Skip to main content

 

ନବ-ଦୁର୍ଗା ସ୍ତୁତିଃ-

-[ଧ୍ୟାନ, କବଚ ଓ ସ୍ତୋତ୍ର ସହିତ]

ଗତାଙ୍କରୁ ଆଗେ—

୬. କାତ୍ୟାୟନୀ (ଆଜ୍ଞାଚକ୍ର)

ଚନ୍ଦ୍ରହାସୋଜ୍ଜ୍ୱଲକରା ଶାର୍ଦୂଲବରବାହନା ।

କାତ୍ୟାୟନୀ ଚ ଶୁଭଦା ଦେବୀ ଦାନବଘାତିନୀ ॥

ଧ୍ୟାନମ୍ -

ବନ୍ଦେ ବାଞ୍ଛିତମନୋରଥାର୍ଥାୟ ଚନ୍ଦ୍ରାର୍ଧକୃତଶେଖରାମ୍

ସିଂହାରୂଢାଂ ଚତୁର୍ଭୁଜାଂ କାତ୍ୟାୟନୀଂ ଯଶସ୍ୱନୀମ୍ ॥

ସ୍ୱର୍ଣବର୍ଣାମାଜ୍ଞାଚକ୍ରସ୍ଥିତାଂ ଷଷ୍ଠଦୁର୍ଗାଂ ତ୍ରିନେତ୍ରାମ୍ ।

ବରାଭୀତକରାଂ ସଗପଦଧରାଂ କାତ୍ୟାୟନସୁତାଂ ଭଜାମି ॥

ପଟାମ୍ବରପରିଧାନାଂ ସ୍ମେରମୁଖୀଂ ନାନାଲଙ୍କାରଭୂଷିତାମ୍ ।

ମଞ୍ଜୀରହାରକେୟୁରକିଙ୍କିଣୀରତ୍ନକୁଣ୍ଡଲମଣ୍ଡିତାମ୍ ॥

ପ୍ରସନ୍ନବଦନାଂ ପଲ୍ଲବାଧରାଂ କାନ୍ତକପୋଲାଂ ତୁଙ୍ଗକୁଚାମ୍ ।

କମନୀୟାଂ ଲାବଣ୍ୟାଂ ତ୍ରିବଲୀବିଭୂଷିତନିମ୍ନନାଭିମ୍ ॥

ସ୍ତୋତ୍ରମ୍ -

କାଞ୍ଚନାଭାଂ ବରାଭୟପଦ୍ମଧରାଂ ମୁକୁଟୋଜ୍ଜ୍ୱଲାଂ

ସ୍ମେରମୁଖୀଂ ଶିବପତ୍ନୀଂ କାତ୍ୟାୟନସୁତେ ନମୋଽସ୍ତୁତେ ॥

ପଟାମ୍ବରପରିଧାନାଂ ନାନାଲଙ୍କାରଭୂଷିତାଂ ।

ସିଂହାସ୍ଥିତାଂ ପଦ୍ମହସ୍ତାଂ କାତ୍ୟାୟନସୁତେ ନମୋଽସ୍ତୁତେ ॥

ପରମାନନ୍ଦମୟୀ ଦେବି ପରବ୍ରହ୍ମ ପରମାତ୍ମା ।

ପରମଶକ୍ତି,ପରମଭକ୍ତି, କାତ୍ୟାୟନସୁତେ ନମୋଽସ୍ତୁତେ ॥

ବିଶ୍ୱକର୍ତ୍ରୀଂ,ବିଶ୍ୱଭର୍ତ୍ରୀଂ,ବିଶ୍ୱହର୍ତ୍ରୀଂ,ବିଶ୍ୱପ୍ରୀତାମ୍ ।

ବିଶ୍ୱଚିତ୍ତାଂ,ବିଶ୍ୱାତୀତାଂ କାତ୍ୟାୟନସୁତେ ନମୋଽସ୍ତୁତେ ॥

କାଂ ବୀଜା, କାଂ ଜପାନନ୍ଦା କାଂ ବୀଜଜପତୋଷିତା ।

କାଂ କାଂ ବୀଜଜପାସକ୍ତାଂ କାଂ କାଂ ସନ୍ତୁତା ॥ ??  କାଂ ବୀଜଜପସଂସ୍ତୁତାମ୍

କାଙ୍କାରହର୍ଷିଣୀଂ କାଂ କାଂ ଧନଦାଂ ଧନମାନସାମ୍ ।

କାଂ ବୀଜଜପକାରିଣୀଂ କାଂ ବୀଜତପମାନସାମ୍ ॥

କାଂ କାରିଣୀଂ କାଂ ସୂତ୍ରପୂଜିତାଂ କାଂ ବୀଜଧାରିଣୀମ୍ ।

କାଂ କୀଂ କୂଂ କୈଂ କୌଂ କଃ ଠଃ ଛଃ ସ୍ୱାହାରୂପଣୀ ॥

କବଚମ୍ -

କାତ୍ୟାୟନୀ ମୁଖଂ ପାତୁ କାଂ କାଂ ସ୍ୱାହାସ୍ୱରୂପଣୀ ।

ଲଲାଟଂ ବିଜୟା ପାତୁ ମାଲିନୀ ନିତ୍ୟସୁନ୍ଦରୀ ॥

କଲ୍ୟାଣୀ ହୃଦୟଂ ପାତୁ ଜୟା ଚ ଭଗମାଲିନୀ ॥

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ

Continue…



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...