Skip to main content

 

ଶ୍ରୀ ବିଦ୍ୟା—[55]-02-08-2021

ଶ୍ରୀବାଲା-ନାମ-ସ୍ମରଣ-ପୂର୍ୱକ-ସ୍ୱରୂପ-ଧ୍ୟାନମ୍-

କଲ୍ୟାଣୀ ତ୍ରିପୁରା ବାଲା ମାୟା ତ୍ରିପୁରସୁନ୍ଦରୀ ।

ସୁନ୍ଦରୀ ସର୍ୱସୌଭାଗ୍ୟବତୀ ହ୍ରୀଙ୍କାରରୂପିଣୀ ॥ ୧॥

ଐଙ୍କାରୀ ସର୍ୱଜନନୀ କ୍ଲୀଙ୍କାରୀ ପରମେଶ୍ୱରୀ ।

ସୌଃକାରୀ ସର୍ୱଶକ୍ତ୍ୟାଢ୍ୟା ତ୍ର୍ୟକ୍ଷରୀ ଦିବ୍ୟଗନ୍ଧିନୀ ॥ ୨॥

ସଂବିଦାନନ୍ଦଲହରୀ ଶ୍ରୀବିଦ୍ୟା ତ୍ରିପୁରେଶ୍ୱରୀ ।

ଗୁପ୍ତା ଗୁତ୍ପତରା ନିତ୍ୟା ନିତ୍ୟା ଷୋଡଶକାବୃତା ॥ ୩॥

ଭକ୍ତାନୁରକ୍ତା ରକ୍ତାଙ୍ଗୀ ଶିବା ସର୍ୱାରୁଣା ଶୁଭା ।

ମୋହିନୀ ପରମାନନ୍ଦା କାମେଶୀ ତରୁଣୀ କଲା ॥ ୪॥

ପଦ୍ମାବତୀ ଭଗବତୀ ପଦ୍ମରାଗକିରୀଟିନୀ ।

ରକ୍ତବସ୍ତ୍ରା ରକ୍ତଭୂଷା ରକ୍ତଗନ୍ଧାନୁଲେପନା ॥ ୫॥

ସୌଗନ୍ଧିକମିଲଦ୍ୱେଣୀ ମନ୍ତ୍ରିଣୀ ମନ୍ତ୍ରପୁଷ୍ପିଣୀ ।

ତତ୍ତ୍ୱାସନା ତତ୍ତ୍ୱମୟୀ ସିଦ୍ଧାନ୍ତଃପୁରବାସିନୀ ॥ ୬॥

ଶ୍ରୀବାଣୀଡ୍ୟା ମହାଦେବୀ କୌଲିନୀ ପରଦେବତା

କୈବଲ୍ୟରେଖା ବଶିନୀ ସର୍ୱେଶୀ ସର୍ୱମଙ୍ଗଲା ॥ ୭॥

ନାରାୟଣୀ ବେଦବେଦ୍ୟା ସର୍ୱସମ୍ପତ୍ପ୍ରଦା ସତୀ ।

ଚତୁର୍ଭୁଜା ଚନ୍ଦ୍ରଚୂଡା ପୁରାଣାଗମବୋଧିତା ॥ ୮॥

ଭୂତେଶ୍ୱରୀ ଭୂତମୟୀ ପଞ୍ଚାଶଦ୍ୱର୍ଣରୂପିଣୀ ।

ସର୍ୱମଙ୍ଗଲମାଙ୍ଗଲ୍ୟା କାମାକ୍ଷୀ କାମଦାୟିନୀ ॥ ୯॥

କିଙ୍କରୀଭୂତଗୀର୍ୱାଣୀ ସୁଧାପାନବିନୋଦିନୀ ।

ଆଧାରବୀଥୀପଥିକା ସ୍ୱାଧିଷ୍ଠାନସମାଶ୍ରିତା ॥ ୧୦॥

ମଣିପୂରସମାସୀନା ଅନାହତନିବାସିନୀ ।

ବିଶୁଦ୍ଧିଚକ୍ରନିଲୟା ଆଜ୍ଞାଚକ୍ରନିବାସିନୀ୧୧

ଅଷ୍ଟତ୍ରିଂଶତ୍କଲାମୂର୍ତିଃ ସୁଷୁମ୍ନାଗାରମଧ୍ୟଗା ।

ଯୋଗୀଶ୍ୱରମୁନିଧ୍ୟେୟା ପରବ୍ରହ୍ମସ୍ୱରୂପିଣୀ ॥ ୧୨॥

ଦିକ୍ପାଲଶକ୍ତିସଂୟୁକ୍ତା ସର୍ୱାଶାପରିପୂରକା ।

ଅନଙ୍ଗକୁସୁମାଦୀଡ୍ୟା ବାଗ୍ଦେବ୍ୟଷ୍ଟକସଂବୃତା ॥ ୧୩॥

ସର୍ୱସୌଭାଗ୍ୟଦେଶାନୀ ମାତ୍ରଷ୍ଟକସମାବୃତା ।

ଭୈରବଷ୍ଟକସଂସେବ୍ୟା ସର୍ୱାଭୀଷ୍ଟାର୍ଥସାଧିକା ॥ ୧୪॥

ଯୋଗିନୀଷଟ୍କସଂସେବ୍ୟା ସର୍ୱରକ୍ଷାକରାଧିପା ।

ରତିପ୍ରୀତିବିଜୟାଖ୍ୟତ୍ରିଶକ୍ତିଗୁରୁସେବିତା ॥ ୧୫॥

ସର୍ୱସିଦ୍ଧିପ୍ରଦେଶାନୀ ସର୍ୱାନନ୍ଦମୟାଧିପା ।

ରହଃପୂଜାସମାଲୋଲା ବିନ୍ଦୁସ୍ଥଲମନୋହରା ॥ ୧୬॥

ତ୍ରିକୋଣମଧ୍ୟନିଲୟା ଷଟ୍କୋଣପୁରବାସିନୀ

ବସୁପତ୍ରଦ୍ୱୟାବାସା ଭୂପୁରଦ୍ୱୟମଧ୍ୟଗା ॥ ୧୭॥

