Skip to main content

 

ଶ୍ରୀ ବିଦ୍ୟା—[45]-11-07-2021

ଶ୍ରୀବାଲା-ତ୍ରିପୁର-ସୁନ୍ଦରୀ-ଅଷ୍ଟୋତ୍ତର-ଶତ-ନାମା-ବଲୀ 2

ଓଂ ଐଂ ହ୍ରୀଂ ଶ୍ରୀଂ

ଶ୍ରୀଅଣୁରୂପାୟୈ ନମଃ ।

ଶ୍ରୀମହାରୂପାୟୈ ନମଃ ।

ଶ୍ରୀଜ୍ୟୋତିରୂପାୟୈ ନମଃ ।

ଶ୍ରୀମହେଶ୍ୱର୍ୟୈ ନମଃ ।

ଶ୍ରୀପାର୍ୱତ୍ୟୈ ନମଃ ।

ଶ୍ରୀବରରୂପାୟୈ ନମଃ ।

ଶ୍ରୀପରବ୍ରହ୍ମସ୍ୱରୂପିଣ୍ୟୈ ନମଃ ।

ଶ୍ରୀଲକ୍ଷ୍ମ୍ୟୈ ନମଃ ।

ଶ୍ରୀଲକ୍ଷ୍ମୀସ୍ୱରୂପାୟୈ ନମଃ ।

ଶ୍ରୀଲକ୍ଷସ୍ୱରୂପିଣ୍ୟୈ ନମଃ । ୧୦

ଶ୍ରୀଅଲକ୍ଷସ୍ୱରୂପିଣ୍ୟୈ ନମଃ ।

ଶ୍ରୀଗାୟତ୍ର୍ୟୈ ନମଃ ।

ଶ୍ରୀସାବିତ୍ର୍ୟୈ ନମଃ ।

ଶ୍ରୀସନ୍ଧ୍ୟାୟୈ ନମଃ ।

ଶ୍ରୀସରସ୍ୱତ୍ୟୈ ନମଃ ।

ଶ୍ରୀଶ୍ରୁତ୍ୟୈ ନମଃ ।

ଶ୍ରୀବେଦବୀଜାୟୈ ନମଃ ।

ଶ୍ରୀବ୍ରହ୍ମବୀଜାୟୈ ନମଃ ।

ଶ୍ରୀବିଶ୍ୱବୀଜାୟୈ ନମଃ ।

ଶ୍ରୀକବିପ୍ରିୟାୟୈ ନମଃ । ୨୦

ଶ୍ରୀଇଚ୍ଛାଶକ୍ତ୍ୟୈ ନମଃ ।

ଶ୍ରୀକ୍ରିୟାଶକ୍ତ୍ୟୈ ନମଃ ।

ଶ୍ରୀଆତ୍ମଶକ୍ତ୍ୟୈ ନମଃ

ଶ୍ରୀଭୟଙ୍କର୍ୟୈ ନମଃ

ଶ୍ରୀକାଲିକାୟୈ ନମଃ

ଶ୍ରୀକମଲାୟୈ ନମଃ ।

ଶ୍ରୀକାଲ୍ୟୈ ନମଃ ।

ଶ୍ରୀକଙ୍କାଲ୍ୟୈ ନମଃ ।

ଶ୍ରୀକାଲରୂପିଣ୍ୟୈ ନମଃ ।

ଶ୍ରୀଉପସ୍ଥିତିସ୍ୱରୂପାୟୈ ନମଃ । ୩୦

ଶ୍ରୀପ୍ରଲୟାୟୈ ନମଃ ।

ଶ୍ରୀଲୟକାରିଣ୍ୟୈ ନମଃ ।

ଶ୍ରୀହିଂଗୁଲାୟୈ ନମଃ ।

ଶ୍ରୀତ୍ୱରିତାୟୈ ନମଃ ।

ଶ୍ରୀଚଣ୍ଡ୍ୟୈ ନମଃ ।

ଶ୍ରୀଚାମୁଣ୍ଡାୟୈ ନମଃ ।

ଶ୍ରୀମୁଣ୍ଡମାଲିନ୍ୟୈ ନମଃ ।

ଶ୍ରୀରେଣୁକାୟୈ ନମଃ ।

ଶ୍ରୀଭଦ୍ରକାଲ୍ୟୈ ନମଃ ।

ଶ୍ରୀମାତଙ୍ଗ୍ୟୈ ନମଃ । ୪୦

ଶ୍ରୀଶିବାୟୈ ନମଃ ।

ଶ୍ରୀଶାମ୍ଭବ୍ୟୈ ନମଃ ।

ଶ୍ରୀୟୋଗୁଲାୟୈ ନମଃ ।

ଶ୍ରୀମଙ୍ଗଲାୟୈ ନମଃ ।

ଶ୍ରୀଗୌର୍ୟୈ ନମଃ

ଶ୍ରୀଗିରିଜାୟୈ ନମଃ ।

ଶ୍ରୀଗୋମତ୍ୟୈ ନମଃ ।

ଶ୍ରୀଗୟାୟୈ ନମଃ ।

ଶ୍ରୀକାମାକ୍ଷ୍ୟୈ ନମଃ ।

ଶ୍ରୀକାମରୂପାୟୈ ନମଃ । ୫୦

ଶ୍ରୀକାମିନ୍ୟୈ ନମଃ ।

ଶ୍ରୀକାମରୂପିଣ୍ୟୈ ନମଃ ।

ଶ୍ରୀୟୋଗିନ୍ୟୈ ନମଃ ।

ଶ୍ରୀୟୋଗରୂପାୟୈ ନମଃ ।

