Skip to main content

 

ଶ୍ରୀଲଲିତା ପ୍ରାତଃ-ସ୍ତୋତ୍ର-ପଞ୍ଚକମ୍

ପ୍ରାତଃ ସ୍ମରାମି ଲଲିତାବଦନାରବିନ୍ଦଂ ବିମ୍ବାଧରଂ ପୃଥୁଲମୌକ୍ତିକଶୋଭିନାସମ୍ 

ଆକର୍ଣଦୀର୍ଘନୟନଂ ମଣିକୁଣ୍ଡଲାଢ୍ୟଂ ମନ୍ଦସ୍ମିତଂ ମୃଗମଦୋଜ୍ଜ୍ୱଲଭାଲଦେଶମ୍  ୧॥

ପ୍ରାତର୍ଭଜାମି ଲଲିତାଭୁଜକଲ୍ପବଲ୍ଲୀଂ ରତ୍ନାଙ୍ଗୁଳୀୟଲସଦଙ୍ଗୁଲିପଲ୍ଲବାଢ୍ୟାମ୍ 

ମାଣିକ୍ୟହେମବଲୟାଙ୍ଗଦଶୋଭମାନାଂ ପୁଣ୍ଡ୍ରେକ୍ଷୁଚାପକୁସୁମେଷୁସୃଣୀଃଦଧାନାମ୍  ୨॥

ପ୍ରାତର୍ନମାମି ଲଲିତାଚରଣାରବିନ୍ଦଂ ଭକ୍ତେଷ୍ଟଦାନନିରତଂ ଭବସିନ୍ଧୁପୋତମ୍ 

ପଦ୍ମାସନାଦିସୁରନାୟକପୂଜନୀୟଂ ପଦ୍ମାଙ୍କୁଶଧ୍ୱଜସୁଦର୍ଶନଲାଞ୍ଛନାଢ୍ୟମ୍  ୩॥

ପ୍ରାତଃ ସ୍ତୁବେ ପରଶିବାଂ ଲଲିତାଂ ଭବାନୀଂ ତ୍ରୟ୍ୟନ୍ତବେଦ୍ୟବିଭବାଂ କରୁଣାନବଦ୍ୟାମ୍ 

ବିଶ୍ୱସ୍ୟ ସୃଷ୍ଟିବିଲୟସ୍ଥିତିହେତୁଭୂତାଂ ବିଶ୍ୱେଶ୍ୱରୀଂ ନିଗମବାଙ୍-ମନସାତିଦୂରାମ୍  ୪॥

ପ୍ରାତର୍ୱଦାମି ଲଲିତେ ତବ ପୁଣ୍ୟନାମ କାମେଶ୍ୱରୀତି କମଲେତି ମହେଶ୍ୱରୀତି 

ଶ୍ରୀଶାମ୍ଭବୀତି ଜଗତାଂ ଜନନୀ ପରେତି ବାଗ୍ଦେବତେତି ବଚସା ତ୍ରିପୁରେଶ୍ୱରୀତି  ୫॥

ଯଃ ଶ୍ଲୋକପଞ୍ଚକମିଦଂ ଲଲିତାମ୍ବିକାୟାଃ ସୌଭାଗ୍ୟଦଂ ସୁଲଲିତଂ ପଠତି ପ୍ରଭାତେ 

ତସ୍ମୈ ଦଦାତି ଲଲିତା ଝଟିତି ପ୍ରସନ୍ନା ବିଦ୍ୟାଂ ଶ୍ରିୟଂ ବିମଲସୌଖ୍ୟମନନ୍ତକୀର୍ତିମ୍  ୬॥

  ଇତି ଶ୍ରୀମଚ୍ଛଙ୍କରଭଗବତଃ କୃତୌ ଲଲିତା ପଞ୍ଚକମ୍ ସମ୍ପୂର୍ଣମ୍ ॥



Comments

Popular posts from this blog

 
  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...