ଶିବକାମେଶ୍ୱରାଙ୍କସ୍ଥକାମେଶ୍ୱର୍ୟଙ୍କବାସିନୀ ।

କାମେଶ୍ୱରୀସମାକାରା ଫୁଲ୍ଲକଲ୍ହାରମଧ୍ୟଗା ॥ ୧୮॥

ପୁସ୍ତକାଭୀତିବରଦଜପମାଲାଲସତ୍କରା ।

ତରୁଣାରୁଣଦେହାଭା ଦିବ୍ୟାଭରଣଭୂଷିତା ॥ ୧୯॥

ବନ୍ଧୂକକୁସୁମପ୍ରଖ୍ୟା ବାଲଲୀଲାବିନୋଦିନୀ ।

କାଶ୍ମୀରକର୍ଦମାଲିପ୍ତତନୁଚ୍ଛାୟାବିରାଜିତା ॥ ୨୦॥

ସପର୍ୟାଚାରନିରତଗୁରୁମଣ୍ଡଲସେବିତା ।

ଚତୁର୍ୱର୍ଗପ୍ରଦାନୋତ୍କ ନିତ୍ୟକଲ୍ୟାଣରୂପିଣୀ ॥ ୨୧॥

ଏବଂ ଧ୍ୟାତା ହୃଦି ସଦା ପରାମ୍ବା ବାଲରୂପିଣୀ ।

ଦେବି ! ଭାଗ୍ୟବଶାଦତ୍ର ସନ୍ନିଧତ୍ସେ ଚିଦାକୃତିଃ ॥ ୨୨॥

ଇତି ଶ୍ରୀବାଲାନାମସ୍ମରଣପୂର୍ୱକସ୍ୱରୂପଧ୍ୟାନଂ ସମ୍ପୂର୍ଣମ୍



Comments

Popular posts from this blog

 ଆଜି ଆମେ ଜାଣିବା ବିଥି ବିନ୍ୟାସ କଣ ଅଟେ ଓ 'ପୂର୍ବ' ଓ 'ପୂର୍ବ-ଦକ୍ଷିଣ-ପୂର୍ବ' ଦିଗରେ ବାସ୍ତୁ ଦୋଷ କିପରି ଉତ୍ପନ୍ନ ହୁଏ ଓ ତାର ପ୍ରତିକାର କିପରି ହେବ? ଏହି ଲେଖା ପୁସ୍ତକ ' ବାସ୍ତୁ ଶାସ୍ତ୍ର' ରୁ ଉଦ୍ଧୃତ ଅଟେ। ପଦ ବିନ୍ୟାସ             ଏହା ବାସ୍ତୁ ଶାସ୍ତ୍ରର ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ଅଂଶ ଅଟେ । ଏହି ପଦ ବିନ୍ୟାସରେ ପୂଜନ କରାଯାଇଥାଏ । ପଦ ବିନ୍ୟାସ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା କେତେ ପ୍ରକାରର ଦିଗ ଅଛି ଏବଂ ତାର ମହତ୍ୱ । କିପରି ଭାବରେ ଉର୍ଜା ସୃଷ୍ଟି ହୋଇଥାଏ ଏବଂ କିପରି ଭାବରେ ଏହି ଉର୍ଜା ଦିକ୍‌ପାଳ ମାଧ୍ୟମରେ ଅଭିବ୍ୟକ୍ତି ହୋଇଥାଏ ତାହା ନିମ୍ନରେ ବର୍ଣ୍ଣନା କରାଗଲା । ସାଧାରଣତଃ ଆମ୍ଭେମାନେ ଆଠ ପ୍ରକାରର ଦିଗ ଜାଣିଥାଉ । କିନ୍ତୁ ବିଶ୍ୱକର୍ମା ପ୍ରକାଶ ଗ୍ରନ୍ଥ ଅନୁଯାୟୀ ତାହା ଷୋହଳ ଦିଗରେ ବିଭକ୍ତ ହୋଇଥାଏ । ଗୋଟିଏ ପ୍ଲଟ୍‌ର ସର୍କଲର ପରିଧି ହେଉଛି ୩୬୦ ଡିଗ୍ରୀ । ଯଦି ଆମେ ତାହାକୁ ଆଠ ଦିଗରେ ବିଭକ୍ତ କରୁ ତେବେ ପ୍ରତ୍ୟେକ ଦିଗ ୪୫ ଡିଗ୍ରୀ ହୁଏ । ଯଦି ପ୍ରତ୍ୟେକ ୪୫ ଡିଗ୍ରୀକୁ ଦୁଇ ଭାଗରେ ବିଭକ୍ତ କରାଯାଏ ତେବେ ତାହା ୨୨.୫ ଡିଗ୍ରୀ ହୋଇଥାଏ । ତେଣୁ ପ୍ଲଟ୍‌ର ଟୋଟାଲ୍ ଦିଗ ୧୬ ହୋଇଥାଏ । ନିମ୍ନରେ ଏହି ୧୬ ପ୍ରକାରର ଦିଗକୁ ବର୍ଣ୍ଣନା କରୁଅଛୁ ।   ( ୧) ପୂର୍ବଦିଗ - ଏହି ଦିଗ ବାୟୁ ତତ୍ୱର ଦିଗ ଅଟେ । ...
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...