Skip to main content

 

ଶ୍ରୀବିଦ୍ୟା-[39]-01-07-2021

ଶ୍ରୀବାଲା-ପଞ୍ଚ-ରତ୍ନ-ସ୍ତୋତ୍ରମ୍

 ଆଈ ଆନନ୍ଦବଲ୍ଲୀ ଅମୃତକରତଲୀ ଆଦିଶକ୍ତିଃ ପରାଈ

     ମାୟା ମାୟାତ୍ମରୂପୀ ସ୍ଫଟିକମଣିମୟୀ ମାମତଙ୍ଗୀ ଷଡଙ୍ଗୀ ।

ଜ୍ଞାନୀ ଜ୍ଞାନାତ୍ମରୂପୀ ନଲିନପରିମଲୀ ନାଦ ଓଙ୍କାରମୂର୍ତିଃ

     ଯୋଗୀ ଯୋଗାସନସ୍ଥା ଭୁବନବଶକତୀ ସୁନ୍ଦରୀ ଐଂ ନମସ୍ତେ

ବାଲାମନ୍ତ୍ରେ କଟାକ୍ଷୀ ମମ ହୃଦୟସୁଖୀ ମତ୍ତଭାବ ପ୍ରଚଣ୍ଡୀ

     ବ୍ୟାଲୀ ଯଜ୍ଞୋପବୀତୀ ବିକଟକଟିତଟୀ ବୀରଶକ୍ତିଃ ପ୍ରସନ୍ନା ।

ବାଲା ବାଲେନ୍ଦୁମୌଲିର୍ମଦଗଜଗମନା ସାକ୍ଷିକା ସ୍ୱସ୍ତିମନ୍ତ୍ରୀ

     କାଲୀ କଙ୍କାଲରୂପୀ କଟିକଟିକହ୍ରୀଙ୍କାରିଣୀ କ୍ଲୀଂ ନମସ୍ତେ ॥ ୨॥

ମୂଲାଧାରା ମହାତ୍ମା ହୁତବହନୟନୀ ମୂଲମନ୍ତ୍ରା ତ୍ରିନେତ୍ରା

     ହାରା କେୟୂରବଲ୍ଲୀ ଅଖିଲତ୍ରିପଦକା ଅମ୍ବିକାୟୈ ପ୍ରିୟାୟୈ ।

ବେଦା ବେଦାଙ୍ଗନାଦା ବିନତଘନମୁଖୀ ବୀରତନ୍ତ୍ରୀପ୍ରଚାରୀ

     ସାରୀ ସଂସାରବାସୀ ସକଲଦୁରିତହା ସର୍ୱତୋ ହ୍ରୀଂ ନମସ୍ତେ ॥ ୩॥

ଐଂ କ୍ଲୀଂ ହ୍ରୀଂ ମନ୍ତ୍ରରୂପା ଶକଲଶଶିଧରା ସଂପ୍ରଦାୟପ୍ରଧାନା

     କ୍ଲୀଂ ହ୍ରୀଂ ଶ୍ରୀଂ ବୀଜମୁଖ୍ୟୈଃ ହିମକରଦିନକୃଜ୍ଜ୍ୟୋତିରୂପା ସରୂପା ।

ସୌଃ କ୍ଲୀଂ ଐଂ ଶକ୍ତିରୂପା ପ୍ରଣବହରିସତେ ବିନ୍ଦୁନାଦାତ୍ମକୋଟିଃ

     କ୍ଷାଂ କ୍ଷୀଂ କ୍ଷୂଙ୍କାରନାଦେ ସକଲଗୁଣମୟୀ ସୁନ୍ଦରୀ ଐଂ ନମସ୍ତେ ॥ ୪॥

ଅଧ୍ୟାନାଧ୍ୟାନରୂପା ଅସୁରଭୟକରୀ ଆତ୍ମଶକ୍ତିସ୍ୱରୂପା

     ପ୍ରତ୍ୟକ୍ଷା ପୀଠରୂପୀ ପ୍ରଲୟଯୁଗଧରା ବ୍ରହ୍ମବିଷ୍ଣୁତ୍ରିରୂପୀ ।

ଶୁଦ୍ଧାତ୍ମା ସିଦ୍ଧରୂପା ହିମକିରଣନିଭା ସ୍ତୋତ୍ରସଙ୍କ୍ଷୋଭଶକ୍ତିଃ

     ସୃଷ୍ଟିସ୍ଥିତ୍ୟନ୍ତମୂର୍ତୀ ତ୍ରିପୁରହରଜୟୀ ସୁନ୍ଦରୀ ଐଂ ନମସ୍ତେ

ଇତି ଶ୍ରୀବାଲାପଞ୍ଚରତ୍ନସ୍ତୋତ୍ରଂ ସମ୍ପୂର୍ଣମ୍ ।



 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...