ଶ୍ରୀୟୋଗପ୍ରିୟାୟୈ ନମଃ ।

ଶ୍ରୀଜ୍ଞାନପ୍ରୀୟାୟୈ ନମଃ ।

ଶ୍ରୀଶିବପ୍ରୀୟାୟୈ ନମଃ ।

ଶ୍ରୀଉମାୟୈ ନମଃ ।

ଶ୍ରୀକତ୍ୟାୟନ୍ୟୈ ନମଃ ।

ଶ୍ରୀଚଣ୍ଡ୍ୟମ୍ବିକାୟୈ ନମଃ । ୬୦

ଶ୍ରୀତ୍ରିପୁରସୁନ୍ଦର୍ୟୈ ନମଃ ।

ଶ୍ରୀଅରୁଣାୟୈ ନମଃ ।

ଶ୍ରୀତରୁଣ୍ୟୈ ନମଃ ।

ଶ୍ରୀଶାନ୍ତାୟୈ ନମଃ ।

ଶ୍ରୀସର୍ୱସିଦ୍ଧୟେ ନମଃ ।

ଶ୍ରୀସୁମଙ୍ଗଲାୟୈ ନମଃ

ଶ୍ରୀଶିବାମାତ୍ରେ ନମଃ ।

ଶ୍ରୀସିଦ୍ଧିମାତ୍ରେ ନମଃ ।

ଶ୍ରୀସିଦ୍ଧବିଦ୍ୟାୟୈ ନମଃ ।

ଶ୍ରୀହରିପ୍ରିୟାୟୈ ନମଃ । ୭୦

ଶ୍ରୀପଦ୍ମାବତ୍ୟୈ ନମଃ ।

ଶ୍ରୀପଦ୍ମବର୍ଣାୟୈ ନମଃ ।

ଶ୍ରୀପଦ୍ମାକ୍ଷ୍ୟୈ ନମଃ ।

ଶ୍ରୀପଦ୍ମସମ୍ଭବାୟୈ ନମଃ ।

ଶ୍ରୀଧାରିଣ୍ୟୈ ନମଃ ।

ଶ୍ରୀଧରିତ୍ର୍ୟୈ ନମଃ ।

ଶ୍ରୀଧାତ୍ର୍ୟୈ ନମଃ ।

ଶ୍ରୀଅଗମ୍ୟବସିନ୍ୟୈ ନମଃ ।

ଶ୍ରୀଗମ୍ୟବାସିନ୍ୟୈ ନମଃ ।

ଶ୍ରୀବିଦ୍ୟାବତ୍ୟୈ ନମଃ । ୮୦

ଶ୍ରୀମନ୍ତ୍ରଶକ୍ତ୍ୟୈ ନମଃ

ଶ୍ରୀମନ୍ତ୍ରସିଦ୍ଧିପରାୟଣ୍ୟୈ ନମଃ ।

ଶ୍ରୀବିରାଟ୍ଧାରିଣ୍ୟୈ ନମଃ

ଶ୍ରୀବିଧାତ୍ର୍ୟୈ ନମଃ

ଶ୍ରୀବାରାହ୍ୟୈ ନମଃ ।

ଶ୍ରୀବିଶ୍ୱରୂପିଣ୍ୟୈ ନମଃ ।

ଶ୍ରୀପରାୟୈ ନମଃ ।

ଶ୍ରୀପଶ୍ୟାୟୈ ନମଃ ।

ଶ୍ରୀଅପରାୟୈ ନମଃ ।

ଶ୍ରୀମଧ୍ୟାୟୈ ନମଃ । ୯୦

ଶ୍ରୀଦିବ୍ୟବାଦବିଲାସିନ୍ୟୈ ନମଃ ।

ଶ୍ରୀନାଦାୟୈ ନମଃ ।

ଶ୍ରୀବିନ୍ଦବେ ନମଃ

ଶ୍ରୀକଲାୟୈ ନମଃ ।

ଶ୍ରୀଜ୍ୟୋତ୍ୟୈ ନମଃ ।

ଶ୍ରୀବିଜୟାୟୈ ନମଃ

ଶ୍ରୀଭୁବନେଶ୍ୱର୍ୟୈ ନମଃ

ଶ୍ରୀଐଂକାରିଣ୍ୟୈ ନମଃ ।

ଶ୍ରୀଭୟଙ୍କର୍ୟୈ ନମଃ ।

ଶ୍ରୀକ୍ଲୀଂକାର୍ୟୈ ନମଃ । ୧୦୦

ଶ୍ରୀକମଲପ୍ରିୟାୟୈ ନମଃ ।

ଶ୍ରୀସୌଙ୍କାର୍ୟୈ ନମଃ ।

ଶ୍ରୀଶିବପତ୍ନ୍ୟୈ ନମଃ ।

ଶ୍ରୀପରତତ୍ୱପ୍ରକାଶିନ୍ୟୈ ନମଃ ।

ଶ୍ରୀହ୍ରୀଙ୍କାର୍ୟୈ ନମଃ ।

ଶ୍ରୀଆଦିମାୟାୟୈ ନମଃ ।

ଶ୍ରୀୟନ୍ତ୍ରପରାୟଣ୍ୟୈ ନମଃ । ମନ୍ତ୍ରମୂର୍ତ୍ୟୈ

ଶ୍ରୀମୂର୍ତିପରାୟଣ୍ୟୈ ନମଃ । ୧୦୮ ପରାୟଣ୍ୟୈ



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...