆଗେ--

୫. ସ୍କନ୍ଦମାତା (ବିଶୁଦ୍ଧଚକ୍ର)

ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ୱୟା ।

ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ଯଶସ୍ୱିନୀ ॥

ଧ୍ୟାନମ୍ -

ବନ୍ଦେ ବାଞ୍ଛିତକାମାର୍ଥେ ଚନ୍ଦ୍ରାର୍ଧକୃତଶେଖରାମ୍ ।

ସିଂହାରୂଢା ଚତୁର୍ଭୁଜା ସ୍କନ୍ଧମାତା ଯଶସ୍ୱନୀ ॥

ଧବଲବର୍ଣା ବିଶୁଦ୍ଧଚକ୍ରସ୍ଥିତା ପଞ୍ଚମଦୁର୍ଗା ତ୍ରିନେତ୍ରା ।

ଅଭୟପଦ୍ମୟୁଗ୍ମକରାଂ ଦକ୍ଷିଣ ଊରୁପୁତ୍ରଧରାଂ ଭଜେଽମ୍ ॥

ପଟାମ୍ବରପରିଧାନା ମୃଦୁହାସ୍ୟା ନାନାଲଙ୍କାରଭୂଷିତାମ୍ ।

ମଞ୍ଜୀରହାରକେୟୂରକିଙ୍କିଣୀରତ୍ନକୁଣ୍ଡଲଧାରିଣୀମ୍ ॥

ପ୍ରଭୁଲ୍ଲବଦନାଂ ପଲ୍ଲବାଧରାଂ କାନ୍ତକପୋଲାଂ ପୀନପୟୋଧରାମ୍ ।

କମନୀୟାଂ ଲାବଣ୍ୟାଂ ଚାରୂତ୍ରିବଲୀଂ ନିତମ୍ବନୀମ୍ ॥

ସ୍ତୋତ୍ରମ୍ -

ନମାମି ସ୍କନ୍ଦମାତରଂ ସ୍କନ୍ଧଧାରିଣୀମ୍ ।

ସମଗ୍ରତତ୍ତ୍ୱସାଗରାମପାରପାରଗହରାମ୍ ॥

ଶଶିପ୍ରଭାଂ ସମୁଜ୍ଜ୍ୱଲାଂ ସ୍ଫୁରଚ୍ଛଶାଙ୍କଶେଖରାମ୍ ।

ଲଲାଟରତ୍ନଭାସ୍କରାଂ ଜଗତ୍ପ୍ରଦୀପ୍ତଭାସ୍କରାମ୍ ॥

ମହେନ୍ଦ୍ରକଶ୍ୟପାର୍ଚିତାଂ ସନତ୍କୁମାରସଂସ୍ତୁତାମ୍ ।

ସୁରାସୁରେନ୍ଦ୍ରବନ୍ଦିତାଂ ଯଥାର୍ଥନିର୍ମଲାଦ୍ଭୁତାମ୍ ॥

ଅତର୍କ୍ୟରୋଚିରୂବିଜାଂ ବିକାର ଦୋଷବର୍ଜିତାମ୍ ।

ମୁମୁକ୍ଷୁଭିର୍ୱିଚିନ୍ତିତାଂ ବିଶେଷତତ୍ତ୍ୱମୂଚିତାମ୍ ॥

ନାନାଲଙ୍କାରଭୂଷିତାଂ ମୃଗେନ୍ଦ୍ରବାହନାଗ୍ରତାମ୍ ।

ସୁଶୁଦ୍ଧତତ୍ତ୍ୱତୋଷଣାଂ ତ୍ରିବେଦମାରଭାଷଣାମ୍ ॥

ସୁଧାର୍ମିକୌପକାରିଣୀଂ ସୁରେନ୍ଦ୍ରବୈରିଘାତିନୀମ୍ ।

ଶୁଭାଂ ସୁପୁଷ୍ପମାଲିନୀଂ ସୁବର୍ଣକଲ୍ପଶାଖିନୀମ୍ ॥

ତମୋଽନ୍ଧକାରୟାମିନୀଂ ଶିବସ୍ୱଭାବକାମିନୀମ୍ ।

ସହସ୍ରସୂର୍ୟରାଜିକାଂ ଧନଞ୍ଜୟୋଗ୍ରକାରିକାମ୍ ॥

ସୁଶୁଦ୍ଧକାଲକନ୍ଦଲାଂ ସୁଭୃଙ୍ଗକୃନ୍ଦମଞ୍ଜୁଲାମ୍ ।

ପ୍ରଜାୟିନୀଂ ପ୍ରଜାବତୀଂ ନମାମି ମାତରଂ ସତୀମ୍ ॥

ସ୍ୱକର୍ମଧାରଣେ ଗତିଂ ହରିଂ ପ୍ରୟଚ୍ଛ ପାର୍ୱତୀମ୍ ।

ଅନନ୍ତଶକ୍ତିକାନ୍ତିଦାଂ ଯଶୋଽଥ ଭୁକ୍ତିମୁକ୍ତିଦାମ୍ ॥

ପୁନଃପୁନର୍ଜଗଦ୍ଧିତାଂ ନମାମ୍ୟହଂ ସୁରାର୍ଚିତାମ୍ ।

ଜୟେଶ୍ୱରି ତ୍ରିଲାଚନେ ପ୍ରସୀଦ ଦେବି ପାହି ମାମ୍ ॥

କବଚମ୍ -

ଐଂ ବୀଜାଲିକା ଦେବୀ ପଦୟୁଗ୍ମଧରା ପରା ।

ହୃଦୟଂ ପାତୁ ସା ଦେବୀ କାର୍ତିକେୟଯୁତା ସତୀ ॥

ଶ୍ରୀଂ ହ୍ରୀଂ ହୁଂ ଐଂ ଦେବୀ ପୂର୍ୱସ୍ୟାଂ ପାତୁ ସର୍ୱଦା ।

ସର୍ୱାଙ୍ଗ ମେଂ ସଦା ପାତୁ ସ୍କନ୍ଦମାତା ପୁତ୍ରପ୍ରଦା ॥

ବାଣବାଣାମୃତେ ହୁଂ ଫଟ୍ ବୀଜସସମନ୍ୱିତା ।

ଉତ୍ତରସ୍ୟାଂ ତଥାଗ୍ନେ ଚ ବାରୂଣେ ନୈୠତେଽବତୁ ॥

ଇନ୍ଦ୍ରାଣୀ ଭୈରବୀ ଚୈବାସିତାଙ୍ଗୀ ଚ ସଂହାରିଣୀ ।

ସର୍ୱଦା ପାତୁ ମାଂ ଦେବୀ ଚାନ୍ୟାନ୍ୟାସୁ ହି ଦିକ୍ଷୁ ବୈ ॥

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ

Continue……



 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...